ଜୁନିୟର ମହିଳା ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ, କଳିଙ୍ଗ ଷ୍ଟାଡିୟମ୍‌ରେ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଜୁନିୟର ମହିଳା ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ । ଏଥିଲାଗି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଖବର ଅନୁଯାୟୀ, ଅଣ୍ଡର-୧୭ ମହିଳା ଫୁଟବଲ୍ ବିଶ୍ବକପ୍ ର ମ୍ୟାଚ

ଶସ୍ୟବୀମା ପ୍ରଦାନ ଦିଗରେ ପଦକ୍ଷେପ ପାଇଁ ଯୋଗାଣ ଓ ସମବାୟ ମନ୍ତ୍ରୀଙ୍କ ସହ ଆଲୋଚନା

ସମ୍ବଲପୁର (୧୦/୦୯) : ଚାଷୀ ମାନଙ୍କ ଷସ୍ୟବୀମା ସମସ୍ୟା ନେଇ ଖାଦ୍ୟ, ଯୋଗାଣ ଓ ସମବାୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଙ୍କ ସହ ଆଲୋଚନା l ଶସ୍ୟ ବୀମା ପ୍ରଦାନ ଦିଗରେ ଅସୁବିଧା ଭୋଗୁଥିବା ଚାଷୀ ମାନଙ୍କ ସମସ୍ୟା ନେଇ ଆଜି ଭୁବନେଶ୍ଵର ଠାରେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର

ନିରାଶ୍ରୟ ହୋଇଗଲେ ତାଗାବେଡାର ତିନି ଭଉଣୀ

ମାଲକାନଗିରି (୧୦/୦୯) : ଖଇରପୁଟ ବ୍ଲକ ଅନ୍ତର୍ଗତ ରାସବେଡା ଗ୍ରାମ ପଞ୍ଚାୟତ ର ତାଗାବେଡା ଗ୍ରାମ ରେ ରୁହନ୍ତି ନାବାଳିକା ପି°କି ଶିଷା (ବୟସ-୧୭) ଓ ଦୁଇ ସାନ ଭଉଣୀ ସାବିତ୍ରୀ ଶିଷା (ବୟସ-୧୫) ଓ ଗୁରୁବାରୀ ଶିଷା (ବୟସ-୧୨), କିନ୍ତୁ ବର୍ତ୍ତମାନ ସମସ୍ତେ ନିରାଶ୍ରୟ ଓ ବେସାହାରା । ତିନି

ନବରଙ୍ଗପୁର ଜିଲ୍ଲା ଯାଦବ ସମାଜ ପକ୍ଷରୁ ଶୋକସଭା

ନବରଙ୍ଗପୁର(୧୦/୦୯) : ଗତକାଲି ଦିବା ୧ ଘଟିକା ସମୟରେ ନବରଙ୍ଗପୁର ଜିଲ୍ଲା ଯାଦବ ସମାଜ ପକ୍ଷରୁ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଳକ ଅନ୍ତର୍ଗତ ପଟାମୁଣ୍ଡା ଗ୍ରାମରେ ଉତ୍କଳଯାଦବ ମହାସଭା ନବରଙ୍ଗପୁର ଜିଲ୍ଲା ସଭାପତି ଏବଂ ଜିଲା ଓବିସି ବିକାଶ ପରିଷଦ ତଥା ଜିଲା ପଛୁଆବର୍ଗର ଜିଲ୍ଲା

ଉତ୍କଳରେ ଆତ୍ମହତ୍ୟା ପ୍ରତିରୋଧକ ଦିବସ ପାଳିତ

ଆତ୍ମହତ୍ୟାକୁ ରୋକିବା ପାଇଁ ଛାତ୍ରମାନଙ୍କୁ ମାନସିକ ସ୍ତରରେ ଶକ୍ତିଶାଳୀ କର: କୁଳପତି ଭୁବନେଶ୍ୱର: ସଚେତନତା ବୃଦ୍ଧି ସତ୍ତ୍ୱେ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଉଛି | ଛାତ୍ରଛାତ୍ରୀ ଏବଂ ଯୁବକମାନଙ୍କୁ ମାନସିକ ସ୍ତରରେ ଶକ୍ତିଶାଳୀ କରିବା ପାଇଁ ସାଧାରଣ ବାର୍ତ୍ତାଳାପ ମାଧ୍ୟମରେ

ଓଏଭି ଗୁଣ୍ଡୁରିଗୁଡା ଠାରେ ଶିକ୍ଷକ ଅଭିଭାବକ ବୈଠକ ଅନୁଷ୍ଠିତ

କୁଡୁମୁଲୁଗୁମ୍ମା : କୁଡୁମୁଲୁଗୁମ୍ମା ଅନ୍ତର୍ଗତ ଗୁଣ୍ଡୁରିଗୁଡା ଆଦର୍ଶ ବିଦ୍ୟାଳୟ ପରିସରରେ ଏକ ଶିକ୍ଷକ ଅଭିଭାବକ ବୈଠକ ଭାଗୀରଥି ଟେକ°କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକକୁ ବିଦ୍ୟାଳୟ ର ଅଧ୍ୟକ୍ଷ ମହେଶ୍ୱର ସାହୁ ପରିଚାଳନା କରିଥିଲାବେଳେ ସହକାରୀ ଶିକ୍ଷକ ହର ପ୍ରସାଦ

ଭାଗବତ ଓଡ଼ିଆ ଜାତୀୟ ଚରିତ୍ରର ଏକ ପ୍ରକୃଷ୍ଟ ପ୍ରତିଛବି

ବ୍ରହ୍ମପୁର (୧୦/୦୯) : ସ୍ଥାନୀୟ ଅଗ୍ରଣୀ ପ୍ରତିଷ୍ଠାନ "ଗଜପତି ସେବା ଓ ସାଂସ୍କୃତିକ ସମିତି" ପକ୍ଷରୁ ସିଟି ହାଇସ୍କୁଲ ରୋଡ ସ୍ଥିତ ରାମ ମନ୍ଦିର ପରିସରରେ "ଭାଗବତ ଟୁଙ୍ଗିରେ କୈବଲ୍ୟ" ଶୀର୍ଷକ ଏକ ଆଧ୍ୟାତ୍ମ କାର୍ଯ୍ୟକ୍ରମ ସମିତି ଆବାହକ ନୀଳାମ୍ବର ସାହୁଙ୍କ ପୌରୋହିତ୍ୟରେ ମହାଡମ୍ଵର

କନ୍ଧମାଳର ଚା’ବ୍ୟବସାୟୀଙ୍କ ପୁଅ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ – ସମଗ୍ର ଅଞ୍ଚଳରେ ଖୁସିର ଲହରୀ

କନ୍ଧମାଳ : ଦୃଢ ଇଚ୍ଛା ଶକ୍ତି, କଠିନ ପରିଶ୍ରମ ଓ ଆଗ୍ରହ ଯେକୌଣସି ବ୍ୟକ୍ତିକୁ ସଫଳତା ଆଣି ଦେଇଥାଏ । ଯାହାକି, କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଜଣେ ଚା’ ବ୍ୟବସାୟୀଙ୍କ ପୁଅ ନିଟର ସର୍ବ ଭାରତୀୟ ସ୍ତରରେ ନିଟ ଏଣ୍ଟ୍ରାନସ ପରୀକ୍ଷାରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି । ଫୁଲବାଣୀର

ଜିଲ୍ଲାସ୍ତରୀୟ ଏବଂ ରାଜ୍ୟସ୍ତରୀୟ ପେଂଚାକ ସିଲାଟ ସେମିନାର ଅନୁଷ୍ଠିତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଳାରେ ପ୍ରଥମ ଥର ପାଇଁ ନବରଙ୍ଗପୁର ବୈଭଵ କଲ୍ୟାଣ ମଣ୍ଡପ ପରିସରରେ ୧୦ ଓ୧୧ ତାରିଖ ଦୁଇ ଦିନ ଧରି ଜିଲ୍ଲା ସ୍ତରୀୟ ଏବଂ ରାଜ୍ୟ ସ୍ତରୀୟ ପେଂଚାକ ସିଲାଟ ସେମିନାର ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ସଦାଶିଵ ପ୍ରଧାନୀ,

ସୁଡେଜୁ ଗ୍ରାମରେ ସ୍ୱଚ୍ଛ ଭାରତ ଅଭିଯାନ ବିଫଳ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ସୁଡେଜୁ ପଞ୍ଚାୟତ ଅନ୍ତର୍ଗତ ସୁଡେଜୁ ଗ୍ରାମରେ ସ୍ୱଚ୍ଛ ଭାରତ ଯୋଜନାରେ ନିର୍ମିତ ସର୍ବସାଧାରଣ ପାଇଖାନା ଗୃହର ଏକ ଭିନ୍ନ ରୂପ ନେଇଛି। ଆଜକୁ ପ୍ରାୟ ୧ବର୍ଷ ପୂର୍ବେ ନିର୍ମିତ ଶୌଚାଳୟ ଅଚଳ ହେଇ ପଡ଼ିଛି, କାରଣ ଶୌଚାଳୟ କୁ