Browsing Category

ଆଞ୍ଚଳିକ

ଚତୁର୍ଥ ଓଡ଼ିଶୀ ସଙ୍ଗୀତ ମହୋତ୍ସବ: ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ପୁଣି ଉଠିଲା ଦାବି

ବ୍ରହ୍ମପୁର: ଶାସ୍ତ୍ରୀୟ ସଙ୍ଗୀତାନୁଷ୍ଠାନ "ଉଡ୍ର ସଙ୍ଗୀତ ପରିଷଦ" ପକ୍ଷରୁ ବ୍ରହ୍ମପୁର ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହଲ୍ ଠାରେ 'ଚତୁର୍ଥ ଓଡ଼ିଶୀ ସଙ୍ଗୀତ ମହୋତ୍ସବ-୨୦୨୬' ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶାର ପ୍ରାଚୀନ ରାଗ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା…

ଟାଟା ପାୱାର ର ଅଭିଯୋଗ ନମ୍ବର ଧର୍ମକୁ ଆଖିଠାର…!

ଫିଉଜ କଲ ପାଇଁ ଗ୍ରାହକ ୧୯୧୨ କୁ କଲ କରି ହଟହଟା….!ବ୍ରହ୍ମପୁର : ଟାଟା ପାୱାର ର ଅଜବ ନିତୀ ଯୋଗୁଁ ବିଦ୍ୟୁତ ଗ୍ରାହକ ଫିଉଜ କଲ ପାଇଁ ଟୋଲ ଫ୍ରି ନମ୍ବର କୁ କଲ କରି ନୟାନ୍ତ। ଆସିକା ଅଞ୍ଚଳ ରେ ଘରୋଇ ବିଦ୍ୟୁତ ଉପଭକ୍ତା ମାନେ ଘରର ଫିଉଜ ଗଲେ ଟାଟା ପାୱାର କର୍ମଚାରୀ ମାନଙ୍କୁ ଅଭିଯୋଗ କଲେ…

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ମିଳୁନି ପେଟ୍ରୋଲ ଓ ଡିଜେଲ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଅଞ୍ଚଳରେ ଚାହିଦା ଅନୁଯାୟୀ ମିଳୁନି ପେଟ୍ରୋଲ ଓ ଡିଜେଲ । କେତେକ ପେଟ୍ରୋଲ ଟାଙ୍କିରେ ବାଇକ ପିଛା ୧୦୦ ଟଙ୍କାର ତେଲ ଦିଆଯାଉଛି ତ ଅନ୍ୟ କେଉଁଠାରେ ତେଲ ନଥିବାରୁ ଲୋକଙ୍କୁ ଫେରାଇ ଦିଆଯାଉଛି । ତେଲ ନଥିବାରୁ ପରିସ୍ଥିତି ଅସ୍ୱାଭାବିକ ହୋଇ ପଡିଛି।…

ଗୋ ସୁରକ୍ଷା ଓ ସମ୍ମାନ ଉଦ୍ଦେଶ୍ୟରେ କେନ୍ଦ୍ରୀୟ ଆଇନ ପ୍ରଣୟନ ଦାବି

ନୟାଗଡ଼: ଗୋମାତାଙ୍କ ସୁରକ୍ଷା ଓ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ ସହିତ ଗୋହତ୍ୟା ବନ୍ଦ ଦାବିରେ ସର୍ବ ଭାରତୀୟ ସ୍ତରରେ ସାଧୁସନ୍ଥଙ୍କ ଆହ୍ଵାନ କ୍ରମେ ଗୋ ସମ୍ମାନ ଅଭିଯାନ ଆୟୋଜନ କରାଯାଇଛି। ଏହି ଅଭିଯାନରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶାଖା ପକ୍ଷରୁ ଗୋ ସେବକ ମାନେ ଓଡ଼ଗାଁ ରଘୁନାଥ ଜୀଉ ମନ୍ଦିର…

ନାରୀ ଶକ୍ତି ବନ୍ଦନ ଅଧିନିୟମ: ବିରୋଧୀଙ୍କୁ ମହିଳା ବିରୋଧୀ କହି ବର୍ଷିଲେ ବିଜେପି ନେତ୍ରୀ ସବିତା ସୁଆର

ପାରଳାଖେମୁଣ୍ଡି, ୨୮/୦୪: ଗଜପତି ଜିଲ୍ଲା ଭାରତୀୟ ଜନତା ପାର୍ଟି (ବିଜେପି) କାର୍ଯ୍ୟାଳୟଠାରେ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ପ୍ରସଙ୍ଗକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ବିଜେପିର ବରିଷ୍ଠ ନେତ୍ରୀ ଶ୍ରୀମତୀ ସବିତା ସୁଆର…

ଓଲଟିଲା ଘରୋଇ ଯାତ୍ରୀବାହୀ ବସ: ୨୦ ଯାତ୍ରୀ ଗୁରୁତର…

ନୟାଗଡ଼: ନୟାଗଡ଼ ଜିଲ୍ଲା ଭାପୁର ରାକମାରୁ ନୟାଗଡ଼ ଆସୁଥିବା ଘରୋଇ ବସ୍ ବେବି ଭାରସାମ୍ୟ ହରାଇ ଖେଡ଼ପଡ଼ା ନିକଟରେ ରାସ୍ତା ଉପରେ ଓଲଟି ପଡ଼ିଥିଲା। ବସରେ ୫୦ ଜଣ ଯାତ୍ରୀ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି।ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ମାନଙ୍କୁ…

ଚୋରା ସୁନା କ୍ରୟ କରୁଥିବା ବ୍ୟବସାୟୀମାନଙ୍କ ପ୍ରତି କାର୍ଯ୍ୟନୁଷ୍ଠାନ କେବେ ହେବ…..?

ବ୍ରହ୍ମପୁର : ଆସିକା ବଜାର ସାହିରେ ଚୋରା ସୁନା କ୍ରୟ କରି କୋଟିପତି ହୋଇଥିବା ବ୍ୟବସାୟୀ ମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ କେବେ ହେବ। ଅଭିନଵ ଉପାୟରେ ଚୋରା ସୁନା କ୍ରୟ କରୁଥିବା ଦୁଇ ଚୋରା ବ୍ୟବସାୟୀ ଚତୁରତା ସହ ଛୋଟ ଦୋକାନି ମାନଙ୍କୁ ମୋହରା କରି ଜିଲ୍ଲା ସମେତ ରାଜ୍ୟ ବାହାରରେ ଚୋରୀ…

ସୁର୍କାବାଡି ଓ ତାଳକଣି ପଞ୍ଚାୟତରେ କ୍ଷେତ୍ର ଦିବସ ପାଳିତ

ନୟାଗଡ଼ (ନିସର୍ତ୍ତ) : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ସୁର୍କାବାଡି ଓ ତାଳକଣି ପଞ୍ଚାୟତ ପରିସରରେ କ୍ଷେତ୍ର ଦିବସ ପାଳିତ ହୋଇଯାଇଛି। ଧନେଶ୍ଵର ପାଇକରାୟଙ୍କ ତତ୍ତ୍ଵାବଧାନରେ ମୁଖ୍ୟ ଅତିଥି ଭାବରେ ବିଜେପି ମଣ୍ଡଳ ସଭାପତି ରାଜସୁନାଖଳା ଜ୍ୟୋତି ରଞ୍ଜନ ସାହୁ( ଇଲୁ) , ସମ୍ମାନିତ…

୧ମ ବ୍ରହ୍ମପୁର ବୁଲ୍ସ ଟ୍ରଫି :୨ୟ ସେମି ଫାଇନାଲରେ ଅକ୍ସଫୋର୍ଡ କ୍ରିକେଟ କ୍ଲବ

ବ୍ରହ୍ମପୁର : ସ୍ଥାନୀୟ ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ପ୍ରଥମ ବ୍ରହ୍ମପୁର ବୁଲ୍ସ ଟ୍ରଫି କ୍ରିକେଟ ଟୁ୍ଣ୍ଣାମେଣ୍ଟ ଚତୁର୍ଥ ଦିନରେ ଦୁଇଟି ମ୍ୟାଚ ଖେଳା ଯାଇଥିବା ବେଳେ ପ୍ରଥମ ମ୍ୟାଚ ଖଲ୍ଲିକୋଟ କ୍ରିକେଟ କ୍ଲବ ବନାମ ଖାଲେକ୍ସୀ କ୍ରିକେଟ କ୍ଲବ ସହ ମ୍ୟାଚ୍ ହୋଇଥିଲା। ଖଲ୍ଲିକୋଟ…

ଟାଟାଷ୍ଟିଲ୍ ଫାଉଣ୍ଡେସନର ବଡ଼ ଘୋଷଣା: ବୈଷୟିକ ଶିକ୍ଷାର୍ଥୀଙ୍କୁ ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କାର ସବ୍‌ସିଡି

ଗୋପାଳପୁର : ବୈଷୟିକ ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସଏଫ୍‌) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ନିଜର ବୈଷୟିକ ପ୍ରଶିକ୍ଷଣ ପ୍ରତିଷ୍ଠାନଗୁଡ଼ିକରେ କୋର୍ ଡିପ୍ଲୋମା କରୁଥିବା ପିଲାଙ୍କ ପାଇଁ ସଂସ୍ଥା…