ମହାଲକ୍ଷ୍ମୀଙ୍କ ପୂଜା ପାଇଁ ମାଟି ଅନୁକୂଳ

କାମାକ୍ଷାନଗର: ସୁନିଆଁ ବାମନ ଜନ୍ମତିଥି ଥିବାରୁ ଢ଼େଙ୍କାନାଳ ବସ ଷ୍ଟାଣ୍ଡ ମହାଲକ୍ଷ୍ମୀ କମିଟି ତରଫରୁ ପୂଜା ପାଇଁ ମାଟି ଅନୁକୂଳ କରାଯାଇଛି । ସ୍ଥାନୀୟ କମଗରା ଘାଟରୁ ପୂଜାର୍ଚ୍ଚନା କରାଯାଇ ମାଟି ଅନୁକୂଳ ହୋଇଛି । ଏହି ମାଟିରେ ମହାଲକ୍ଷ୍ମୀଙ୍କ ମୂର୍ତ୍ତି ଗଢାଯିବ । ପୂଜକ ଗତିକୃଷ୍ଣ

ଗଣେଶ ମୂର୍ତ୍ତି ଭସାଣୀକୁ ନେଇ ଦୁଇ ସାହି ମଧ୍ୟରେ ଗଣ୍ଡଗୋଳ, ୪ରୁ ଅଧିକ ମହିଳା ଓ ପୁରୁଷ ଆହତ

ହିଞ୍ଜିଳି : ଗଣେଶ ମୂର୍ତ୍ତି ଭସାଣୀକୁ ନେଇ ଦୁଇ ସାହି ମଧ୍ୟରେ ଗଣ୍ଡଗୋଳ । ୪ରୁ ଅଧିକ ମହିଳା ଓ ପୁରୁଷ ଆହତ ହୋଇ ହିଞ୍ଜିଳିକାଟୁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ବୁରୁପଡ଼ା ଗାଁରେ ଏହି ଅଘଟଣ ଘଟିଛି। ୪୦ରୁ ଅଧିକ ଯୁବକ ମୂର୍ତ୍ତି ବିସର୍ଜନ ପାଇଁ ଶୋଭାଯାତ୍ରା କରୁଥିଲେ।

୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର୍

ଲମତାପୁଟ: କୋରାପୁଟ ଜିଲ୍ଲା ଟିକାପୁଟ ଗ୍ରାମ ନିକଟ ଛକରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ଗଛିତ ରଖି ପ୍ରସ୍ତୁତି ଚାଲିଥିବା ବେଳେ ଚଢାଉ କଲା ଲମତାପୁଟ ପୋଲିସ। ୮ଟି ବସ୍ତାରୁ ପ୍ରାୟ ୨ କୁଇଣ୍ଟାଲ ଗଞ୍ଜେଇ ଜବତ। ଏହାର ମୂଲ୍ୟ ପ୍ରାୟ ୨୦ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ବିଶେଷ

ଅଧାରୁ ଅଟକିଲା ପୁରୀ ରୋଷ ଘର ଅଗଣା କାମ

ପୁରୀ: ଶ୍ରୀମନ୍ଦିର ରୋଷଘର ଅଗଣା ଚଟାଣର ନଷ୍ଟ ହୋଇଥିବା ସମସ୍ତ ପଥର ବଦଳାଇବାକୁ ଚାଲିଥିବା ଉଦ୍ୟମ ଅଟକି ରହିଛି । ଅଗଣା ଚଟାଣର ପଥର ଘୋରି ହୋଇ ନଷ୍ଟ ହୋଇଯାଇଛି । ସେସବୁ ସ୍ଥାନରେ ନୂତନ ପଥର ପକାଇବାକୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ରଥଯାତ୍ରା ବେଳେ କାମ

ବିହାରରେ ଏନ୍‌ଆଇଏର ବଡ ଆକ୍ସନ, ଦେଶ ବିରୋଧୀ ଗତିବିଧି ମାମଲାରେ ଅନେକ ସ୍ଥାନରେ ଚଢାଉ

ପାଟଡ଼ା,୮।୯: ବିହାର ରାଜଧାନୀ ପାଟନାରୁ ସାମନାକୁ ଆସିଛି ସବୁଠାରୁ ବଡ ଖବର। ରାଷ୍ଟ୍ରୀୟ ତଦନ୍ତକାରୀ ଏଜେନ୍ସି ଅର୍ଥାତ ଏନଆଇଏ ଫୁଲୱାରି ଶରିଫ୍ ଟେରର ମଡ୍ୟୁଲ ମାମଲାରେ ବିହାରର ୬ଟି ସହରର ୧୩ ଟି ସ୍ଥାନରେ ଚଢାଉ କରିଛି। ଫୁଲୱାରି ଶରିଫ୍‌ ଟେରର ମଡ୍ୟୁଲର ପର୍ଦାଫାଶ କରିବା ପରେ ଏଥିରେ

ଅନର କିଲିଂ ପ୍ରେମ ପାଇଁ ହତ୍ୟା ଘଟଣାରେ ଝିଅର ବାପା ସହ ୭ ଜଣକୁ କୋର୍ଟ ଚାଲାଣ

ବାଲିଗୁଡା : ପ୍ରେମ କରିବା ମହଙ୍ଗା ପଡ଼ିଲା। ସମ୍ମାନ ପାଇଁ ହତ୍ୟା କଲେ ପ୍ରେମିକକୁ। ଏଭଳି ଚାଞ୍ଚଲ୍ୟ କର ଘଟଣା ସାମନାକୁ ଆସିଛି। ଏହି ମାମଲାରେ ବାଲିଗୁଡା ପୋଲିସ ତେର ଜଣକୁ ଅଟକରଖି ପଚରା ଉଚରା କରୁଥିଲା। ସେଥି ମଧ୍ୟରୁ ଆଜି ୭ ଜଣକୁ କୋର୍ଟ ଚାଲାଣ କରାଯାଇଛି ଏବଂ ଅନ୍ୟ ୬ ଜଣକୁ ପଚରା ଉଚରା

ଜୋର୍‌ ଧରିଲା ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ପ୍ରତ୍ୟାହାର ଦାବି: ୧୧ରେ ବିକ୍ଷୋଭ କରିବ ମହାସଂଘ

ଭୁବନେଶ୍ବର: ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥାର ସଂପୂର୍ଣ୍ଣ ପ୍ରତ୍ୟାହାର, ଚୁକ୍ତି ଅବଧି ଶେଷ କରି ସ୍ଥାୟୀ ହୋଇଥିବା କର୍ମଚାରୀ ଓ ପ୍ରାଥମିକ ଶିକ୍ଷକଙ୍କ ୬ବର୍ଷ ଚାକିରି ଅବଧିକୁ ପଦୋନ୍ନତି ଓ ପେନସନ୍‌ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା ଓ ଇନ୍‌କ୍ରିମେଣ୍ଟ ବ୍ୟବସ୍ଥା ଲାଗୁ କରିବା ଦାବିରେ

ସିଂହଦ୍ବାର ସମ୍ମୁଖରେ ଖଣ୍ଡା ଧରି ଆତଙ୍କରାଜ, ଟାଉନ୍‌ ଥାନାରେ ଅଭିଯୋଗ

ପୁରୀ : ସିଂହଦ୍ବାର ସମ୍ମୁଖ ଦୋଳମଣ୍ଡପ ସାହି ‌ଗୋସ୍ବାମୀ ମଠ ନିକଟରେ ଜଣେ ଦୁର୍ବୃତ୍ତ ଆଜି ରାତିରେ ଖଣ୍ଡା ଧରି ଆତଙ୍କରାଜ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି। ଆଜି ରାତି ପ୍ରାୟ ସାଢ଼େ ୧୦ଟାରେ ଶଙ୍କର ମହାନ୍ତି ନାମକ ଯୁବକ ଗୋସ୍ବାମୀ ମଠ ସାମ୍ନାରେ ଖଣ୍ଡା ଧରି ଦୋଳମଣ୍ଡପ ସାହିର ନରସିଂହ

ଆଇଏମ୍‌ଡିର ରେଡ ଆଲର୍ଟ: ଆହୁରି ୫ ଦିନ ବର୍ଷା, ଗମ୍ଭୀର ହେବ ବେଙ୍ଗାଲୁରୁ ସ୍ଥିତି!

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ସପ୍ତାହେ ହେଲା ପ୍ରବଳ ବର୍ଷା ଜାରି ରହିଛି। ୩ ଦିନ ହେଲା ସାରା ସହରରେ ପାଣି ଜମି ରହିଛି। ଅନେକ ରାସ୍ତାଘାଟ, କଲୋନୀ, ଅଫିସ୍‌ ବୁଡିଯାଇଛି। ଏହା ମଧ୍ୟରେ ପାଣିପାଗ ବିଭାଗ (ଆଇଏମ୍‌ଡି) ବର୍ଷା ପାଇଁ ରେଡ୍‌ ଆଲର୍ଟ ଜାରି କରିଛି। ଆଗାମୀ ୫ ଦିନ ପର୍ଯ୍ୟନ୍ତ

କୋଟିଏ ୩୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ କଲା ଏସଟିଏଫ୍, ବେପାରୀ ଗିରଫ

ଭୁବନେଶ୍ବର : ସ୍ପେସାଲ ଟାସ୍କ ଫୋର୍ସ (ଏସଟିଏଫ୍)କୁ ଆଉ ଏକ ବଡ ସଫଳତା ମିଳିଛି । ବାଲେଶ୍ବର ପୋଲିସ ସହାୟତାରେ ଅରଡା ବଜାର ରେଲୱେ ଲେବଲ୍ କ୍ରସିଂ ନିକଟରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିଛି ଏସଟିଏଫ୍‌ । ମୋଟ ୧ କୋଜି ୩୮୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଅଭିଯୁକ୍ତ