ସ୍ନେହ ସୁଧାର ଗୃହରୁ ୨ଛାତ୍ରୀ ନିଖୋଜ, ୪ଦିନ ହେଲା ମିଳୁନି ପତ୍ତା

ରାୟଗଡ଼ା: ରାୟଗଡ଼ା ସହର ତୁମ୍ବିଗୁଡା ଛକ ନିକଟରେ ଥିବା ସ୍ନେହ ସୁଧାର ଗୃହରୁ ୨ଜଣ ଛାତ୍ରୀ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଗତ ୪ ଦିନ ହେବ ଛାତ୍ରୀମାନେ ନିଖୋଜ ଥିବା ଜଣାପଡିଛି। ନିଖୋଜ ଛାତ୍ରୀ ଦ୍ୱୟ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ଜଣାପଡ଼ିଛି। ଗତ ୪ତାରିଖରେ ଛାତ୍ରୀମାନେ

ଆମେରିକାରେ ଆଖିବୁଜା ଗୁଳିଚାଳନା କରି ଲାଇଭଷ୍ଟ୍ରିମିଂ କରୁଥିଲେ ଯୁବକ, ୨ ମୃତ

ଆମେରିକାର ଟେନେସୀ ପ୍ରାନ୍ତର ମେମ୍ଫିସ୍‌ରେ ଆଖିବୁଜା ଗୁଳିଚାଳନା କରିଥିଲା ଜଣେ ଯୁବକ। ଏହି ଘଟଣାରେ ୨ ଲୋକଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଘଟଣା ଘଟାଇବା ପରେ ଉକ୍ତ ଯୁବକଙ୍କୁ ପୋଲିସ ଗିରଫ କରିଛି। କିନ୍ତୁ ଯୁବକ ଜଣକ ଏମିତି କାଣ୍ଡ କାହିଁକି କରିଥିଲେ, ତାହା

ବିଧାନସଭା ଷ୍ଟାଣ୍ଡି କମିଟିର ବୌଦ୍ଧ ଗସ୍ତ

ବୌଦ୍ଧ: ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟିର ତିନି ଜଣିଆଁ ପ୍ରତିନିଧି ମଣ୍ଡଳୀ କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ ବିଧାୟକ ନରସିଂହ ମିଶ୍ରଙ୍କ ନେତୃତ୍ୱରେ ବୁଧବାର ପୂର୍ବାହ୍ନରେ ବୌଦ୍ଧରେ ପହଞ୍ଚିଥିଲେ। କମିଟି ପ୍ରଥମେ ବୌଦ୍ଧ ସର୍କିଟ ହାଉସଠାରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସଂପୃକ୍ତ

ପ୍ରଶସ୍ତ ହେବ ପୁରୀ ବଡ଼ଦାଣ୍ଡ, ରାସ୍ତାର ଉଭୟ ପାର୍ଶ୍ୱରେ ୨୦ ଫୁଟ୍ ବୃଦ୍ଧି କରିବାକୁ ପ୍ରସ୍ତାବ

ଭୁବନେଶ୍ୱର: ପ୍ରଶସ୍ତ ହେବ ପୁରୀ ବଡ଼ଦାଣ୍ଡ । ଉଭୟ ପଟେ ୨୦ ଫୁଟ୍ ଲେଖାଏଁ ବୃଦ୍ଧି କରିବାକୁ ଯୋଜନା । ଯେଉଁଠି ଜବର ଦଖଲ ହୋଇଛି ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ ଉଚ୍ଛେଦ କରାଯିବ । ଆଉ ଅନ୍ୟ ସଙ୍କୁଚିତ ସ୍ଥାନରେ ଜମି ଅଧିଗ୍ରହଣ କରାଯାଇ ଆଇନ ଅନୁଯାୟୀ କ୍ଷତିପୂରଣ ଦିଆଯିବ । ବଡ଼ଦାଣ୍ଡ

ବ୍ୟାସ ସରୋବର ସୌନ୍ଦର୍ଯ୍ୟକରଣ କାମ ବନ୍ଦ ନିର୍ଦ୍ଦେଶ

ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସ ସରୋବରର ସୌନ୍ଦର୍ଯ୍ୟକରଣ କାମ ଉପରେ ବାଜିଲା ଏନଜିଟି ଛାଟ । କାର୍ଯ୍ୟ ବନ୍ଦ ପାଇଁ ଜିଲ୍ଲାପାଳ ଓ କଟକ ଡିଏଫ୍ଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି। ପରବର୍ତ୍ତୀ ଶୁଣାଣି ଯାଏ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବ୍ୟାସ ସରୋବରର ସୌନ୍ଦର୍ଯ୍ୟକରଣ

ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌ ଦୁର୍ଘଟଣା ଗ୍ରସ୍ତ, ଉଦ୍ଧାର କାର୍ଯ୍ୟ ଜାରି

ଡେରାଡୁନ୍‌, : ଉତ୍ତରାଖଣ୍ଡର ଚମ୍ପାୱତ ଜିଲାରେ ଏକ ଦୁର୍ଘଟଣା ଘଟିଛି। ୧୨ ଜଣ ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବସଟି ଖାଲରେ ପଡ଼ିଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରଶାସନିକ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଆନ୍ଧ୍ରପ୍ରଦେଶ ଓଡ଼ିଆ କଳାକାର ମହାସଂଘ ଗଠିତ

ଶ୍ରୀକାକୁଲମ : ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ମଞ୍ଜୁଷା ମଣ୍ଡଳ ଅନ୍ତର୍ଗତ ବୁଡାରସିଙ୍ଗି ଗ୍ରାମସ୍ଥ ରାମ ମନ୍ଦିର ପରିସରରେ ବୁଡାରସିଙ୍ଗି ପଞ୍ଚାୟତ ସରପଞ୍ଚ ସୁରେଶ କୁମାର ପାଣିଗ୍ରାହୀଙ୍କ ଆହ୍ବାନ କ୍ରମେ ବରିଷ୍ଠ ଶିକ୍ଷାବିତ୍ ତଥା ମଞ୍ଚ ଅଭିନେତା ନୀଳକଣ୍ଠ ନାଲ୍ଲାଙ୍କ

ସୁପ୍ରିମକୋର୍ଟରେ ହେବ ‘ଗ୍ରୀନ ବେଞ୍ଚ’

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟର ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବାଧୀନ ସାମ୍ବିଧାନିକ ଖଣ୍ଡପୀଠ 'ଗ୍ରୀନ ବେଞ୍ଚ' (ସବୁଜ ଖଣ୍ଡପୀଠ) ହେବାକୁ ଯାଉଛି। ସେ ଓକିଲମାନଙ୍କୁ କୌଣସି କାଗଜପତ୍ର କିମ୍ବା ଭୌତିକ ଦଲିଲ୍‌ ଦାଖଲ ନ କରିବାକୁ କହିଛନ୍ତି। ପରବର୍ତ୍ତୀ ଶୁଣାଣିରେ କାଗଜ

ନିର୍ମାଣାଧୀନ ହକି ଷ୍ଟାଡିୟମ ବୁଲି ଦେଖିଲେ ହକି ମହାସଂଘ ଓ ହକି ଇଣ୍ଡିଆ ସଦସ୍ୟ : ବିର୍ସାମୁଣ୍ଡା ହକି ଷ୍ଟାଡିୟମ…

ରାଉରକେଲାରେ ନିର୍ମାଣାଧୀନ ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମର ଅଗ୍ରଗତି ସହ ଆନୁସଙ୍ଗିକ ଭିତିଭୂମି ପରଖିଛି ଆନ୍ତର୍ଜାତୀୟ ହକି ମହାସଂଘ ଓ ହକି ଇଣ୍ଡିଆର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ । ଏକ ସ୍ୱତନ୍ତ୍ର ବିମାନରେ ରାଉରକେଲା ପହଞ୍ଚିବା ପରେ ପ୍ରତିନିଧି ଦଳ ନିର୍ମାଣାଧୀନ ବିର୍ସାମୁଣ୍ଡା ହକି

ଶ୍ରୀଲିଙ୍ଗରାଜଙ୍କ ନୂଆ ଆର୍ଥିକ ବର୍ଷ ଖାତା ପୂଜା, ୧୪୩୦ ସାଲ ୬୫ ଅଙ୍କ ଆରମ୍ଭ

ଭୁବନେଶ୍ୱର: ପାଞ୍ଜି ଗଣନା ଅନୁଯାୟୀ ବୁଧବାରଠାରୁ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ୧୪୩୦ ସାଲ ୬୫ ଅଙ୍କ ଆରମ୍ଭ ହୋଇଛି । ଏହି ଅବସରରେ ବୁଧବାର ସକାଳେ ମନ୍ଦିର କାର୍ଯ୍ୟାଳୟ ପରିସରରେ ପାଳନ କରାଯାଇଥିଲା ସୁନିଆ ପୁଜା । ଉତ୍ସବ ପାଳନ ନିମନ୍ତେ ମନ୍ଦିର କର୍ମଚାରୀମାନେ ବ୍ୟାପକ ବ୍ୟବସ୍ଥା