ଶିଶୁ ସୁରକ୍ଷା ଓ ଶିଶୁ ଶିକ୍ଷା ସମ୍ପର୍କିତ ସଚେତନା ଶିବିର ଅନୁଷ୍ଠିତ…

ଦାରିଙ୍ଗବାଡ଼ି :, ତା:୧୨/୦୯, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ର ବ୍ରାହ୍ମଣୀଗାଁ ସ୍ଥିତ ପ୍ରଭାତୀ ତାର ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଶିଶୁ ସୁରକ୍ଷା ଓ ଶିଶୁ ଶିକ୍ଷା ସମ୍ପର୍କିତ ସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମ ରେ କେ.ନୂଆଗାଁ ସ୍ଥିତ ଜନବିକାଶ

ବିଷ ପିଇଥିବା ଆଇଟିଆଇ ଛାତ୍ରଙ୍କ ଏସସିବିରେ ମୃତ୍ୟୁ !

ଭଦ୍ରକ: ବିଷ ପିଇ ଗୁରୁତର ଆଇଟିଆଇ ଛାତ୍ର ଆଶୁତୋଷ ମଲ୍ଲିକଙ୍କ କଟକ ଏସ୍‌ସିବିରେ ମୃତ୍ୟୁ ହୋଇଛି । ଶୁକ୍ରବାର ରାତିରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ, ଆଇଟିଆଇ ଛାତ୍ର । ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରଙ୍କର ମୃତ୍ୟୁ ହୋଇଛି । ମୃତକ ଛାତ୍ର ତିହିଡ଼ି ଅଞ୍ଚଳର ଏକ ଘରୋଇ ଆଇଟିଆଇ ଛାତ୍ର

କଟକରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ

କଟକ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ କାଳରେ ଓଡ଼ିଶାକୁ ବିଶେଷ ଗୁରୁତ୍ବ ଦିଆଯାଉଛି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଓଡ଼ିଶାର ହିତାଧିକାରୀଙ୍କ ସଂଖ୍ୟା ହେଉଛି ୩୯ ଲକ୍ଷ ୭୩ ହଜାର। ଏହି ଯୋଜନାରେ ଓଡ଼ିଶାର ହିତାଧିକାରୀଙ୍କୁ ମୋଟ ୭୧୧୮ କୋଟି ଟଙ୍କା ଦିଆଯାଇଛି।

ଭୀମପୁର ନିକଟରେ ବଗି ନଦୀ କେନାଲ ଭାଙ୍ଗିଲା

ପାତ୍ରପୁର : ବଙ୍ଗୋପସାଗର ରେ ସ୍ରୁଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷାରେ ଚାଷି କୁଳ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପାତ୍ରପୁର ବ୍ଳକ୍ ଭୀମପୁର ଗ୍ରାମ ନିକଟ ବଗି କେନାଲ୍ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି। ଉପର ମୁଣ୍ଡରେ ପ୍ରବଳ

ଶିଶୁ ବାଟିକା ମାତୃ ସମ୍ମିଳନୀ ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଫୁଲବାଣୀ ଠାରେ ଶିଶୁ ବାଟିକା ମାତୃ ସମ୍ମିଳନୀ ମୁଖ୍ୟ ବକ୍ତା ଭାବରେ ଯତୀନ୍ଦ୍ର ନାଥ ପାଢ଼ୀ ଯୋଗ ଦେଇ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ଓ ଖାଦ୍ୟ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ। ସେହିପରି ପରିଚାଳନା କମିଟିର ସଭାପତି ତଥା

କେନ୍ଦ୍ରାପଡ଼ା ଗସ୍ତରେ କେନ୍ଦ୍ର ଗୃହ, କ୍ରୀଡ଼ା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିଶିଥ ପରମାଣିକ

ଭୁବନେଶ୍ୱର: ବିଜେଡି ଟିମ୍‌ର ଆଖିରେ ଆଖି ମିଶାଇ ଲଢ଼ିବ ବିଜେପି ଟିମ୍। ନିର୍ବାଚନ ନିମନ୍ତେ ଏଭଳି ଟିମ୍ ପ୍ରସ୍ତୁତ କରାଯାଉଛି। ଆଜି ଏଭଳି ଇସାରା ଦେଇଛନ୍ତି କେନ୍ଦ୍ର ଗୃହ, କ୍ରୀଡ଼ା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିଶିଥ ପରମାଣିକ। କେନ୍ଦ୍ରାପଡ଼ା ଗସ୍ତରେ ଯାଇଥିବା ବେଳେ ଦଳୀୟ

ଲଜ୍‌ ରୁମ୍‌ରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସୁଇସାଇଡ୍ ନୋଟ୍ ଜବତ

ପୁରୀ: ଲଜରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପୁରୀର ବଡ଼ଶଙ୍ଖ ଅଂଚଳରେ ଥିବା ଏଚ ଆର ଲଜର ରୁମରେ ଝୁଲୁଛି ମୃତଦେହ । ଯୁବତୀଜଣକ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ଯୁବତୀଜଣକ ହେଲେ ଭୁବନେଶ୍ୱର ଗଙ୍ଗ ନଗର ଅଞ୍ଚଳର ପାୟଲ ମହାନ୍ତି (୨୨ବର୍ଷ) । ମୃତଦେହ ନିକଟରୁ ସୁଇସାଇଡ୍ ନୋଟ୍ ଜବତ

ହଜାର ହଜାର ଚୁକ୍ତିଭିତ୍ତିକ କର୍ମଚାରୀ ଓ ଚୁକ୍ତିଭିତ୍ତିକ ଶିକ୍ଷକ ଲୋୟର ପିଏମ୍‌ଜିରେ ଆନ୍ଦୋଳନ

ଭୁବନେଶ୍ୱର: ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଗର୍ଜନରେ କମ୍ପିଲା ଭୁବନେଶ୍ୱରର ଲୋୟର ପିଏମ୍‌ଜି ଛକ । ଆଜି ହଜାର ହଜାର ଚୁକ୍ତିଭିତ୍ତିକ କର୍ମଚାରୀ ଓ ଚୁକ୍ତିଭିତ୍ତିକ ଶିକ୍ଷକ ଭୁବନେଶ୍ୱର ଲୋୟର ପିଏମ୍‌ଜି ଛକରେ ଆନ୍ଦୋଳନ କରିଛନ୍ତି । ଲଘୁଚାପର ଲଗାଣ ବର୍ଷା ସତ୍ତ୍ବେ କର୍ମଚାରୀମାନେ ତାଙ୍କ

ପାର୍ବଣ ପୂର୍ବରୁ ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍ 

ଭୁବନେଶ୍ୱର ୧୧/୦୯: ପାର୍ବଣ ଋତୁ ଆରମ୍ଭ ପୂର୍ବରୁ ଆକ୍ସନ୍ ମେଡ୍କୁ ଆସିଛି କମିଶନରେଟ୍‌ ପୋଲିସର। ବିଳମ୍ବିତ ରାତି ପର୍ଯ୍ୟନ୍ତ ରାଜଧାନୀର ବିଭିନ୍ନ ବାର୍‌ରେ ଚଢ଼ଉ କଲା ପୋଲିସ ସ୍ବତନ୍ତ୍ର ସ୍କ୍ବାର୍ଡ। ଚଢ଼ଉ ସମୟରେ ବାର୍ ନାଚଗୀତରେ ମସଗୁଲ୍ ଥିଲେ ୧୦୦ ଅଧିକ ଯୁବକ- ଯୁବତୀ। ବାର୍ ମାଲିକ ଓ

ରାଜ୍ୟରେ ପ୍ରବଳ ବର୍ଷା ଜାରି, ୧୦ ଜିଲ୍ଲାକୁ ଜାରି ହୋଇଛି ସତର୍କ ସୂଚନା

ରାଜ୍ୟରେ ଲାଗିରହିଛି ପ୍ରବଳ ବର୍ଷା ।ଆହୁରି ଦୁଇ ଦିନ ପ୍ରବଳ ବର୍ଷିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା। ଦକ୍ଷିଣ ଓଡିଶା ଉପରେ ସକ୍ରିୟ ଥିବା ଅବପାତ ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ବେଗ ୨୫କିମି ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରିବା ସହ ଭବାନୀପାଟଣା ଠାରୁ ଦକ୍ଷିଣ ପୂର୍ବ