କଂଗ୍ରେସରେ ବିଦ୍ରୋହ: ବିଧାୟକଙ୍କୁ ବୁଝାଇବାକୁ ପ୍ରୟାସ, ଗେହଲଟ କହିଲେ ମୋ ହାତରେ କିଛି ନାହିଁ

ଜୟପୁର: ଗୋଟିଏ ପଟେ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଅନ୍ୟପଟେ ଦଳ କ୍ଷମତାରେ ଥିବା ରାଜସ୍ଥାନରେ ବିଦ୍ରୋହ ଦେଖାଦେଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢ଼ିବେ। ଆସନ୍ତା ୨୮ କିମ୍ବା ୨୯ ତାରିଖରେ ସେ ନାମାଙ୍କନ ଦାଖଲ

କାଜିରଙ୍ଗା ପାର୍କରେ ରାତିରେ ବୁଲିଲେ ସଦଗୁରୁଙ୍କ ସହ ମୁଖ୍ୟମନ୍ତ୍ରୀ, ପୁଲିସରେ ଅଭିଯୋଗ

ଗୌହାଟୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କାଜିରଙ୍ଗା ପାର୍କରେ କରିଥିବା ନାଇଟ ସଫାରୀ ବା ଗାଡ଼ି ଧରି ପାର୍କରେ ବୁଲିବାକୁ ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମାଙ୍କ ସହ ଏହି ନାଇଟ ସଫାରୀରେ ସଦଗୁରୁ ଜାଗି ବାସୁଦେବ ଓ ପର୍ଯ୍ୟଟନ ମନ୍ତ୍ରୀ ଜୟନ୍ତା ମଲ୍ଲା

ଆଟର୍ଣ୍ଣି ଜେନେରାଲ ହେବାକୁ ପ୍ରସ୍ତାବ ଦେଲେ ସରକାର, ମନାକଲେ ମୁକୁଲ ରୋହତଗୀ

ନୂଆଦିଲ୍ଲୀ: ପୁଣିଥରେ ଦେଶର ଆଟର୍ଣ୍ଣି ଜେନେରାଲ ହେବାକୁ କେନ୍ଦ୍ର ସରକାର ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀଙ୍କୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ସେ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ୨୦୧୭ ଜୁନ ମାସରେ ରୋହତଗୀ ଆଟର୍ଣ୍ଣି ଜେନେରାଲ ପଦ ଛାଡ଼ିଥିଲେ। ଏହାପରେ କେକେ ଭେନୁଗୋପାଲ ଏହି ଦାୟିତ୍ୱ

ହେଲିକପ୍ଟର କ୍ରାଶ: ୨ ମେଜରଙ୍କ ସମେତ ୬ ମୃତ

ରାୱଲପିଣ୍ଡି: ପାକିସ୍ତାନ ଅଧୀନରେ ଥିବା ବାଲୋଚିସ୍ତାନରେ ଭୟଙ୍କର ଦୁର୍ଘଟଣା ଘଟିଛି। ପାକିସ୍ତାନ ସେନାର ଗୋଟିଏ ହେଲିକପ୍ଟର କ୍ରାଶ କରିଯିବାରୁ ୨ ମେଜେରଙ୍କ ସମେତ ମୋଟ ୬ ଜଣ ପ୍ରାଣ ହରାଇଛନ୍ତି। ଏ ସମ୍ପର୍କରେ ଆଇଏସ୍‌ପିଆର ପକ୍ଷରୁ ସୂଚନା ଦିଆଯାଇଛି।ମିଳିଥିବା ସୂଚନା ଅନୁଯାୟୀ, ହରନାଇ

ଥମୁନି ବିବାଦ: ସଚିନ ପାଇଲଟଙ୍କ ସପକ୍ଷରେ ଲାଗିଲା ହୋର୍ଡିଂ

ଜୟପୁର: ରାଜସ୍ଥାନରେ ଆରମ୍ଭ ହୋଇଥିବା କ୍ଷମତା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ରାଜ୍ୟର ଦାୟିତ୍ୱ କାହାକୁ ମିଳିବ, ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ଗାନ୍ଧି ପରିବାର ସଚିନ ପାଇଲଟଙ୍କ

ଜୁନିଅର ହକି ଚମ୍ପିୟନ ଦଳକୁ ସମ୍ବର୍ଦ୍ଧିତ କଲା ସୁନ୍ଦରଗଡ଼ “ବିଜେଡି”

ସୁନ୍ଦରଗଡ଼ : ରାଜ୍ୟ ହକି ଆସୋସିଏସନ ଦ୍ୱାରା ଆୟୋଜିତ ଆନ୍ତଃଜିଲ୍ଲା କନିଷ୍ଠବର୍ଗ ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ସୁନ୍ଦରଗଡ଼ ଜିଲ୍ଲା ହକି ଦଳ ଦେବଗଡ଼ ଜିଲ୍ଲା ହକି ଦଳକୁ ଫାଇନାଲ ମ୍ୟାଚରେ ଗୋଟିଏ ଗୋଲରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ ଚମ୍ପିୟନ ହୋଇ ଚମ୍ପିୟନ ଟ୍ରଫି ହାସଲ କରି ଆଜି

ଦାରିଙ୍ଗବାଡ଼ିରେ ଡ୍ରାଇଭର ମହାସଂଘର ଜିଲ୍ଲାସ୍ତରିୟ ବୈଠକ

ଦାରିଙ୍ଗବାଡ଼ି,୨୫/୯ : ଦାରିଙ୍ଗବାଡ଼ି ମିଶ୍ର କଲ୍ୟାଣ ମଣ୍ଡପରେ କନ୍ଧମାଳ ଜିଲ୍ଲା ଡ୍ରାଇଭର ମହାସଂଘର ଜିଲ୍ଲା ସ୍ତରିୟ ବୈଠକ ଜିଲ୍ଲା ସଭାପତି ଆଲୋକ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସମସ୍ତ ସଦସ୍ୟ ପଥପ୍ରାନ୍ତଃ ସୁବିଧା କେନ୍ଦ୍ରରେ ଏକତ୍ରିତ ହୋଇ ସେଠାରୁ

ମାଲକାନଗିରିରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମା ଟାଉନ ହଲ ଠାରେ ଆଜି ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ ହୋଇଯାଇଛି । ଏହି ଦିବସରେ ଜିଲ୍ଲାର ଫାର୍ମାସିଷ୍ଟ ମାନେ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଏଡିପିଏଚଓ ( ପରିବାର କଲ୍ୟାଣ ) ଶାସିଭୂଷଣ ମହାପାତ୍ର ମୁଖ୍ୟ

ତୃତୀୟ ଦିନରେ ଗଞ୍ଜାମ ଜିଲ୍ଲାରେ ଅହିଂସା ରଥ ପରିଭ୍ରମଣ

ଛତ୍ରପୁର : ପରାଧୀନ ଭାରତ ବର୍ଷକୁ ସ୍ବାଧୀନ କରିବା ପାଇଁ ଆମର ପୂର୍ବ ସୂରୀ ମାନେ ଯେଉଁ ଅସୀମ ତ୍ୟାଗ ଓ ବଳୀଦାନ ଦେଇ ଯାଇଛନ୍ତି ତାହାକୁ ଉତ୍ତର ପିଢୀଙ୍କ ନିକଟରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କର ସୁନ୍ଦର ପରିକଳ୍ପନା ହେଉଛି ଅହିସା ରଥ । ସ୍ବାଧୀନତାର ସଫଳ ତଥା ସ୍ବତନ୍ତ୍ର ମୂଳମନ୍ତ୍ର

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳିତ

ବ୍ରହ୍ମପୁର : ପ୍ରଖର ରାଷ୍ଟ୍ରବାଦୀ ଚିନ୍ତକ,ଅନ୍ତୋଦୟ ଓ ଏକାତ୍ମ ମାନବବାଦର ପ୍ରଣେତା, ଜନନାୟକ,ଭାରତୀୟ ଜନସଂଘର ପ୍ରତିଷ୍ଠାତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ଅବସରରେ ସେଇ ମହାନ ଆତ୍ମାକୁ ବ୍ରହ୍ମପୁର ସ୍ଥିତ ଗାନ୍ଧୀନଗର ଠାରେ ଥିବା ଦଳୀୟ କାର୍ଯ୍ୟାଳୟରେ ବିଜେପି ବିଧାୟକ