Sign in
Sign in
Recover your password.
A password will be e-mailed to you.
ଛଅ ଲୁଟେରାଙ୍କୁ ଗିରଫ କଲା ହିଞ୍ଜିଳି ପୋଲିସ
ହିଞ୍ଜିଳିକାଟୁ (୨୬/୯) : ସୋମବାର ୬ ଲୁଟେରା ସହ ଵହୁ ଚୋରି ସାମଗ୍ରୀ ଜବତ କରିଛି ହିଞ୍ଜିଳି ପୋଲିସ। ସୂଚନା ମୁତାବକ ଗତ ୧୯/୯ ରେ ହିଞ୍ଜିଳି ଥାନା ଅନ୍ତର୍ଗତ ଜକରପଲି ଗ୍ରାମ ରେ ଜୈନିକ ସିମେଣ୍ଟ ଇଟା ତିଆରି କାରଖାନା ଓ ପାଣି ପାଉଚ ତିଆରି କାରଖାନା ର ତାଲା ଭାଙ୍ଗି ଦୁର୍ବୁତ୍ତ ମାନେ!-->…
୧୦୦ ବର୍ଷରୁ ଉର୍ଦ୍ଧ୍ବ ପୁରାତନ ପୋଖରୀର ସଫେଇ ଓ ପୁନରୁଦ୍ଧାର
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ପୋୖରାଧ୍ୟକ୍ଷା ଶ୍ରୀମତୀ ସ୍ମିତା ମହାନ୍ତିଙ୍କ ନିର୍ଦ୍ଦେଶରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଫୁଲବାଣୀ ସହରର ବଜାରର ନିକଟ ରେ ଥିବା ପୋଖରୀର ଅଳିଆ ଆବର୍ଜନା ଓ ଦଳ ଆଦି ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି l!-->…
ନବରାତ୍ରି ପାଳନ ଅବସରରେ ଉତ୍ସବ ମୁଖରିତ ବାଲିମେଳା ନଗର
ବାଲିମେଳା(୨୬/୦୯) : ଶାରଦୀୟ ଉତ୍ସବର ଆୟୋଜନ ଅବସରରେ ପ୍ରତି ବର୍ଷ ଭଳି ଏଇ ବର୍ଷ ମଧ୍ୟ ଓଡ଼ିଆ ପଞ୍ଜିକା ମୁତାବକ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପ୍ରତିପଦା ଅର୍ଥାତ୍ ଆଜିଠାରୁ ବାଲିମେଳା ନଗରରେ ଆରମ୍ଭ ହୋଇଛି ବହୁ ପ୍ରସିଦ୍ଧ ନବରାତ୍ରି ପୂଜା। ଦୀର୍ଘ ଦୁଇ ବର୍ଷ ଧରି କୋରୋନାର କରାଳ ପରିସ୍ଥିତି!-->…
ଉତ୍ତରାଖଣ୍ଡ ବାସ ଦୁର୍ଘଟଣା କୁ ପୁରିଲା ପନ୍ଦର ବର୍ଷ ତୀର୍ଥ ଯାତ୍ରୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୀପ ଦାନ
ବ୍ରହ୍ମପୁର : ଠିକ୍ ପନ୍ଦର ବର୍ଷ ତଳେ ଆଜି ଦିନ ରେ ଗଞ୍ଜାମ ଜିଲ୍ଲାର ୪୧ ଜଣ ତୀର୍ଥ ଯାତ୍ରୀ ଉତ୍ତରାଖଣ୍ଡ ର ଯୋଶୀ ମଠ ଠାରେ ଏକ ବସ ଦୁର୍ଘଟଣା ରେ ମୃତ୍ୟୁବରଣ କରିଥିଲେ। ଏହି ତୀର୍ଥ ଯାତ୍ରୀ ଙ୍କ ପାଇଁ ପ୍ରତ୍ୟେକ ବର୍ଷ ବ୍ରହ୍ମପୁର ସହରରେ ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ ଙ୍କ ସଂଯୋଜନା ରେ!-->…
ଜାତୀୟ ପୋଷଣ ସଚେତନ ରଥ ଶୁଭାରମ୍ଭ
ଦାରିଙ୍ଗବାଡ଼ି, ୨୬/୯ : ଦାରିଙ୍ଗବାଡ଼ି ବ୍ଲକର ୨୫ ଟି ଗ୍ରାମ ପଞ୍ଚାୟତ ର କୃଷକଙ୍କୁ କୃଷି ସମ୍ପର୍କରେ ସଚେତନ କରିବା ପାଇଁ ସଚେତନ ରଥର ଶୁଭାରମ୍ଭ ହେଲା। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ବିଡ଼ିଓ ଗଦାଧର ପାତ୍ର ସବୁଜ ପତାକା ଦେଖାଇ ରଥ ର!-->!-->!-->…
ଅହିଂସା ରଥକୁ ବୁଗୁଡ଼ାରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ
ବୁଗୁଡ଼ା : ଅହିଂସାର ବାର୍ତ୍ତା ବହନ କରି ଚଳିତ ମାସ ୧୫ ତାରିଖରୁ ଗଞ୍ଜାମ ଜିଲ୍ଲାରେ ଭ୍ରମଣ କରୁଥିବା ଅହିଂସା ରଥ ଆଜି ଅପରାହ୍ନରେ ବୁଗୁଡ଼ା ଅଞ୍ଚଳରେ ପହଞ୍ଚିଥିଲା । ଅହିଂସା ରଥ ଆସି ପ୍ରଥମେ ବ୍ଲକର ଏ.କରଡ଼ାବାଡ଼ି ଠାରେ ପହଞ୍ଚିବା କ୍ଷଣି ତାହାକୁ ଭବ୍ଯ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ!-->…
ପଶୁ ଚିକିତ୍ସା ନାଁରେ ହରିଲୁଟ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ମୁଖ୍ୟ ପ୍ରାଣୀ ଚିକିତ୍ସାନୁଷ୍ଠାନରେ ଚିକିତ୍ସାଗତ ଅବହେଳା କରୁଥିବା କିଛି ଅସାଧୁ ଡାକ୍ତର ଓ କର୍ମଚାରୀଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାସହ ସରକାରୀ ଯୋଗାଣ ଔଷଧର ବାଟମାରଣା ଓ ହରିଲୁଟ ବିରୁଦ୍ଧରେ ଆଜି ଜିଲ୍ଲା ମୁଖ୍ୟ ପ୍ରାଣୀ!-->…
ରାଷ୍ଟ୍ରପତିଙ୍କ ଦ୍ଵାରା ଚିକିଟି ଏନଏସିକୁ ମିଳିବ ସ୍ୱଚ୍ଛ ସର୍ବେକ୍ଷଣ-୨୨ ପୁରସ୍କାର
ଚିକିଟି- ଗଞ୍ଜାମ ଜିଲ୍ଲା ଚିକିଟି ଏନ ଏ ସି କୁ ଭାରତ ସରକାରଙ୍କ ଦ୍ୱାରା ହୋଇଥିବା ସ୍ୱଚ୍ଛ ସର୍ବେକ୍ଷଣ-୨୨ ର ରାଷ୍ଟ୍ରପତି ପୁରଷ୍କାର ପାଇଁ ମନୋନୀତ କରାଯାଇଛି। ଏହି ସୂଚନା ମିଳିବା ପରେ ଚିକିଟି ନିର୍ବାଚନୀ ମଣ୍ଡଳୀରେ ଆନନ୍ଦର ଲହରୀ ଖେଳିଯାଇଛି ଓ ତାହା ସାଙ୍ଗକୁ ଏନ ଏ ସୀ ଅଧିକାରୀ!-->…
ଚିକିଟି ନିକଟସ୍ଥ ବିଭିନ୍ନ ଶକ୍ତି ପୀଠରେ ମାଆଙ୍କ ନବରାତ୍ର ପୂଜା
ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟି ଅଞ୍ଚଳ ନିକଟସ୍ଥ ବିଭିନ୍ନ ଶକ୍ତି ପୀଠରେ ଆଜି ମାଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଯାଇଛି।ଧାନଘର ନିକଟସ୍ଥ ରାମଗୁଡା ଗ୍ରାମ ସୁଜଳ ବୋଦାଗିରି ପାହାଡ ଶିଖରେ ଅଧିଷ୍ଠାତ୍ରୀ ଦେବୀ ମା ବାଳକୁମାରୀ, ସ୍ଥାନୀୟ ଲୋକନାଥପୁର ଶାସନ କରବାଲୁଆ ଭୋଳସିଙ୍ଗି ରାସ୍ତାରେ!-->…
ପର୍ତ୍ତମାହା ସେବାଶ୍ରମ ଠାରେ “ଶିକ୍ଷା ଅଙ୍କୁର” ଦିନିକିଆ ତାଲିମ ଶିବିର ଅନୁଷ୍ଠିତ
ଦାରିଙ୍ଗବାଡ଼ି,୨୬/୯ : ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ପର୍ତ୍ତମାହା କ୍ଲଷ୍ଟର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ପର୍ତ୍ତମାହା ସେବାଶ୍ରମ ଠାରେ ଦିନିକିଆ ତାଲିମ ଶିବିର 'ଶିକ୍ଷା ଅଙ୍କୁର' ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠି ଶିକ୍ଷା ଅଧିକାରୀ ରସାନନ୍ଦ କରଙ୍କ!-->…