ଏୟାର ସୋ’ ପାଇଁ ସୋମବାର ଭୁବନେଶ୍ୱରରେ ପହଞ୍ଚିବ ଇଣ୍ଡକ୍ସନ ଟିମ୍‌

ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ’ଲାଗି ଆଜି ଭୁବନେଶ୍ୱର ପହଞ୍ଚିବ ଇଣ୍ଡକ୍ସନ ଟିମ୍‌। ଏଥିପାଇଁ ସପୋର୍ଟ ଟିମ୍‌ ଆସି ପହଞ୍ଚିଛନ୍ତି । ଆସନ୍ତା ୧୬ରେ ଭୁବନେଶ୍ୱରର କୁଆଖାଇ ନଦୀକୂଳରେ ହେବାକୁ ଥିବା ସୂର୍ଯ୍ୟକିରଣ ସୋ ପାଇଁ ପ୍ରସ୍ତୁତି ଆରମ୍ଭ। କୁଆଖାଇ

ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କୋରାପୁଟ: ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ । ବିଶାଖାପାଟଣା-କିରଣ୍ଡୁଲ ସ୍ପେଶାଲ ଟ୍ରେନ ଲାଇନଚ୍ୟୁତ । ଜୟପୁରର ଛତ୍ରିପୁଟ ନିକଟରେ ୪ଟି ବଗି ଲାଇନଚ୍ୟୁତ ହୋଇଛି । କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ। ଆଜି ଅପରାହ୍ନରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଛତିଶଗଡର କିରନ୍ଦୁଲ

କଟକରେ ନକଲି ମେଡିସିନ୍ କାରବାର ମାମଲା, ପୁରୀଘାଟ ଥାନାରେ ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ

କଟକ: କଟକରେ ନକଲି ମେଡିସିନ କାରବାର ମାମଲାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ । ଆଜି ପୁରୀଘାଟ ଥାନାରେ ଦୁଇ ଜଣ ଆତ୍ମସମର୍ପଣ କରିଛନ୍ତି । ଏହାପରେ ଦୁଇ ଷ୍ଟକିଷ୍ଟ ଉପରେ ରେଡ୍‌ ଚଳାଇଛି ପୋଲିସ । ନକଲି ମେଡିସିନ୍‌ କାରବାର ମାମଲାରେ ତଥ୍ୟ ହାସଲ ପାଇଁ ସେମାନଙ୍କୁ ପଚରାଉଚରା କରାଯିବ ।

ପୁରୀ ବାଇପାସର ମଙ୍ଗରାଜ ପଏଣ୍ଟ ନିକଟରେ ସିରିଜ ଦୁର୍ଘଟଣା

ଭୁବନେଶ୍ୱର: ପୁରୀ ବାଇପାସର ମଙ୍ଗରାଜ ପଏଣ୍ଟ ନିକଟରେ ସିରିଜ ଦୁର୍ଘଟଣା । ବୋଲେରୋ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରିବା ପାଇଁ ଯାଇଥିବା ପୋଲିସ ଗାଡ଼ିକୁ ଧକ୍କା ଦେଲା ଆଉ ଗୋଟିଏ କାର୍‌ । ଦୁର୍ଘଟଣାରେ ଜଣେ ପୋଲିସ କର୍ମଚାରୀ ଓ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି

ଓଡ଼ିଶା ପୋଲିସର ସ୍ପେଶାଲ୍‌ ଡ୍ରାଇଭ୍‌: ୧୦ ଦିନରେ ଘରକୁ ଫେରିଲେ ୨୨ଶହ ୩୧ ଜଣ ନିଖୋଜ

ଭୁବନେଶ୍ୱର:ହଜି ଯାଇଥିବା ଲୋକଙ୍କୁ ଖୋଜିବା ପାଇଁ ଓଡ଼ିଶା ପୋଲିସର ସ୍ପେଶାଲ୍‌ ଡ୍ରାଇଭ୍‌ । ୧୦ ଦିନରେ ଘରକୁ ଫେରିଲେ ୨୨ଶହ ୩୧ ଜଣ ନିଖୋଜ । ଏମାନଙ୍କ ଭିତରେ ଅଛନ୍ତି ୧୫ଶହ ୩୬ ଜଣ ମହିଳା । ୩୯୦ ଜଣ ପୁରୁଷ ସେମାନଙ୍କ ପରିବାରକୁ ଫେରିଛନ୍ତି । ସେହିପରି ଏହି ସ୍ୱତନ୍ତ୍ର ଅଭିଯାନରେ ଘରକୁ

ବେଳାଭୂମିର ପ୍ରାୟ ୨୦୦ ମିଟର ଭିତରକୁ ମାଡ଼ି ଆସିଲା ସମୁଦ୍ର

ପାରାଦୀପ: କୂଳ ଲଂଘିଲା ଅଶାନ୍ତ ସମୁଦ୍ର । ବେଳାଭୂମିର ପ୍ରାୟ ୨୦୦ ମିଟର ଭିତରକୁ ମାଡ଼ି ଆସିଲା । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ପଦ୍ମପୁରର ଶିଆଳି ବେଳାଭୂମି ନିକଟର ଏହି ଦୃଶ୍ୟ । ଅବପାତ ପ୍ରଭାବରେ ଅଶାନ୍ତ ହୋଇପଡ଼ିଛି ସମୁଦ୍ର । କୂଳ ଲଂଘିଛି । ସମୁଦ୍ରରେ ଉଠିଛି ବଡ଼ ବଡ଼ ଜୁଆର ।

ଭୁଶୁଡ଼ିଲା ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ବନ୍ଧ, ଶହ ଶହ ହେକ୍ଟର ଚାଷଜମି ନଷ୍ଟ

ଧର୍ମଗଡ: ଲଘୁଚାପ ଜନିତ ଲଗାଣ ବର୍ଷାରେ ଭୁଶୁଡ଼ିଲା କେନାଲ୍‌ ବନ୍ଧ । କଳାହାଣ୍ଡି ଜିଲ୍ଲା ସର୍ଗିଗୁଡା ଗ୍ରାମ ପଞ୍ଚାୟତର ପ୍ରଜା ନାଗଫେଣି ଡଙ୍ଗରିପଡା ନିକଟରେ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲର ବନ୍ଧ ଭୁଶୁଡିଛି । ଦୁଇ ଦିନର ଲଗାଣ ବର୍ଷାରେ କେନାଲରେ ପ୍ରବଳ ପାଣି ଆସିଥିଲା । ପୂର୍ବରୁ ଥିବା

ସଫ୍ଟେଓ୍ଵୟାର ଇଞ୍ଜିନିୟର ଶ୍ୱେତାଙ୍କ ଆତ୍ମହତ୍ୟା ମାମଲା: ଖୁବଶୀଘ୍ର ଚାର୍ଜସିଟ୍‌ ଦାଖଲ କରିବ ପୋଲିସ୍

ଭୁବନେଶ୍ୱର: ଭୁବନେଶ୍ୱରରେ ସଫ୍ଟେଓ୍ଵୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ମାମଲାରେ ଖୁବଶୀଘ୍ର ଚାର୍ଜସିଟ୍‌ ଦାଖଲ କରିବ ଚନ୍ଦ୍ରଶେଖରପୁର ଥାନା ପୋଲିସ । ତଦନ୍ତ ସମୟରେ ମିଳିଥିବା ପ୍ରମାଣକୁ ଚାର୍ଜସିଟରେ ଦାଖଲ କରାଯିବ । ମୋବାଇଲ୍‌ ଫୋନ୍‌ ରେକର୍ଡିଂ, ହ୍ଵାଟ୍‌ସଆପ୍‌

ମହାନଦୀ ପଠାରୁ ନବଜାତ ଶିଶୁପୁତ୍ର ଉଦ୍ଧାର

କଟକ: ଚୌଦ୍ୱାର ନୂଆପାଟଣା ମଧୁସୂଦନ ସେତୁର ତଳ ପଠାରୁ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ନବଜାତ ଶିଶୁଟି ଛଟପଟ ହେଉଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଜଣାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିଥିବା ବେଳେ ଅବସ୍ଥା ଗୁରୁତର ହେବାରୁ କଟକ ଶିଶୁ ଭବନକୁ

୨୦୨୪ ନିର୍ବାଚନ ଲଢେଇରେ ରହିବ ନାହିଁ ବିଜେପି, ମାତ୍ର ୩ଟି ଏମ୍‌ପି ଓ ୧୩ଜଣ ବିଧାୟକ ନିର୍ବାଚିତ ହେବେ

ଭୁବନେଶ୍ବର : ୨୦୨୪ ସାଧାରଣ ନିର୍ବାଚନ ଫଳାଫକୁ ନେଇ ବରିଷ୍ଠ ନେତା ଦାମୋଦର ରାଉତ ଓ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ଭବିଷ୍ୟବାଣୀ । ୨୦୨୪ରେ ଓଡିଶାରେ ବିଜେପି ଲଢେଇ ରେ ରହିବ ନାହିଁ ।ମାତ୍ର ୩ଟି ଏମପି ଓ ୧୩ଜଣ ବିଧାୟକ ନିର୍ବାଚିତ ହେବେ । କେନ୍ଦ୍ରମନ୍ତ୍ରୀ ମାନେ ଯେତେ