Sign in
Sign in
Recover your password.
A password will be e-mailed to you.
କେକେଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି, କୋର୍ଟରେ ଆବେଦନ
କୋଲକାତା: ପ୍ରଖ୍ୟାତ ତଥା ଲୋକପ୍ରିୟ ବଲିଉଡ ଗାୟକ କ୍ରିଷ୍ଣ କୁମାର କୁନ୍ନଥ ଓରଫ କେକେଙ୍କ ମୃତ୍ୟୁକୁ ନେଇ ଥମୁନି ରାଜନୈତିକ ବିବାଦ। ଏବେ ଏହି ମାମଲା କୋର୍ଟରେ ପହଞ୍ଚିଗଲାଣି। ଗାୟକଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି ନେଇ ଏକ ଜନ ସ୍ୱାର୍ଥ ମାମଲା ରୁଜୁ କରିବା ପାଇଁ କ୍ୟାଲକାଟା ହାଇକୋର୍ଟରେ!-->…
‘ହିନ୍ଦୀ ହେଉଛି ଅବିକଶିତ ରାଜ୍ୟର ଭାଷା, ଆମକୁ ଶୁଦ୍ର କରିଦେବ’
ଚେନ୍ନାଇ: ଭାଷାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଧସେଇ ପଶିଛନ୍ତି ତାମିଲନାଡୁରେ କ୍ଷମତାସୀନ ଡିଏମକେର ସାଂସଦ ଟିକେଏସ ଇଲାଙ୍ଗୋଭାନ। ସେ ହିନ୍ଦୀ ଭାଷାକୁ ନେଇ ଅତ୍ୟନ୍ତ ବିବାଦୀୟ ବୟାନ ଦେଇଛନ୍ତି। ତାଙ୍କ ମତରେ ହିନ୍ଦୀ ହେଉଛି ଅବିକଶିତ ରାଜ୍ୟର ଭାଷା। ଏଥିସହ ସହ ହିନ୍ଦୀ କେବଳ!-->…
ନୂପୁର ଶର୍ମାଙ୍କ ଗିରଫ ଦାବି କଲେ ଓୱେସୀ
ହାଇଦ୍ରାବାଦ: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମାଙ୍କ ବିରୋଧରେ ଅସନ୍ତୋଷ ତେଜୁଛି। ନୂପୁରଙ୍କୁ ଗିରଫ କରିବା ପାଇଁ ସୋମବାର ଏଆଏମଆଇଏମ ମୁଖ୍ୟ ଅସାଦ୍ଦୁଦ୍ଦିନ ଓୱେସୀ ଦାବି କରିଛନ୍ତି। ସେହିପରି ନୂପୁରଙ୍କ!-->…
ଗାଁ ରାସ୍ତାରେ ନାଥୁରାମ ଗଡ଼ସେଙ୍କ ନାମ ଫଳକକୁ ନେଇ ଉତ୍ତେଜନା
ଉଡୁପି: ଜାତିର ପିତା ମହାତ୍ମାଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସକୁ ନେଇ ଏକ ଚର୍ଚ୍ଚିତ ଖବର ଆସିଛି। କର୍ଣ୍ଣାଟକର ଉଡ଼ୁପିର ଏକ ରାସ୍ତାରେ କେହି ଦୁର୍ବୃତ୍ତ ନାଥୁରାମ ଗଡ଼ସେଙ୍କ ନାମରେ ସାଇନ ବୋର୍ଡ଼ ଲଗାଇଥିବା ଜଣାପଡ଼ିଛି। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ମାମଲା!-->…
ବାରାଣସୀ ସିରିଜ ବିସ୍ଫୋରଣ ମାମଲା: ଦୋଷୀକୁ ଫାଶୀ ଦଣ୍ଡାଦେଶ
ଲକ୍ଷ୍ନୌ: ବାରାଣସୀ ସିରିଜ ବ୍ଲାଷ୍ଟ ମାମଲରେ ୧୬ ବର୍ଷ ପରେ ଆସିଲା ରାୟ। ଫାଶୀରେ ଝିଲିବ ମୁଖ୍ୟ ଅଭିଯୁକ୍ତ। ଗାଜିଆବାଦ ସେସନ୍ କୋର୍ଟ ଆତଙ୍କବାଦୀ ୱଲିଉଲ୍ଲାହକୁ ଫଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାପୂର୍ବରୁ ଜୁନ୍ ୪ ତାରିଖରେ ଗଜିଆବାଦ ଜିଲ୍ଲା ସେସନ୍ କୋର୍ଟରେ ଏହି ମାମଲାର ଶୁଣାଣି!-->…
ଉଷାଦେବୀଙ୍କୁ ମନ୍ତ୍ରୀ ପଦ : ସମର୍ଥକ ରାଜଧାନୀ ମୁଁହା…
ପାତ୍ରପୁର---ଚିକିଟି ବିଧାୟିକା ତଥା ରାଣୀମାଁ ଶ୍ରୀମତୀ ଉଷାଦେବୀଙ୍କୁ ରବିବାର ନବୀନଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ପଦ ମିଳିଥିବା ବେଳେ ସମଗ୍ର ଚିକିଟି ନିର୍ବାଚନ ମଣ୍ଡଳୀ ରେ ବିଜୁ ଜନତା ଦଳର କର୍ମୀ,କର୍ମକର୍ତ୍ତା ଓ ସମର୍ଥଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଶନିବାର!-->…
ମହାବିଦ୍ୟାଳୟ କର୍ମଚାରୀଙ୍କ ସପ୍ତମ ବେତନ କମିଶନ ଲାଗୁ ପ୍ରକ୍ରିୟାର ପୁନଃ ବିଚାର କରିବାକୁ ଦାବି
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଠାରେ ରବିବାର ଦିନ ୪୮୮ଓ ୬୬୨ ବର୍ଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ମହାବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକରେ ରାଜ୍ୟ ସରକାରଙ୍କର ସପ୍ତମ ବେତନ କମିଶନ!-->…
ରାଜ୍ୟସ୍ତରରେ ପ୍ରକୃତି ମିତ୍ର ପୁରସ୍କାରରେ ସମ୍ମାନିତ ହେଲେ ମାଲ୍ୟବନ୍ତଗିରିର ୪ଶିକ୍ଷକ
ମାଲକାନଗିରି (୫/୬) : ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ମାଲକାନଗିରି ଜିଲ୍ଲାର ୪ଜଣ ଶିକ୍ଷକଙ୍କୁ ପ୍ରକୃତି ମିତ୍ର ପୁରସ୍କାରରେ ସମ୍ମାନିତ କରଯାଇଛି। ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ!-->!-->!-->…
ରଥଖଳା: ଚକଡେରା ନୀତି ସମ୍ପନ୍ନ
ପୁରୀ: ପାଖେଇ ଆସୁଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା । ରଥରେ ଚଢ଼ି ପତିତ ଉଦ୍ଧାରରେ ବାହାରିବେ ପତିତପାବନ । ଏଥିପାଇଁ ପୁରୀ ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି ୩ ରଥର କାମ । ପରମ୍ପରା ଅନୁଯାୟୀ ଆଜି ଶୀତଳଷଷ୍ଠୀରେ ଅନୁଷ୍ଠିତ ହୋଇଛି ଚକଡେରା ନୀତି । ସମସ୍ତ ଚକ ସହ ଅଖ ସଂଯୋଗ କରାଯାଇଛି । ଭୋଇ!-->…
ବାରବାଟୀ T20: ୯ ତାରିଖରୁ କାଉଣ୍ଟରରେ ମିଳିବ ଅଫ୍ଲାଇନ ଟିକେଟ୍
କଟକ: ବାରବାଟୀ ଟି୨୦ ମ୍ୟାଚ୍ ପାଇଁ ଆସନ୍ତା ୯ ତାରିଖରୁ ହେବ ଟିକେଟ ବିକ୍ରି । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଓଡିଶା କ୍ରିକେଟ ଆସୋସିଏସନ(OCA) । ସର୍ବସାଧରଣଙ୍କ ପାଇଁ ପ୍ରାୟ ୧୨ ହଜାର ଟିକେଟ ବିକ୍ରି ହେବ । ଷ୍ଟାଡିୟମ ପରିସରରେ ଥିବା ଟିକେଟ କାଉଣ୍ଟର ଏହି ଟିକେଟ ବିକ୍ରି!-->…