ଛାଡ଼ପତ୍ର ରାଜିନାମା ଅନୁସାରେ ଭରଣପୋଷଣ ବାବଦକୁ ୧ କୋଟି ଟଙ୍କା ଦେଲେ ଗାୟକ ହନି ସିଂହ

ମୁମ୍ବାଇ: ୟୋ ୟୋ ହନି ସିଂହ ନାଁରେ ସୁପରିଚିତ ପଞ୍ଜାବୀ ଗାୟକ ହନି ସିଂହ ଏବଂ ପତ୍ନୀ ଶାଳିନୀ ତଲ୍‌ୱାର୍‌ ବିଧିବଦ୍ଧ ଭାବେ ପରସ୍ପରକୁ ଛାଡ଼ପତ୍ର ଦେବା ପରେ ଛାଡ଼ପତ୍ର ଚୁକ୍ତିନାମା ଅନୁସାରେ ପତ୍ନୀଙ୍କ ଭରଣ ପୋଷଣ ବାବଦକୁ ହନି ୧ କୋଟି ଟଙ୍କା ଦେଇଛନ୍ତି।ସ୍ମରଣଯୋଗ୍ୟ, ୨୦୨୧ରେ ଶାଳିନୀ

ରାଫେଲ୍‌ରେ ପୁଅ ସହ ଉଡ଼ିଲେ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ‌ : ଅତ୍ୟାଧୁନିକ ଲଢ଼ୂଆ ବିମାନ ରାଫେଲ୍‌ରେ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ସାଲ ଭିଆର୍ ଚୌଧାରୀ ଓ ତାଙ୍କ ପୁଅ ସ୍ବାର୍ଡନ ଲିଡର ମିହିର ଭି ଚୌଧାରୀ ଉଡ଼ିଛନ୍ତି। ପଶ୍ଚିମବଙ୍ଗର ହସିମରା ବାୟୁସେନା ଘାଟିରୁ ତିନିଦିନିଆ ଏୟାରକ୍ରାଫ୍ଟ କମ୍ବାଟ ଟ୍ରେନିଂ ମିସନରେ ସେମାନେ ଏହି ଉଡ଼ାଣ

ଚିତା ପ୍ରକଳ୍ପ ପାଇଁ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଆସିପାରେ ୧୨ଟି ଚିତା

ଜୋହାନସ୍‌ବର୍ଗ: ଅକ୍ଟୋବର ମାସରେ ଦକ୍ଷିଣ ଆଫ୍ରିକାରୁ ପ୍ରଥମ ପର୍ଯ୍ୟାୟରେ ଭାରତକୁ ୧୨ଟି ଚିତା ଆସିବାର ସମ୍ଭାବନା ଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।ସୂଚନାଯୋଗ୍ୟ, ଭାରତରୁ ବିଲୁପ୍ତ ହୋଇଯାଇଥିବା ଚିତାକୁ ପୁଣି ଥରେ ଦେଶରେ ଉପଲବ୍ଧ କରାଇବା ପାଇଁ ଏହା ହେଉଛି ସରକାରଙ୍କ

ପ୍ରଧାନମନ୍ତ୍ରୀଙ୍କଦ୍ବାରା ଉନ୍ମୋଚିତ ‘ସାଇନ୍‌ସ୍‌ କନ୍‌କ୍ଲେଭ୍‌’ରେ ଯୋଗ ଦେଲେନି ଝାଡ଼ଖଣ୍ଡ ଓ ବିହାର

ନୂଆଦିଲ୍ଲୀ: ଆଜି ଅହମଦାବାଦର ‘ସାଇନ୍‌ସ୍‌ ସିଟି’ରେ ଆୟୋଜିତ ଓ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କଦ୍ବାରା ଉଦ୍‌ଘାଟିତ ‘ସେଣ୍ଟର୍‌-ଷ୍ଟେଟ୍‌ ସାଇନ୍‌ସ୍‌ କନ୍‌କ୍ଲେଭ୍‌’ରେ ଝାଡ଼ଖଣ୍ଡ ଓ ବିହାର ରାଜ୍ୟ ଯୋଗ ଦେଇ ନାହାନ୍ତି। ଅନ୍ୟ ରାଜ୍ୟ ସରକାରମାନେ ଯୋଗ

ମିଳିଲାନି ‘ଆଇ ଲଭ୍‌ ୟୁ’ର ଜବାବ, ୮ ମହଲାରୁ ଡେଇଁ ପଡ଼ିଲେ କମିଶନରଙ୍କ ପୁଅ

ଲକ୍ଷ୍ନୌ: ପୁଣି ଥରେ ସାମ୍ନାକୁ ଆସିଛି ଏକ ତରଫା ପ୍ରେମର କରୁଣ ପରିଣତି। ମିଳିଲାନି ପ୍ରେମ ନିବେଦନର ଜବାବ। ଆଇ ଲଭ୍‌ ୟୁ କହିଥିଲେ ହେଲେ ସାମ୍ନା ପଟୁ ଆସିଲାନି କିଛି ଉତ୍ତର। ଏଥିରେ ବିବ୍ରତ ହୋଇ ୮ ମହଲାରୁ ଡେଇଁ ପଡିଲେ କମିଶନରଙ୍କ ପୁଅ। ଏଭଳି କିଛି ଘଟଣା ଘଟିଛି ଉତ୍ତର ପ୍ରଦେଶର

କଂଗ୍ରେସ ସଭାପତି ନିର୍ବାଚନ: ଭୋଟର ତାଲିକା ସାର୍ବଜନୀନ ପାଇଁ ଦଳୀୟ ସାଂସଦଙ୍କ ଦାବି

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ନିର୍ବାଚନରେ କେଉଁମାନେ ଭୋଟ ଦେଇପାରିବେ, ତା’ର ତାଲିକା ସାର୍ବଜନୀନ କରିବାକୁ ଦଳର ୫ ଜଣ ସାଂସଦ ଦାବି କରିଛନ୍ତି। ପିସିସି ପ୍ରତିନିଧିମାନଙ୍କୁ ନେଇ ତିଆରି ହୋଇଥିବା ଭୋଟର ତାଲିକାକୁ ସମସ୍ତ ମତଦାତା ଓ ପ୍ରାର୍ଥୀ ହେଉଥିବା ନେତାମାନଙ୍କୁ ଯୋଗାଇ ଦେବା ସପକ୍ଷରେ

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା: ଭୂକମ୍ପରେ ଥରିଲା ଇଣ୍ଡୋନେସିଆର ୱେଷ୍ଟ ପାପୁଆ ସହର। ଆଜି ସକାଳୁ ସକାଳୁ ଇଣ୍ଡୋନେସିଆର ପୂର୍ବ ପ୍ରଦେଶର ଆଭ୍ୟନ୍ତରୀଣ ଅଞ୍ଚଳରେ ସିରିଜ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ରୁ ୬.୨ ଥିବା ଜଣାଯାଇଛି। ତେବେ ଏଥିଯୋଗୁ କୌଣସି କ୍ଷୟକ୍ଷତିର

ଭାବବିହ୍ୱୋଳ ହେଲେ କିଙ୍ଗ୍ ଚାର୍ଲସ, କହିଲେ-ଥ୍ୟାଙ୍କ ୟୁ, ଡାର୍ଲିଂ ମାମା

ଲଣ୍ଡନ: ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ତାଙ୍କ ବଡ ପୁଅ ଚାର୍ଲସଙ୍କୁ ତୁରନ୍ତ ରାଜା ଭାବେ ଘୋଷଣା କରାଯାଇଛି। ଏହି ଅବସରରେ ନିଜ ପ୍ରଥମ ରାଷ୍ଟ୍ରୀୟ ଅଭିଭାଷଣରେ ନିଜ ମା’ଙ୍କୁ ମନେ ପକାଇ ଖୁବ୍‌ ଭାବବିହ୍ୱୋଳ ହୋଇ ପଡ଼ିଛନ୍ତି କିଙ୍ଗ୍ ଚାର୍ଲସଙ୍କୁ । ଏଥିସହ ନିଜ ତଥା ନିଜ ପରିବାର

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, ପାଣିରେ ବୁଡ଼ି ଚାଲିଗଲା ୧୧ ଜୀବନ

ନୂଆଦିଲ୍ଲୀ: ଦୀର୍ଘ ୨ ବର୍ଷ ପରେ ଚଳିତ ବର୍ଷ ବେଶ୍‌ ଧୁମଧାମର ସହ ଗଣେଶ ଚତୁର୍ଥୀ ସମଗ୍ର ଦେଶରେ ପାଳିତ ହୋଇଥିବା ବେଳେ ଗତକାଲି ଆୟୋଜିତ ହୋଇଥିଲା ମୂର୍ତ୍ତି ବିସର୍ଜନ । ତେବେ ବିସର୍ଜନ ସମୟରେ ବିଭିନ୍ନ ସ୍ଥାନରେ ଅଘଟଣ ଘଟିଥିବା ସାମନାକୁ ଆସିଛି। ମୁଖ୍ୟତଃ ଉତ୍ତରପ୍ରଦେଶ ଓ ହରିୟାନାରେ

‘ଯୀଶୁ ହିଁ ପ୍ରକୃତ ଈଶ୍ୱର…’ ବିବାଦରେ ରାହୁଲ-ପାଦ୍ରୀଙ୍କ ଭେଟଘାଟ୍‌

ନୂଆଦିଲ୍ଲୀ: ‘ଭାରତ ଯୋଡୋ’ ଯାତ୍ରା ଆରମ୍ଭ କରିଛି କଂଗ୍ରେସ। ୧୫୦ ଦିନର ଏହି ଯାତ୍ରାରେ ବ୍ୟସ୍ତ କଂଗ୍ରେସ ନେତା ରାହୁଲ ଗାନ୍ଧି। ଏହି କ୍ରମରେ ସେ ଶୁକ୍ରବାର ତାମିଲନାଡୁର କନ୍ୟାକୁମାରୀ ଜିଲ୍ଲାର ଏକ ବିବାଦୀୟ କ୍ୟାଥୋଲିକ ଚର୍ଚ୍ଚର ପାଦ୍ରୀ ଜର୍ଜ ପୋନ୍ନାୟାଙ୍କୁ ଭେଟିଥିଲେ। ରାହୁଲ ଏବଂ