Sign in
Sign in
Recover your password.
A password will be e-mailed to you.
ସହଜ ହେବ ଯାନବାହନର ଫିଟନେସ୍ ଟେଷ୍ଟ
ଭୁବନେଶ୍ଵର, ୨୬/୦୯ : ଏଣିକି ସହଜ ହେବ ଯାନବାହନର ଫିଟନେସ୍ ଟେଷ୍ଟ। ଦରକାର ପଡ଼ିବେନି ମେକାନିକ୍। ଦୌଡ଼ିବାକୁ ପଡ଼ିବନି ଆରଟିଓ ଅଫିସ୍। ସ୍ୱୟଂଚାଳିତ ହେବ ଟେଷ୍ଟିଂ ପ୍ରକ୍ରିୟା। ଯାଞ୍ଚ୍ କରିବ ସ୍ୱତନ୍ତ୍ର ଡିଭାଇସ୍। ଗାଡ଼ିର ବୟସ କେତେ ? ଗାଡ଼ି ଫିଟ୍ କି ଅନଫିଟ୍ ? ଏମିସନ୍ ସ୍ତର କେତେ!-->…
ବଡ଼ ଆର୍ଯ୍ୟପଲ୍ଲୀ ଜେଟି ନିକଟ ସମୁଦ୍ରରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର
ଛତ୍ରପୁର : ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ବଡ଼ ଆର୍ଯ୍ୟପଲ୍ଲୀ ଜେଟି ନିକଟ ସମୁଦ୍ର ବେଳାଭୂମିରୁ ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ପୋଲିସ l ସୋମବାରୁ ସକାଳୁ ସମୁଦ୍ର ନିକଟ ରେ ଏହି ମୃତଦେହ ପଡ଼ିଥିବା ଗୋପାଳପୁର ପୋର୍ଟ ର ଅମିତ!-->…
ବନ୍ଦ୍ ହେଲା ନାଗାବଳୀ ଝୁଲାପୋଲ
ରାୟଗଡା ୨୬/୦୯: ରାୟଗଡ଼ା ସହର ଉପକଣ୍ଠ ନାଗାବଳୀ ନଦୀ ଉପରେ ଥିବା ରାଜ୍ୟର ଦ୍ୱିତୀୟ ଝୁଲାପୋଲ ବନ୍ଦ ହୋଇଛି । ସୁରକ୍ଷା ଦୃଷ୍ଟିକୋଣରୁ ଏହାକୁ ବନ୍ଦ କରିଛି ପ୍ରଶାସନ । ନାଗାବଳୀ ନଦୀ ଉପରେ ଚେକାଗୁଡା ଠାରୁ ମାରିଗୁଡା ପର୍ଯ୍ୟନ୍ତ ଏହି ପୋଲ ନିର୍ମାଣ ହୋଇଥିଲା । ଗମନାଗମନ ପାଇଁ ନିର୍ମାଣ!-->…
ମାଲକାନଗିରି ସୀମାନ୍ତରେ ମାଓ ମେଳି
ମାଲକାନଗିରି ୨୬।୦୯ : ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ପୁଣି ଥରେ ମାଓ ମେଳି ଦେଖିବାକୁ ମିଳିଛି । ସୁରକ୍ଷା ବାହିନୀକୁ ଖୋଲା ଖୋଲି ଭାବେ ଚ୍ୟାଲେଞ୍ଜ ଦେଇ ଏକାଠି ହୋଇଛନ୍ତି ଶହ ଶହ ମାଓବାଦୀ । ହାତରେ ଅତ୍ୟାଧୁନିକ ବନ୍ଧୁକ ଧରି ସରକାରଙ୍କ ବିରୁଦ୍ଧରେ ଭାଷଣ ଦେଉଛନ୍ତି ଆଗ!-->…
‘ଏନସାଇକ୍ଲୋପିଡିଆ ଅଫ ଟ୍ରାଇବ୍ସ ଇନ ଓଡ଼ିଶା’: ୫ଟି ସଂପାଦିତ ସଂସ୍କରଣକୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ‘ଏନସାଇକ୍ଲୋପିଡିଆ ଅଫ ଟ୍ରାଇବସ ଇନ ଓଡ଼ିଶା’ ଉନ୍ମୋଚିତ । ରାଜ୍ୟ ଟ୍ରାଇବାଲ ମ୍ୟୁଜିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ଏନସାଇକ୍ଲୋପିଡିଆ ଅଫ ଟ୍ରାଇବସ ଇନ ଓଡ଼ିଶା’ର ୫ଟି ସଂପାଦିତ ସଂସ୍କରଣକୁ ଉନ୍ମୋଚନ କରିଛନ୍ତି । ଓଡ଼ିଶା ରାଜ୍ୟ ଟ୍ରାଇବାଲ ମ୍ୟୁଜିୟମ ଓ ଅନୁସୂଚିତ!-->…
ଟ୍ରାଫିକ ନିୟମ ନମାନିଲେ ଫାଇନ କାଟିବା ବଦଳରେ ନିର୍ଦ୍ଧୁମ ପିଟୁଛନ୍ତି ପୋଲିସ ବାବୁ
କୋରାପୁଟ ୨୬।୦୯ : ଟ୍ରାଫିକ ପୋଲିସଙ୍କ ଦବଙ୍ଗଗିରି। ମାନୁ ନାହାନ୍ତି ଆଇନ୍ କାନୁନ୍। ଟ୍ରାଫିକ ନିୟମ ନମାନିଲେ ଫାଇନ କାଟିବା ବଦଳରେ ନିର୍ଦ୍ଧୁମ ପିଟୁଛନ୍ତି। ଏନେଇ ବିରୋଧ କଲେ କରୁଛନ୍ତି ହଙ୍ଗାମା। ଏଭଳି କିଛି ମୋବାଇଲ ଭିଜୁଆଲ ଏବେ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି।
ଖବର ଅନୁଯାୟୀ,!-->!-->!-->…
ଦୋକାନରେ ନିଆଁ ଲାଗି ଦୁଇ ଗୁରୁତର, ୧୦ ଲକ୍ଷ ଟଙ୍କାର ମୋବାଇଲ୍ ପୋଡ଼ି ପାଉଁଶ
ବାଲିପାଟଣା ୨୬/୦୯: ବାଲିଅନ୍ତା ଥାନା ବାଳକାଟି ବଜାରରେ ଏକ ମୋବାଇଲ୍ ଦୋକାନରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ଯାଇଛି । ଅଗ୍ନିକାଣ୍ଡରେ ପୋଡ଼ି ହୋଇ ୨ ଜଣ ଗୁରୁତର ହୋଇ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଦୋକାନରେ ଥିବା ପ୍ରାୟ ୧୦ ଲକ୍ଷ ଟଙ୍କାର ମୋବାଇଲ୍ ପୋଡି ପାଉଁଶ!-->…
ଆସିଲା ମୃତ ଧର୍ମେନ୍ଦ୍ର ସାହୁଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ
ଭୁବନେଶ୍ୱର: କେମିତି ହୋଇଥିଲା ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀ ୧୧ ନମ୍ବର ଜୋନ୍ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ । ଏବେ ଧର୍ମେନ୍ଦ୍ର ସାହୁଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ଯେଉଁଥିରେ ଶ୍ୱାସରୁଦ୍ଧ ହୋଇ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା!-->…
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗୁପ୍ତ ଗୁଣ୍ଡିଚା ଯାତ୍ରା
ପୁରୀ,୨୬/୦୯: ଶ୍ରୀମନ୍ଦିରରେ ଚାଲିଛି ଦୁର୍ଗାମାଧବଙ୍କ ଉପାସନା । ରବିବାର ଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଶାକ୍ତ ଗୁଣ୍ଡିଚା । ବଡ଼ଦେଉଳରୁ ଦୁର୍ଗାମାଧବ ଦୋଳମଣ୍ଡପ ସାହିସ୍ଥିତ ନାରାୟଣୀଙ୍କ ମନ୍ଦିରରେ ବିଜେ ହୋଇଥିଲେ । ନାରାୟଣୀଙ୍କ ମନ୍ଦିରରେ ଦୁର୍ଗାମାଧବଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା!-->…
ଦମ୍ପତିଙ୍କୁ ଦଳି ଦେଲା ଦନ୍ତା, ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ
କାମାକ୍ଷାନଗର: ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ପଙ୍ଗାତିରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଚାନ୍ଦପୁର ଗାଁରେ । କାଉଁଶିନାଳୀ ସାହିର ରମେଶ ବେହେରା ଓ ତାଙ୍କ ସ୍ତ୍ରୀ ତାରା ବେହେରା ଭୋର୍ ସମୟରେ ଶୌଚ ପାଇଁ ଘର!-->…