ନକଲି ଔଷଧ ନେଇ ପୁରୀଘାଟ ଥାନାରେ ଏତଲା

କଟକ : ନକଲି ଔଷଧ ନେଇ ଥାନାରେ ଏତଲା । ପୁରୀଘାଟ ଥାନାରେ ଏତଲା କଲେ ଡ୍ରଗ୍ ଇନ୍ସପେକ୍ଟର । ଯାଉଁଳିଆପଟି ଅଂଚଳର ୨ ଡିଷ୍ଟ୍ରିବୟୁଟରଙ୍କ ନାଁରେ ଏତଲା । ନକଲି ଔଷଧ ମାର୍କେଟକୁ ସପ୍ଲାଇ କରିଥିବା ନେଇ ଅଭିଯୋଗ । ନକଲି ଔଷଧ ଟେଲମା-୪୦ ନେଇ ଅଭିଯୋଗ ହୋଇଥିଲା । ଜଣେ ଗ୍ରାହକ ଅଭିଯୋଗ କଲେ ପରେ

ସ୍ମାର୍ଟସ୍କୁଲର ପିଲାମାନେ ୟୁପି ସ୍କୁଲକୁ ମଧ୍ୟାହ୍ନ ଭୋଜନ ଖାଇବାକୁ ଯାଉଛନ୍ତି

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରାଖୋଲ ଗ୍ରାମ ପଞ୍ଚାୟତରେ ଅବସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଯାହାକି ୧୯୮୩ ମସିହାରୁ ସ୍ଥାପିତ ହୋଇଅଛି ।ଏହି ବିଦ୍ୟାଳୟକୁ ୨୦୨୨ ମସିହାରେ ରାଜ୍ୟ ସରକାରଙ୍କ ଦ୍ଵାରା ସ୍ମାର୍ଟ ସ୍କୁଲରେ ପରିଣତ କରାଯାଇଛି।ଏହି ସ୍ମାର୍ଟ ସ୍କୁଲରେ ପରିଣତ

ଆସନ୍ତା ୧୩ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ୩ଦିନିଆ ମୁମ୍ବାଇ ଗସ୍ତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୩ତାରିଖରେ ୩ଦିନିଆ ମୁମ୍ବାଇ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ନଭେମ୍ବରରେ 'ମେକ୍ ଇନ୍ ଓଡ଼ିଶା-୨୦୨୨' କନକ୍ଲେଭ୍ ପୂର୍ବରୁ ମୁମ୍ବାଇରେ ସେପ୍ଟେମ୍ବର ୧୪ତାରିଖରେ 'ଓଡ଼ିଶା ଇନଭେଷ୍ଟର୍ସ ମିଟ' ଅନୁଷ୍ଠିତ ହେବ ଓ ଏଥିରେ

ଏମ୍‌କେସିଜିର ସୁପରସ୍ପେଶାଲିଟ୍ କୋଠାରେ ସିଲିଂ ଖସିବା ଘଟଣାକୁ ନେଇ ଆରଡ଼ିସିଙ୍କ ଅଧ୍ୟକ୍ଷତାରେ ବସିଲା ଏକ…

ବ୍ରହ୍ମପୁର : ବାରମ୍ବାର ଏମ୍‌କେସିଜି ବଡ଼ମେଡ଼ିକାଲର ସୁପରସ୍ପେଶାଲିଟ୍ କୋଠାରେ ସିଲିଂ ଖସିବା ଘଟଣା ପରେ ଚେତା ପଶିଲା ପ୍ରଶାସନର । ଆରଡ଼ିସିଙ୍କ ଅଧ୍ୟକ୍ଷତାରେ ବସିଲା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ଏମ୍‌କେସିଜି ସୁପରସ୍ପେଶାଲିଟ୍ ୱାର୍ଡ଼

ଚା’ବ୍ୟବସାୟୀଙ୍କ ପୁଅ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ; ପରିବାରରେ ଖୁସିର ଲହରୀ

ଫୁଲବାଣୀ : ଦୃଢ ଇଚ୍ଛା ଶକ୍ତି, କଠିନ ପରିଶ୍ରମ, ଆଗ୍ରହ ଯେକୌଣସି ବ୍ୟକ୍ତିକୁ ସଫଳତା ଆଣି ଦେଇଥାଏ । ସେହିପରି ଫୁଲବାଣୀ ସହରର ଜଣେ ଚା' ବ୍ୟବସାୟୀଙ୍କ ପୁଅ ନିଟ୍ ସର୍ବ ଭାରତୀୟ ସ୍ତରରେ ନିଟ ଏଣ୍ଟ୍ରାନସ ପରୀକ୍ଷାରେ ଭଲ ନମ୍ବର ରଖି କୃତକାର୍ୟ୍ୟ ହୋଇଛନ୍ତି । ଫୁଲବାଣୀର କଣ୍ଟ୍ରାକ୍ଟର ପଡ଼।ର

ଗାଁ’ରେ ଅଜଣା ରୋଗ ଆତଙ୍କ, ୭ ଜଣଙ୍କର ମୃତ୍ୟୁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲିରେ ଅଜଣା ରୋଗର ଆତଙ୍କ। ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି ଅଜଣା ରୋଗ। ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଛି। ୧୦ ଦିନ ଭିତରେ ଏହି ପ୍ରାଣଘାତୀ ରୋଗରେ ୭ ଜଣଙ୍କର ମୃତ୍ୟୁ ହେଲାଣି। ଆଜି ସକାଳୁ ହଳଦୀକୁଣ୍ଡ ଗାଁ ୩୫ ବର୍ଷୀୟ ଆଉତ୍ୟୁ ମାଡକାମୀଙ୍କର ମୃତ୍ୟୁ

୮ ଲକ୍ଷ ୭୦ ହଜାର ଟଙ୍କାରେ ନିଲାମ ହେଲା ଗଣେଶଙ୍କ ଆଜ୍ଞା ଲଡୁ ଓ ମାଳ

ଅନୁଗୋଳ: ଶେଷ ହୋଇଛି କୋଇଲା ନଗରୀ ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା । ଆଜି (ଶନିବାର) ଭସାଣି ପାଇଁ ହୋଇଛି ସ୍ବତନ୍ତ୍ର ଆୟୋଜନ । ତାଳଚେର ଗଣେଶ ପୂଜା ଭସାଣିରେ ସବୁଠାରୁ ଆକର୍ଷଣ ହୋଇଥାଏ ଗଣେଶଙ୍କ ଆଜ୍ଞା ଲଡୁ ଓ ମାଳ ନିଲାମ । ତେବେ ଏଥର ୮ ଲକ୍ଷ ୭୦ ହଜାର ଟଙ୍କାରେ ଏକ କ୍ୱିଣ୍ଟାଲ ଲଡୁ ନିଲାମ

ପତଞ୍ଜଳି ଯୋଗ ପରିବାର ଗଂଜାମର ଆଞ୍ଚଳିକ କାର୍ଯ୍ୟକର୍ତ୍ତା ବୈଠକ

ବ୍ରହ୍ମପୁର : ଆଜି ରୋଟାରୀ କନଫେରନ୍ସ ହଲ ରେ ପତଞ୍ଜଳି ଯୋଗ ପରିବାର ଗଂଜାମ ତରଫରୁ ଏକ ଆଞ୍ଚଳିକ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଗଂଜାମ, ଗଜପତି, କୋରାପୁଟ, ରାୟଗଡା, ମାଲକାନଗିରି ଓ ନବରଙ୍ଗପୁର ଛ ଜିଲ୍ଲାର ଏକ ଶହରୁ ଅଧିକ ପଦାଧିକାରୀ ଓ କାର୍ଯ୍ୟକର୍ତା ଙ୍କ ସହ ପଚାଶରୁ ଅଧିକ

ରାଜଧାନୀରେ ଗୋଷ୍ଠୀ ବିବାଦରୁ ଗଡିଲା ମୁଣ୍ଡ

ଭୁବନେଶ୍ବର: ସହରରେ ଗୋଷ୍ଠୀ ବିବାଦ। ଗୋଷ୍ଠୀ ବିବାଦରୁ ଗଡିଲା ମୁଣ୍ଡ । ନିଶା କାରବାରରେ ରୋକ ଲଗାଇବାକୁ କହିବାରୁ ଯୁବକଙ୍କୁ ହତ୍ୟା। ଆନ୍ୟ ଜଣେ ଯୁବକ ଗୁରୁତର ହୋଇଥିବା ସୂଚନା। ଏଭଳି ଘଟଣା ଘଟିଛି ଭୁବନେଶ୍ବର ୟୁନିଟ ୮ ଅଞ୍ଚଳରେ । ନିଶା କାରାବାର ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି

ଘୁମୁସରର ସ୍ବର ପକ୍ଷରୁ ସାହିତ୍ୟ ଆଲୋଚନା ଚକ୍ର

ବୁଗୁଡ଼ା (୧୦/୦୯) : ଓଡିଆ ଭାଷା,ସାହିତ୍ୟ,କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ "ଘୁମୁସର ର ସ୍ବର" ପକ୍ଷରୁ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ଠାରେ ୧୧୫ତମ ସାହିତ୍ୟ ଆଲୋଚନା ଚକ୍ର ଭାଦ୍ରବ ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ସଭାପତି ବି. ପ୍ରକାଶ