ଶଙ୍କରାଚାର୍ଯ୍ୟଙ୍କ ବିରୋଧରେ କୁଇ ସମାଜର ଏତଲା

ଦାରିଙ୍ଗବାଡ଼ି (୯/୯) : ଆଦିବାସୀଙ୍କ ବିଷୟରେ ଅପମାନ ଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚିଳାନନ୍ଦ ସରସ୍ୱତୀଙ୍କୁ ଗିରଫ ଦାବିରେ ଦାରିଙ୍ଗବାଡ଼ି କୁଇକୁଳ ସମିତି ପକ୍ଷରୁ ଦାରିଙ୍ଗବାଡ଼ି ଥାନାରେ ଏତଲା ଦିଆଯାଇଛି । ଆଦିବାସୀ ଭାରି ଭୟଙ୍କର, ସମାଜ ଓ

ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ବରୁ କାଲିମେଳା ବସ ସେବାର ଶୁଭରମ୍ଭ ଏବଂ ତେରଶହରୁ ଉର୍ଦ୍ଧ ଜନସାଧାରଣଙ୍କୁ ଜଙ୍ଗଲ ଜମି ପଟ୍ଟା…

ଚିତ୍ରକୋଣ୍ଡା (୦୯/୦୯) : ସ୍ୱାଧୀନତାର 75 ବର୍ଷ ପରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ବାସୀଙ୍କ ବହୁ ଦିନର ଦୁଃଖ ପୂରଣ କଲେ ସରକାର l ବିଚ୍ଛିନ୍ନାଞ୍ଚଳର ନଅ ଗୋଟି ପଞ୍ଚାୟତ ଯଥା ବଡ଼ପଡା, ପାପରମେଟେଲା, ରାଲେଗାଡା, ଧୂଳିପୁଟ, ଯୋଡ଼ାମ୍ବ, ପଣଷପୁଟ, ଅଣ୍ଡିରାପାଲି,

ନିଖିଳ ଉତ୍କଳ ବାରିକ ସମିତି ବେଜ(ଭଣ୍ଡାରୀ)ମାନଙ୍କ ଦୁଇଦିନିଆ ମହାସଭା

ଚିକିଟି : ଚିକିଟି ପେଣ୍ଠ ସ୍ଥିତ ଅନ୍ନପୂର୍ଣ୍ଣା ଧର୍ମଶାଳା ରେ ନିଖିଳ ଉତ୍କଳ ବାରିକ ସମିତି ବେଜ (ଭଣ୍ଡାରୀ) ମାନଙ୍କ ଦୁଇଦିନିଆ ମହାସଭା ତା-୦୮ ଓ ୦୯.୦୯.୨୦୨୨ରିଖ ରେ ଅନୁଷ୍ଠିତ ହୋଇଯାଇଛି l ଏହି ମହାସଭାରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସମ୍ପାଦକ ଶ୍ରୀ କମ୍ବୁପାଣି ପରିଛା ଯୋଗ ଦେଇ ସମାଜର

ଡି. ଏ. ଭି.(ସ୍ଵୟଂ ଶାସିତ) ମହାବିଦ୍ୟାଳୟର ପଞ୍ଚାବନ ତମ ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗୀର(୦୯/୦୯) : ଟିଟିଲାଗଡ଼ ସ୍ଥିତ ଡି. ଏ. ଭି.(ସ୍ଵୟଂ ଶାସିତ) ମହାବିଦ୍ୟାଳୟର ପଞ୍ଚାବନ ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି | ୧୯୬୮ ମସିହା ସେପ୍ଟେମ୍ବର ମାସ ୯ ତାରିଖ ରେ ତତ୍କାଳୀନ ଓଡ଼ିଶା ରାଜ୍ୟ ପାଳ ଶ୍ରୀ ଅଯୋଧ୍ୟା ନାଥ ଖୋସଲା ଙ୍କ ଉଦ୍ୟମ ଦ୍ଵାରା ଏହି ମହା

ଓଡ଼ିଶା ଷ୍ଟାର୍ଟଅପ ଯାତ୍ରା ୨.୦ ର ପ୍ରଚାର ଅଭିଯାନ

ମାଲକାନଗିରି (୦୯/୦୯) : ସ୍ଥାନୀୟ ମାଲକାନଗିରି ମହାବିଦ୍ୟାଳୟରେ ଓଡ଼ିଶା ଷ୍ଟାର୍ଟ ଅପ ଯାତ୍ରା ୨.୦ ର ପ୍ରଚାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଚାର ଅଭିଯାନକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଚଳିତ ବର୍ଷ ୨୬ ଅଗଷ୍ଟରେ ଶୁଭାରମ୍ଭ କରିଥିଲେ ।

ବରିଷ୍ଠ ନାଗରିକଙ୍କ ପାଈଁ ଖୋଲିଲା ସ୍ୱତନ୍ତ୍ର ଚିକିତ୍ସା କୋଠରୀ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ମୁଖ୍ୟ ଡାକ୍ତର ଖାନା ପରିସରରେ ଓପିଡ଼ି-୨ କୋଠରୀ ନଂ୫ ମଧ୍ୟରେ , ଜିଲ୍ଲାର ବରିଷ୍ଠ ନାଗରିକ ମାନଙ୍କ ଚିକିତ୍ସା ନିମନ୍ତେ ଏକ ସ୍ୱତନ୍ତ୍ର କୋଠରୀ ଚିକିତ୍ସା ପାଇଁ ଖୋଲା ଯାଇଛି । ଡାକ୍ତର ସୁଶ୍ରୀତ କୁମାର ସାହୁଙ୍କୁ ବରିଷ୍ଠ ନାଗରିକ

ବର୍ଷା ଓ ଅନୁଭବଙ୍କୁ ୫ ହଜାର ଲେଖାଏ ଜମା ପାଇଁ ପରିବାର ଅଦାଲତଙ୍କ ନିର୍ଦ୍ଦେଶ

କଟକ: ସାଂସଦ ଅନୁଭବ ଏବଂ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲାରେ ପୁଣି ନୂଆ ମୋଡ଼। ଉଭୟଙ୍କୁ ୫ ହଜାର ଲେଖାଏଁ ଜମା ପାଇଁ ପରିବାର ଅଦାଲତ ଆଜି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କାରବାରରେ ଅଯଥା ବିଳମ୍ବ କରିଥିବାରୁ ଟଙ୍କା ଗଣିବେ ଉଭୟ। ବର୍ଷା ଏବଂ ଅନୁଭବଙ୍କ ପକ୍ଷରୁ ଦାଖଲ ଆବେଦନକୁ ବି

ନୂଆ ରୂପ ପାଇବ ପୁରୀ -କୋଣାର୍କ ବେଳାମାର୍ଗ

କୋଣାର୍କ ୦୯/୦୯: ପୁରୀ -କୋଣାର୍କ ବେଳାମାର୍ଗ ଚନ୍ଦ୍ରଭାଗା ନୂଆ ରୂପ ପାଇବ I ଝଲସି ଉଠିବ ଚନ୍ଦ୍ରଭାଗା ବେଳାଭୂମି I ଶୁକ୍ରବାର ଜିଲ୍ଲାପାଳ ସମର୍ଥ ବର୍ମା ବେଳାଭୂମି ଅଞ୍ଚଳ ପରିଦର୍ଶନ କରିଥିଲେ I ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ନିକଟରୁ ଇକୋ ରିଟ୍ରିଟ ପର୍ଯ୍ୟନ୍ତ ବେଳାଭୂମି

ବେଆଇନ ଗୋଚାଲାଣ ବେଳେ ଗୋରୁପଲଙ୍କ ଉପରେ ଚଢିଗଲା ଟ୍ରକ୍, ୧୫ ଗୋରୁ ମୃତ

କେନ୍ଦୁଝର, ୯/୯ : ବେଆଇନ୍ ଗୋରୁ ଚାଲାଣ ବେଳେ ଟ୍ରକ୍ ଚାପାରେ ୧୫ ଗୋରୁ ମୃତ ୩ ଗୁରୁତର। ଶୁକ୍ରବାର ଭୋର୍ ପ୍ରାୟ ସାଢେ ୩ଟା ସମୟରେ ବମ୍ବେରୁ କଲିକତା ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ୫୦ ରୁ ୬୦ ଗୋରୁଙ୍କୁ ଚଲାଇ ଚଲାଇ ନିଆଯାଉଥିବା ବେଳେ କେନ୍ଦୁଝରର ଡଙ୍ଗାପାଣି ଗାଁ ନିକଟରେ

ମନ୍ଦିର ଯାଇ ମହାପ୍ରଭୁଙ୍କୁ କ୍ଷମା ମାଗିଲେ ଟେଣ୍ଟହାଉସ୍ ମାଲିକ ଓ କର୍ମଚାରୀ

ଜଳେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିକୁ ବାଉଁଶ ଓ କାଠ ବୋଝେଇ ପିକ୍‌ଅପ୍ ଭ୍ୟାନ୍‌ରେ ଅସମ୍ମାନ ଭାବରେ ଲଦି ନେବାର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ ଆଜି ଟେଣ୍ଟହାଉସ୍‌ର ମାଲିକ ଏବଂ କର୍ମଚାରୀମାନେ ମହାପ୍ରଭୁଙ୍କୁ କ୍ଷମା ମାଗିଛନ୍ତି।