ପଢ଼ିବା ପାଇଁ ଅର୍ଥ ସାଜିଥିଲା ବାଧକ; ବାପା-ମା ଦାଦନ ଖଟି ପୁଅକୁ କଲେ ଗୋଲ୍ଡ ମେଡାଲିଷ୍ଟ

ନୂଆପଡ଼ା : ଆର୍ଥିକ ଦୁର୍ବଳତା ବାଧା ଦେଇ ପାରିଲାନି, ଶେଷରେ ପରିବାରର ସମସ୍ତେ ମିଶି ଦାଦନ ଖଟି ପୁଅକୁ କଲେ ଗୋଲ୍ଡ ମେଡାଲିଷ୍ଟ। ଛୋଟବେଳୁ ପୁଅର ପାଠପଢ଼ା ଦେଖି ପରିବାର ଲୋକେ ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଗଲେ। ଏପରିକି ଭାଇ ପାଇଁ ନିଜ ପାଟପଢ଼ା ଛାଡ଼ି ଦାଦନ ଖଟିବା ସହ ବଡ଼

ପ୍ରସ୍ତାବିତ ଡାଲମିୟା ସିମେଣ୍ଟ କମ୍ପାନୀକୁ ଆଦିବାସୀଙ୍କ ବିରୋଧ, ମାଟାପାକା ଗ୍ରାମରେ ପ୍ରଜାମେଳି

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଟାପାକା ପଞ୍ଚାୟତ ଅନ୍ତର୍ଗତ କତାମାଟେରୁ ଗାଁରେ ପ୍ରସ୍ତାବିତ ଡାଲମିଆ ସିମେଣ୍ଟ କମ୍ପାନୀକୁ ପୁଣି ଥରେ ଆଦିବାସୀମାନେ ବିରୋଧ ଆରମ୍ଭ କରିଦେଇଛନ୍ତି। ପୂର୍ବରୁ ଗ୍ରାମସଭା ଓ କମ୍ପାନୀର ଜନଶୁଣାଣୀରେ ଆଦିବାସୀମାନେ ସିମେଣ୍ଟ କମ୍ପାନୀକୁ ବିରୋଧ କରିଥିବା

ଜେଲ୍‌ରେ ଖାଇବା ପିଇବା ଠିକ୍ ଭାବେ ଦିଆଯାଉନାହିଁ ବୋଲି କଏଦୀ କଲେ ପ୍ରତିବାଦ: ଜେଲର ମାଡ଼ ମାରି ଆହତ କରିଥିବା…

ରେଢ଼ାଖୋଲ ଜେଲରଙ୍କ ମାଡ଼ରେ ଜଣେ କଏଦୀ ଆହତ। ଚିକିତ୍ସା ପାଇଁ ରେଢାଖୋଲ ହସ୍ପିଟାଲରେ ଭର୍ତ୍ତି। ସେପଟେ ଆହତ କଏଦୀଙ୍କ ଗୁରୁତର ଅଭିଯୋଗ। ଜେଲରେ ନିମ୍ନମାନର ଖାଦ୍ୟ ଦିଆଯିବା ପ୍ରତିବାଦ କରିବାରୁ ମାଡ଼ ମରାଯାଇଛି। ଅବ୍ୟବସ୍ଥାକୁ ପ୍ରତିବାଦ କରିଥିବା ୩ କଏଦୀଙ୍କୁ ବଲାଙ୍ଗିର ସ୍ଥାନାନ୍ତର

ଅଧ ରାସ୍ତାରେ ଡ୍ରାଇଭରକୁ ବନ୍ଧୁକ ଦେଖାଇ କାର ଲୁଟ ଉଦ୍ୟମ

ବୁଗୁଡ଼ା (୧୧/୦୯) : ବ୍ରହ୍ମପୁର ଯିବେ କହି କାର ଭଡା କରି କାରରେ ଚଢିବା ପରେ ଅଧ ରାସ୍ତାରେ କାର ଡ୍ରାଇଭରକୁ ମାଉଜର ଦେଖାଇ ଲୁଟି ନେଉଥିବା ବେଳେ ଖବର ପାଇ ଗାଁ ଲୋକ ଅଟକାଇବା ପରେ କାର ଛାଡି ଦୌଡିଲେ ଦୁର୍ବୁତ୍ତ l ଏମିତି ଏକ ଘଟଣା ଘଟିଛି ବୁଗୁଡ଼ା ଥାନା ଅନ୍ତର୍ଗତ ବି.କରଡ଼ାବାଡ଼ି ଗ୍ରାମ

ସଫେଇ କର୍ମଚାରୀଙ୍କ ଅପହରଣ ଓ ଲୁଟ୍‌ ନାଟକ୍, ସିସିଟିଭି ଫୁଟେଜରୁ ଧରାପଡିଗଲା ସତ: ସ୍ତ୍ରୀ ଡରରେ ଦେଇଥିଲେ ମିଛ ଏତଲା

ଭୁବନେଶ୍ୱର,୧୧/୦୯: ନୂଆପଲ୍ଲୀ ଥାନା ଅଧୀନରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ସ୍ତ୍ରୀଙ୍କ ଡରରେ ଜଣେ ସଫେଇ କର୍ମଚାରୀ ଥାନାରେ ମିଛ ଏତଲା ଦେଇଛନ୍ତି । ଏହି ଘଟଣା ଜଣାପଡ଼ିବା ପରେ କର୍ମଚାରୀ ଜଣକ ଥାନାରେ ଭୁଲ ମାଗି ମାମଲା ବନ୍ଦ କରିଦେବାକୁ ନେହୁରା ହୋଇଛନ୍ତି । ପୁଲିସ ଠାରୁ

ପରିତ୍ୟକ୍ତ ଘରୁ ୧୬ ଲକ୍ଷ ୧୧ ହଜାର ନକଲି ଟଙ୍କା ଜବତ, ଜଣେ ଗିରଫ

ରାଉରକେଲା : ସୁନ୍ଦରଗଡ ଜିଲ୍ଲା ରାଉରକେଲା ରୁ ଧରା ପଡ଼ିଲା ଆନ୍ତରାଜ୍ୟ ଜାଲ ନୋଟ କାରବାର କରୁଥିବା ଅପରାଧୀ ଶେଖ ଅହମ୍ମଦ। ରାଜ୍ୟ STF , ରାଉରକେଲା ୧୫ ନମ୍ବର ସେକ୍ଟର ପୋଲିସ ସହାୟତା ରେ ଶେଖ ଅହମ୍ମଦକୁ ୧୭ ନମ୍ବର ସେକ୍ଟର ସି- ୨୩୧ ନମ୍ବର କ୍ୱାର୍ଟର ରୁ ଗିରଫ କରିଛି। ଗିରଫ ଶେଖ

ନିଶା ଦେଇ ଘର ମାଲିକଙ୍କୁ ବ୍ଲାକ ମେଲ୍ ଘଟଣା, ଯୁବକ ଯୁବତୀଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗୀର: ସହରର ଜଣେ ଘର ମାଲିକଙ୍କୁ ନିଶା ଦେଇ ଅଶ୍ଳୀଳ ଭିଡିଓ ଉଠାଇବା ଓ ପରେ ବ୍ଲାକମେଲ ଘଟଣା ପଛରେ ରହିଛି ଏକ ରାକେଟ । ଏହି ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିବାସହ ଅନ୍ୟ ଦୁଇଜଣ ଫେରାର୍ ଥିବା ପୋଲିସ କହିଛି । ତେବେ ଏନେଇ ସ୍ଥାନୀୟ ଲୋକଙ୍କୁ ପୋଲିସ୍ ସଚେତନ ରହିବା ପାଇଁ ମଧ୍ୟ

ପାରମ୍ପରିକ ଢେମସା ନାଚରେ ପାଛୋଟି ନେଇ ଅହିଂସା ରଥକୁ ସ୍ବାଗତ ସମ୍ବର୍ଦ୍ଧନା

ଚିତ୍ରକୋଣ୍ଡା (୧୧/୦୯) : ଆଜାଦି କା ଅମୃତ ମହୋତ୍ସବ ଶୁଭ ଅବସରରେ ଚିତ୍ରକୋଣ୍ଡା ବ୍ଲକ ପ୍ରଶାସନ ତରଫରୁ ଅହିଂସା ରଥ କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି l ଦିନେ ଅହିଂସା ନୀତିକୁ ଆପଣେଇ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଆହ୍ୱାନ କ୍ରମେ ହଜାର ହଜାର ଭାରତୀୟ ଇଂରେଜ ମାନଙ୍କ ବିରୁଦ୍ଧରେ ଲଢେଇ

ଡକାୟତି ଯୋଜନା ପଣ୍ଡ; ୨ ଦୁର୍ଦ୍ଦାନ୍ତ ଅପରାଧି ସହିତ ୫ ଡକାୟତ ଗିରଫ

ଭୁବନେଶ୍ୱର ୧୧/୦୯: ଜଣିଆ ଡ଼କାୟତି ଗ୍ୟାଙ୍ଗକୁ ଗିରଫ ପାହାଳ ପୋଲିସ କରିଛି। ଶନିବାର ରାତିରେ ଏହି ଡକାୟତମାନଙ୍କୁ ପୋଲିସ୍ ଗିରଫ କରିଛି। ଡକାୟତି ଯୋଜନା କଲାବେଳେ ପୋଲିସ ସେମାନଙ୍କୁ କାବୁ କରିଛି। ସେହି ପାଞ୍ଚ ଜଣଙ୍କ ମଧ୍ୟରୁ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧି ଅଛନ୍ତି। ସେମାନଙ୍କ ନାଁରେ

ସାତ୍ତ୍ୱିକ ସୋଲ୍ ସଙ୍ଗଠନର ତୃତୀୟ ବର୍ଷ ପୂର୍ତ୍ତି ଉତ୍ସବ

ଭୁବନେଶ୍ୱର : ସାତ୍ତ୍ୱିକ ସୋଲ୍ ସଙ୍ଗଠନର ୩ ବର୍ଷ ପୂର୍ତ୍ତି ଉତ୍ସବ ଗତ ରବିବାର ଦିନ ଷ୍ଟୋନ୍ ପାଲେସ, ଇନ୍ଫୋସିଟି ଠାରେ ସଫଳ ପୂର୍ବକ ପାଳିତ ହୋଇଯାଇଛି। ଏହି ଅବସର ରେ ଐଶ୍ୱର୍ଯ୍ୟା ମହାନ୍ତି , ଜାହିଦ୍ ଅଖତର୍, ଅଂଶୁମାନ ରଥ ପ୍ରମୁଖ ମୁଖ୍ୟ ଅତଥିଭାବେ ଯୋଗଦାନ କରି ଦୀପ ପ୍ରଜ୍ଜ୍ୱଳନ କରି