Sign in
Sign in
Recover your password.
A password will be e-mailed to you.
ଜିଲ୍ଳା ଯୋଜନା କମିଟି ଅଧ୍ୟକ୍ଷ ଭାବେ ମନ୍ତ୍ରୀ ଓ ବିଧାୟକଙ୍କୁ ଦାୟିତ୍ବ
ଭୁବନେଶ୍ବର: ରାଜ୍ୟ ସରକାର ନେତାଙ୍କୁ ନୂଆ ଦାୟିତ୍ବ ଦେଇଛନ୍ତି। ନିମ୍ନରେ ଉଲ୍ଲେଖ କରାଯାଇଥିବା ମନ୍ତ୍ରୀ ଓ ବିଧାୟକମାନଙ୍କୁ ବିଭିନ୍ନ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ନିଯୁ୍କ୍ତ କରାଯାଇଛି।
ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଅନୁଗୁଳ!-->!-->!-->…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୋଟ ସମ୍ପତ୍ତି ୬୪କୋଟି
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସମସ୍ତ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ) ୱେବସାଇଟରେ ସମସ୍ତ ମନ୍ତ୍ରୀଙ୍କର ସ୍ଥାବର ଓ ଅସ୍ଥାବାର ସମ୍ପତ୍ତି ତାଲିକା ପ୍ରକାଶ କରାଯାଇଛି। ୨୦୨୧ ଡିସେମ୍ବର ୩୧ ସୁଦ୍ଧା!-->…
କେନ୍ଦ୍ରକୁ ସୁପ୍ରିମକୋର୍ଟ ନୋଟିସ: ଧର୍ମାନ୍ତରୀକରଣ ରୋକିବା ପାଇଁ କ’ଣ କରିଛ
ନୂଆଦିଲ୍ଲୀ: ଭୟ, ପ୍ରଲୋଭନ ତଥା ଅର୍ଥ ଉପହାର ଦେଇ ଧର୍ମାନ୍ତରୀକରଣ କରାଯାଉଥିବା ଏକ ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ରକୁ ନୋଟିସ୍ କରିଛନ୍ତି । ବଳପୂର୍ବକ ଧର୍ମାନ୍ତରୀକରଣକୁ ବନ୍ଦ କରିବା ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ଦର୍ଶାଇଛନ୍ତି। ଏହି ପ୍ରସଙ୍ଗରେ କେନ୍ଦ୍ର କେଉଁ!-->…
ବିଚ୍ଛେଦ ପରେ ପ୍ରଥମଥର ନୀତୀଶ କୁମାରଙ୍କୁ ଟାର୍ଗେଟ କଲେ ଅମିତ ଶାହ
ପୁରନିଆ: ବିଜେପିକୁ ଛାଡ଼ପତ୍ର ଦେଇ ଆରଜେଡି ଓ କଂଗ୍ରେସ ସହ ମିଶି ପୁଣିଥରେ ବିହାର ମୁଖ୍ୟମନ୍ତ୍ରୀ ହୋଇଥିବା ଜେଡିୟୁ ନେତା ନୀତୀଶ କୁମାରଙ୍କୁ ଆଜି ଟାର୍ଗେଟ କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ବିଜେପିକୁ ପଛପଟୁ ଛୁରା ମାରି ନୀତୀଶ କୁମାର ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖି!-->…
ମଦ ବୋତଲରେ ‘ଚେତାବନୀ ସୂଚକ ଲେଖା’ ରଖିବା ଅନୁରୋଧ କରି ହୋଇଥିବା ଏକ ଆବେଦନକୁ ଗ୍ରହଣ କରିବାକୁ ମନା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ସିଗାରେଟ ପ୍ୟାକେଟ୍ ପରି ମଦ ବୋତଲରେ ବି ‘ଚେତାବନୀ ସୂଚକ ଲେଖା’ ରଖିବା ଅନୁରୋଧ କରି ହୋଇଥିବା ଏକ ଆବେଦନକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ ।ସିଗାରେଟ ପ୍ୟାକେଟ ପରି ମଦ ବୋତଲରେ ବି ଚେତାବନୀ ସୂଚକ ଲେଖା ରହୁ ବୋଲି ଆଇନଜୀବୀ ଅଶ୍ବିନୀ କୁମାର ଉପାଧ୍ୟାୟ ଏ!-->…
ସିରିଆ ଉପକୂଳରେ ଡଙ୍ଗାବୁଡ଼ି ୭୧ ମୃତ
ଦମାସ୍କସ୍ : ଯୁଦ୍ଧଗ୍ରସ୍ତ ସିରିଆରେ ମାନବୀୟ ସଂକଟ ବଢିବାରେ ଲାଗିଛି । ଗୁରୁବାର ରାତିରେ ସିରିଆ ଉପକୂଳରେ ଶରଣାର୍ଥୀ ଓ ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ଜାହାଜ ବୁଡ଼ିଯିବାରୁ ୭୧ ଜଣ ଲୋକ ପ୍ରାଣ ହରାଇଛନ୍ତି ।ଏହି ଡଙ୍ଗାଟି ଉତ୍ତର ଲେବାନନର ମିନିଆରୁ ବାହାରିଥିଲା ଓ ୟୁରୋପ ଅଭିମୁଖେ!-->…
ଘୃଣା ଅପରାଧ: କାନାଡା ଯାଉଥିବା ଶିକ୍ଷାର୍ଥୀଙ୍କ ପାଇଁ ସତର୍କ ସୂଚନା ଜାରି କଲା ଭାରତ
ନୂଆଦିଲ୍ଲୀ: କାନାଡାରେ ରହୁଥିବା ଓ ସେଠାକୁ ପାଠପଢ଼ିବାକୁ ଯାଉଥିବା ଶିକ୍ଷାର୍ଥୀଙ୍କୁ ସତର୍କ ରହିବାକୁ ଆଜି ଭାରତ ସରକାର ପରାମର୍ଶ ଦେଇଛନ୍ତି। ଘୃଣା ଅପରାଧ ବା ହେଟ କ୍ରାଇମ ସଂଖ୍ୟା ଆଶାତୀତ ବଢ଼ୁଛି। ସେହିପରି ସାଂପ୍ରଦାୟକି ହିଂସା ଓ ଭାରତ ବିରୋଧୀ କାର୍ଯ୍ୟକ୍ରମ କାନାଡାରେ ବଢ଼ୁଥିବାରୁ!-->…
ଉଦ୍ଧବଙ୍କୁ ବଡ ଆଶ୍ବସ୍ତି: ଶିବାଜୀ ପାର୍କରେ ଦଶହରା ରାଲି ପାଇଁ ବମ୍ବେ ହାଇକୋର୍ଟ ଦେଲେ ଅନୁମତି
ମୁମ୍ବାଇ: ଶେଷରେ ଉଦ୍ଧବଙ୍କୁ ମିଳିଲା ଶିବାଜୀ ପାର୍କ | ଉଦ୍ଧବଙ୍କ ଶିବସେନାକୁ ଶିବାଜୀ ପାର୍କରେ ଦଶହରା ରାଲି କରିବାକୁ ଆଜି ବମ୍ବେ ହାଇକୋର୍ଟ ଅନୁମତି ଦେଇଛନ୍ତି। ଏହା ସହିତ ସିନ୍ଦେ ଦଳକୁ ଅନୁମତି ଦେବାକୁ ମନା କରାଯାଇଛି। ସେମାନଙ୍କୁ ଅନ୍ୟ କୌଣସି ସ୍ଥାନରେ ରାଲି କରିବାକୁ ପଡିବ | କୋର୍ଟ!-->…
ମଦିନାରୁ ମିଳିଲା ସୁନା ଓ ତମ୍ବାର ବିରାଟ ଭଣ୍ଡାର
ରିୟାଦ: ସାଉଦି ଆରବର ପବିତ୍ର ସହର ମଦିନାରୁ ମିଳିଛି ସୁନା ଓ ତମ୍ବାର ବିରାଟ ଭଣ୍ଡାର। ନିଜେ ସାଉଦି ଆରବ ସରକାର ଏ ସମ୍ପର୍କରେ ଘୋଷଣା କରିଛନ୍ତି। ସାଉଦି ଭୂତତ୍ତ୍ୱ ସର୍ବେକ୍ଷଣ ଗୋଟିଏ ଟ୍ୱିଟର ପୋଷ୍ଟରେ କହିଛି ଯେ ମଦିନା ଅଞ୍ଚଳର ଆବା ଅଲ-ରାହା ସୀମା ମଧ୍ୟରେ ଏହି ସୁନା ପଥରଗୁଡ଼ିକୁ ଠାବ!-->…
ମହିଳା ବିରୋଧୀ ଅପରାଧର ଅଭିଯୁକ୍ତଙ୍କୁ ମିଳିବନି ଆଗୁଆ ବେଲ୍: ପାସ୍ ହେଲା ବିଲ୍
ଲକ୍ଷ୍ନୌ: ମହିଳା ଓ ଶିଶୁ ବିରୋଧୀ ଅପରାଧ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଥିବା ଯୋଗୁ ଆଦିତ୍ୟନାଥ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତର ପ୍ରଦେଶରେ ଆଜି କୋଡ ଅଫ କ୍ରିମିନାଲ ପ୍ରୋସିଜର(ସଂଶୋଧନ) ବିଲ୍ ୨୦୨୨ ପାରିତ ହୋଇଛି। ମହିଳା ଓ ଶିଶୁ ବିରୋଧୀ!-->…