Sign in
Sign in
Recover your password.
A password will be e-mailed to you.
ଗଣେଶ ବିସର୍ଜନ ସାରି ଫେରିବା ବାଟରେ ଦୁର୍ଘଟଣା, ଡାଲା ଅଟୋ ଓଲଟି ୭ ଆହତ
ଖଲ୍ଲିକୋଟ, ୯/୯ : ଗଣେଶ ବିସର୍ଜନ ସାରି ଫେରିବା ବାଟରେ ଦୁର୍ଘଟଣା। ଡାଲା ଅଟୋ ଓଲଟି ୭ ଆହତ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ବିକ୍ରମପୁର ଗ୍ରାମ ପାଟଣାସାହିର ଗଣେଶ ମୂର୍ତ୍ତି କଣ୍ଟିଆଗଡ଼ର ଶୈବ ପୀଠ ବଟେଶ୍ୱର ନିକଟ ସମୁଦ୍ରରେ ବିସର୍ଜନ ସାରି ଫେରିବା ବାଟରେ ଏଭଳି ଦୁର୍ଘଟଣା ଘଟିଛି।!-->…
କର୍ତ୍ତବ୍ୟ ପଥକୁ ନେଇ ମୋଦିଙ୍କ ଉପରେ ବର୍ଷିଲେ ଜୟରାମ ରମେଶ
ନୂଆଦିଲ୍ଲୀ: ରାଜପଥର ନାମ ପରିବର୍ତ୍ତନକୁ ନେଇ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପର ବର୍ଷିଛନ୍ତି । ଜୟରାମ ରମେଶ କହିଛନ୍ତି ମୋଦି ହେଉଛନ୍ତି ସୁପର ପ୍ରଚାରକ । କଂଗ୍ରେସକୁ ବିରୋଧ କରିବା ତାଙ୍କର ନିୟମିତ ଅଭ୍ୟାସ । ଏହା ସହ ସେ ଆରଏସଏସକୁ ବ୍ରିଟିଶ ସମର୍ଥକ!-->…
ସମ୍ବଲପୁର-ଅନୁଗୁଳ ଏନ୍ଏଚ୍ ସଂପ୍ରସାରଣର କାର୍ଯ୍ୟ ଆରମ୍ଭ କଲା ନୂଆ ସଂସ୍ଥା
ସମ୍ବଲପୁର ୦୯/୦୯: ସମ୍ବଲପୁରରୁ କଟକ ୪୨ ନମ୍ବର ଜାତୀୟ ରାଜପଥ ଏବେ ଅଧା ଓଡ଼ିଶାବାସୀଙ୍କ ପାଇଁ ଅଭିଶାପରେ ପରିଣତ ହେଲାଣି । ଦୀର୍ଘ ୫ ବର୍ଷ ପରେ ଏହି ରାସ୍ତାର ସଂପ୍ରସାରଣ କାର୍ଯ୍ୟ ଶେଷ ହୋଇପାରୁନି । କାମ ସଂପୂର୍ଣ ପାଇଁ ଡେଡଲାଇନ୍ ପରେ ଡେଡଲାଇନ୍ ବଢ଼଼ିଚାଲିଛି । ଏଭଳି ସ୍ଥିତିରେ!-->…
ଜଟଣୀରେ ଭୁଶୁଡ଼ିଲା ୫୦ ଫୁଟ୍ର ଲାଇଟ୍ ଗେଟ୍, ଭାଙ୍ଗିଲା କାର୍ ଓ ସ୍କୁଟର
ଜଟଣୀ,୦୯/୦୯: ଜଟଣୀରେ ଏକ ବଡ଼ ଧରଣର ଅଘଟଣ ଟଳି ଯାଇଛି । ଗଣେଶ ପୂଜା ପାଇଁ ସ୍ଥାନୀୟ ଗୋଲେଇ ମାର୍କେଟ ମଣ୍ଡପରେ ହୋଇଥିବା ୫୦ଫୁଟ୍ ଉଚ୍ଚର ଲାଇଟ୍ ଗେଟ୍ ଭୁଶୁଡ଼ି ପଡ଼ିଥିଲା । ଜନଗହଳି ପୂର୍ଣ୍ଣ ଏହି ମାର୍କେଟରେ ସୌଭାଗ୍ୟକୁ କୌଣସି ଲୋକ ଉପରେ ଏହା ପଡ଼ିନଥିଲା । ତେବେ ସେଠାରେ ଥିବା ଗୋଟିଏ!-->…
ଟି-ଟ୍ୱେଣ୍ଟି ବିଶ୍ୱକପ୍ର ଅଭ୍ୟାସ୍ ମ୍ୟାଚ୍ ପାଇଁ କ୍ରୀଡ଼ାସୂଚୀ ଘୋଷଣା
ଦୁବାଇ ୦୯/୦୯: ଆଇସିସି ପକ୍ଷରୁ ଗୁରୁବାର ଆସନ୍ତା ଟି-ଟ୍ୱେଣ୍ଟି ବିଶ୍ୱକପ୍ର ଅଭ୍ୟାସ୍ ମ୍ୟାଚ୍ ପାଇଁ କ୍ରୀଡ଼ାସୂଚୀ ଘୋଷଣା କରାଯାଇଛି। ଟିମ୍ ଇଣ୍ଡିଆ ସୁପର-୧୨ ରାଉଣ୍ଡ ପୂର୍ବରୁ ବ୍ରିସବେନ୍ର ଗାବା ଷ୍ଟାଡିୟମରେ ୨ଟି ଅଭ୍ୟାସ୍ ମ୍ୟାଚ୍ ଖେଳି ପ୍ରସ୍ତୁତି କରିବ। ଦଳ ଅକ୍ଟୋବର ୧୭!-->…
ଦଶମ ପାଶ ଛାତ୍ରଛାତ୍ରୀଙ୍କ ନାମଲେଖା ସମୟ ବୃଦ୍ଧି
ଭୁବନେଶ୍ବର: ପୁଣି ଥରେ ରାଜ୍ୟ ସରକାର ଦଶମ ପାଶ ଛାତ୍ରଛାତ୍ରୀଙ୍କ ନାମଲେଖା ସମୟ ବୃଦ୍ଧି କରିଛନ୍ତି। ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ସୂଚନା ଦିଆଯାଇଛି। ସେହି ଅନୁସାରେ ଯେଉଁମାନେ ପ୍ରଥମ ପର୍ଯ୍ୟାୟରେ ନାମଲେଖାଇ ପାରି ନାହିଁନ୍ତି, ସେମାନେ ଏହି ନାମଲେଖାରେ ଭାଗ ନେଇପାରିବେ।!-->…
ମାଲକାନଗିରି, ହୀରାକୁଦ, କୋଣାର୍କ ଓ ବାରିପଦାରେ ହେବ ଏୟାର ଷ୍ଟ୍ରିପ୍
ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ' ଉଡେ ଦେଶକା ଆମ୍ ନାଗରିକ(ଉଡାଣ) ଯୋଜନାର ପଞ୍ଚମ ପର୍ଯ୍ୟାୟରେ ଦେଶର ୫୦ ଅଭୟାରଣ୍ୟ , ତୀର୍ଥକ୍ଷେତ୍ର ଏବଂ ପର୍ଯ୍ୟଟନସ୍ଥଳୀକୁ ଏୟାର ଷ୍ଟ୍ରିପ୍ ଦ୍ବାରା ସଂଯୋଗ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। ଏହି ସବୁ ସ୍ଥାନ ମଧ୍ୟରୁ!-->…
ହାଟ ଭିତରେ ପଶିଲା ହାତୀ, ଯୁବକଙ୍କୁ ଦଳି ମାରି ଦେଲା
ହାଟ ଭିତରେ ହାତୀ । ଯୁବକଙ୍କୁ ଦଳି ମାରିଲା ଦନ୍ତା । ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜର ବୈଶଙ୍ଗା ଥାନା ଆମ୍ବଗଡ଼ିଆ ଗାଁରେ ସାପ୍ତାହିକ ହାଟ ବସିଥିବା ବେଳେ ହାଟ ଭିତରକୁ ପଶି ଆସିଥିଲା ହାତୀ । ହାତୀକୁ ଦେଖି ଲୋକ ଭୟଭୀତ ହୋଇ ସେଠାରୁ ଦୌଡ଼ି ପଳାଇଥିଲେ ।
ତେବେ ନିଜ ଜୀବନ ବଞ୍ଚାଇବାକୁ!-->!-->!-->…
ରିୟଲିଟି ଶୋ’ ‘ଝଲକ ଦିଖଲା ଜା’ରେ ଆସିବେ ଦୂତି
ଭୁବନେଶ୍ୱର ୦୯/୦୯: ଅଲିମ୍ପିଆନ ଦୂତି ଚାନ୍ଦ ଏକ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି । ସେ 'କଲର୍ସ' ଚ୍ୟାନେଲର ଲୋକପ୍ରିୟ ରିୟଲିଟି ଶୋ' 'ଝଲକ ଦିଖଲା ଜା'ର ସିଜନ-୧୦ରେ ଦେଖାଯିବେ ।
ଦୂତି କହିଛନ୍ତି, ଏହି ରିୟଲିଟି ଶୋ'ରେ ସାମିଲ ହେବା ପାଇଁ ପୂର୍ବରୁ ମୋତେ ବହୁ ଥର!-->!-->!-->…
ସକ୍ରିୟ ହେଲା ଲଘୁଚାପ କ୍ଷେତ୍ର, ୧୧ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ବର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆଜି ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର। ଆଗାମୀ ୩୬ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡିଶା ଉପକୁଳ ସମୁଦ୍ର ଏକ ସୁଦୃଶ!-->…