ସରପଞ୍ଚଙ୍କ ଉପସ୍ଥିତିରେ ସ୍କୁଲପିଲାମାନଙ୍କୁ ଡ୍ରେସ ବଣ୍ଟନ କାର୍ଯ୍ୟକ୍ରମ

ଝରିଗାଁ (୧୦/୦୯) : ନବରଙ୍ଗପୁର ଜିଲ୍ଳା ଝରୀଗାଁ ବ୍ଲକ ଧୋଦ୍ରା ଗ୍ରାମ ପଞ୍ଚାୟତର ଆଜି ସରକାରୀ ଉଚ୍ଚବାଳିକା ବିଦ୍ୟାଳୟ ଭୀମଗୁଡାରେ ସରପଞ୍ଚ ଓ ସମିତି ମେମ୍ବର ଙ୍କ ଦ୍ବାରା ସମସ୍ତ କର୍ମ କର୍ତ୍ତାଙ୍କ ଉପସ୍ଥିତ ରେ ତଥା ଗୁରୁଜନ ମାନଙ୍କ ସହ ଛାତ୍ର ଛାତ୍ରୀ ମାନଙ୍କୁ ଡ୍ରେସ ବଣ୍ଟନ ଉତ୍ସବଟି

ଚିତ୍ରକୋଣ୍ଡା ଥାନା ଦ୍ଵାରା ବିଫୁଳ ପରିମାଣର ଗଞ୍ଜେଇ ସହ ଟ୍ରାକ୍ଟର ଜବତ, ତିନି ଗିରଫ

ଚିତ୍ରକୋଣ୍ଡା(୧୦/୦୯) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୁଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା, ଚିତ୍ରକୁଣ୍ଡା ଥାନା ଅନ୍ତର୍ଗତ ବନ୍ଦାମାମୁଡି,ବଡ଼ପଦର ଓ ରେଖାପାଲି ମୁଖ୍ୟ ରାସ୍ତାରେ ମଧ୍ୟରେ ଗାଡ଼ି ଚେକିଂ ସମୟରେ ରେଖାପାଲି ଆଡ଼ୁ ଏକ ବ୍ଲୁ ରଙ୍ଗର ଟ୍ରାକ୍ଟର ଆସୁଥିଲା ପୁଲିସ ଟିମକୁ ଦେଖି

ଜେଲ୍ ଗଲେ ଡିଏସପି ଇନଚାର୍ଜ: ୨ କୋଟିର ସଂପତ୍ତି ଠାବ, ଶାଶୁ ଓ ଶାଳକଙ୍କ ନାଁରେ ବେନାମୀ ସଂପତ୍ତି

ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଡିଏସପି ଇନଚାର୍ଜ ଅଭିନବ ଡାଳୁଆଙ୍କୁ ୨ ଦିନ ରିମାଣ୍ଡରେ ନେଲା ପରେ ଭିଜିଲାନ୍ସ ତାଙ୍କ ସଂପର୍କରେ ବହୁ ତଥ୍ୟ ହାସଲ କରିଛି। ଗତ ୮ରୁ ୧୦ ତାରିଖ ଯାଏ ତାଙ୍କୁ ଭିଜିଲାନ୍ସ ରିମାଣ୍ଡରେ ନେଇଥିଲା।ଏହି ସମୟରେ ଶ୍ରୀ ଡାଳୁଆଙ୍କ ୧୪ଟି ପ୍ଲଟ ଠାବ ହୋଇଥିବା ବେଳେ

୨ଶହ ଦିଅ ସାର୍ଟିଫିକେଟ ନିଅ

ଯାଜପୁର: '୨୦୦ ଟଙ୍କା ଦେଲେ ମିଳିବ ମାଟ୍ରିକ ସାର୍ଟିଫିକେଟ। ଟଙ୍କା ନାହିଁ ତ ସାର୍ଟିଫିକେଟ ନାହିଁ ।' ମାଟ୍ରିକ୍‌ ପାସ୍‌ ପରେ ସାର୍ଟିଫିକେଟ ଆଣିବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କୁ ଏପରି ରୋକଠୋକ ଶୁଣାଉଛନ୍ତି ଯାଜପୁର ଜିଲ୍ଲା ଦାନଗଦି ବ୍ଲକର ଶାଳିଜଙ୍ଗା ହାଇସ୍କୁଲର ପ୍ରଧାନଶିକ୍ଷକ ବସନ୍ତ

ସେପ୍ଟେମ୍ବର ୩୦ ଯାଏ ଓପିଏସ୍‌ସି ସାକ୍ଷାତକାର ପରୀକ୍ଷା

ଭୁବନେଶ୍ୱର: ଓଡିଶା ପବ୍ଲିକ ସର୍ଭିସ କମିସନ(ଓପିଏସ୍‌ସି) ପକ୍ଷରୁ ଆୟୋଜିତ ହେଉଥିବା ସାକ୍ଷାତକାର ପରୀକ୍ଷା ଚଳିତ ସେପ୍ଟେମ୍ବର ମାସ ୩୦ ତାରିଖ ଯାଏ ଜାରି ରହିବ। ଏହି ସମୟ ମଧ୍ୟରେ ୟୁପିଏସ୍‌ସି ପରୀକ୍ଷା ମଧ୍ୟ ହେଉଛି। ତେଣୁ ଯେଉଁ ପ୍ରାର୍ଥୀମାନେ ୟୁପିଏସ୍‌ସି ମୁଖ୍ୟ ପରୀକ୍ଷା ଦେବାକୁ

ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର: ଗୋଟିଏ ଲଘୁଚାପ ନ ଯାଉଣୁ, ଆସୁଛି ଆଉ ଏକ ଲଘୁଚାପ। ୧୭ରୁ୧୮ ତାରିଖରେ଼ ମଧ୍ୟରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ନେଇ ଆଜି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)ର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ, ବଙ୍ଗୋପସାଗରରେ

ପ୍ରଶିକ୍ଷଣ ବେଳେ ବୁଡ଼ିଗଲେ ଏନସିସି ଛାତ୍ର, ଚାଲିଗଲା ଜୀବନ

କଟକ: ସନ୍ତରଣ ପ୍ରଶିକ୍ଷଣ ବେଳେ ଚାଲିଗଲା ଏନସିସି ଛାତ୍ରଙ୍କ ଜୀବନ । କଟକ କ୍ଳବ ସୁଇମିଂ ପୁଲରେ ଘଟିଛି ଅଘଟଣ । ମୃତକ ହେଲେ କଟକ ସିଟି କଲେଜର ଛାତ୍ର ସ୍ୱପ୍ନେଶ୍ୱର ଦାସ । ତାଙ୍କ ଘର ରାଜାବଗିଚା ଅଞ୍ଚଳରେ । ମିଳିଥିବା ସୂଚନା ମୁତାବକ ଏକ ଘରୋଇ ସଂସ୍ଥା ପକ୍ଷରୁ ସନ୍ତରଣ ପ୍ରଶିକ୍ଷଣ ନେଉଥିଲେ

କୋଳରେ ପିଲାକୁ ଧରି ନ୍ୟାୟ ମାଗୁଛନ୍ତି ଆଲବମ୍ ଅଭିନେତ୍ରୀ

ଭୁବନେଶ୍ୱର: ନ୍ୟାୟ ମାଗୁଛନ୍ତି ଆଲବମ୍ ଅଭିନେତ୍ରୀ । କୋଳରେ ପିଲାକୁ ଧରି ଭୁବନେଶ୍ୱର ଡିସିପିଙ୍କୁ ଫେରାଦ ହେଲେ ଶ୍ୱେତା ମହାପାତ୍ର । ତାଙ୍କ ସ୍ୱାମୀ ବିରାଟ ମହାପାତ୍ର ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରୁଥିବା ସେ ଅଭିଯୋଗ କରିଛନ୍ତି । ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ

ଶ୍ୱଶୁର ଘରକୁ ବୁଲି ଆସିଥିବା ଜ୍ୱାଇଁ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା

ବଲାଙ୍ଗିର: ଶ୍ୱଶୁର ଘରକୁ ବୁଲି ଆସିଥିବା ଜ୍ୱାଇଁ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏପରି ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ବୁର୍ଡା ଗାଁରେ ଘଟିଛି। ମୃତକ ହେଲେ ଗୁର୍ଜିଭଟା ଗାଁର ସନ୍ତୋଷ ସାହୁ । ସନ୍ତୋଷ ପ୍ରାୟ ୨ ବର୍ଷ ପୂର୍ବେ ନିକଟସ୍ଥ ବୁର୍ଡା ଗାଁରେ

ମୋଟୁ ବନାଞ୍ଚଳ ପକ୍ଷରୁ ଚଢଉ : ୭୭ଟି କଇଁଛ ଜବତ, ୩ ଅଟକ

ମାଲକାନଗିରି/ଏମଭି୭୯, ୧୦/୯ : ମାଲକାନଗିରି ଜିଲ୍ଲା ମୋଟୁ ବନାଞ୍ଚଳ ଓ ଏମ୍‌ଭି୭୯ ବନ ବିଭାଗକୁ ମିଳିଛି ବଡ଼ ସଫଳତା । ଗତ କିଛି ଦିନ ତଳେ ୧୨୫ଟି କଇଁଛ ଜବତ କରିଥିବାବେଳେ ପୁଣି ଆଜି ୭୭ଟି କଇଁଛ ଜବତ କରି ୩ଜଣଙ୍କୁ ଅଟକ ରଖିଛି ବନ ବିଭାଗ। ଗତ କିଛି ମାସ ହେବ ଚୋରା ଚାଲାଣକାରୀ କଇଁଛ