ବ୍ରହ୍ମପୁର ଠାରେ ସମ୍ବର୍ଦ୍ଧିତ ହେଲା ଟିମ୍ ହ୍ୟୁମାନିଟି କନ୍ଧମାଳ

ଫୁଲବାଣୀ :- ବିଗତ ତିନିବର୍ଷ ଧରି କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ କିଛି ଯୁବଗୋଷ୍ଠୀଙ୍କୁ ନେଇ ଏକ ସ୍ବେଚ୍ଛାସେବୀ ସଂଗଠନ ଟିମ୍ ହ୍ୟୁମାନିଟି କନ୍ଧମାଳ ଗଠନ କରାଯାଇଥିଲା। ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ନେଇ ସମାଜ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିବା ଲକ୍ଷ୍ୟରେ ଗଢ଼ି ଉଠିଛି ଏହି

ସୁନ୍ଦରଗଡ଼ ଜିଲ୍ଲାରେ ‘ହାଇସ୍କୁଲ ରୂପାନ୍ତରଣ’ କାର୍ଯ୍ୟକ୍ରମର ସମୀକ୍ଷା : ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତର ସ୍ୱପ୍ନ…

ସୁନ୍ଦରଗଡ଼/ରାଉରକେଲା,: ରାଜ୍ୟ ସରକାରଙ୍କ ‘୫ଟି’ ଅଭିଯାନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ସମସ୍ତ ସରକାରୀ ହାଇସ୍କୁଲର ରୂପାନ୍ତରଣ କରାଯାଉଛି। ଶନିବାର ଦିନ ‘୫ଟି’ ସଚିବ ଶ୍ରୀଯୁକ୍ତ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା

ଅବକାରୀ ଚଢ଼ଉ, ୨୭ କ୍ୱିଣ୍ଟାଲ ମହୁଲ ଜବତ,ଜଣେ ଗିରଫ

ଦାରିଙ୍ଗବାଡ଼ି (୨୪/୯) : ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଭ୍ରମରବାଡ଼ି ଗ୍ରାମରେ ବାଲିଗୁଡା ଅବକାରୀ ଓ ରାଇକିଆ ଅବକାରୀ ବିଭାଗ ମିଳିତ ଚଢ଼ଉ କରି ୨୭ କ୍ୱିଣ୍ଟାଲ ୯୦ କିଲୋ ଚୋରା ମହୁଲ ଜବତ କରିବା ସହ ଜଣକୁ ଗିରଫ କରାଯାଇଥିବା ଅବକାରୀ ଇନ୍ସପେକ୍ଟର ପୂର୍ଣ୍ଣଚନ୍ଦ୍ର ବେହେରା ସୂଚନା

ଉତ୍କଳ ଆଶ୍ରମ ପକ୍ଷରୁ କୃପାମୟ ଅନଙ୍ଗ ଭୀମଦେବଙ୍କ ତୈଳଚିତ୍ର ଉନ୍ମୋଚିତ, କୃପାମୟ ଦେବ ସ୍ମୃତି ସମାରୋହ

ବ୍ରହ୍ମପୁର : ଉତ୍କଳ ଆଶ୍ରମ ନ୍ୟାସ ପକ୍ଷରୁ ବଡ଼ଖେମୁଣ୍ଡି ରାଜ୍ୟର ତତ୍କାଳୀନ ପ୍ରଜା ହିତୈଷୀ ରାଜା ଗଜପତି ମହାରାଜ ଶ୍ରୀ କୃପାମୟ ଅନଙ୍ଗ ଭୀମଦେବଙ୍କ ଶହେତମ ଶ୍ରାଦ୍ଧବାର୍ଷିକୀ ଅବକାଶରେ ଆଜି ସନ୍ଧ୍ୟାରେ ଏକ ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଥିଲା l ଉତ୍କଳ ଆଶ୍ରମ ନ୍ୟାସର ସଭାପତି ଡ.

ଜୁଆ ଆଡ୍ଡା ଚଢାଉ ବେଳେ ସାତ ଗିରଫ, ଅନେକ ଫେରାର

ଚିକିଟି : ଗଞ୍ଜାମ ଜିଲ୍ଲା କେ ନୂଆଗାଁ ଥାନା ଅନ୍ତର୍ଗତ ଚାନ୍ଦପୁର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପଛପଟେ ଚାଲିଥିବା ଜୁଆ ଆଡ୍ଡା କୁ ପୋଲିସ ଶନିବାର ଚଢାଉ କରିଛି। ସେଠାରେ ସାତ ଜଣ ଜୂଆଡି କୁ କାବୁ କରିଥିଲେ ମଧ୍ୟ ଅନେକ ଖସି ପଳେଇ ଯିବାରେ ସଫଳ ହୋଇଥିଲେ। ଉକ୍ତ ଜାଗା ରେ ଦୀର୍ଘ ଦିନ ହେବ

ସାର୍ଟିଫିକେଟ ନେବା ପାଇଁ ଆସି ଦୁଷ୍କର୍ମର ଶିକାର ହେଲେ ଛାତ୍ରୀ…

ଶିକ୍ଷକ ହୋଇ ସାଜିଲା ଭକ୍ଷକ...! ଚିକିଟି - ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅନ୍ତର୍ଗତ ଚିକିଟି ପେଣ୍ଠ ରେ କମ୍ପ୍ୟୁଟର ଶିକ୍ଷକ ପ୍ରେମ ନିବେଦନ କରି ଅଡ଼ୁଆ ରେ ପଡିଛନ୍ତି। ସାର୍ଟିଫିକେଟ ଦେବା ବାହାନାରେ ସାଙ୍ଗକୁ ନଡାକି ନିଜେ ଏକା ଆସିବା ପାଇଁ କହି ଦୁଷ୍କର୍ମ କରିଥିବା ଥାନା ରେ

ପିପୁଲ୍ସ କଲେଜରେ ଆଗାମୀ ଗାନ୍ଧୀ ଜୟନ୍ତୀ ପାଳନ ଉପଲକ୍ଷେ ଆଲୋଚନାଚକ୍ର

ବୁଗୁଡ଼ା (୨୪/୦୯) : ସ୍ଥାନୀୟ ପିପୁଲ୍ସ କଲେଜ ପକ୍ଷରୁ ଆଗାମୀ ଗାନ୍ଧୀ ଜୟନ୍ତୀ ପାଳନ ଉପଲକ୍ଷେ ଆଜି କଲେଜ ପରିସରରେ ସଫେଇ କାର୍ଯ୍ୟକ୍ରମ ସହ ଏକ ଆଲୋଚନାଚକ୍ର ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କଲେଜ ଅଧ୍ଯକ୍ଷ ରଜନୀ କାନ୍ତ ଦାଶ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ମୁଖ୍ୟ

ହିଞ୍ଜିଳିକାଟୁରେ ଅହିଂସାରଥକୁ ବିପୁଳ ସମ୍ବର୍ଦ୍ଧନା

ହିଞ୍ଜିଳିକାଟୁ ୨୪।୯: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ଅମୃତ ମହୋତ୍ସବ ପାଳନ ଚାଲିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସ୍ଵାଧୀନତା ଦିବସରେ ଅହିଂସା ରଥର ଶୁଭାରମ୍ଭ କରାଯାଇଥିଲା । ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏହି ରଥ ପରିକ୍ରମା କରି ଅହିଂସା ବାର୍ତ୍ତା

ଦ୍ବିତୀୟ ଦିନରେ ଗଞ୍ଜାମ ଜିଲ୍ଲାରେ ଅହିଂସା ରଥ ପରିଭ୍ରମଣ : ଲୋକଙ୍କ ଭିତରେ ଅଦ୍ଭୁତପୂର୍ବ ଉତ୍ସାହ

ଛତ୍ରପୁର ତା.୨୪.୦୯.୨୦୨୨ ଦ୍ବିତୀୟ ଦିବସରେ ଗୋଟିଏ ଅହିଂସା ରଥ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ, ଆସ୍କା, ଧରାକୋଟ ଅଭିମୁଖେ ଯାତ୍ରା କରିଛି ଏବଂ ଅନ୍ୟ ରଥଟି ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳର ମଣ୍ଡଳ କାରାଗାର ଠାରେ ପୂର୍ବାହ୍ନରେ ପହଞ୍ଚି ଥିଲା । ସେଠାରେ ବ୍ରହ୍ମପୁର ମାନ୍ୟବର ମେୟର

ଛତ୍ରପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ

ଛତ୍ରପୁର : ସ୍ଥାନୀୟ ଛତ୍ରପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଅଛି Iଏଥିରେ ଜିଲ୍ଲାର କାର୍ଯ୍ୟକ୍ରମ ଅଧିକାରୀ ସୁଦାମ ଚରଣ ବିଷୋୟୀ ମୁଖ୍ୟ ଅତିଥି ଭାବରେଯୋଗ ଦେଇ ସ୍ବେଛାସେବୀ ମାନଙ୍କୁ ଜାତୀୟ ସେବା ଯୋଜନା ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ I