Sign in
Sign in
Recover your password.
A password will be e-mailed to you.
ସାପ କାମୁଡ଼ାରେ ଚାଷୀ ଗୁରୁତର…
ବୁଗୁଡା : ତା ୧୩/୦୯/୨୨ : ନିକଟସ୍ଥ କଣଛାଇ ଗ୍ରାମରେ ଜନୈକ ଯୁବ ଚାଷୀ ସାପ କାମୁଡ଼ାରେ ଆହତ ହୋଇ ବୁଗୁଡ଼ା ମେଡିକାଲରେ ଭର୍ତ୍ତି ହୋଇ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ଆହତ ଚାଷୀ ଜଣକ ପୋଲସରା ଥାନା ଅନ୍ତର୍ଗତ କଣଛାଇ ଗ୍ରାମ ତେଲିସାହିର ଦିନବନ୍ଧୁ!-->…
କୋଟଗଡ଼ ଥାନାଅଧିକାରୀ ଙ୍କ ଗୁଣ୍ଡାରାଜ : ହୋମଗାର୍ଡ ଆଣିଲେ ଅଭିଯୋଗ…
ଖାକୀର ଖାକୀ ଉପରେ ଜୁଲମ...!
ଫୁଲବାଣୀ:- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କ ଅଧୀନରେ ଥିବା କୋଟଗଡ଼ ଥାନା ଅଧିକାରୀ ଆଇ ଆଇ ସି ଧିରଜ ଲେଙ୍କା ହୋମଗାର୍ଡ କର୍ମଚାରୀ ମାନଙ୍କୁ କୁକୁର ବୁଲେଇବା ପାଇଁ କହି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହେଇଛି!-->!-->!-->…
ଓଡିଶା ହକି ଚମ୍ପିୟାନସିପ ପ୍ରତିଯୋଗିତାରେ ଅଂଶ ଗ୍ରହଣ କଲେ କନ୍ଧମାଳ ଜ଼ିଲ୍ଲାର ପୁରୁଷ ହକି ଟିମ…
ଫୁଲବାଣୀ:-ଓଡିଶା ହକି ଚମ୍ପିୟାନସିପ ପ୍ରତିଯୋଗିତାରେଭାଗ ନେବା ନିମନ୍ତେ କନ୍ଧମାଳ ଟିମର ଭୁବନେଶ୍ୱର ଯାତ୍ରାକନ୍ଧମାଳ ଜ଼ିଲ୍ଲାର ପୁରୁଷ ହକି ଟିମ ଓଡିଶା ହକି ଚମ୍ପିୟାନସିପ ପ୍ରତିଯୋଗିତାରେ ଭାଗ ନେବା ନିମନ୍ତେ ନକୁଳ ପ୍ରଧାନ ଙ୍କ ନେତୃତ୍ୱ ରେ ୧୬ ଜଣ ସଦ୍ୟସ ଭୁବନେଶ୍ୱର ଅଭିମୁଖେ!-->!-->!-->…
ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାରେ ଗରିବ ଛାତ୍ରଙ୍କ ସଫଳତା…
ବୁଗୁଡ଼ା :ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାରେ ବୁଗୁଡ଼ା ଏନଏସିର ବୁଦ୍ଧଖୋଲ ରୋଡ଼ ସାହି ନିବାସୀ ସୁବାସ ଚନ୍ଦ୍ର ପାତ୍ରଙ୍କ ପୁତ୍ର ସୁନୀଲ କୁମାର ପାତ୍ର ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ବାପା ସୁବାସ ପରିବା ବ୍ଯବସାୟ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଆର୍ଥିକ ଅବସ୍ଥା!-->…
ଡ଼ଃ ନୃସିଂହାନନ୍ଦ ମହାପାତ୍ର ସମ୍ମାନୀତ
ଫୁଲବାଣୀ : କନ୍ଧମାଳର ଜନପ୍ରିୟ ତଥା ଓଡ଼ିଶାର ସୁନାମଧନ୍ୟ ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ମୟୁରଭଞ୍ଜର ବଡ଼ସାହିସ୍ଥ ବାଣୀପୀଠ ସାହିତ୍ୟ ଅନୁଷ୍ଠାନ ତରଫରୁ ବାଣୀପୀଠ ମହୋତ୍ସବ ୨୦୨୨ ଅବସରରେ ବାଣୀପ୍ରଜ୍ଞା ସମ୍ମାନରେ ସମ୍ମାନୀତ କରାଯାଇଛି।ଡ଼ଃ ମହାପାତ୍ରଙ୍କ ସାମଗ୍ରିକ ସାହିତ୍ୟ!-->…
ରାସ୍ତାରେ ଡ୍ରାଇଭରକୁ ବନ୍ଧୁକ ଦେଖାଇ କାର ଲୁଟ ଉଦ୍ୟମ ଘଟଣାରେ ୩ ଜଣ ଅଟକ
ବୁଗୁଡ଼ା (୧୩/୦୯) : ବ୍ରହ୍ମପୁର ଯିବେ କହି କାର ଭଡା କରି କାରରେ ଚଡିବା ପରେ ଅଧ ରାସ୍ତାରେ କାର ଡ୍ରାଇଭରକୁ ମାଉଜର ଦେଖାଇ କାର ଲୁଟି ନେବା ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖିଥିବା ଜଣା ପଡିଛି l ଗତକାଲି ରାତି ପ୍ରାୟ ୯ ଟା ସମୟରେ ଭୁବନେଶ୍ୱରରୁ ବାଲିପଦର ଯାଉଥିବା ଏକ ଘରୋଇ ବସରେ!-->…
ଶୋକାକୂଳ ପରିବେଶରେ ହେଲା ଶେଷକୃତ୍ୟ; ରାଗିଂ ଅଭିଯୋଗ ଆଣି ଆତ୍ମହତ୍ୟା କରିଥିଲେ ଆଇଟିଆଇ ଛାତ୍ର
ଭଦ୍ରକ ୧୨/୦୯: ପିଇ ଆତ୍ମହତ୍ୟା କରିଥିବା ଆଇଟିଆଇ ଛାତ୍ରଙ୍କ ମୃତଦେହକୁ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅନ୍ତର୍ଗତ ଛନ୍ଦାସାହି ଗାଁର ଆଇଟିଆଇ ଛାତ୍ର ଆଶୁତୋଷ ମଳିକ ସେପ୍ଟେମ୍ୱର ୯ରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର!-->…
ଓଡ଼ିଶାର ଖଣି ଦୁର୍ନୀତି ‘ଭ୍ରଷ୍ଟାଚାର’ ନୁହେଁ, ଏକ ବିରାଟ ସ୍କାମ: ଅପରାଜିତା
ଭୁବନେଶ୍ୱର: “ଓଡ଼ିଶାର ଖଣି ଦୁର୍ନୀତି ‘ଭ୍ରଷ୍ଟାଚାର’ ନୁହେଁ, ଏକ ବିରାଟ ସ୍କାମ।” ଏପରି କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ କହିଛନ୍ତି, ରାଜ୍ୟରେ ଥିବା ବିଭିନ୍ନ ଖଣି ଘରୋଇ ମାଲିକାନାରେ ରହିଛି। ଏଥିରୁ ବାହାରୁଥିବା ଉଚ୍ଚମାନର!-->…
ପ୍ରଧାନଶିକ୍ଷକଙ୍କ ବଦଳି ଦାବିକୁ ନେଇ ବ୍ଲକ କାର୍ଯ୍ୟାଳୟ ପରିସର ପାଲଟିଲା ରଣକ୍ଷେତ୍ର
ସୋର: ଜଣେ ପ୍ରଧାନଶିକ୍ଷକଙ୍କ ବଦଳି ରୋକିବା ଦାବି ନେଇ ତୁମୁଳକାଣ୍ଡ। ରଣକ୍ଷେତ୍ର ପାଲଟିଲା ବ୍ଲକ ଅଫିସ୍। ଦାବି ନେଇ ଆସିଥିବା ବିଜେପି ସମର୍ଥିତ ସରପଞ୍ଚ ଓ ଅଭିଭାବକଙ୍କ ସହ ବ୍ଲକ ଅଫିସ୍ ପରିସରରେ ବିଜେଡି କର୍ମୀଙ୍କ ସଂଘର୍ଷ ହୋଇଛି। ଏହି ସଂଘର୍ଷ ବେଳେ ସମସ୍ୟାର ସମାଧାନ କରିବାକୁ ଆସିଥିବା!-->…