Sign in
Sign in
Recover your password.
A password will be e-mailed to you.
ବିବାଦରେ ବିଶ୍ବେଶ୍ବର ଟୁଡୁଙ୍କ ବୟାନ, କୁଡୁମୀ ସମାଜ ପକ୍ଷରୁ ତେଜିଲା ବିରୋଧ
କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁ଼ଡୁଙ୍କ ବୟାନକୁ ବିରୋଧ। କଡୁମୀ ସମାଜଙ୍କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ବିରୋଧ କରି ଓଡ଼ିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡର କୁଡୁମୀ ସମାଜ ମୟୂରଭଞ୍ଜ ସାଂସଦଙ୍କ କୁଶପୁତଳିକା ଦାହ କରିବା ସହିତ ବିବାଦୀୟ ମନ୍ତବ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ ଦାବି!-->…
ଡ଼ାକ୍ତରଙ୍କ ଅବହେଳା ଯୋଗୁ ଗଲା ଦୁଇ ଯାଆଁଳା ନବଜାତ ଶିଶୁ ପୁତ୍ରଙ୍କ ଜୀବନ
ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଭାବନୀୟ ଘଟଣା। ଡ଼ାକ୍ତରଙ୍କ ଅବହେଳା ଯୋଗୁଁ ଗଲା ଦୁଇ ନବଜାତ ଯାଆଁଳା ଶିଶୁପୁତ୍ର ମୃତ୍ୟୁ ଅଭିଯୋଗ । ସ୍ଥାନୀୟ ବହଡ଼ିହ ଗ୍ରାମର ବସନ୍ତ ଦାସଙ୍କ ପତ୍ନୀ ମାନୀ ଦାସ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ଗତକାଲି ତୁରନ୍ତ!-->…
ଇଣ୍ଟରପୋଲର ତଥ୍ୟକୁ ନେଇ ୧୯ ରାଜ୍ୟର ୫୬ଟି ସ୍ଥାନରେ CBI ଚଢ଼ାଉ
ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା CBI ୧୯ଟି ରାଜ୍ୟର ୫୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି । ଶିଶୁ ଯୌନ ଶୋଷଣ ବିରୋଧରେ ଏହି ଚଢ଼ାଉ ହୋଇଛି । ୧୯ ରାଜ୍ୟ ସହ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଛାନଭିନ୍ କରୁଛି ସିବିଆଇ ।
ନ୍ୟୁଜଲାଣ୍ଡରୁ ଇଣ୍ଟରପୋଲର ସିଙ୍ଗାପୁର!-->!-->!-->…
ଏନଆରଆଇ ଆକାଉଣ୍ଟ ଜରିଆରେ ଦେଶରେ ପିଏଫଆଇ ଆକାଉଣ୍ଟକୁ ଆସୁଥିଲା ପାଣ୍ଠି: ଇଡି
ନୂଆଦିଲ୍ଲୀ: ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆତଙ୍କବାଦ ପାଣ୍ଠି ସମ୍ବନ୍ଧରେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ)ର ସାରା ଦେଶରେ ଥିବା ଅନେକ ଅଫିସରେ ରେଡ୍ କରିଛି । ଏଥିସହିତ ପିଏଫଆଇ ଅଧିକାରୀଙ୍କ ବିରୋଧରେ!-->…
ପତ୍ନୀଙ୍କୁ ମାରି ଟାଙ୍ଗିଦେଲେ ସ୍ୱାମୀ
ରାଉରକେଲା: ଉଗ୍ରରୂପ ନେଇଛି ପତିପତ୍ନୀଙ୍କ ପାରିବାରିକ କଳହ। ପତ୍ନୀଙ୍କୁ ମାରି ଘରେ ଟାଙ୍ଗି ଦେଇଛି ପତି। ଏମିତି ଅଭାବନୀୟ ଘଟଣା ଘଟିଛି ରାଉରକେଲା ଟିମ୍ବର କଲୋନିରେ। ପ୍ଲାଣ୍ଟସାଇଟ ପୁଲିସ ମହିଳାଙ୍କ ସ୍ୱାମୀ ବିକାଶ ଦେଙ୍କୁ ଥାନାରେ ଅଟକ ରଖିଛି। ମୃତ ମହିଳାଙ୍କ ଶବ ଜବତ ଜବତ କରି!-->…
ଡିଗ୍ରୀ କଲେଜରେ +୨ ପାଠପଢ଼ା, ଅଲଗା ହେଲାନି କ୍ୟାମ୍ପସ
ଭୁବେନଶ୍ବର : ୨୦୨୨-୨୩ ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଜୁନିଅର କଲେଜଗୁଡ଼ିକରେ ନାମ ଲେଖାଇଥିବା ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସୋମବାର ଠାରୁ ଆରମ୍ଭ ହେବ। ଏହା ପୂର୍ବରୁ ଗୁରୁବାରଠାରୁ ତିନିଦିନ ବ୍ୟାପୀ ଇଣ୍ଡକ୍ସନ କ୍ଲାସ କରାଯାଉଛି। କରୋନା ପ୍ରକୋପ କମିବା ପରେ!-->…
ଡାକ୍ତରଙ୍କୁ ଆକ୍ରମଣ କଲେ କଡ଼ା ଆକ୍ସନ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି
ଭୁବନେଶ୍ୱର: ରାଜ୍ୟରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ହେଉଥିବା ଆକ୍ରମଣକୁ ନେଇ ରାଜ୍ୟ ସରକାର କଠୋର ହୋଇଛନ୍ତି । ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଏଡ଼ାଇବା ପାଇଁ ଶୂନ ସହନଶୀଳ ନୀତି ଅବଲମ୍ବନ କରାଯିବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ!-->…
ରହସ୍ଯ ଘେରରେ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ଆକ୍ରମଣ ଘଟଣା :ଦିଗହରା ପୋଲିସ ତଦନ୍ତ..!
ଘଟଣାର ୭ ଦିନ ବିତିଯାଇଥିଲେଵି ପୋଲିସ ହାତ ଖାଲି...
କାନାଡ଼ାରେ ଭାରତୀୟଙ୍କ ପ୍ରତି ବଢ଼ୁଛି ଘୃଣାଭାବ, ସତର୍କ କରାଇଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: କାନାଡ଼ାରେ ଭାରତୀୟଙ୍କ ପ୍ରତି ଘୃଣାଭାବ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାର ସେଠାରେ ରହୁଥିବା ଭାରତର ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ସତର୍କ କରାଇଛନ୍ତି। ଏ ନେଇ କେନ୍ଦ୍ର ପକ୍ଷରୁ ମଧ୍ୟ ପରାମର୍ଶ ଜାରି କରିଛନ୍ତି। ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଭାରତ ସରକାର କାନାଡ଼ାକୁ!-->…
ଆନ୍ଧ୍ର ପରେ ଛତିଶଗଡ଼ର ଦାଦାଗିରି : ଓଡିଶା ସୀମା ରେ ଅନୁପ୍ରବେଶ..!
ମାଲକାନଗିରି : ଓଡ଼ିଶା ସୀମାରେ ଛତିଶଗଡ଼ ଅନୁପ୍ରବେଶ କରିଛି । କେବଳ ଅନୁପ୍ରବେଶ ନୁହେଁ ସୀମା ଚିହ୍ନଟ କରିବାକୁ ପ୍ରାୟ ତିନି କିଲୋମିଟର ଭିତରେ ଜଙ୍ଗଲ ମଧ୍ୟ କାଟିଦେଇଛନ୍ତି। ମାଲକାନଗିରି ଜିଲା ମାଥିଲି ବ୍ଳକ ସୀମାନ୍ତ କମାରପାଲୀରେ ଏଭଳି ଘଟଣା ଦେଖିବାକୁ ମିଳିଛି। କୋଟିଆ ସୀମା ବିବାଦକୁ!-->…