ହବିଷ୍ୟାଳିଙ୍କ ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା; ୧୩ ତାରିଖରୁ କରିପାରିବେ ପଞ୍ଜିକରଣ

ପୁରୀ : ଶ୍ରୀକ୍ଷେତ୍ର ପୁରୀରେ ପ୍ରତିବର୍ଷ ପବିତ୍ର ଧର୍ମ ମାସ କାର୍ତ୍ତିକରେ ''ରାଈଦାମୋଦର ବ୍ରତ'' ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ବ୍ୟବସ୍ଥା କରାଯାଉଛି । ତେବେ କରୋନା କଟକଣା ଯୋଗୁଁ ଦୀର୍ଘ ଦୁଇବର୍ଷ ପରେ ପୁନର୍ବାର ଚଳିତ ବର୍ଷ ସ୍ଥାୟୀ ହବିଷ୍ୟାଳି ଶିବିରର ବ୍ୟବସ୍ଥା

କୋରାପୁଟ ଗସ୍ତରେ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍‌

ହୀରାଖଣ୍ଡ ଟ୍ରେନ୍‌ରେ ଭୁବନେଶ୍ୱରରୁ ବାହାରି କୋରାପୁଟରେ ପହଞ୍ଚିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍‌। ରାଜ୍ୟପାଳ ଦୁଇ ଦିନିଆ କୋରାପୁଟ ଗସ୍ତରେ ଆସିଛନ୍ତି। ଆଜି ଓ ଆସନ୍ତାକାଲି କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ରାଜ୍ୟପାଳ ମୁଖ୍ୟ ଅତିଥି ଭାବ‌େ

ଓଡିଶାରେ ହେବ ଭାରତ ଯୋଡ଼ ପଦଯାତ୍ରା

ଭୁବନେଶ୍ୱର : କଂଗ୍ରେସର "ଭାରତ ଯୋଡ" ଜନସମ୍ପର୍କ ପଦଯାତ୍ରା ଓଡ଼ିଶାରେ ହେବାକୁ ଯାଉଛି । ଓଡିଶାରେ "ଭାରତ ଯୋଡ" ପଦଯାତ୍ରା ଆକ୍ସନ ପ୍ଲାନ ପ୍ରସ୍ତୁତ ପାଇଁ କଂଗ୍ରେସର ଭାରତ ଯୋଡ ପଦଯାତ୍ରାର ମୁଖ୍ୟ ଦିଗ ବିଜୟ ସିଂହ ଏବଂ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଓଡି଼ଶା ଗସ୍ତ କରିବେ ।

କେନ୍ଦ୍ରାପଡାରେ କେନ୍ଦ୍ରମନ୍ତ୍ରୀ ନିଶିଥ ପରମାଣିକ

କେନ୍ଦ୍ରାପଡା: ଲୋକସଭା ପ୍ରବାସ ଯୋଜନାରେ କେନ୍ଦ୍ର ଗୃହ, କ୍ରୀଡା ଓ ଯୁବ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ନିଶିଥ ପରମାଣିକ ତିନି ଦିନିଆ ଗସ୍ତରେ ଆସି ଶନିବାର କେନ୍ଦ୍ରାପଡାରେ ପହଞ୍ଚିଛନ୍ତି l କେନ୍ଦ୍ରମନ୍ତ୍ରୀ ଏଠାରେ ପହଁଞ୍ଚିବା ପରେ ତିନିମୁହାଣୀ ଠାରେ ସହିଦ୍ ସ୍ତମ୍ଭରେ ପୁଷ୍ପମାଲ୍ୟ

କାଲି ଉପକୂଳ ଛୁଇଁବ ଅବପାତ

ଭୁବନେଶ୍ୱର : ଲଘୁଚାପ ଜନିତ ବର୍ଷା ନେଇ ଆଇଏମଡି ଡିଜି ମୃତ୍ୟୁଂଜୟ ମହାପାତ୍ରଙ୍କ ସୂଚନା ।ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପଟି ଅବପାତରେ ପରିଣତ ହୋଇପାରେ । ଆସନ୍ତାକାଲି ସକାଳ ସୁଦ୍ଧା ଅବପାତ ଭାବେ ଉପକୂଳ ଛୁଇଁବା ସମ୍ଭାବନା । ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡିଶା ମଧ୍ୟରେ ସ୍ଥଳଭାଗ

ପୁଅର ଶୁଦ୍ଧକ୍ରିୟା କରିବାକୁ ବସିଥିଲେ ପରିବାର ଲୋକେ, ହଠାତ୍ ୧୦ବର୍ଷ ପରେ ପୁଅକୁ ଫେରି ପାଇ ଘରେ ଖୁସିର ମାହୋଲ୍

ବୌଦ୍ଧ ୧୦/୦୯ : ୧୦ ବର୍ଷ ହେଲା ନିଖୋଜ ରହିଥିଲା ପୁଅ। ଅନେକ ଖୋଜା ଖୋଜି ପରେ ପୁଅକୁ ପାଇନଥିଲେ। ଶେଷରେ ପୁଅ ମରିଯାଇଥିବ ଭାବି ଶୁଦ୍ଧିକ୍ରିୟା କରିବାକୁ ବନ୍ଧୁପରିଜନ ପରାମର୍ଶ ଦେଇଥିଲେ। ହେଲେ ଦଇବର ଗତି କିଛି ଅଲଗା ଥିଲା। ହଠାତ୍ ପୁଅ ଜୀବିତ ରହିଥିବା ନେଇ ଆସିଥିଲା ଖବର। ଏକଥା ଶୁଣିବା

ପ୍ରତି ମାସରେ ଆସିବେ କେନ୍ଦ୍ରମନ୍ତ୍ରୀ -ବୈଜୟନ୍ତ

ଭୁବନେଶ୍ୱର : ପ୍ରତି ମାସରେ ଓଡିଶାକୁ ଆସିବେ ବିଭିନ୍ନ କେନ୍ଦ୍ରମନ୍ତ୍ରୀ । ପ୍ରତି ମାସରେ ଆସିବେ , ୨ ଦିନିଆ ଗସ୍ତ କରିବେ । କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ନେଇ ବୈଜୟନ୍ତ ପଣ୍ଡାଙ୍କ ସୂଚନା । ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ସୂଚନା । ବିଜେପିର ସାଂଗଠନିକ କାର୍ଯ୍ୟ ନେଇ

କେନ୍ଦ୍ରାପଡ଼ାରେ ୧୬ଟି ପ୍ରକଳ୍ପରେ ମିଛ ବିଲ୍‌ ଅଭିଯୋଗ, ଲୋକାୟୁକ୍ତ ଟିମର ତଦନ୍ତ

କେନ୍ଦ୍ରାପଡ଼ା: ପଞ୍ଚାୟତର ବିକାଶ ନାଁରେ ୧୬ଟି ପ୍ରକଳ୍ପରେ ହୋଇଛି ମିଛ ବିଲ୍‌ । ଯାହାକୁ ନେଇ ପୂର୍ବତନ ସରପଞ୍ଚଙ୍କ ସମେତ ଅଧିକାରୀଙ୍କ ନାମରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଛି । ଏହି ଅଭିଯୋଗକୁ ଭିତ୍ତିକରି ଲୋକାୟୁକ୍ତଙ୍କ ଟିମ ପହଞ୍ଚି କରିଛି ବିଲ ସମ୍ପର୍କରେ ଖୋଳତାଡ଼ କରିଛି

ଓଡ଼ିଶା ଆସିବ ସିବିଆଇ ଓ ଇଡି : ବିଶ୍ୱେଶ୍ୱର ଟୁଡୁ

ବିଜେପି ଫୋକସରେ ଓଡ଼ିଶା । ୨୦୨୪ ନିର୍ବାଚନ ପାଇଁ ଅଣ୍ଟା ଭିଡିଲାଣି ଦଳ । ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏହା ପୂର୍ବରୁ ଦଳର ସାଙ୍ଗଠନିକ କାର୍ଯ୍ୟ ଜୋରଦାର ହୋଇଛି । ଶାସକ ଦଳକୁ ଚେକ୍ ଦେବା ପାଇଁ ଯୋଜନାବଦ୍ଧ କାର୍ଯ୍ୟକ୍ରମ ହାତକୁ

ନିଶା ଖାଇବାକୁ ମା’ ବାରଣ କରିବାରୁ ଶାଢ଼ିରେ ଝୁଲି ପଡିଲେ ଯୁବ ଇଞ୍ଜିନିୟର

ଭୁବନେଶ୍ୱର: ନିଶା ହେଲା କାଳ । ନିଶା ଖାଇବାକୁ ମା' ବାରଣ କରିବାରୁ ମା'ଙ୍କ ଶାଢ଼ିକୁ ବେକରେ ଗୁଡ଼ାଇ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଦେଲେ ଜଣେ ଯୁବ ଇଞ୍ଜିନିୟର । ମୃତ ଯୁବକ ହେଲେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗି ହାଉସିଂବୋର୍ଡ କଲୋନୀରେ ରହୁଥିବା ସନତ କୁମାର ପ୍ରଧାନଙ୍କ ପୁଅ