Sign in
Sign in
Recover your password.
A password will be e-mailed to you.
ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ସ୍କ୍ରାପ୍ ବୁକ୍ ପ୍ରସ୍ତୁତି
ବୁଗୁଡ଼ା (୧୧/୦୯) : ଦେଶ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ଆଜି ବୁଦ୍ଧଗିରି ବିଦ୍ୟାପୀଠରେ ସ୍କ୍ରାପ୍ ବୁକ୍ ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଇଓ ପ୍ରସନ୍ନ କୁମାର ବେହରା ଓ!-->…
ଚିକିଟିରେ ପାଳିତ ହେଲା “ଆଜାଦୀ କି ଅମୃତ ମହୋତ୍ସବ “
ଚିକିଟି : ଆଜି ସମଗ୍ର ଶିକ୍ଷl, ଗଞ୍ଜାମ ସୌଜନ୍ୟରୁ ଚିକିଟୀ ପେଣ୍ଠ ସ୍ଥିତ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ରବିନ୍ଦ୍ର ନାଥ ସାହୁ ଙ୍କ ଅଧକ୍ଷତାରେ ପାଳିତ ହୋଇଯାଇଛି "ଆଜାଦୀ କି ଅମୃତ ମହୋତ୍ସବ " | ଏହି ଉତ୍ସବରେ ବ୍ଲକ ସ୍ତରରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ!-->!-->!-->…
ନନ୍ଦନକାନନ ବୁଲିଲେ କେନ୍ଦ୍ରମନ୍ତ୍ରୀ, ସିହଂ ଓ ବାଘ ଶାବକର କଲେ ନାମକରଣ
ଭୁବନେଶ୍ୱର: ନନ୍ଦନକାନନରେ ବାଘ ଓ ସିଂହ ଶାବକର ନାମକରଣ । ସିଂହୀ ବିଜୁଳି ଔରସରୁ ଜନ୍ମ ଶାବକର ନାମକରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବୀନୀ କୁମାର ଚୋବେ । ଶାବକଟିର ନାଁ ରଖାଯାଇଛି କାମିନୀ । ଏହା ସହିତ ଧଳା ବାଘ ଔରସରୁ ଜନ୍ମିତ ଶାବକର ନାଁ ରଖାଯାଇଛି ହିମାଂଶୀ ।
ଭୁବନେଶ୍ବରରେ!-->!-->!-->…
ଆରମ୍ଭ ହେଲା ପିତୃପକ୍ଷ: ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ ଓ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ
ପୁରୀ: ରବିବାରଠାରୁ ଆରମ୍ଭ ହୋଇଛି ପିତୃପକ୍ଷ । ଏହା ୧୫ ଦିନ ଅର୍ଥାତ୍ ମହାଳୟା ପର୍ଯ୍ୟନ୍ତ ଚାଲିବ। ପିତୃପକ୍ଷରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ ଓ ପିଣ୍ଡଦାନ କରାଯାଇଥାଏ । ଏଥିଲାଗି ଶ୍ରୀକ୍ଷେତ୍ରରେ ଅନେକ ଶ୍ରଦ୍ଧାଳୁ ବିଭିନ୍ନ ତୀର୍ଥ ପୁଷ୍କରିଣୀ ଏବଂ ମହୋଦଧିରେ ତିଳତର୍ପଣ ଏବଂ!-->…
ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଘର କାନ୍ଥ ପଡି ଦୁଇ ଗାଈ ମୃତ
ଦାରିଙ୍ଗବାଡ଼ି(୧୧/୯) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଲାଗିରହିଛି। ଆଜି ଭ୍ରମରବାଡ଼ି ପଞ୍ଚାୟତ ପୁଡ଼ିରାଜଲା ଗ୍ରାମରେ ଏକ ଘର ଭାଙ୍ଗିଯିବାରୁ କାନ୍ଥ ପଡ଼ି ଉକ୍ତ ଗ୍ରାମର ବୁଡୁ ସାହୁଙ୍କ ଦୁଇଟି ଗାଈଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଗୋଟିଏ!-->…
ଭୁବନେଶ୍ୱର ବାଲିଯାତ୍ରାକୁ ସରକାର ହାତକୁ ନିଅନ୍ତୁ
ଭୁବନେଶ୍ୱର: କଟକ ବାଲିଯାତ୍ରା ସରକାରୀସ୍ତରର କାର୍ଯ୍ୟକ୍ରମ । କଟକ ଜିଲ୍ଲାପାଳ, କଟକ ମୁନିସିପାଲିଟିର କମିଶନର, କଟକ ମେୟର, କଟକ ସଦର ତହସିଲ ଅଫିସ୍ ପ୍ଲଟ ଯୋଗାଇ ଦେବା ସହିତ ରାଜସ୍ୱ ଆଦାୟର ଦାୟିତ୍ୱ ନେବା ସେଙ୍ଗ ସେଙ୍ଗ କଟକ ମୁନିିସିପାଲିଟିର ରାସ୍ତା, ଲାଇଟ, ପାଣି ପରିସ୍କାର!-->…
ନବରଙ୍ଗପୁର କଲେଜର ସ୍ୱର୍ଣ୍ଣ ଜୟନ୍ତୀ ପାଳନ ପ୍ରସ୍ତୁତି ବୈଠକ
ନବରଙ୍ଗପୁର (୧୧.୯) : ଆଜି ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ନବରଙ୍ଗପୁର କଲେଜର ସ୍ୱର୍ଣ୍ଣ ଜୟନ୍ତୀ ପାଳନ ପ୍ରସ୍ତୁତି ବୈଠକରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ,ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ,ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ,ପୂର୍ବତନ ବିଧାୟକ ସଦନ ନାୟକ ଉପସ୍ଥିତିରେ!-->…
କଟକରେ ନକଲି ମେଡିସିନ ଜବତ ଘଟଣାରେ କାର୍ଯ୍ୟାନୁଷ୍ଠାନ: ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କ ସଦସ୍ୟତା ରଦ୍ଦ
କଟକ: କଟକରେ ନକଲି ମେଡିସିନ ଜବତ ଘଟଣାରେ କାର୍ଯ୍ୟାନୁଷ୍ଠାନ। ନକଲି ମେଡିସିନ ବିକ୍ରି କରୁଥିବା ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କ ସଦସ୍ୟତା ରଦ୍ଦ କଲା କଟକ ଜିଲ୍ଲା ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ଆସୋସିଏସନ। ଭିଆର ଏଜେନ୍ସି ଓ ପୂଜା!-->…
ଆହାର କେନ୍ଦ୍ର ପରିସରରେ ଅନାହାରରେ ବ୍ୟକ୍ତିଙ୍କ ମୃତ୍ୟୁ
ମାଲକାନଗିରି : ଆଜି ଏକ ହୃଦୟବିଦାରକ ଦୃଶ୍ୟଦେଖିବାକୁ ମିଳିଛି ସ୍ଥାନୀୟ ବସଷ୍ଟାଣ୍ଡ ଠାରେ ।ସରକାର ଙ୍କ ବହୁମୁଖୀ ଗରିବ କଲ୍ୟାଣ ଯୋଜନା କାମରେ ଆସୁନଥିବା ଭଳି ମନେ ହେଉଛି । ଆଜି ବସଷ୍ଟାଣ୍ଡ ମଧ୍ୟରେ ଥିବା ଆହାର କେନ୍ଦ୍ର ପରିସରରେ ଏକ ବ୍ୟକ୍ତି ମୃତ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଛି ।!-->…
ରାଜ୍ୟରେ ୨୪୫ ଜଣ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୪୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪୪ ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇ ଥିବା ବେଳେ ୧୦୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୪୩ ଜଣ ସଂକ୍ରମିତ!-->…