ବିହାର‌ରେ ଛାତ୍ରଛାତ୍ରୀଙ୍କ ପରିବର୍ତ୍ତେ ଆଡମିଟ କାର୍ଡରେ ନଜର ଆସିଲା ପ୍ରଧାନମନ୍ତ୍ରୀ, ଧୋନି ଓ ରାଜ୍ୟପାଳଙ୍କ ଫଟୋ

ପାଟନା: ବିହାର‌ରେ ଛାତ୍ରଛାତ୍ରୀଙ୍କ ପରିବର୍ତ୍ତେ ଆଡମିଟ କାର୍ଡରେ ନଜର ଆସିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଧୋନି ଓ ରାଜ୍ୟପାଳଙ୍କ ଫଟୋ। ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଏବଂ ବିହାର ରାଜ୍ୟପାଳ ଫଗୁ

ସୁଲଭ ଓ ଉନ୍ନତ ଚିକିତ୍ସା ପାଇଁ ଭାରତ ମୁହାଁ ବିଦେଶୀ: ୬ ବର୍ଷରେ ଭାରତକୁ ଆସିଛନ୍ତି ୨୭ ଲକ୍ଷ ବିଦେଶୀ

ନୂଆଦିଲ୍ଲୀ: ଭାରତରେ ଶସ୍ତାରେ ଉନ୍ନତମାନର ଚିକିତ୍ସା ପାଇଁ ଏବେ ବହୁ ସଂଖ୍ୟାରେ ବିଦେଶୀ ରୋଗୀ ଭାରତକୁ ଆସୁଛନ୍ତି | ଏକ ସୂଚନା ଅଧିକାର (ଆରଟିଆଇ) ଅଧିନିୟମରୁ ଏବାବଦରେ ଜଣାପଡିଛି | ମିଳିଥିବା ସୂଚନା ମୁତାବକ ୨୦୧୬ ରୁ ୨୦୨୧ ମଧ୍ୟରେ ୨୭.୪୭ ଲକ୍ଷ ବିଦେଶୀ ଭାରତକୁ ଚିକିତ୍ସା ପାଇଁ

ଦିଲ୍ଲୀରେ ସିଏନ୍‌ଜି ବସ୍‌ କିଣା ମାମଲାର ଯାଞ୍ଚ କରିବ ସିବିଆଇ

ନୂଆଦିଲ୍ଲୀ: ବଢ଼ିଲା ଦିଲ୍ଳୀ ମୁଖ୍ୟମନ୍ତୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ। ସିଏନଜି ବସ୍‌ କିଣା ମାମଲାର ତଦନ୍ତ ଏବେ ସିବିଆଇ କରିବ। ଏନେଇ ମଞ୍ଜୁରୀ ଦେଇଛନ୍ତି ଦିଲ୍ଲୀ ଏଲ୍‌ଜି ତଥା ଉପ-ରାଜ୍ୟପାଳ ଭିକେ ସାକ୍ସେନା। ଡିଟିସି ଦ୍ୱାରା ଏକ ହଜାର ଲୋ-ଫ୍ଲୋର୍‌ ବସ୍ କିଣିରେ ହୋଇଥିବା ଦୁର୍ନୀତିର

ପରପାରିରେ ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀ

ନୂଆଦିଲ୍ଲୀ: ଜ୍ୟୋତିଶପୀଠ ଶଙ୍କରାଚାର୍ଯ୍ୟଙ୍କ ସ୍ୱରୂପାନନ୍ଦ ସରସ୍ୱତୀଙ୍କର ଆଜି ୯୯ବର୍ଷ ବୟସରେ ପରଲୋକ ଘଟିଛି। ମଧ୍ୟପ୍ରଦେଶର ନିରସିଂହପୁରରେ ତାଙ୍କର ଦେହାନ୍ତ ହୋଇଛି। ବାର୍ଦ୍ଧକ୍ୟଜନିତ ଶାରିରୀକ ଅସୁସ୍ଥତା କାରଣରୁ ଶଙ୍କରାଚାର୍ଯ୍ୟ ଶେଷ ନିଶ୍ୱରସ ତ୍ୟାଗ କରିଛନ୍ତି। କୁହାଯାଉଛି ମୃତ୍ୟୁ

ଯୁବତୀଙ୍କ ଜୀବନ ନେଇଗଲା ମୁକୁଳା ଡ୍ରେନ୍‌

ବେଙ୍ଗାଲୁରୁ: ମୃତ୍ୟୁର ଠିକଣା କିଏ ଦେଖିଛି। ବାଟରେ ଚାଲୁ ଚାଲୁ ମୃତ୍ୟୁ କେଉଁଠି ଅପେକ୍ଷା କରିଥିବ ତାହା କିଏ ଜାଣିଛି। ଆଜି ଠିକ୍‌ ସେମିତି ଏକ ଦୁଃଖଦ ଘଟଣାଟିଏ ଘଟିଛି। ଜଣେ ୨୩ ବର୍ଷୀୟ ଯୁବତୀ ସ୍କୁଟିରେ ଯାଉ ଯାଉ ହଠାତ୍‌ ମୃତ୍ୟୁର ଦଉଡ଼ିଆସ ତାକୁ ଟାଣି ନେଇଛି। ଘଟଣାଟି ବାଙ୍ଗାଲୁରୁରେ

‘ଭାରତ ଯୋଡୋ’ ଯାତ୍ରାରେ ରାହୁଳଙ୍କୁ ମିଳିଲା ବିବାହ ପ୍ରସ୍ତାବ

ନୂଆଦିଲ୍ଲୀ: ବିବାହ କରିବେ କି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି? ୫୨ ବର୍ଷୀୟ ମୋଷ୍ଟ ଏଲିଜିବୁଲ ବାଚୁଲର୍‌ ରାହୁଲ ସାଜିବେ କି ବର? ରାହୁଲଙ୍କ ପାଖକୁ ଆସିଛି ବିବାହ ପ୍ରସ୍ତାବ, ସେ ପୁଣି ତାଙ୍କ ମନପସନ୍ଦର ସ୍ଥାନ ତାମିଲନାଡୁରୁ। ଜଣେ ତାମିଲ ଝିଅକୁ ବିବାହ କରିବାକୁ ତାଙ୍କ ପାଖକୁ

‘ଗୋଧ୍ରା ଦଙ୍ଗାରେ ଅମିତ ଶାହଙ୍କୁ ବେଲ କରାଇଥିଲେ ପାୱାର’

ମୁମ୍ବାଇ: ନିଜ ସହଯୋଗୀକୁ ଟାର୍ଗେଟ କରିଛି ଶିବସେନା। ଯେଉଁ ଏନ୍‌ସିପି ହାତ ଧରି ଶିବସେନା ମହାରାଷ୍ଟ୍ରରେ ସରକାର ଗଠନ କରିଥିଲା ଆଜି ସେଇ ଦଳର ମୁଖ୍ୟ ଶରଦ ପାୱାରଙ୍କୁ ବାଣ ମାରିଛି ଦଳ। ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଜାମିନ ଦେବାରେ ଶରଦ ପାୱାର

୧୦ ଦିନ ଭିତରେ ନିଜର ନୂଆ ଦଳ ଘୋଷଣା କରିବେ ଗୁଲାମ

ଶ୍ରୀନଗର: ଆସନ୍ତା ୧୦ ଦିନ ଭିତରେ ନିଜର ନୂଆ ଦଳ ବାବଦରେ ଘୋଷଣା କରିବେ ଗୁଲାମ ନବୀ ଆଜାଦ। କଂଗ୍ରସରୁ ଇସ୍ତଫା ଦେବା ପରେ ପ୍ରଥମ କରି ଜାମ୍ମୁର ସୈନିକ ସ୍କୁଲ୍‌ରେ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି। ଆଜି ଜମ୍ମୁକଶ୍ମୀରରେ ବାରମୁଲାରେ ଏକ ରାଲିକୁ ସମ୍ବୋଧିତ କରି ସେ ଏହା କହିଛନ୍ତି। ସେ

ଭିଏଚପିକୁ ଟାର୍ଗେଟ କଲେ କାମରା, କହିଲେ ଯଦି ସଚ୍ଚା ହିନ୍ଦୁ ‘ଗଡ଼ସେ’ ମୁର୍ଦ୍ଦାବାଦ କହି ଦେଖାଅ

ମୁମ୍ବାଇ: ଦକ୍ଷିଣପନ୍ଥୀ ସଙ୍ଗଠନର ଆକ୍ରୋଶର ଶିକାର ହୋଇ ନିଜ ଶୋ’ ବାତିଲ ହେବା ପରେ କ୍ଷୋଭ ପ୍ରକାଶ କରିଛନ୍ତି ଲୋକପ୍ରିୟ ଷ୍ଟାଣ୍ଡ ଅପ୍‌ କମେଡିଆନ୍‌ କୁନାଲ କାମରା। ନିଜ ପେଟପାଟଣା କଥା କରି ବିଶ୍ୱ ହିନ୍ଦୁ ପରିଷଦକୁ ନିଶାନା କରିଛନ୍ତି କାମରା। ଏକ ଖୋଲା ଚିଠି ଲେଖି କାମରା ଅସନ୍ତୋଷ

ତିହାର ଜେଲ ଯିବେ ମମତା: ଶୁଭେନ୍ଦୁ ଅଧିକାରୀ

କୋଲକାତା : ତିହାର ଜେଲ ଯିବେ ମମତା ବାନାର୍ଜୀ। ଏହା କହିଛନ୍ତି ବିରୋଧୀ ନେତା ଶୁଭେନ୍ଦୁ ଅଧିକାରୀ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଦଳର ଜଣକ ପରେ ଜଣେ ନେତା ଦୁର୍ନୀତି ଜାଲରେ ଫସିବା ପରେ କିଛି ଏମିତ ଟାର୍ଗେଟ କରି କହିଛନ୍ତି ଶୁଭେନ୍ଦୁ ଅଧିକାରୀ। ଟିଏମ୍‌ସି ନେତା ଅନୁବ୍ରତ ମଣ୍ଡଳଙ୍କ