Sign in
Sign in
Recover your password.
A password will be e-mailed to you.
ରିସୋର୍ଟ ଅତିଥିଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ଯୁବତୀଙ୍କୁ ହତ୍ୟା, ବିଜେପି ନେତାଙ୍କ ପୁଅ ଗିରଫ
ହରିଦ୍ବାର: ଯୁବତୀଙ୍କ ହତ୍ୟା ମାମଲାରେ ଉତ୍ତରାଖଣ୍ଡ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିନୋଦ ଆର୍ଯ୍ୟଙ୍କ ପୁଅ ପୁଲକିତ ଆର୍ଯ୍ୟ (୩୫)ଙ୍କୁ ଗିରଫ କରାଯାଇଛି। ପାଉରି ଜିଲ୍ଲା ରିଷିକେଶ ସ୍ଥିତ ପୁଲକିତଙ୍କ ବନନ୍ତରା ରିସୋର୍ଟରେ ଏହି ୧୯ ବର୍ଷୀୟା ଅଙ୍କିତା ଭଣ୍ଡାରୀ!-->…
ମହିଧରପୁର ଗାଁ ପୋଖରୀରୁ ଯୁବକର ମୃତଦେହ ଉଦ୍ଧାର
ଆଠମଲ୍ଲିକ: ଠାକୁରଗଡ଼ ଥାନା ଅନ୍ତର୍ଗତ ମହିଧରପୁର ଗାଁ ପୋଖରୀରୁ ଯୁବକର ମୃତଦେହ ଉଦ୍ଧାର । ପୋଲିସ ସୂତ୍ର ମୁତାବକ, ଗତ ୨୧ ତାରିଖରେ ଆଠମଲ୍ଲିକ ଉପଖଣ୍ଡ କିଶୋର ନଗର ଥାନା ଅନ୍ତର୍ଗତ ବାଟୀମୁଣ୍ଡା ଗ୍ରାମର ସିପୁନ ନାୟକ(୨୦) ତାଙ୍କ ବାପା ପୁରସ୍ତମ ନାୟକଙ୍କ ସହିତ ଆଠମଲ୍ଲିକକୁ କୋର୍ଟ!-->…
ଏସ୍ପି ଅଫିସ ପାଖରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ; ପରିଚୟ ଅସ୍ପଷ୍ଟ
ଅନୁଗୁଳ ୨୪/୦୯: ଅନଗୁଳ ଆରକ୍ଷି ଅଧିକ୍ଷକଙ୍କ (ଏସପି) କାର୍ଯ୍ୟାଳୟ ପାଖରେ ଜଣଙ୍କର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ୫୫ ନମ୍ୱର ଜାତୀୟ ରାଜପଥ ପାଖରେ ମୃତଦେହ ପଡ଼ିରହିଥିବା ଦେଖିବାକୁ ମିଳିଛି। ସମ୍ପୃକ୍ତ ମୃୃୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ। ତାଙ୍କର ଦେହରେ କୌଣସି କ୍ଷତ!-->…
ବିଜେଡି ଜିଲ୍ଲା ପରିଷଦ ସଭ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଭୁବନେଶ୍ୱର: ବିଜେଡି ନେତାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ମୃତ ବ୍ୟକ୍ତି ହେଉଛନ୍ତି ଧର୍ମେନ୍ଦ୍ର ସାହୁ। ସେ ପୁରୀ ଜିଲ୍ଲା ନିମାପଡ଼ାର ୧୧ ନମ୍ବର ଜୋନ୍ର ବିଜେଡି ଜିଲ୍ଲା ପରିଷଦ ସଭ୍ୟ । ସକାଳୁ ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରୁ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ସେ ତାଙ୍କ!-->…
ଜାତୀୟ ସ୍ତରରେ ଚମକିଲେ ଓଡ଼ିଆ ଝିଅ କ୍ରୀଷ୍ଣା ସାହୁ
ଭୁବନେଶ୍ବର : ଓଡିଶା ପାଇଁ ଗୌରବ ଆଣିଲେ କ୍ରୀଷ୍ଣା । ପୁଣି ଜାତୀୟ ସ୍ତରରେ ଆୟୋଜିତ ସିଲଫିନା ମିଡିଆ ବହୁ ପ୍ରତୀକ୍ଷିତ ଗ୍ରାଣ୍ଡ ନ୍ୟାସନାଲ ଲେଭଲ୍ ଫ୍ୟାଶନ୍ ଶୋ ସିଲ୍ଫିନା ମିଷ୍ଟର, ମିସେସ ଆଣ୍ଡ ମିସ ଇଣ୍ଡିଆ ୨୦୨୨ ରେ ଟାଇଟଲ ହାସଲ କରିଛନ୍ତି ଓଡ଼ିଶାର ଝିଅ କ୍ରୀଷ୍ଣା । ପୁନେର!-->…
ପୁରୀ ଗସ୍ତରେ ୫-ଟି ସଚିବ, ଶ୍ରୀମନ୍ଦିରର ଉନ୍ନତିକରଣ ନେଇ ଆଲୋଚନା
ପୁରୀ: ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ସକାଳେ ପୁରୀ ଗସ୍ତରେ ଆସିଥିଲେ। ତାଙ୍କ ପତ୍ନୀ ତଥା ମିସନ ଶକ୍ତିର କମିସନର ସୁଜାତା ଆର କାର୍ତ୍ତିକେୟନ ମଧ୍ୟ ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ବେଢ଼ା ପରିକ୍ରମା ସହ ବିଭିନ୍ନ ଦେବାଦେବୀଙ୍କୁ ଦର୍ଶନ କରିଛନ୍ତି। ଏହି!-->…
ରାଜଧାନୀ ଦିଲ୍ଲୀରେ ବର୍ଷା ତାଣ୍ଡବ, ୱାର୍କ ଫ୍ରମ ହୋମ୍ ବ୍ୟବସ୍ଥା ଲାଗୁ ପାଇଁ ପ୍ରଶାସନର ନିର୍ଦ୍ଦେଶ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବର୍ଷା ତାଣ୍ଡବ । ଉତ୍ତର ପ୍ରଦେଶ, ଦିଲ୍ଲୀ, ପଞ୍ଜାବ ସମେତ ଅନ୍ୟାନ୍ୟ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ହୋଇଛି ବିପର୍ଯ୍ୟସ୍ତ । ନୋଏଡା, ଗ୍ରେଟର ନୋଏ଼ଡା, ଆଲିଗଡ଼, ଫିରୋଜାବାଦ ଆଦି ଅଞ୍ଚଳରେ ବର୍ଷା ଜାରି ରହିଥିବାବେଳେ ଦିଲ୍ଲୀରେ ଅଧିକରୁ ଅଧିକ!-->…
ସେନାରେ ସାମିଲ ହେବେ ଏୟାରଲାଇନ୍ସ କର୍ମଚାରୀ, ୟୁକ୍ରେନରେ ହମ୍ଲା ପାଇଁ ବଡ ପ୍ରସ୍ତୁତି
କିଭ: ୟୁକ୍ରେନ ବିରୋଧରେ ପରମାଣୁ ଯୁଦ୍ଧର ଧମକ ଦେବା ପରେ ହମଲା ପାଇଁ ପ୍ରସ୍ତୁତ ହେଉଛି ଋଷ । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୩ ଲକ୍ଷ ରିଜର୍ଭ ସୈନ୍ୟକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ କହିଛନ୍ତି । ସାଧାରଣ ଲୋକଙ୍କୁ ମଧ୍ୟ ସେନାର ସହାୟତା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୧୮ରୁ!-->…
ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨୨ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର ୨୪/୦୯: ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୨୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୩୦ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୯୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ!-->…
ରାତିଅଧରେ ଜଳିଗଲା ଦୋକାନ, ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ପାଉଁଶ
ଭୁବନେଶ୍ୱର ୨୪/୦୯: ରାଜଧାନୀରେ ରାତିଅଧରେ ଜଳିଗଲା ଦୋକାନ ଘର। ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କା ଜିନିଷ ଓ ଆସବାବପତ୍ର। ଏଭଳି ଅଭାବନୀୟ ଘଟଣା ଭୁବନେଶ୍ବର ଆଚାର୍ଯ୍ୟ ବିବାହ ଆନନ୍ଦବଜାର ନିକଟରେ ଥିବା ଏକ ଦୋକାନା ଘରେ ଅଗ୍ନିକାଣ୍ଡ ଘଟଛି।
ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଦୁଇଟି!-->!-->!-->…