ପୁରୀରେ ବସିବ ଦଶମ ପରାମର୍ଶଦାତା କମିଟି ବୈଠକ

ପୁରୀ ୨୪/୦୯ : ଆଜି ପୁରୀରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଦଶମ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହେବ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ରାଜୀବ ଚନ୍ଦ୍ରଶେଖର ଓ ଦେଶର ବିଭିନ୍ନ ରାଜନୈତିକ

୫ ଦୋକାନ ଉପରେ ଚଢିଗଲା ସାର ବୋଝେଇ ଟ୍ରକ୍

ନିଶ୍ଚିତକୋଇଲି ୨୪/୦୯: ଆଜି ଭୋରୁ ଭୋରୁ କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବଜାର ମୁଖ୍ୟ ରାସ୍ତାକଡରେ ବଡ ଦୁର୍ଘଟଣା । ଚାରିରୁ ପାଞ୍ଚଟି ବଡ଼ ଦୋକାନ ଉପରେ ଚଢ଼ିଗଲା ଦୁଇଟି ସାର ବୋଝେଇ ଟ୍ରକ । ଅଳ୍ପକେ ବଞ୍ଚିଲେ ୧୪କର୍ମଚାରୀ । ଦୁଇଟି ଟ୍ରକ ଉକ୍ତ ସ୍ଥାନରେ ଏବେ ବି ପଶିରହିଚି । କଟକରୁ

ଆଣ୍ଡାମାନ ନିକୋବରରେ ଭୂମିକମ୍ପ; ରିକ୍ଟର ସ୍କେଲ୍‌ରେ ତିବ୍ରତା ୬.୧

ପୋର୍ଟବ୍ଲେୟାର୍‌ ୨୪/୦୯: ଶୁକ୍ରବାର ଆଣ୍ଡାମନ ନିକୋବର ଦ୍ୱୀପପୁଞ୍ଜରେ ଭୂମିକମ୍ପ ହୋଇଥିବା ଜଣାପଡ଼ିଛି। ରିକ୍ଟର ସ୍କେଲ୍‌ରେ ଏହାର ତିବ୍ରତା ୬.୧ ଥିଲା। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏହି ଭୂମିକମ୍ପ ହୋଇଥିଲା ବୋଲି ସ୍ପଷ୍ଟ କରିଛି। ରାତି ୨ଟା ୩୦ ସମୟରେ ଭୂମିର ୭୫ କିମି ଭିତରେ

ରୋଚକ ମୋଡରେ ରାଜସ୍ଥାନ ରାଜନୀତି : ସଚିନ୍‌ ପାଇଲଟ୍‌ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ !

ନୂଆଦିଲ୍ଲୀ,୨୪/୦୯ : କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବେ ସେଥିନେଇ ଚାଲିଛି କଳ୍ପନାଜଳ୍ପନା । ଇତିମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ଲଢ଼ିବା ନେଇ ଶୁକ୍ରବାର ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । କେରଳର କୋଚିରେ ଗେହଲଟ

ଭୁସ୍ଖଳନରେ ଭୟଭିତ କୁମ୍ଭାରୀପଦର ଗ୍ରାମବାସୀ

ଦାରିଙ୍ଗବାଡ଼ି (୨୩/୯) : ଲଘୁଚାପ ଜନିତ ବର୍ଷାରେ ଦାରିଙ୍ଗବାଡ଼ି ବ୍ଲକ ଅଂଚଳରେ ବହୁ କ୍ଷୟକ୍ଷତି ହୋଇଥିବା ବେଳେ ବହୁ ସ୍ଥାନରେ ଭୁସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି । ହାତିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରୀପଦର ଗ୍ରାମ ନିକଟରେ ରହିଥିବା ପାହାଡ଼ରେ ବଡ଼ ବଡ଼ ଫାଟ ଦେଖା ଯିବା ସହ ମାଟି

ଚିକିଟିରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଓ ପୌର ପରିଷଦ ପକ୍ଷରୁ ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଚିକିଟି ପେଣ୍ଠ ପାଣ୍ଡା ଛକ ନିକଟରେ ପୌର ପରିଷଦ ଅଧ୍ୟକ୍ଷା ଦୀପା କୁମାରୀ ସାହୁ, ବ୍ଲକ୍ ଅଧ୍ୟକ୍ଷ ଆପନ୍ନା ସେଠୀ, ତହସିଲଦାର ବିଶ୍ୱ ରଞ୍ଜନ କହଁର, ବି ଡ଼ି ଓ ହଳଧର

ବେଆଇନ ପଥର ଖନନ ଅଭିଯୋଗରେ ୫ ଜେସିବି ମେସିନ ଓ ଏକ ଟ୍ରାକ୍ଟର ଜବତ, ପାଞ୍ଚ ଲକ୍ଷ ଜୋରିମାନା

ଚିତ୍ରକୁଣ୍ଡା (୨୩/୦୯) : ମାଲକାନଗିରି ଜିଲ୍ଲା ଚିତ୍ରକୁଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳ ଜୋଡାଆମ୍ବ ପଞ୍ଚାୟତ ର ସିମିଳିପଦର ଠାରେ ଚିତ୍ରକୁଣ୍ଡା ତହସିଲ ପକ୍ଷରୁ ଚଢ଼ାଉ କରାଯାଇ ବେଆଇନ ଭାବେ ପଥର ଖୋଳୁଥିବା ଅଭିଯୋଗ ରେ ୫ଟି ଜେସିବି ମେସିନ ଓ ଗୋଟିଏ ଟ୍ରାକ୍ଟର ସମେତ ୫୦୦ ଘନମିଟର

ସ୍ୱାଭିମାନ ଅଞ୍ଚଳରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଚିତ୍ରକୋଣ୍ଡା (୨୩/୦୯) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗୋରାସେତୁ ଓ ପଣସପୁଟ ଠାରେ ଜଙ୍ଗଲ ଜମି ପଟା ବଣ୍ଟନ ଅନୁଷ୍ଠିତ।ଜଙ୍ଗଲ ଜମି ପଟା ବଣ୍ଟନ କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ଵାକା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ।ଏହା ସହ

ନଦୀରେ ନିଖୋଜ ଵ୍ୟକ୍ତି ଉଦ୍ଧାର

ଚିତ୍ରକୋଣ୍ଡା (୨୩/୦୯) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଧୂଳିପୁଟ ପଞ୍ଚାୟତ ଧାକୁଡୁପାଲି ଗ୍ରାମର ମାସୁରୁ ଖରା, ବୟସ -୫୦ ଗଲା ମଙ୍ଗଳବାର ଠାରୁ ଗ୍ରାମ ନିକଟସ୍ଥ ଚିକପଣଷl ନଦୀକୁ ମାଛ ମାରିବାକୁ ଯାଇଥିଲା l ହଠାତ ଗୋଡ଼ ଖସି ଯିବାରୁ ନଦୀ ଶ୍ରୋତରେ ପଡି ଭାସି ଯାଇ