ଆସନ୍ତା ୧୧ତାରିଖ କର୍ମୀ ସମ୍ମିଳନୀ ଆୟୋଜନ ପାଇଁ ଆମ୍ ଆଦ୍‌ମୀ ପାର୍ଟୀ ତରଫରୁ ପ୍ରସ୍ତୁତି ବୈଠକ…

ମାଲକାନଗିରି : ଆମ୍ ଆଦମୀ ପାର୍ଟି ପକ୍ଷରୁ ଆଜି ହୋଟେଲ ଗୋଲଡେନ ଭିୟୁ ଠାରେ ଏକ ପ୍ରେସ ମୀଟ ଆୟୋଜିତ କରାଯାଇଛି । ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ମାଲକାନଗିରି ନଗର ଭବନ ଠାରେ ପାର୍ଟିର ଜିଲ୍ଲା କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେବା ସହ ଏହି କର୍ମୀ ସମ୍ମିଳନୀରେ ଶିକ୍ଷା , ସ୍ବାସ୍ଥ୍ୟ

ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମ ମାନ୍ୟତା ଦାବି ପାଇଁ ବିଦେଶରେ ଉଠିଲା ସ୍ଵର

ଖୋର୍ଦ୍ଧା: ବିଦେଶରେ ଉଠିଲା ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମ ମାନ୍ୟତା ଦାବି। ବକ୍ସି ଜଗବନ୍ଧୁ, ଜୟୀରାଜଗୁରୁ, ତାପଙ୍ଗ ଦଳବେହେରାଙ୍କ ଭଳି ଅନେକ ବୀରଙ୍କ ତ୍ୟାଗ ବଳିଦାନ ଓ ବୀରତ୍ଵକୁ ମନେପକାଇବାକୁ ୧୮୧୭ ମସିହାର ପାଇକ ବିଦ୍ରୋହକୁ ପ୍ରଥମ ସ୍ଵାଧୀନତା ସଂଗ୍ରାମ

ଚିକିଟି ପଞ୍ଚାୟତର ପ୍ରଥମ ସମିତି ବୈଠକ ଅନୁଷ୍ଠିତ

ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅଧ୍ୟକ୍ଷ ଆପନ୍ନା ସେଠୀଙ୍କ ଅଧ୍ୟକ୍ଷତାରେ ପ୍ରଥମ ପଞ୍ଚାୟତ ସମିତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ବ୍ଲକର ପାନୀୟ ଜଳ, ଶିକ୍ଷା, କୃଷି, ଉଦ୍ୟାନ , ମୃତ୍ତିକା ସଂରକ୍ଷଣ ରାଜସ୍ୱ,ବିଦ୍ୟୁତ,ଶିଶୁ ବିକାଶ, ମତ୍ସ୍ୟ ବିଭାଗ, ପଶୁଧନ,ଯୋଗାଣ ଆଦି

ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମାର ୧୩ ନମ୍ବର ୱାର୍ଡ କେନ୍ଦୁପଦର ସାହିରେ ମହିଳାଙ୍କ ସନ୍ଦେହ ଜନକ ମୃତୁ, ମୃତକ ହେଲେ ଲଷ୍ମୀ ରାଉତ ୩୮ ବର୍ଷ। ସାହିଲୋକ ପୋଲିସକୁ ଖବର ଦେଲାପରେ ପୋଲିସ ଶବକୁ ଜବତ କରି ବ୍ୟବଛେଦ ପାଇଁ ଫୁଲବାଣୀ ମେଡିକାଲକୁ ପଠାଇଛି। ପରିବାର ଲୋକ ଆତ୍ମହତ୍ୟା

ବ୍ରହ୍ମପୁରରେ ପୁଣି ବୁଲିଲା ଖଣ୍ଡା

ବ୍ରହ୍ମପୁର : ବ୍ରହ୍ମପୁରରେ ପୁଣି ବୁଲିଲା ଖଣ୍ଡା । ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ସ୍ଥାନୀୟ କର୍ପୋରେଟର । ଖଣ୍ଡା ଧରି ହାଣୁଥିବା ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ବ୍ରହ୍ମପୁରର ବିଜିପୁର ଲକ୍ଷ୍ମୀସାହିରେ ଜଣେ ଯୁବକ ଆରୁ ମହାରଣାଙ୍କୁ ମରଣାନ୍ତକ

ପାରିବାରିକ କଳହରୁ ବିଷପାନ କରି ଆତ୍ମହତ୍ୟା କଲେ ଗ୍ରାମରକ୍ଷୀ

ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ କରସିଙ୍ଗି ଗ୍ରାମରେ ବିଷପାନ ଯୋଗୁଁ ଜନୈକ ବ୍ଯକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତକ ଜଣକ କରସିଙ୍ଗି ଗ୍ରାମର ଗ୍ରାମରକ୍ଷୀ କାର୍ତ୍ତିକ ନାଇକ (୫୨) ବୋଲି ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଗତକାଲି ରାତିରେ ପାରିବାରିକ କଳହକୁ କେନ୍ଦ୍ର କରି

ଅନର କିଲିଂ ପ୍ରେମ ପାଇଁ ହତ୍ୟା ଘଟଣାରେ ଝିଅର ବାପା ସହ ୭ ଜଣକୁ କୋର୍ଟ ଚାଲାଣ

ବାଲିଗୁଡା: ପ୍ରେମ କରିବା ମହଙ୍ଗା ପଡିଲା ସମ୍ମାନ ପାଇଁ ହତ୍ୟା କଲେ ପ୍ରେମିକକୁ । ଏଭଳି ଚାଞ୍ଚଲ୍ୟ କର ଘଟଣା ସାମନାକୁ ଆସିଛି । ଏହି ମାମଲାରେ ବାଲିଗୁଡା ପୋଲିସ ତେର ଜଣକୁ ଅଟକରଖି ପଚରା ଉଚରା କରୁଥିଲା । ସେଥି ମଧ୍ୟରୁ ଆଜି ୭ ଜଣକୁ କୋର୍ଟ ଚାଲାଣ କରାଯାଇଛି l ଏବଂ ଅନ୍ୟ ୬ ଜଣକୁ ପଚରା

ଅସହାୟ ପରିବାରକୁ ସହାୟତାର ହାତ ବଢାଇଲେ ଛତ୍ରପୁର ବ୍ଲକ ଯୁବ ବିଜେଡି ସଭାପତି

ଛତ୍ରପୁର : ଗୋଟାଏ ଅସହାୟ ପରିବାରକୁ ସହାୟତାର ହାତ ବଢାଇ ମାନବିକତାର ପରିଚୟ ଦେଇଛନ୍ତି ୧୯ ନମ୍ବର ଜିଲ୍ଲା ପରିଷଦ ସଭ୍ୟାଙ୍କ ସ୍ୱାମୀ ତଥା ଯୁବ ବିଜେଡି ଛତ୍ରପୁର ବ୍ଲକ ସଭାପତି କାଳିଆ ନାହାକ । ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ଗ୍ରାମର ନବୀନ ନାୟକଙ୍କ ଗତ କିଛି ଦିନ ତଳେ ଦେହ

ବାସନାପଲ୍ଲୀଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଛତ୍ରପୁର : ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ବାସନାପଲ୍ଲୀ ଗ୍ରାମ ଠାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପରିବେଶର ସ୍ୱଚ୍ଛ ଓ ସୁରକ୍ଷା ପାଇଁ ବୃକ୍ଷରୋପଣ