Sign in
Sign in
Recover your password.
A password will be e-mailed to you.
କନ୍ଧମାଳ ପ୍ରୋଗ୍ରାମ ଅଫିସରଙ୍କୁ ଜାତୀୟ ସେବା ଯୋଜନା ବୀର ଆୱାର୍ଡ
ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଟିକାବାଲି ଏମ ସି ଏସ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ବନମାଳୀ ବେହେରା କନ୍ଧମାଳରୁ ଜାତୀୟ ସେବା ଯୋଜନା ବୀର ଆୱାର୍ଡ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ତରଫରୁ ଜାତୀୟ ସେବା ଦିବସରେ କୁଳପତି ପ୍ରଫେସର ଡଃ ଗୀତାଞ୍ଜଳି!-->!-->!-->…
କାଲିପଲ୍ଲୀ ନିକଟରେ ପ୍ରସ୍ତାବିତ ଦୀପକ ଫର୍ଟିଲାଇଜର ନାମକ ରାସାୟନିକ କମ୍ପାନୀ ବନ୍ଦ କରିବା ଦାବି
ଜିଲ୍ଲାପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ
ଛତ୍ରପୁର : କାଲିପଲ୍ଲୀ ନିକଟରେ ପ୍ରସ୍ତାବିତ ଦୀପକ ଫର୍ଟିଲାଇଜର ନାମକ ରାସାୟନିକ କମ୍ପାନୀ ବନ୍ଦ କରିବା ଦାବି ନେଇ ଅଞ୍ଚଳର ପ୍ରଭାବିତ 20 ଖଣ୍ଡ ଗ୍ରାମବାସୀଙ୍କୁ ନେଇ ଭାରତୀୟ ବିକାଶ ପରିଷଦ ପକ୍ଷରୁ ରାଜ୍ୟ ସଭାପତି ସୁରେନ୍ଦ୍ର କୁମାର!-->!-->!-->…
ଅକ୍ଟୋବର ୨ରୁ ଆରମ୍ଭ ହେବ ବିଜେଡିର ଜନସଂପର୍କ ପଦଯାତ୍ରା
ଭୁବନେଶ୍ବର: ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ ବିଜେଡିର ଜନସଂପର୍କ ପଦଯାତ୍ରା। ଏକମାସ ବ୍ୟାପୀ ଚାଲିବାକୁ ଥିବା ଜନସଂପର୍କ ପଦଯାତ୍ରା ନଭେମ୍ବର ୨ତାରିଖରେ ଶେଷ ହେବ। ଏହି ସମୟରେ ଅକ୍ଟୋବର ୨ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ, ୯ତାରିଖରେ ଗୋପବନ୍ଧୁ ଜୟନ୍ତୀ, ୧୧ତାରିଖରେ!-->…
ଲକ୍ଷେ ୮୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ ବିଡିଓ
ବଲାଙ୍ଗିର: ଭିଜିଲାନ୍ସ, ଜାଲରେ ଗୁଡ଼ଭେଲା ବିଡିଓ । ଗୁଡ଼ବେଲା ଭିଡିଓ ବିନୋଦ କୁମାର ନାଏକ ଭିଜିଲାନ୍ସ ହାତରେ ଲାଞ୍ଚ ନେଇ ଧରା ପଡ଼ିଛନ୍ତି । ଜଣେ କଣ୍ଟ୍ରାକ୍ଟରଙ୍କ ଠାରୁ ବିଡିଓ ବିନୋଦ ଲକ୍ଷେ ୮୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଛନ୍ତି । ଲାଞ୍ଚ ଟଙ୍କା ଜବତ କରିବା ସହ ଭିଜିଲାନ୍ସ!-->…
ଭୁବନେଶ୍ୱର ଓ କଟକରେ ମେଟ୍ରୋ ଟ୍ରେନ୍ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି
ଭୁବନେଶ୍ୱର: ଟ୍ୱିନସିଟିରେ ବଢ଼ୁଛି ଜନସଂଖ୍ୟା । ଭୁବନେଶ୍ୱର-କଟକ ଦ୍ୱୈତ ନଗରୀରେ ଦୌଡ଼ି ପାରିବ ମେଟ୍ରୋ । ମେଟ୍ରୋ ରେଲ ନୀତି- ୨୦୧୭ ଅନୁସାରେ, ୨୦ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହରରେ ମେଟ୍ରୋ ରେଳ ସିଷ୍ଟମ ଯୋଜନା ହୋଇ ପାରିବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି!-->…
ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ନୂଆ ନିୟମ
ଭୁବନେଶ୍ୱର, ୨୬/୦୯: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ ଆସିଲା ନୂଆ ନିୟମ । ଧାର୍ଯ୍ୟ ତାରିଖ ସୁଦ୍ଧା ବୁକିଂ କରିଥିଲେ ଫାଇନ୍ ଦେବାରୁ ଚାଳକ ବର୍ତ୍ତିବେ । ଏନେଇ ରାଜ୍ୟ ସଡକ ପ୍ରାଧିକରଣ ପକ୍ଷରୁ ନୂଆ ନିୟମ ଲାଗୁ କରାଯାଇଛି । ଚେକିଂ ବେଳେ ଅନଲାଇନ ବୁକିଂ ସ୍ଲିପ୍ ଦେଖାଇଲେ ଚାଳକ!-->…
ଆସନ୍ତା ଶିକ୍ଷାବର୍ଷରୁ ୪୦ଟି ହାଇସ୍କୁଲରେ ଖୋଲିବ ଯୁକ୍ତଦୁଇ
ଭୁବନେଶ୍ୱର ୨୬/୦୯: ହାଇସ୍କୁଲରେ ଖୋଲିବ ଯୁକ୍ତ ୨ । ଆସନ୍ତା ଶିକ୍ଷା ବର୍ଷ ଅର୍ଥାତ ୨୦୨୩-୨୪ ଶିକ୍ଷାବର୍ଷରୁ ୪୦ଟି ହାଇସ୍କୁଲରେ ଖୋଲିବ ଯୁକ୍ତଦୁଇ ଶ୍ରେଣୀ । ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ।
ଏକାଦଶ ଶ୍ରେଣୀରୁ ପାଠପଢା ଆରମ୍ଭ ହେବ । ଏଥିପାଇଁ ସ୍ବତନ୍ତ୍ର!-->!-->!-->…
ଘରେ ପଶି ନେଇଗଲେ ୧୫ ଲକ୍ଷ ଟଙ୍କା
ରାଉରକେଲା ୨୬।୦୯ : ଘରେ ପଶି ନେଇଗଲେ ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ନଗଦ ୮୦ ହଜାର ଟଙ୍କା । ରାଉରକେଲା ବିଶ୍ରା ଥାନା ଖୁଣ୍ଟଗାଁରୁ ଏହି ଲୁଟ୍ ଘଟଣା ସାମ୍ନାକୁ ଆସୁଛି ।
ଖବର ଅନୁଯାୟୀ, ରବିବାର ରାତି ପ୍ରାୟ ୯ଟା ସମୟରେ ୪ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଭୁଜାଲି, କଟୁରୀ!-->!-->!-->…
‘ବାରଙ୍ଗ ୧୯୯୯’ ଫିଲ୍ମକୁ ନେଇ ଅଞ୍ଜନା ମିଶ୍ର କହିଲେ- ମୁଁ ଚାହେଁନା ମୋ କାହାଣୀ ପରଦାକୁ ଆସୁ
ଭୁବନେଶ୍ୱର ୨୬।୦୯ : ମୋ ବିନା ଅନୁମତିରେ ଫିଲ୍ମ ନିର୍ମାଣ ଚାଲିଛି । ଏହାକୁ ତୁରନ୍ତ ବନ୍ଦ କରନ୍ତୁ । ନହେଲେ ମୁଁ କୋର୍ଟର ଆଶ୍ରୟ ନେବି । ଓଟିଟି ପ୍ଲାଟଫର୍ମରେ ଅଞ୍ଜନା ମିଶ୍ରଙ୍କ ଜୀବନ କାହାଣୀକୁ ନେଇ ଫିଲ୍ମ ନିର୍ମାଣକୁ ନେଇ ମୁଁ ଖୋଲିଛନ୍ତି ନିଜେ ଅଞ୍ଜନା ମିଶ୍ର ।
ସେ କହିଛନ୍ତି ଯେ,!-->!-->!-->…
ବ୍ରହ୍ମପୁରରେ ବ୍ରାଉନ୍ ସୁଗାର ଜବତ, ଜଣେ ମହିଳା ଗିରଫ…
ବ୍ରହ୍ମପୁର ୨୬/୦୯: ବ୍ରହ୍ମପୁରରେ ବଢିବାରେ ଲାଗିଛି ଧଳାଜହର କାରବାର । ରେଶମ ସହରରୁ ପୁଣିଥରେ ଜବତ ହୋଇଛି ବ୍ରାଉନ୍ ସୁଗାର । ଏହି ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିଛି ପୋଲିସ । ଗିରଫ ମହିଳାଙ୍କ ପରିଚୟ ହେଉଛି ସୁକାନ୍ତି ବେହେରା । ଗେଟବଜାର ଅଞ୍ଚଳରେ ଘର ବୋଲି ଜଣାପଡ଼ିଛି । ସିଟି!-->…