ସରକାରଙ୍କ ସହ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ଆଲୋଚନା : ୧୫ ଦିନ ଭିତରେ ସମାଧାନ ପ୍ରତିଶ୍ରୁତି

ପ୍ରବଳ ବର୍ଷାରେ ବିଶାଳ ଆନ୍ଦୋଳନ ଧାରଣା ପରେ ଆଜି ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ । ଦଶହରା ପୂର୍ବରୁ କିଛି ଭଲ ଖବର ମିଳିପାରେ ବୋଲି ଆଶା କରାଯାଉଛି । ୧୫ ଦିନ ଭିତରେ ସରକାର ଏହାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି ।

ମସ୍ତିଷ୍କଜ୍ବରରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଅକାଳ ବିୟୋଗ

ବୁଗୁଡ଼ା (୧୨/୦୯) : ସ୍ଥାନୀୟ ଓଡିଶା ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ରିଧିରାଣୀ ସାହୁଙ୍କ ଅକାଳ ବିୟୋଗରେ ଶୋକର ଛାୟା ଖେଳିଯାଇଛି । ସେ ମସ୍ତିଷ୍କ ଜ୍ବରରେ ପିଡୀତ ଥିଲେ । ଗତକାଲି ଚିକିତ୍ସା ପାଇଁ ପ୍ରଥମେ ବ୍ରହ୍ମପୁର ଏବଂ ତା'ପରେ ଭୁବନେଶ୍ବରକୁ ନେଉଥିବା ବେଳେ ଟାଙ୍ଗି ନିକଟରେ

ନକଲି ବିଦେଶୀ ମଦ ତିଆରି ଅଭିଯୋଗ : ୪ ଗିରଫ

ବ୍ରହ୍ମପୁର : ନକଲି ବିଦେଶୀ ମଦ ତିଆରି ଅଭିଯୋଗରେ ଗୋଳନ୍ଥରା ଥାନା ପୋଲିସ ପକ୍ଷରୁ ୪ ଜଣକୁ ଗିରଫ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇ ଗତ କାଲି ରାତିରେ ଟାମଣା ସିଆଳା ଅଚଂଳରେ ବେଆଇନ ଭାବେ ନକଲି ମଦ ପ୍ରସ୍ତୁତ କରାଯାଉଥିବା ଖବର ପାଇ ବ୍ରହ୍ମପୁର ଏସ୍‌ପିଙ୍କ ଡ଼.ସର୍ବଣା ବିବେକ ଏମଙ୍କ

ସାହାରା ଇଣ୍ଡିଆ କଂପାନୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ

ବ୍ରହ୍ମପୁର : ଜମାରାଶୀ ଫେରସ୍ତ ଦେଉନଥିବା ସାହାରା ଇଣ୍ଡିଆ କଂପାନୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରି ସାହାରା ଜମାକାରୀ ମଂଚ ପକ୍ଷରୁ ଆଜି ବ୍ରହ୍ମପୁର ଏସ୍‌ପିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସାହାରା ଜମାକାରୀ ମଂଚ ପକ୍ଷରୁ ସାହାରା ଇଣ୍ଡିଆ କଂପାନୀ ବିଭିନ୍ନ ଯୋଜନା

ଫୁଲବାଣୀ ସହରରେ ବିଭିନ୍ନ ବିଭାଗର ଯନ୍ତ୍ରୀଙ୍କ ଉପରେ ଆକ୍ରମଣ, ପୋଲିସ ନିଷ୍କ୍ରିୟ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରରେ ଯନ୍ତ୍ରୀଙ୍କ ଉପରେ ଲଗାତାର ଆକ୍ରୋଶ ମୁଳକ ଭାବେ ଆକ୍ରମଣ ହେଉଛି । ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ ନିରବ ରହୁଛି।ସେହିପରି ଆଜିର ଆକ୍ରମଣର ଶିକାର ହୋଇଥିବା ଯନ୍ତ୍ରୀ ଜଣଙ୍କ ହେଉଛନ୍ତି ଫୁଲବାଣୀ ମୁନିସିପାଲିଟିର ଯନ୍ତ୍ରୀ ଇଂ.

ଏନ ୱାଇ କେ ପକ୍ଷରୁ ତର୍କ ପ୍ରତିଯୋଗିତା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଏମ ସି ଏସ ମହାବିଦ୍ୟାଳୟ,ଟିକାବାଲି ଠାରେ ନେହେରୁ ଯୁବ କେନ୍ଦ୍ର ତରଫରୁ ବ୍ଲକ ସ୍ତରୀୟ ତର୍କ ପ୍ରତିଯୋଗିତା ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ତର୍କ ଶୀର୍ଷକ ଥିଲା"ସବକା ସାଥ ସବକା ବିକାଶ"ଏବଂ ମୋ ସ୍ୱପ୍ନର ଭାରତ ୨୦୪୭

କନ୍ଧମାଳ ଜିଲ୍ଲାରେ ଆପ ପକ୍ଷରୁ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

ଫୁଲବାଣୀ (୧୨/୯) : କନ୍ଧମାଳ ଜିଲ୍ଲା ଆପ ପକ୍ଷରୁ ଆଜି ମାଷ୍ଟର ପଡ଼ାର ପାରିଜାତ କଲ୍ୟାଣ ମଣ୍ଡପରେ ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମ ଆରମ୍ଭରେ ସମସ୍ତ ଆପ କ୍ରାନ୍ତିକାରୀଙ୍କ ଉପସ୍ଥିତିରେ ମାଦିକୁନ୍ଦା ଛକ ଠାରୁ ପଦଯାତ୍ରା କରି ସଭା ସ୍ଥଳକୁ ଆସିଥିଲେ

ହକ ଦାବୀ ନେଇ ବିଛିନ୍ନାଞ୍ଚଳ ଓଡ଼ିଆ କଳାକାରଙ୍କ ସଜବାଜ

ବ୍ରହ୍ମପୁର (୧୨/୦୯) : ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ଓଡ଼ିଶାର ବିଚ୍ଛିନ୍ନାଞ୍ଚଳବାସୀ ଓଡ଼ିଆ କଳାକାରମାନଙ୍କ ଦୁଃଖ-ଦୁର୍ଦ୍ଦଶା ଅତୀବ ଶୋଚନୀୟ । ସେମାନଙ୍କୁ ଆନ୍ଧ୍ର ସରକାର କି ଆମ ଓଡ଼ିଶା ସରକାର କେହି ସହାୟତାର ହାତ ବଢାଉ ନାହାନ୍ତି । ଏଣୁ ବାଧ୍ୟ ହୋଇ ସେମାନେ ସଂଘବଦ୍ଧ ଭାବରେ ଉଭୟ

ଆଇ.ଆଇ.ଟି, ଆଡ୍‌ଭାନ୍‌ସ୍ଡ ୨୦୨୨ ପରିକ୍ଷା ଫଳରେ “ଆର୍ଯ୍ୟଭଟ୍ଟ” ର ସଫଳତା…

ବ୍ରହ୍ମପୁର : ଗତକାଲି ପ୍ରକାଶିତ ଆଇ.ଆଇ.ଟି, ଆଡ୍‌ଭାନ୍‌ସ୍ଡ ୨୦୨୨ ପରିକ୍ଷା କଫଳରେ ଆର୍ଯ୍ୟଭଟ୍ଟ ବ୍ରହ୍ମପୁର ର ଛାତ୍ରଛାତ୍ରୀ ମାନେ ସର୍ବାଧିକ ଶତାଂଶ ସଫଳତା ର ୧୬ ବର୍ଷର ପରମ୍ପରା ରକ୍ଷା କରିଛନ୍ତି।ମେଇନସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଅନୁଷ୍ଠାନର ୩୩ ଜଣ ଛାତ୍ରଛାତ୍ରୀ ଙ୍କ