ଅନଲାଇନ ଠକେଇ ରୋକିବା ଲାଗି ରାଜ୍ୟ ସରକାରଙ୍କ ପରାମର୍ଶ

ଭୁବନେଶ୍ବର: ରାଜ୍ୟରେ ଅନଲାଇନ ଠକେଇ ବଢ଼ିଥିବାରୁ ଏହାକୁ ରୋକିବାକୁ ରାଜ୍ୟ ସରକାରଙ୍କ ଇ ଆଣ୍ଡ ଆଇଟି ବିଭାଗ ପକ୍ଷରୁ ନୂଆ ପରାମର୍ଶ ଦିଆଯାଇଛି। ଏନେଇ ଛୋଟ ପିଲା ଓ ଅଭିଭାବକଙ୍କୁ ସଚେତନ କରାଇଛି ବିଭାଗ। ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ କହିବା ଅନୁଯାୟୀ, ପିଲାମାନେ ମୋବାଇଲ

ମୁମ୍ବାଇରେ ସେପ୍ଟେମ୍ବର ୧୪ରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’ରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ: ଶିଳ୍ପମନ୍ତ୍ରୀ

ଭୁବନେଶ୍ବର: ନୂଆଦିଲ୍ଲୀ ପରେ ମୁମ୍ବାଇରେ ସେପ୍ଟେମ୍ବର ୧୪ରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’ରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ। ଏଥିରେ ଦେଶର ବିଶିଷ୍ଟ ଶିଳ୍ପପତିମାନେ ଯୋଗ ଦେବାର କାର୍ଯ୍ୟକ୍ରମର ରହିଛି। ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅନୁରୋଧ କରିବେ। ଏନେଇ

ସର୍ବଭାରତୀୟ ସ୍ତରରେ ବାରିପଦା ସରକାରୀ ଆଇଟିଆଇର ଦୁଇ ଛାତ୍ରଛାତ୍ରୀ ଟପର

ବାରିପଦା: ଡାଇରେକ୍ଟର ଜେନେରାଲ ଅଫ୍‌ ଟ୍ରେନିଂ ପକ୍ଷରୁ ଅନୁଷ୍ଠିତ ସର୍ବଭାରତୀୟ ଟ୍ରେଡ୍‌ ଟେଷ୍ଟରେ ବାରିପଦା ସରକାରୀ ବୈଷୟିକ ଶିଳ୍ପ ତାଲିମ ପ୍ରତିଷ୍ଠାନର ୨ ଜଣ ଛାତ୍ରଛାତ୍ରୀ ଟପର୍‌ ହୋଇଛନ୍ତି। ସେମାନେ ହେଲେ ଉମେଶ କୁମାର ମହାନ୍ତ ଓ ନିକମଣି ସୋରେନ୍‌। କାରପେଣ୍ଟର୍‌ ଟ୍ରେଡ୍‌ରେ ନିକମଣି

ଗୁଳି କରି ଯୁବକଙ୍କୁ ହତ୍ୟା

କେନ୍ଦୁଝର : ମୟୂରଭଞ୍ଜ ଜିଲ୍ଲା ଚଢ଼େଇଭୋଳ ନିକଟରେ ଗୁଳି କରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ଜଣଙ୍କ ହେଲେ ଝାଡ଼ଖଣ୍ଡ ପଶ୍ଚିମସିଂହଭୂମ ଜିଲ୍ଲା ଜଗନ୍ନାଥପୁର ଥାନା ଅନ୍ତର୍ଗତ ଛଣପଦା ଗ୍ରାମର ରାଜକିଶୋର ବେହେରାଙ୍କ ପୁଅ ମୃତ୍ୟୁଞ୍ଜୟ ବେହେରା। ଏହି ଘଟଣାରେ କେନ୍ଦୁଝର ଜିଲ୍ଲା ବାରିଆ

ପରିତ୍ୟକ୍ତ ଘରେ ଚାଲିଥିଲା ବିଦେଶୀ ମଦ କାରଖାନା

ବ୍ରହ୍ମପୁର:ଏକ ପରିତ୍ୟକ୍ତ ଘରେ ବିଦେଶୀ ମଦ କାରଖାନା ଚାଲିଥିବା ଗ୍ୟାଙ୍ଗ୍‌କୁ ଧରିଛି ପୋଲିସ । ମିଳିଥିବା ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ଗୋଳନ୍ଥରା ଥାନା ଅନ୍ତର୍ଗତ ଟାମଣା ଓ ସିଅଳା ରୋଡ୍‍ରେ ପାଟ୍ରୋଲିଂ ଚାଲିଥିଲା । ଏହି ସମୟରେ ୪ଜଣ ଯୁବକ ବିଦେଶୀ ମଦ ବିକ୍ରି କରିବାକୁ ନେଉଥିଲେ

୪ଜିଲ୍ଲା ମିଶନ ଶକ୍ତି ମା ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୪ଜିଲ୍ଲା ମିଶନ ଶକ୍ତି ମା ମାନଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସ ଠାରେ ଢେଙ୍କାନାଳ, ମୟୁରଭଞ୍ଜ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା ମାନେ ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଥିଲେ । ୭୫ତମ

ଶିକ୍ଷାମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଆମରଣ ଅନଶନ

ଭୁବନେଶ୍ୱର : ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଯୁକ୍ତ ସମୀର ରଞ୍ଜନ ଦାସଙ୍କ ୟୁନିଟ ୧ ସ୍ଥିତ ବାସଭବନ ସମ୍ମୁଖରେ ଓଡିଶା ଅଭିଭାବକ ମହାସଂଘ ତରଫରୁ ସାତ ଦଫା ଦାବୀ ନେଇ ଆମରଣ ଅନଶନ କରା ଯାଇଥିଲା । ଦାବୀ ଗୁଡିକ ହେଲା ୧ ସ୍କୁଲରେ ଯେଉଁ ସୁବିଧା ଯୋଗାଉଛନ୍ତି, ସେହି ଅନୁସାରେ ଫିସ

ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା ଉଦଘାଟିତ

ଭୁବନେଶ୍ୱର: ଆମ ଦେଶ ଭାରତର ସମସ୍ତ ବୟନ କଳାକୁ ଗୋଟିଏ ସ୍ଥାନରେ ପ୍ରଦର୍ଶିତ କରାଇବା ପାଇଁ ତଥା ଏହାର ବାଣିଜି୍ୟକ ଆଭିମୁଖ୍ୟକୁ ତ୍ୱରାନ୍ୱିତ କରି ଏଥିରେ ସଂପୃକ୍ତ ବୁଣାକାରମାନଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ବୟନିକା ଦ୍ୱାରା ୟୁନିଟ୍‌-୩ସ୍ଥିତ

କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲ୍‌ ଛାତ୍ର ଦିବ୍ୟାଂଶୁ ମଲୁଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:  କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲ୍‌ ଛାତ୍ର ଦିବ୍ୟାଂଶୁ ମଲୁଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ପ୍ରକାଶିତ ଜେଇଇ-ଆଡ୍‌ଭାନ୍‌ସରେ ଓଡ଼ିଶା ଟପ୍ପର ହୋଇଛନ୍ତି ଦିବ୍ୟାଂଶୁ। ଏହା ସହ ସେ ସର୍ବଭାରତୀୟସ୍ତରରେ ୧୧ତମ ସ୍ଥାନ ହାସଲ କରିଛନ୍ତି । ସେ

କଟକର ପୂଜା କମିଟି ଓ ଶାନ୍ତି କମିଟି ସହ ଜିଲ୍ଲା ପ୍ରଶାସନା ବୈଠକ

କଟକ: କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକ ସ୍ଥିତ ସହିଦ ଭବନରେ ଚଳିତ ବର୍ଷର ଦୁର୍ଗା ପୂଜା ପ୍ରସ୍ତୁତି ବୈଠକ । ଦୁର୍ଗା ପୂଜାକୁ କେଉଁ ଭଳି ଭାବରେ ଶାନ୍ତି ଶୃଙ୍ଖଳା ସହିତ କରାଯିବ, ସେ ବିଷୟରେ ପୂଜା କମିଟି ଓ ଶାନ୍ତି କମିଟି ପକ୍ଷରୁ ଦିଆଯାଇଥିବା ବିଭିନ୍ନ ପ୍ରସ୍ତାବ ବିଷୟରେ ବୈଠକରେ