Sign in
Sign in
Recover your password.
A password will be e-mailed to you.
ଶ୍ରୀଲଙ୍କା ମୁଣ୍ଡରେ ଏସିଆ କପ୍ କ୍ରିକେଟ୍ ମୁକୁଟ
ଦୁବାଇ: ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ସଂଘର୍ଷରତ ଶ୍ରୀଲଙ୍କା ରବିବାର ଅଲରାଉଣ୍ଡ୍ ପ୍ରଦର୍ଶନ କରି ଏସିଆ କପ୍ କ୍ରିକେଟ୍ ମୁକୁଟ ଜିତି ନେଇଛି। ଭାନୁକା ରାଜପକ୍ଷଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ, ୱାନିନ୍ଦୁ ହସରଙ୍ଗାଙ୍କ ଅଲରାଉଣ୍ଡ୍ ପ୍ରଦର୍ଶନ ସହିତ ପ୍ର ମୋଦ ମଦୁସନଙ୍କ ୪ ୱିକେଟ୍ ଦଖଲ ବଳରେ!-->…
ଏନସିପି ଅଧିବେଶନରେ ଫାଟ; ଦାଦା ଭାଷଣ ଦେବା ବେଳେ ପୁତୁରା ଗାଏବ
ମୁମ୍ବାଇ: ଏନସିପି ଭିତରେ ଉଠିଲା ଝଡ଼। ଦଳର ରାଷ୍ଟ୍ରୀୟ ଅଧିବେଶନ ସମୟରେ ଦେଖାଦେଲା ଭିତର କନ୍ଦଳ। ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ରବିବାର ଦଳର ରାଷ୍ଟ୍ରୀୟ ଅଧିବେଶନ ବୈଠକ ଅଧାରୁ ଛାଡ଼ି ଚାଲି ଯାଇଥିବା ଦେଖିବାକୁ!-->…
ଜ୍ଞାନବ୍ୟାପୀ ମସଜିଦ ମାମଲା: ହିନ୍ଦୁଙ୍କ ସପକ୍ଷରେ ଆସିଲା ରାୟ, ୨୨ରୁ ଶୁଣାଣି
ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ଜ୍ଞାନବ୍ୟାପୀ ମସଜିଦ ପରିସରରେ ଥିବା ଶୃଙ୍ଗାର ଗୌରୀ ମନ୍ଦିର ମାମଲରେ ବାରଣାସୀ ଜିଲ୍ଲା କୋର୍ଟର ଫଇସଲା ଆସିଛି। ହିନ୍ଦୁଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି ଜିଲ୍ଲା ଜଜ୍। ଜଷ୍ଟିସ୍ ଅଜୟ କୃଷ୍ଣା ବିଶ୍ୱେଶ ୫ ଜଣ ମହିଳାଙ୍କ ଦ୍ୱାରା ଶୃଙ୍ଗାର ଗୌରୀ ମନ୍ଦିରରେ ପୂଜା ଓ!-->…
ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଖର୍ଚ୍ଚ ହେବ ୧,୮୦୦ କୋଟି ଟଙ୍କା: ଟ୍ରଷ୍ଟ୍
ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିର ନିର୍ମାଣରେ ପ୍ରାୟ ୧୮୦୦ କୋଟି ଟଙ୍କା ବ୍ୟୟ ହେବ ବୋଲି ରବିବାର ଦିନ ନିର୍ମାଣ କାର୍ଯ୍ୟ କରୁଥିବା ଟ୍ରଷ୍ଟ୍ର ଅଧିକାରୀମାନେ କହିଛନ୍ତି।ସୂଚନାଯୋଗ୍ୟ, ସୁପ୍ରିମ୍ କୋର୍ଟଙ୍କ ଆଦେଶକ୍ରମେ ଉତ୍ତର ପ୍ରଦେଶର ପବିତ୍ର ଅଯୋଧ୍ୟା ନଗରୀରେ ମନ୍ଦିର ତୋଳିବା!-->…
ସୋନାଲୀ ଫୋଗାଟ୍ ହତ୍ୟା ମାମଲାର ‘ସିବିଆଇ’ ଦତନ୍ତ ଦାବିକୁ ଅନୁମୋଦନ କଲେ ଗୋଆ ସରକାର
ନୂଆଦିଲ୍ଲୀ: ଆଜି ଗୋଆ ସରକାର ପୂର୍ବତନ ‘ଟିକ୍ ଟକ୍ ଷ୍ଟାର୍’ ତଥା ‘ବିଗ୍ବସ୍ ସୋ’ର ପ୍ରତିଦ୍ବନ୍ଦ୍ବୀ ସୋନାଲୀ ଫୋଗାଟ୍ ହତ୍ୟା ମାମଲାରେ ‘ସବିଆଇ’ ତଦନ୍ତ ଦାବିକୁ ଅନୁମୋଦନ ଦେଇଛନ୍ତି। ଗୋଆ ପୁଲିସର ତଦନ୍ତରେ ଅସନ୍ତୁଷ୍ଟ କହି ‘ସିବିଆଇ’ ତଦନ୍ତ କରାଯାଉ ବୋଲି ନିବେଦନ କରି!-->…
ଆଗାମୀ ୬୫ ବର୍ଷ ପର୍ଯ୍ୟନ୍ତ ଖୋଲାହେବନି ରାଣୀ ଏଲିଜାବେଥ୍ଙ୍କ ଗୁପ୍ତ ଚିଠି ଥିବା ‘ଷ୍ଟ୍ରଙ୍ଗ୍ରୁମ୍’
ସିଡ୍ନି: ରାଣୀ ଦ୍ବିତୀୟ ଏଲିଜାବେଥ୍ ଲେଖିଥିବା ଗୋଟାଏ ଗୁପ୍ତ ଚିଠିକୁ ସିଡ୍ନିରେ ଏକ ‘ଭଲ୍ଟ୍’ ବା ‘ଷ୍ଟ୍ରଙ୍ଗ୍ରୁମ୍’ରେ ରଖାଯାଇଛି। କୌତୁହଳର କଥା ହେଲା ଉକ୍ତ ‘ଭଲ୍ଟ୍’କୁ ଆଗାମୀ ୬୩ ବର୍ଷ ପର୍ଯ୍ୟନ୍ତ ଖୋଲାଯାଇ ପାରିବ ନାହିଁ।ଅଷ୍ଟ୍ରେଲିଆର ‘ସେଭେନ୍ନିଉଜ୍’ ରିପୋର୍ଟ!-->…
ଜଟିଳ ଅପରେସନ୍ ପାଇଁ ଟ୍ରାଫିକ୍ ଜାମ୍ରେ କାର୍ ଛାଡ଼ି ୩ କିଲୋମିଟର୍ ଧାଇଁଗଲେ ବେଙ୍ଗାଲୁରୁ ଡାକ୍ତର
ବେଙ୍ଗାଲୁରୁ: ଜଣେ ରୋଗୀଙ୍କର ଗୁରୁତ୍ବପୂର୍ଣ୍ଣ ଅସ୍ତ୍ରୋପଚାର ନିମନ୍ତେ ବେଙ୍ଗାଲୁର୍ ଟ୍ରାଫିକ୍ ଜାମ୍ରେ ଫସି ଯାଇଥିବା ଜଣେ ଡାକ୍ତର କାର୍ ଛାଡ଼ି ୩ କିଲୋମିଟର୍ ବାଟ ଧାଇଁ ଯାଇଥିବା ଖବର ମିଳିଛି।ସଂଗୃହୀତ ତଥ୍ୟ ଅନୁସାରେ, ଅଗଷ୍ଟ ୩୦ ତାରିଖ ଦିନ ଗୋଟାଏ ଜରୁରୀକାଳୀନ!-->…
ଦୁଗ୍ଧଜାତ ଦ୍ରବ୍ୟ ପ୍ରସ୍ତୁତି କ୍ଷେତ୍ରରେ ନାରୀମାନେ ହେଲେ ବାସ୍ତବ ନେତ୍ରୀ: ପ୍ରଧାନମନ୍ତ୍ରୀ ମୋଦୀ
ଗ୍ରେଟର୍ ନଏଡା: ଆଜି ‘ଇଣ୍ଟର୍ନ୍ୟାସ୍ନାଲ୍ ଡାଇରି ଫେଡେରେସନ୍ ୱାର୍ଲଡ୍ ଡାଇରି ସମିଟ୍’ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଭାରତର ଗୁଗ୍ଧଜାତ ସେକ୍ଟର୍ରେ ନାରୀମାନେ ହିଁ ହେଉଛନ୍ତି ବାସ୍ତବ ନେତ୍ରୀ। ଏଥିରେ କାର୍ଯ୍ୟରତ ଶ୍ରମଜୀବୀଙ୍କ ମଧ୍ୟରୁ ୭୦%!-->…
ବୈଦ୍ୟୁତିକ ରାଜପଥ ତିଆରି କରାଯାଉଛି, ରାସ୍ତାରେ ଚାଲିବା ବେଳେ ଚାର୍ଜ ହେବ ଗାଡ଼ି: ନିତିନ ଗଡ଼କରୀ
ନୂଆଦିଲ୍ଲୀ: ଖୁବ ଶୀଘ୍ର ରାସ୍ତାରେ ଚାଲିବା ସମୟରେ ଚାର୍ଜ ହେବ ଗାଡ଼ି। ଏଥିପାଇଁ ଲୋକଙ୍କୁ ଆଉ ଘଣ୍ଟା ଘଣ୍ଟା ଚାର୍ଜି ଷ୍ଟେସନରେ ଲାଇନ ଲଗାଇବାକୁ ପଡ଼ିବ ନାହିଁ। ଏବେ ଏଭଳି ଘୋଷଣା କରିଛନ୍ତି କେନ୍ଦ୍ର ସଡ଼କ, ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ। ସୌର ଶକ୍ତି ଦ୍ୱାରା ଚାଳିତ!-->…
ଫୋନ୍ ବିସ୍ଫୋରଣ, ମହିଳା ମୃତ
ନୂଆଦିଲ୍ଳୀ: ମଝିରେ ମଝିରେ ସ୍ମାର୍ଟଫୋନ୍ ବିସ୍ଫୋରଣର ଖବର ଦେଖିବାକୁ ମିଳିଥାଏ। ନିକଟରେ ଏହି ସ୍ମାର୍ଟଫୋନ୍ ବିସ୍ଫୋରଣ ଘଟି ଜଣେ ମହିଳାଙ୍କ ଜୀବନ ଯାଇଥିବା ଜାଣିବାକୁ ମିଳିଛି। ରେଡ୍ମି ଫୋନ୍ ବ୍ୟବହାର କରି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ବୋଲି ଜଣେ ୟୁଟ୍ୟୁବର୍ ଏହି ଅଭିଯୋଗ!-->…