ନିଟ୍ ୟୁଜି ରେଜଲ୍ଟ : ରାଜସ୍ଥାନର ତନିସ୍କା ଦେଶରେ ଟପ୍ପର

ଘୋଷଣା ହୋଇଛି ମେଡିକାଲ ଆଶାୟୀମାନଙ୍କ ନିଟ୍ ୟୁଜି ପରୀକ୍ଷା ଫଳ । ୧୮ ଲକ୍ଷରୁ ଊଦ୍ଧ୍ୱର୍ ମେଡିକାଲ ଆଶାୟୀଙ୍କ ଫଳ ପ୍ରକାଶ ପାଇଛି । ୨୦୨୨ ନିଟ୍ ପରୀକ୍ଷାଫଳ ସହ ଏନଟିଏ ଅନ୍ତିମ ନିଟ୍ ଉତର ପତ୍ର ଓ ସର୍ବଭାରତୀୟ ରାଙ୍କ ପ୍ରକାଶ ପାଇଛି । ରାଜସ୍ଥାନର ତନିଷ୍କା ଦେଶରେ ଟପର ହୋଇଛନ୍ତି ।

ଏନଇଇଟି ପରୀକ୍ଷା: ଟପ୍ପର ତାଲିକାରେ ଓଡ଼ିଆ

ଭୁବନେଶ୍ୱର: ବୁଧବାର ବିଳମ୍ବିତ ରାତିରେ ପ୍ରକାଶ ପାଇଛି ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ବାରା ଆୟୋଜିତ ହୋଇଥିବା ଏନଇଇଟି ପରୀକ୍ଷା ଫଳ। ଏହି ପରୀକ୍ଷାର ଟପ୍ପର ତାଲିକାରେ ରହିଛନ୍ତି ଓଡିଶାର ପ୍ରିୟ ସୋମଦୂତ ନାୟକ। ପ୍ରିୟ ୭୨୦ରୁ ୭୦୫ ମାର୍କ ରଖି ସର୍ବ ଭାରତୀୟ ସ୍ତରରେ ୩୯

ଗୃହମନ୍ତ୍ରୀଙ୍କ ଆଖପାଖରେ ଅଜଣା ବ୍ୟକ୍ତି, ସନ୍ଦିଗ୍ଧ ବ୍ୟକ୍ତି ଗିରଫ

ମୁମ୍ବାଇ: ଗୃହମନ୍ତ୍ରୀ ଅମିତ ଶାହଙ୍କ ସୁରକ୍ଷା ବଳୟ ଭିତରେ ବୁଲୁଥିବା ଜଣେ ଅଜଣା ବ୍ୟକ୍ତି ଗିରଫ । ଗିରଫ ବ୍ଯକ୍ତି ଜଣଙ୍କ ଆନ୍ଧ୍ରପ୍ରଦେଶର ଜଣେ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଭାବେ କାମ କରୁଥିଲେ ବୋଲି କହୁଛନ୍ତି। କିନ୍ତୁ ଏଯାବତ ଏହାର ସତ୍ୟାସତ୍ୟ ଜଣାପଡିନି। ଗଣେଶ ପୂଜା ବେଳେ

ସାନଫ୍ରାନ୍‌ସିସ୍କୋ ଠାରେ ୟୁଏସ୍ ଷ୍ଟାର୍ଟଅପ୍ ସେତୁର ଶୁଭାରମ୍ଭ କଲେ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପିୟୁଷ ଗୋଏଲ୍‌

ଭାରତୀୟ ଷ୍ଟାର୍ଟଅପ୍, ଆମେରିକୀୟ ନିବେଶକ ଏବଂ ଅଗ୍ରଣୀ ଷ୍ଟାର୍ଟଅପ୍ ଅଂଶୀଦାରଙ୍କୁ ସଂଯୁକ୍ତ କରିବ ଏହି ସେତୁସେତୁ ପାଣ୍ଠି ସଂଗ୍ରହ, ବଜାର ପହଂଚ ଏବଂ ବ୍ୟବସାୟୀକରଣ ଭଳି ବିଭିନ୍ନ କ୍ଷେତ୍ର ଗୁଡିକରେ ଷ୍ଟାର୍ଟଅପ୍ ଗୁଡିକୁ ପରାମର୍ଶ ଏବଂ ସହାୟତା ପ୍ରଦାନ କରିବଆମେରିକୀୟ ଷ୍ଟାର୍ଟଅପ୍ ଏବଂ

ଲାଞ୍ଚୁଆ ଡିଏସପି ଅଭିନବ ଡାଲୁଆଙ୍କୁ ୨ ଦିନ ରିମାଣ୍ଡରେ ନେଲା ଭିଜିଲାନ୍ସ

ଢେଙ୍କାନାଳ ୦୭/୦୯: ୩୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସରେ ଗିରଫ ହୋଇଥିବା ଢେଙ୍କାନାଳର ଲାଞ୍ଚୁଆ ଡ଼ିଏସପି ଅଭିନବ ଡାଲୁଆଙ୍କ ରିମାଣ୍ଡ ମଞ୍ଜୁର ହୋଇଛି। ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଭିଜିଲାନ୍ସକୁ ୨ଦିନ ରିମାଣ୍ଡ ନେବାପାଇଁ ଅନୁମତି ପ୍ରଦାନ କରିଛନ୍ତି। ଭିଜିଲାନ୍ସ

୫ ଦିନ ପରେ ଅମ୍ରିତା ମୃତ୍ୟୁ ଘଟଣାରୁ ହଟିପାରୁନି ସସପେନ୍ସ, କୁଆଡେ ଗଲା ଓଢଣୀ ପ୍ରଶ୍ନ କଲେ ମାଆ

ଯାଜପୁର ୦୮/୦୯: ଛାତ୍ରୀ ଅମରିତାଙ୍କ ମୃତ ଘଟଣାକୁ ୫ ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ ମୃତ ଛାତ୍ରୀଙ୍କ ଉପରୁ ହଟିନି ରହସ୍ୟ । କିଭଳି ହେଲା ଛାତ୍ରୀ ଅମରିତାଙ୍କ ମୃତ୍ୟୁ ।ଏହା ହତ୍ୟା ନା ଆଉ କିଛି । ସେପଟରେ ମୃତ ଛାତ୍ରୀଙ୍କ ମା ହତ୍ୟା ଅଭିଯୋଗ ଆଣିଥିବା ବେଳେ ସାମାନାକୁ ଆସିଛି ଆଉ ଏକ ରହସ୍ୟ

ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଦାବି ସମାଜବାଦୀ ପାର୍ଟିିର ୧୦୦ ବିଧାୟକ ଭାଜପାରେ ସାମିଲ ହେବାକୁ ପସ୍ତୁତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବାରାବାଙ୍କି ଜନପଦ ଗସ୍ତରେ ଯାଇଥିବା ଉତ୍ତର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଜିଲା ଭ୍ରମଣରେ ଯାଇଥିଲେ । ପ୍ରଥମେ ସେ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚି ତାଙ୍କର ଗୋପନୀୟ ଜନପ୍ରତିନିଧି ଓ ପାର୍ଟି ପଦାଧିକାରୀଙ୍କ ସହ ବୈଠକ କରିଥିଲେ । ଏହାପରେ ସେ

ନିୟମ ନମାନିଲେ ଡିଜେ ବଜାଳିଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ: ଏସଡିପିଓ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ବାଲୁଗାଁ ଅଞ୍ଚଳରେ ମୂର୍ତ୍ତି ବିସର୍ଜନ, ପର୍ବପର୍ବାଣି, ରାଲି, ବିବାହ, ବ୍ରତଘରେ ଆଦି ଡ଼ିଜେ ଜୋରସୋରରେ ବାଜୁଥିବା ବେଳେ ନା ରହୁଛି କଟକଣା, ନା ରହୁଛି ସମୟ ଅବଧି। କିଏ ସକାଳୁ ଡ଼ିଜେ ବଜାଉଛି ତ ଆଉ କିଏ ମଧ୍ୟରାତ୍ରି ଯାଏଁ ଡିଜେ ବଜାଉଛି।

ଭଡା ଘରୁ ଖେଳ ଶିକ୍ଷକଙ୍କ ମୃତଦେହ ଉଦ୍ଧାର

ଖେଳ ଶିକ୍ଷକଙ୍କ ଆତ୍ମହତ୍ୟା । ଭଡା ଘରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଶିକ୍ଷକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଅଢା ଅଞ୍ଚଳର ପର୍ଶୁରାମ ସେଠୀ । ସେ ଖନ୍ତପଡା ଇଞ୍ଚୁଡି ସ୍କୁଲରେ ଖେଳ ଶିକ୍ଷକ ଥିଲେ । ସେହି ସ୍କୁଲର ଅନ୍ୟ ଜଣେ ଶିକ୍ଷକଙ୍କ ଘରେ ସେ ଭଡାରେ ରହୁଥିଲେ । ତେବେ

କେଜ୍ରିୱାଲଙ୍କ ବିରୋଧରେ ଷ୍ଟାମ୍ପ ଡ୍ୟୁଟି ଚୋରି ଅଭିଯୋଗ; ମୁଖ୍ୟ ସଚିବଙ୍କୁ ଯାଞ୍ଚ ନିର୍ଦ୍ଦେଶ ଦେଲେ ଏଲ୍‌ଜି

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଗୁରୁତର ଅଭିଯୋଗ ଲାଗିଛି। ସେ ଷ୍ଟାମ୍ପ ଡ୍ୟୁଟି ଚୋରି କରିଥିବା ନେଇ ଉପ-ରାଜ୍ୟପାଳ (ଏଲ୍‌ଜି) ଙ୍କ ନିକଟରେ ଅଭିଯୋଗ ହୋଇଛି। ଏହା ଉପରେ ଏଲ୍‌ଜି ଭିକେ ସକ୍ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତଦନ୍ତ ନିର୍ଦ୍ଦେଶ