Sign in
Sign in
Recover your password.
A password will be e-mailed to you.
ରୋଟାରୀ କ୍ଳବ ଫୁଲବାଣୀ ପକ୍ଷରୁ ବିଶ୍ୱ ସ୍ୱାକ୍ଷରତା ଦିବସ ପାଳିତ…
ଫୁଲବାଣୀ:-ସେପ୍ଟେମ୍ବର ୮କୁ ବିଶ୍ୱ ସ୍ୱାକ୍ଷରତା ଦିବସ ଭାବେ ସମଗ୍ର ବିଶ୍ୱରେ ପାଳନ ହେଉଥିବା ବେଳେ ରୋଟାରୀ କ୍ଳବ ଫୁଲବାଣୀ ପକ୍ଷରୁ ବିଶ୍ୱ ସ୍ୱାକ୍ଷରତା ଦିବସ ପାଳନ କରାଯାଇଛି।ଏହି ପରିପ୍ରେକ୍ଷୀରେ ସଦର ମହକୁମାର ୧ନଂ ୱାର୍ଡ,୧୧ନଂ ୱାର୍ଡ ଓ ୧୨ନଂ ୱାର୍ଡରେ ଥିବା ଅଙ୍ଗନବାଡି କେନ୍ଦ୍ର!-->…
ବ୍ଲକସ୍ତରୀୟ ବିପର୍ଯ୍ୟୟ ମୁକାବିଲା କର୍ମଶାଳା
ଦାରିଙ୍ଗବାଡ଼ି (୮/୯) :.ଦାରିଙ୍ଗବାଡ଼ି ବ୍ଲକ ସ୍ତରିୟ ବିପର୍ଯ୍ୟୟ ମୁକାବିଲା କର୍ମଶାଳା ସମିତି ସଭାଗୃହରେ ବିଡିଓ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଡିଓଙ୍କ ସହିତ ସହକାରୀ ଜିଲ୍ଲାପାଳ ପ୍ରଦ୍ୟୁମ୍ନ ମଣ୍ଡଳ , ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଂଯୋଜକ ସରୋଜ!-->!-->!-->…
ଚାଷୀଙ୍କୁ ମିଳୁନି ଆବଶ୍ୟକ ୟୁରିଆ ସାର, ସାର ଗାଡ଼ି ଆସିଲେ ଦୁଇଗୁଣ ଦାମ୍ ରେ କରାଯାଉଛି କଳାବଜାରୀ
ହିଞ୍ଜିଳିକାଟୁ (୮।୯) : ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ସାରୁ ଗ୍ରାମ ପଞ୍ଚାୟତ ରେ ଥିବା ସମବାୟ ସମିତି ରେ ଚାଷୀଙ୍କ ମଧ୍ୟରେ ସାର ପାଇଁ ଚାଲିଛି ଲଢ଼େଇ । ଆବଶ୍ୟକ ସାର ସରକାର ଯୋଗାଇ ଦେଉ ନଥିବାରୁ ଚାଷୀମାନେ 275 ଟଙ୍କା ବଦଳରେ ବସ୍ତା ପିଛା 500 ରୁ 600 ଟଙ୍କା ଦେଇ କଳାବଜାରୀ ପାଖରୁ!-->!-->!-->…
ବିଦ୍ୟୁତ ଆଘାତରେ ଠିକା କର୍ମଚାରୀ ଗୁରୁତର
ହିଂଜିଳିକାଟୁ (୮।୯) : ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ଡି ପାଟପୁର ଓ ଶିଖରପୁର ରାସ୍ତା ମଧ୍ୟରେ ୧୧ କେଭି ଲାଇନ ମରାମତି କାର୍ଯ୍ୟ କରୁଥିବା ବେଳେ ଗୁରୁବାର ପୂର୍ବାହ୍ନରେ ଜଣେ ଠିକା କର୍ମଚାରୀ ବିଦ୍ୟୁତ ଆଘାତ ପାଇ ଗୁରୁତର ହୋଇଛନ୍ତି। ଗୁରୁତର କର୍ମଚାରୀ ଜଣଙ୍କ ଧର୍ମ ଟୁଡୁ(୨୨) । ସେ!-->…
ନଦୀରେ ବୁଡି ବୃଦ୍ଧା ମୃତ
ହିଞ୍ଜିଳିକାଟୁ (୮/୯) : ହିଞ୍ଜିଳି ଥାନା ପିତଳ ଋଷିକୁଲ୍ୟା ନଦୀ ପାଣିରେ ବୁଡି ଜୈନିକା ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତକା ଜଣଙ୍କ ହେଲେ ହିଞ୍ଜିଳି ଥାନା ସନ୍ତୋଷ ପୂର ପିତଳ ଗ୍ରାମ ଖରୁଡା ସାହିର କ୍ରିଷ୍ଣାମଣି ପାତ୍ର । ଏ ନେଇ ହିଞ୍ଜିଳି ଥାନାରେ କେଶ ନମ୍ବର ୨୪/୨୨ ରେ ଏକ ଅପମୃତ୍ୟୁ!-->…
୨ ଦିନିଆ ଜିଲ୍ଲାସ୍ତରୀୟ ଛାଗ ପାଳନ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଫୁଲବାଣୀ : ଗତକାଲି ଠାରୁ ୨ ଦିନିଆ ଜିଲ୍ଲାସ୍ତରୀୟ ଛାଗ ପାଳନ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଏସ୍.ବି.ଆଇ., ଆର୍. ସେ.ଟି. ଠାରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ଅଶୋକ କୁମାର ତ୍ରିପାଠୀଙ୍କର ପୌରହିତ୍ୟରେ ୧୦ ଜଣ ଅଗ୍ରଣୀ ଛାଗ ଚାଷୀ!-->!-->!-->…
ବ୍ରହ୍ମପୁର ଏମ୍କେସିଜି ପୁଣି ଥରେ ଅଘଟଣ
ବ୍ରହ୍ମପୁର : ବ୍ରହ୍ମପୁର ଏମ୍କେସିଜି ପୁଣି ଥରେ ଅଘଟଣ, ସୁପରସ୍ପେଶାଲିଷ୍ଟ ୱାର୍ଡ଼ର ପଞ୍ଚମ ମହଲାର ୟୁରୋଲୋଜି ଅସ୍ତ୍ରୋପଚାର ବିଭାଗର ଛାତ ସିଲିଂ ଆଜି ଖସି ପଡିଛି।କିଛିଦିନ ପୂର୍ବେ ଏହି ଅସ୍ତ୍ରୋପଚାର ଗୃହରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଆଜି ସେହି ବିଭାଗର ପଂଚମ ମହଲାର ଛାତ ସିଲିଂ ଖସିବା!-->…
ଚିତ୍ରକୋଣ୍ଡା ଦିବ୍ୟଜୀବନ ସଂଘ ଆନୁକୂଲ୍ୟରେ ସ୍ୱାମୀ ଶିବାନନ୍ଦଙ୍କ ୧୪୫ ତମ ଜନ୍ମ ଦିବସ ପାଳିତ
ଚିତ୍ରକୋଣ୍ଡା(୦୮/୦୯) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଚିତ୍ରକୋଣ୍ଡା ଦିବ୍ୟ ଜୀବନ ସଂଘ ଶାଖା ତରଫରୁ ସ୍ୱାମୀ ଶିବାନନ୍ଦ ମହାରାଜାଙ୍କ ୧୪୫ତମ ଜନ୍ମ ଦିବସ ପାଳିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ପ୍ରଭାତରୁ ସନ୍ଧ୍ୟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଜାରି ରହିଥିଲା!-->…
ସ୍ୱାଭିମାନ ଅଞ୍ଚଳରେ ପ୍ରଥମଥର ବୃତ୍ତି ପରୀକ୍ଷା ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ
ଚିତ୍ରକୋଣ୍ଡା(୦୮/୦୯) : ଆଜି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଶିକ୍ଷାଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀଙ୍କ ପ୍ରଚେଷ୍ଟାରେ ପ୍ରଥମ ଥର ପାଇଁ ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ୧୦ ଗୋଟି ପଂଚାୟତ ବଡ଼ପଦର, ବଡ଼ପଡ଼ା, ପାପରମେଟେଲା, ରାଲେଗାଡା, ଧୂଳିପୁଟ,!-->…
ଏନୱାଇକେ ପକ୍ଷରୁ ପୋଷଣ କାର୍ଯ୍ୟକ୍ରମ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ପିକରଡ଼ି ପଞ୍ଚାୟତର ପିକରଡ଼ି ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ସ୍ୱମନିତ ଶିଶୁ ବିକାଶ ଟିକାବାଲିର ମିଳିତ ଆନୁକୂଲ୍ୟରେ ପୋଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠିତ କାର୍ଯ୍ୟକ୍ରମକୁ!-->!-->!-->…