କଟକ ଭରତିଆ ଟାୱାରରେ ଅଗ୍ନିକାଣ୍ଡ

କଟକ: କଟକ ବାଦାମବାଡ଼ି ଭରତିଆ ଟାଓ୍ୱାରରେ ଆଜି ସଂଧ୍ୟାରେ ଲାଗିଥିଲା ନିଆଁ । ବିଲ୍ଡିଂର ପଞ୍ଚମ ମହଲାରେ ନିଆଁ ଲାଗିଥିବା ଜଣାପଡିଛି । ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ବାଦାମବାଡ଼ି ଛକରେ ଥିବା ଭରତିଆ ଟାୱାରରେ ଆଜି ସନ୍ଧ୍ୟାରେ ଏହି ଅଗ୍ନିକାଣ୍ଡ ଘଟିଛି। କୋଠାର ଏକ ଘର

ଜୀବନରୁ ମାରିଦେବାକୁ ଗ୍ୟାସଟାଙ୍କି ଖୋଲିଦେଲା ସ୍ୱାମୀ, ଗୁରୁତର ସ୍ତ୍ରୀ SCBରେ ଭର୍ତ୍ତି

ଭୁବନେଶ୍ୱର: ନିଶାଡି ସ୍ଵାମୀର ଅମାନବୀୟ କାଣ୍ଡ। ସ୍ୱାମୀରୁ ସାଜିଲା ଭକ୍ଷକ। ରାଜଧାନୀରେ ନିଶା ଚୁର ସ୍ଵାମୀ ଗ୍ୟାସ ଟାଙ୍କି ଖୋଲି ସ୍ତ୍ରୀକୁ ମାରିବାକୁ ଉଦ୍ୟମ କରିଥିବା ଅଭିଯୋଗ ଆସିଛି।ଏହି ବିଭତ୍ସ କାଣ୍ଡରେ ସ୍ତ୍ରୀ ପ୍ରଭାତୀ ଗୁରୁତର ହୋଇଛନ୍ତି। ତାଙ୍କୁ କଟକ SCB ମେଡିକାଲକୁ

ଆସନ୍ତା ୨୭ରେ ବେଙ୍ଗାଲୁରୁ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆସନ୍ତା ସେପ୍ଟେମ୍ବର ୨୭ରେ ବେଙ୍ଗାଲୁରୁ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ବେଙ୍ଗାଲୁରୁ ତାଜ ୱଷ୍ଟେ ଏଣ୍ଡ ହୋଟେଲରେ ୨୭ ତାରିଖରେ ରହିବା ସହ ୨୮ରେ ସେହି ହୋଟେଲରେ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗଦେବା ସହ ନିବେଶକଙ୍କ ସହ ଅଲୋଚନା କରିବେ । ଏଥି ସହିତ ଓଡ଼ିଶାରେ

ବାରବାଟୀରେ ଖେଳାଯିବ ଲିଜେଣ୍ଡସ ଲିଗ୍‌ ଟି-ଟ୍ୱେଣ୍ଟି : ଆଜିଠୁ ଆରମ୍ଭ ହୋଇଛି ଟିକେଟ ବିକ୍ରି

କଟକ: ବାରବାଟୀରେ ଖେଳାଯିବାକୁ ଥିବା ଲିଜେଣ୍ଡସ ଲିଗ୍‌ ଟି-ଟେ୍ଵଣ୍ଟି ପାଇଁ ଆଜିଠୁ ଆରମ୍ଭ ହୋଇଛି ଟିକେଟ ବିକ୍ରି । ତିନିଟି କାଉଣ୍ଟରରେ ଏହି ଟିକେଟ ବିକ୍ରି ଆରମ୍ଭ ହୋଇଛି । ମୋଟ ୮ ହଜାର ୪୨୧ଟି ଟିକେଟ ଅଫଳାଇନରେ ବିକ୍ରି ପାଇଁ ଉପଲବ୍ଧ କରାଯାଇଛି । ୨ ନମ୍ବର, ୪ ନମ୍ବର ଗ୍ୟାଲେରୀ,

ଧାମରା ଓ ଆରଡ଼ି ଗସ୍ତରେ ମୁଖ୍ୟ ଶାସନ ସଚିବ ଓ 5T ସଚିବ

ଚାନ୍ଦବାଲି: ଧାମରା ଓ ଆରଡ଼ି ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5T ସଚିବ ଭିକେ ପାଣ୍ଡିଆନ। ଧାମରା ପୋର୍ଟରେ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ଧାମରା-ଜାମୁଝାଡି ରାସ୍ତାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହା ସହ ବାଲିମୁଣ୍ଡାଠାରେ ହେଉଥିବା

ଭୁବନେଶ୍ବର-କଟକ ଦୁର୍ଗାପୂଜାରେ ମାତ୍ରାଧିକ ଶବ୍ଦ ପାଇଁ କଟକଣା ଲାଗୁ

ଭୁବନେଶ୍ବର: ଦୁଇ ଦିନ ପରେ ମା’ ଦୁର୍ଗାଙ୍କ ଉପାସନା ପାଇଁ ନବରାତ୍ରି ଆରମ୍ଭ ହୋଇଯିବ। ଦେବୀଙ୍କ ମନ୍ଦିର ଚଳଚଞ୍ଚଳ ହୋଇ ଉଠିବ। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନ୍ଦିର ଓ ପୀଠଗୁଡ଼ିକରେ ଭିଡ଼ ରହିବ। ଏଥି ପାଇଁ ଉଭୟ ମନ୍ଦିର ଓ ପୀଠଗୁଡ଼ିକରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି। ସେହିପରି

ଚମାଖଣ୍ଡି ପଂଚାୟତରେ ମାଗଣା ସ୍ୱାସ୍ଥ୍ୟ ଶିବିର

ଛତ୍ରପୁର : ଚମାଖଣ୍ଡି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ସରପଂଚ ସି. ଏଚ. ମନୋଜ କୁମାର ରେଡ୍ଡୀଙ୍କ ନେତୃତ୍ୱରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଆଇଆରଇଏଲ କମ୍ପାନୀ ସହଯୋଗ କରିଛନ୍ତି । ଅନୁଷ୍ଠିତ ଶିବିରରେ ପଂଚାୟତରେ ୨୦୦ ରୁ ଉର୍ଦ୍ଧ୍ୱ

ଶିଶୁଙ୍କ ଖାଦ୍ୟ ବାଟମାରଣା ନେଇ ସିଡିପିଓଙ୍କୁ ଅଭିଯୋଗ, ଆସୁନାହାନ୍ତି ଅଙ୍ଗନବାଡ଼ି କର୍ମୀ : ମିଳୁନି ଅଣ୍ଡା,ଛତୁଆ

ଦାରିଙ୍ଗବାଡ଼ି,୨୩/୯, ମହିଳା ଓ ଶିଶୁଙ୍କ ଶାରୀରିକ ତଥା ମାନସିକ ସ୍ତରରେ ବିକାଶ କରିବା ନିମନ୍ତେ ସରକାର ଅନେକ ଯୋଜନା କରିଛନ୍ତି । ପ୍ରତି ଗାଁରେ ଅଙ୍ଗନବାଡ଼ି ନିର୍ମାଣ କରିବା ସହ ଅଙ୍ଗନବାଡ଼ି କର୍ମୀ ଓ ରୋଷେୟା ନିଯୁକ୍ତି କରିଛନ୍ତି । ହେଲେ ସରକାରଙ୍କ ଯୋଜନା ମହିଳା ଓ ଶିଶୁଙ୍କ ପାଇଁ ଏକ

ନ୍ୟାୟ ପାଇବା ଆଶାରେ ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଲେ ସ୍ବପ୍ନା

ବ୍ରହ୍ମପୁର ୨୩/୦୯: ବ୍ରହ୍ମପୁରରେ ନ୍ୟାୟ ମାଗୁଛନ୍ତି ଆଉ ଜଣେ ମହିଳା । ମହିଳା ଜଣଙ୍କ ସ୍ୱାମୀ ଘର ସମ୍ମୁଖରେ ଧାରଣା ଦେଇ ବସିଛନ୍ତି । ବ୍ରହ୍ମପୁର ରେଲୱେ ଷ୍ଟେସନରେ କାର୍ଯ୍ୟରତ ଟିଟିଆଇ କାହ୍ନୁ ନାୟକଙ୍କ ସ୍ତ୍ରୀ ସ୍ୱପ୍ନା ନାୟକ ବସିଛନ୍ତି ଧାରଣାରେ । କେବଳ ଧାରଣା ଦେଇନାହାଁନ୍ତି

ସ୍ୱାସ୍ଥ୍ୟ ବିଭାଗର ଅଜବ ନୀତି, ହିତାଧିକାରୀ ପ୍ରତିଷେଧକ ଟୀକା ନନେଇ ଦିଆଯାଉଛି ମେସେଜ

ଦାରିଙ୍ଗବାଡି (୨୩/୯) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳ ରେ ଏବେ କୋଭିଡ ଟୀକାକରଣ କାର୍ଯ୍ୟ ଚାଲିଛି ହେଲେ ଏକାଧିକ ହିତାଧିକାରୀ ଟୀକା ନେଇନଥିବା ବେଳେ ସେମାନେ ଟୀକା କରଣ କରିଥିବା ନେଇ ପଞ୍ଜିକୃତ ମୋବାଇଲକୁ ମେସେଜ ଆସିବା ସହ ସାର୍ଟିଫିକେଟ ମଧ୍ୟ ଡାଉନଲୋଡ ହେଉଛି | ଜଣେ