Sign in
Sign in
Recover your password.
A password will be e-mailed to you.
ଆସିକା କେନ୍ଦ୍ରୀୟ ବିଦ୍ୟାଳୟ ଅଭିଭାବକଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର
ଆସିକା(୦୯/୦୯) : ଆସିକା କେନ୍ଦ୍ରୀୟ ବିଦ୍ୟାଳୟ ଅଭିବାବକ ମାନଙ୍କ ପକ୍ଷରୁ ଦାୟିତ୍ଵ ପ୍ରାପ୍ତ ପ୍ରିନସପାଲ ତନଭି ତ୍ୟାଗୀ ଙ୍କୁ ସାକ୍ଷାତ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଏହି ସ୍ମାରକ ପତ୍ରରେ ବିପଦ!-->…
ମା ଗଜଲକ୍ଷ୍ମୀଙ୍କ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ
ଛତ୍ରପୁର : ସ୍ଥାନୀୟ ଲୋୟାର ବସଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀ କମ୍ପେ୍ଲକ୍ସ ପରିସରରେ ପୂଜା କମିଟି ପକ୍ଷରୁ ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ୱ ଧରି ମା ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମରେ ପାଳନ କରାଯାଉଥିବା ବେଳେ ଗତ ଦୁଇ ବର୍ଷ ହେଲା କରୋନା ମହାମାରୀ ହେତୁ ମାଙ୍କ ପୂଜା ନିରାଡମ୍ଭର ସହକାରେ ପାଳନ!-->!-->!-->…
କଳାବାଲି ପରିବହନକୁ ନେଇ ପୁଣି ବିବାଦ ; ଆନ୍ଦୋଳନକୁ ଓହ୍ଲାଇଲେ ଟ୍ରକ ମାଲିକ ସଂଘ
ଛତ୍ରପୁର : ଛତ୍ରପୁର ଉପକଣ୍ଠ ଆଇଆରଇଏଲ କମ୍ପାନୀ ପରିସରରେ କଳାବାଲି ପରିବହନକୁ ନେଇ ପୁଣି ବିବାଦ ଦେଖାଦେଇଛି । ସ୍ଥାନୀୟ ଅଂଚଳ ର ଟ୍ରକ ମାଲିକ ମାନଙ୍କୁ ଏହି କାର୍ଯ୍ୟରେ ସାମିଲ ନ କରାଯାଇ ଅନ୍ୟ ଅଂଚଳର ଟ୍ରକ ମାଲିକ ମାନଙ୍କୁ ପରୁବହନ କାର୍ଯ୍ୟରେ ନିୟୋଜିତ କରାଯାଉଛି । ଏନେଇ ସ୍ଥାନୀୟ ଟ୍ରକ!-->…
କୁଟୁନପାଲି ଡଙ୍ଗା ଘାଟରୁ ଅଳ୍ପ ଦୂରରେ ଡଙ୍ଗା ବୁଡି ଜଣେ ନିଖୋଜ
ମାଲକାନଗିରି ଏମ୍ଭି୭୯/କାଲିମେଳା (୯।୯) : ମାଲକାନଗିରି ଜିଲ୍ଲା କୁଟୁନପାଲି ଡଙ୍ଗା ଘାଟରୁ ଅଳ୍ପ ଦୂରରେ ଡଙ୍ଗା ବୁଡି ଜଣେ ନିଖୋଜ । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ କୁଟୁନିପାଲି ଗ୍ରାମରେ ଆଜି ସନ୍ଧ୍ୟା ସମୟରେ ଡ଼ଙ୍ଗାରେ କିଛି ଯାତ୍ରୀ ଯାଉଥିବା ବେଳେ!-->!-->!-->…
୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ନକଲି ବିଦେଶୀ ମଦ ସହ ଅଟୋ ଜବତ, ଦୁଇ ଗିରଫ
ବ୍ରହ୍ମପୁର : ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗକୁ ମିଳିଛି ବଡ଼ ସଫଳତା । ନକଲି ବିଦେଶୀ ମଦ ଚୋରା ଚାଲାଣ ହେଉଥିବା ଖବର ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗରର ଏସଆଇ ଅନ୍ତର୍ଯ୍ୟାମୀ ସାହୁଙ୍କୁ ଖବର ମିଳିଥିଲା ।ପରେ ଅବକାରୀ ଗୁଇନ୍ଦା ବିଭାଗ ଦକ୍ଷିଣାଞ୍ଚଳ ଡେ଼ପୁଟି କମିଶନର ଅଶୋକ!-->!-->!-->…
ବଡ଼ ବଜାର ପୁଲିସର ଚଢାଉ, ୩୦ବସ୍ତା ଗୁଟଖା ସହ ୧୭ଟି ଗାଡ଼ି ଜବତ
ବ୍ରହ୍ମପୁର : ବଡ଼ ବଜାର ଥାନା ଅନ୍ତର୍ଗତ ଫାଷ୍ଟ ଗେଟ -ଦିଗପହଣ୍ଡି ଯିବା ରାସ୍ତାରେ ଥିବା ଗରମାଗରମ୍ ଢ଼ାବା ନିକଟରେ ସାହୁ ଏଣ୍ଡ ମୋଟର୍ସ ବ୍ୟାଟରୀ ଗାଡ଼ି ସୋ ରୁମ ଏବଂ ହାର୍ଡ ୱାର୍କ ଗୋଦାମରେ ଗଚ୍ଛିତ ଥିବା ୩୦ ବସ୍ତା ନକଲି ଗୁଟଖା ଜବତ କରିଛି ବଡ ବଜାର ପୁଲିସ । ଏହି ମାମଲା ବଡ଼ ବଜାର!-->…
ବାଲିପଦର ବସଷ୍ଟାଣ୍ଡରେ ଦୁର୍ଗାପୂଜା ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ
ବୁଗୁଡା : ତା ୦୯/୦୯/୨୨ : ବୁଗୁଡ଼ା ବ୍ଲକ ବାଲିପଦର ଗ୍ରାମରେ ଓଁ ଶ୍ରୀ ମା'ଦୁର୍ଗା ପୂଜା କମିଟି ପକ୍ଷରୁ ଗ୍ରାମବାସୀଙ୍କ ସହଯୋଗରେ ଆୟୋଜିତ ଆଗାମୀ ଶ୍ରୀଦୁର୍ଗାଦେବୀଙ୍କ ଷଷ୍ଠୀ ପୂଜା ଉପଲକ୍ଷେ ଆଜି ଗାଁର ବସଷ୍ଟାଣ୍ଡ ଠାରେ ଶୁଭ ଖୁଣ୍ଟି ସ୍ଥାପନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ!-->…
ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ଦଣ୍ଡକାଳୀ ମନ୍ଦିରରୁ ଚୋରୀ
ହିଞ୍ଜିଳିକାଟୁ ୯/୯ ହିଞ୍ଜିଳି ଥାନା ଅନ୍ତର୍ଗତ ମରଝୋଳଛକ ସ୍ଥିତ ଗ୍ରାମର ମା ଦଣ୍ଡକାଳୀ ମନ୍ଦିରରେ ଗତକାଲି ରାତ୍ରିରେ କଳାକନା ବୁଲାଇ ଦେଇଛନ୍ତି ଦୃର୍ବୃତ୍ତ ।ସୂଚନା ଅନୁସାରେ ବିଳମ୍ବିତ ରାତ୍ରରେ ଦୃର୍ବୃତ୍ତମାନେ ମନ୍ଦିର ଗ୍ରୀଲ କବାଟର ତାଲା ଭାଙ୍ଗି ମାଙ୍କ ପ୍ରାୟ ୩୦ ଗ୍ରାମର ଦୁଇଟି!-->!-->!-->…
ପାଡେନକେତା ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ
ଦାରିଙ୍ଗବାଡ଼ି (୯/୯) : ଦାରିଙ୍ଗବାଡ଼ି ବ୍ଳକ ଦନେକବାଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଡେନକେତା ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମିତି ଅଧ୍ୟକ୍ଷ ଶୁସାନ୍ତ କୁମାର ପ୍ରଧାନଙ୍କ ସହିତ ସରପଞ୍ଚ!-->!-->!-->…
ଇକୋରିଟ୍ରିଟ ପ୍ରସ୍ତାବିତ ଜମିକୁ ଗ୍ରାମବାସୀଙ୍କ ବିରୋଧ
ଦାରିଙ୍ଗବାଡ଼ି (୯/୯) : ଇକୋ ରିଟ୍ରିଟ ପ୍ରସ୍ତାବିତ ଜମିକୁ ନେଇ ଦାରିଙ୍ଗବାଡ଼ି ସାରିଙ୍ଗଇର୍ପି ଗ୍ରାମବାସୀଙ୍କ ବିରୋଧ ।ଏହାକୁ ନେଇ ଗ୍ରାମବାସୀ ଓ ପ୍ରଶାସନ ମଧ୍ୟରେ ବାକ ଯୁଦ୍ଧ ହୋଇଥିବା ଦେଖିବାକୁ ମିଳିଛି। ଜୁନ ମାସ ୨୭ ତାରିଖ ଦିନ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ନିର୍ଦେଶକ ସଚିବ!-->…