ରାଜଧାନୀରେ ପୁଣି ଆତ୍ମହତ୍ୟା; ହାଉସିଂବୋର୍ଡ କଲୋନିରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର ୦୯/୦୯: ରାଜଧାନୀରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଏୟାରଫିଲ୍ଡ ଥାନା ଭୀମଟାଙ୍ଗୀ ହାଉସିଂ ବୋର୍ଡ କଲୋନୀରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ଅଶୋକ କୁମାର ପ୍ରଧାନ‌(୩୩) ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ଯୁବକ ଜଣକ ଅନେକ ସମୟରେ ଗଞ୍ଜେଇ ଓ

ପୁଣି ଏମକେସିଜି ଛାତରୁ ଖସିଲା ସିଲିଂ

ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ସୁପର ସ୍ପେଶାଲିଷ୍ଟ ବ୍ଲକର ଛାତରୁ ପୁଣି ସିଲିଂ ଖସିଛି। ଆଜି ତୃତୀୟ ମହଲାରେ ଥିବା ଏଣ୍ଡୋକ୍ରାଇନୋଲୋଜି ବିଭାଗରୁ ସିଲିଂ ଖସିଛି। ଏଥିରେ କେହି ରୋଗୀ ଓ ତାଙ୍କ ସର୍ମ୍ପକୀୟ ଆହତ ହୋଇନଥିବା ଜଣାପଡ଼ିଛି। ସିଲିଂ ଖସିବା ପରେ ରୋଗୀମାନଙ୍କୁ

ପୁଅକୁ ହାଣି ହତ୍ୟା କଲା ବାପା

ବଣାଇ : କୁହାଯାଏ ଦୁନିଆରେ ଯଦି ଆମକୁ କେହି ନିଃସ୍ୱାର୍ଥ ଭାବେ ଭଲପାଆନ୍ତି ସେ ହେଉଛନ୍ତି ବାପା-ମା। ଦରକାର ପଡ଼ିଲେ ବାପା-ମା ନିଜ ପିଲା ପାଇଁ ଜୀବନ ବି ଦେଇପାରନ୍ତି। ଆଉ ନିଜର ପିଲାର ସୁରକ୍ଷା ପାଇଁ ଶତ୍ରୁର ଜୀବନ ବି ନେଇ ପାରନ୍ତି। ଯଦି ସେହି ବାପା ସଇତାନ ପାଲଟିଯାଇ ନିଜ ସନ୍ତାନକୁ

ଦୁଇ ଦିନରେ ୭ କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ବର: ଏବେ ବିଜେପି ଫୋକସରେ ଓଡ଼ିଶା। ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ, ଶ୍ରମ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଗୃହ

ରାଣୀ ଏଲିଜାବେଥଙ୍କ ପାଇଁ ରବିବାର ରାଷ୍ଟ୍ରୀୟ ଶୋକ ପାଳିବ ଭାରତ

ନୂଆଦିଲ୍ଲୀ: ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପାଇଁ ଭାରତରେ ପାଳନ ହେବ ଦିନିକିଆ ରାଷ୍ଟ୍ରୀୟ ଶୋକ। ଗତକାଲି ବିଳମ୍ବିତ ରାତିରେ ୯୬ ବର୍ଷୀୟ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଦେହାନ୍ତ ସ୍କଟଲ୍ୟାଣ୍ଡରେ ହୋଇଥିଲା। ଏବେ ତାଙ୍କ ସମ୍ମାନାର୍ଥେ ଭାରତ ସରକାର ଆସନ୍ତା ୧୧ ତାରିଖରେ ରାଷ୍ଟ୍ରୀୟ

ଜେଲରୁ ମୁକୁଳିବେ ସାମ୍ବାଦିକ ସିଦ୍ଦିକ୍ କପ୍ପାନ

ନୂଆଦିଲ୍ଲୀ: ଜେଲରୁ ବାହାରିବେ ସାମ୍ବାଦିକ ସିଦ୍ଦିକ୍ କପ୍ପାନ। ତାଙ୍କୁ ଜାମିନ ଦେବା ପାଇଁ ଆଜି ସୁପ୍ରିମ୍‌କ‌ୋର୍ଟ ରାଜି ହୋଇଛନ୍ତି। ଏ ସମ୍ପର୍କରେ ଆଜି ସୁପ୍ରିମ୍‌କ‌ୋର୍ଟ ପ୍ରଧାନ ବିଚାରପତି ୟୁୟୁ ଲଳିତ ଇସାରା ଦେଇଛନ୍ତି। ତିନି ଦିନ ମଧ୍ୟରେ ଟ୍ରାଏଲ୍‌ କୋର୍ଟରେ ହାଜର

କଂଗ୍ରେସ ମୋ ଉପରେ କ୍ଷେପଣାସ୍ତ୍ର ନିକ୍ଷେପ କଲେ ମୁଁ ରାଇଫଲରେ ଜବାବ ଦେବି: ଗୁଲାମ ନବୀ ଆଜାଦ୍‌

ଜମ୍ମୁ: କଂଗ୍ରେସ ମୋ ଉପରେ କ୍ଷେପଣାସ୍ତ୍ର ନିକ୍ଷେପ କଲେ , ମୁଁ ଗୋଟିଏ ରାଇଫଲରେ ନଷ୍ଟ କରିଦେବି। ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ଗୁଲାମ ନବୀ ଆଜାଦ୍‌ ଏହା କହିଛନ୍ତି। କଂଗ୍ରେସ ସହ ପାଞ୍ଚ ଦଶନ୍ଧିର ସମ୍ପର୍କ ତୁଟାଇବା ପରେ ଦଳ ତାଙ୍କ ପ୍ରତି ଆକ୍ରମଣ ଜାରି ରଖିଛି।

ଭାରତ ଫେରିଲେ ସୋନିଆ ଗାନ୍ଧିଙ୍କୁ ଭେଟିବେ ନୀତୀଶ

ନୂଆଦିଲ୍ଲୀ: କେନ୍ଦ୍ରରୁ ବିଜେପି ଶକ୍ତିକୁ ହାଟାଇବା ପାଇଁ ନୀତିଶ କୁମାର ଦିଲ୍ଲୀ ଚଲ୍ଲୋ ଅଭିଯାନରେ ଅଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକାଠି ପାଇଁ ପାଗ ଭିଡ଼ିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଦିଲ୍ଲୀରେ ନୀତୀଶ କୁମାର ବିଜେପି ବିରୋଧୀ ଶକ୍ତିକୁ

ସଞ୍ଜୟଗାନ୍ଧି ଜାତୀୟ ଉଦ୍ୟାନରେ ଗଣେଶ ମୂର୍ତ୍ତି ବିଷର୍ଜନକୁ ବାରଣ କଲେ ହାଇକୋର୍ଟ

ମୁମ୍ବାଇ: ସଞ୍ଜୟଗାନ୍ଧି ଜାତୀୟ ଉଦ୍ୟାନରେ ଗଣେଶ ମୂର୍ତ୍ତି ବିଷର୍ଜନ ମନା। ଏହି ଉଦ୍ୟାନରେ ମୂର୍ତ୍ତି ବିଷର୍ଜନକୁ ବାରଣ କରିଛନ୍ତି ବମ୍ବେ ହାଇକୋର୍ଟ। ସଞ୍ଜୟ ଗାନ୍ଧି ଜାତୀୟ ଉଦ୍ୟାନରେ ଯେପରି ଗଣପତି ମୂର୍ତ୍ତିଗୁଡ଼ିକର ବିଷର୍ଜନ ନହୁଏ ସେଥିପାଇଁ ମହାରାଷ୍ଟ୍ର ସରକାରଙ୍କ ଜଙ୍ଗଲ

ନୀତୀଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ କହିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗତ ଦୁଇ ଦିନିଆ ଗସ୍ତରେ ଦିଲ୍ଲୀରେ ପହଞ୍ଚିଥିଲେ। ଏହି ସମୟ ମଧ୍ୟରେ ସେ ବିରୋଧୀ ଦଳର ପ୍ରାୟ ସମସ୍ତ ବଡ ନେତାଙ୍କ ସହ ସାକ୍ଷାତ କରି ଆଗାମୀ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। ଯେଉଁଠାରେ ନୀତୀଶ କୁମାରଙ୍କୁ ୨୦୨୪ ଲୋକସଭା