Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଆଦର୍ଶ ପ୍ରଧାନ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ବୀରମିତ୍ରପୁର : ସରକାରୀ ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ହବିବ ଅହମ୍ମଦଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି | ଏହି ଉପଲକ୍ଷେ ଏକ ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ତାଙ୍କର ଚାକିରି ଜୀବନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଶ୍ରା!-->…
ଗଞ୍ଜାମ ଜିଲ୍ଲା କ୍ରିକେଟ ସଂଘର ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା କ୍ରିକେଟ ସଂଘର ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକ ଅଭିନନ୍ଦନ କଲ୍ୟାଣ ମଣ୍ଡପ ଠାରେ ଦୁର୍ଗା ପ୍ରସାଦ ପଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୂର୍ବତନ ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ମାନ୍ୟବର କୋର୍ଟଙ୍କ ନିର୍ଦେଶ!-->…
ଦୁଇଟି ମଟର ସାଇକେଲ ସହ ଗଞ୍ଜେଇ ଚାଲାଣ ବେଳେ ଜବତ : ଘଟଣା ସ୍ଥଳରୁ ୧୦ ଚାଲାଣକାରୀ ଚମ୍ପଟ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ବାଲିଗୁଡା ଥାନା ଅନ୍ତର୍ଗତ କିଲୁଗାଁ ଗ୍ରାମରେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୋଲିସ ଚଢଉ କରି ୭୩୫ କେଜି ଗଞ୍ଜେଇ ସହ ଦୁଇଟି ବାଇକକୁ ଜବତ କରିଥିବା ବେଳେ ପୋଲିସ କୁ ଦେଖି ଦୁଇଟି ବାଇକ କୁ ଛାଡି!-->…
୧୨୭ ସିଆରପିଏଫ ବାଟାଲିୟନର ୩୩ ତମ ପ୍ରତିଷ୍ଠା ଦିବସ ପାଳିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସଭାଗୃହ ଠାରେ ୧୨୭ ସିଆରପିଏଫ ବାଟାଲିୟନର ୩୩ ତମ ବାର୍ଷିକ ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି l ଏହି ଅବସରରେ କମାଡେଣ୍ଟ ଆନନ୍ଦ ଝା ଙ୍କ ଦ୍ୱାରା କ୍ୱାର୍ଟର ଗାର୍ଡରେ ଅଭିବାଦନ ଗ୍ରହଣ ପରେ ସହିଦ ଜବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ!-->…
ଓକେସିଏଲ ପକ୍ଷରୁ ଦକ୍ଷତା ସହଯୋଗ କର୍ମଶାଳା
ଛତ୍ରପୁର : ଛତ୍ରପୁର ସ୍ଥିତ ଡିଆରଡିଏ କାର୍ଯ୍ଯାଳୟର ଜଉଗଡ ସମ୍ମିଳନୀ କକ୍ଷ ଠାରେ ରବିବାର ଦିନ ଓକେସିଏଲର ଗଞ୍ଜାମ ଓ ଗଜପତି ଜିଲ୍ଲା ସ୍ତରୀୟ ଦକ୍ଷତା ସହଯୋଗ କର୍ମଶାଳା ଆୟୋଜିତ ହୋଇ ଯାଇଛି। ଓକେସିଏଲର ଗଞ୍ଜାମ ଜିଲ୍ଲାର ମୁଖ୍ଯ ଏସ ରେଖା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି!-->!-->!-->…
ପ୍ଲାନିଙ୍ଗ କୋଡିନେଟର ଆକାଉଟେଣ୍ଟ କର୍ମଚାରିଙ୍କୁ ଡେପୁଟେସନକୁ ବିରୋଧ କରି ଦାବିପତ୍ର ପ୍ରଦାନ…
ମାଲକାନଗିରି,୧।୪ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ପ୍ଲାନିଙ୍ଗ କୋଡିନେଟର, ଆକାଉଂଟେଂଟ ଷ୍ଟାଫ ମୁଖ୍ୟ ସଚିବଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତିା ଉକ୍ତ ଦାବିପତ୍ରରେ ଉଲ୍ଲେଖ ରହିଛି ଯେ, ରାଜ୍ୟ ପ୍ରକଳ୍ପ ନିର୍ଦେଶକ, ଓସେପା ସମଗ୍ର ଶିକ୍ଷା, ଓଡିଶାଙ୍କ ଆଦେଶ ମୁତାବକ ଏମ୍.ଆଇଏସ୍.!-->!-->!-->…
କାଳ ବୈଶାଖୀ ପ୍ରଭାବରେ ୩୩ କେଭି ତାର ଛିଣ୍ଡି ତିନି ବଳଦ ମୃତ…
ଦାରିଙ୍ଗବାଡ଼ି, ୨/୪, (ନିପ୍ର) ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଝିଞ୍ଜିରିଗୁଡା ପଞ୍ଚାୟତର କିରାମା ଗ୍ରାମରେ ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ବେଳେ ହୋଇଥିବା କାଳ ବୈଶାଖୀ ପ୍ରଭାବରେ ୩୩ କେଭି ବିଦ୍ୟୁତ ତାର ଛିଣ୍ଡି ୩ଟି ବଳଦର ମୃତ୍ୟୁ ଘଟିଛି। ମୃତ୍ୟୁ ବଳଦ ୩ଟି କିରାମା ଗ୍ରାମ ବାସୀ ବାବୁଲା!-->…
ପ୍ରମାଣ ଅଭାବରୁ ଅଭିଯୁକ୍ତ ମାନେ ନିର୍ଦ୍ଦୋଷରେ ଖଲାସ
ଫୁଲବାଣୀ:-ଫୁଲବାଣୀ ଜିଲ୍ଲା ଯେଏମଏଫସି ବିଚାରପତି ସୋମ୍ୟା ଶ୍ରୀ ମହାପାତ୍ର,ଆଜି ବିପି ଆଇ ଟି ଛାତ୍ର ମାନଙ୍କ ମିଳିତ ଆକ୍ରମଣ କରିଥିବା ମାମଲାର ବିଚାରଣା କରି ଘଟଣାର ୧୪ ଜଣଙ୍କର ସାକ୍ଷୀ ପ୍ରମାଣ ଗ୍ରହଣ ଆଧାରରେ ମାମଲାର ଅଭିଯୁକ୍ତ ବିପିଆଇଟି ଛାତ୍ର ମାନଙ୍କୁ ପ୍ରମାଣ ଅଭାବରୁ!-->!-->!-->…
କାଳ ବୈଶାଖୀର ତାଣ୍ଡବ : ୧୦୦ ଘରର ଛାତ ଉଡିଗଲା, ଗଛ ପଡି ରାସ୍ତା ଅବରୋଧ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ବ୍ଲକ ପଦ୍ମଗିରି ପଂଚାୟତ ଅଂଚଳରେ ଆଜି କାଳ ବୈଶାଖୀରେ ବହୁ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛିା ଆଜି ପଦ୍ମଗିରି ପଂଚାୟତ ଅଂଚଳରେ କାଳ ବୈଶାଖୀ ହେବା ଫଳରେ ଅନେକ ଟିଣ ଘରର ଛପର ଉଡି ଯାଇଥିବା ଦେଖିବାକୁ ମିଳିଛିା ଏଥିସହ ବିଭିନ୍ନ ସ୍ଥାନରେ ବଡ ବଡ!-->!-->!-->…
ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଉତ୍କଳ ଦିବସ ପାଳିତ
ଫୁଲବାଣୀ :- ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ତୁମୁଡିବନ୍ଧଠାରେ ପବିତ୍ର ଉତ୍କଳ ଦିବସ ଓ ପ୍ରବେଶ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି | ପ୍ରତ୍ୟୁଷରେ ଉତ୍କଳ ରାଜ୍ୟପ୍ରିତି ସଂଗୀତ ଗାନ ପୂର୍ବକ ନଗର ଭ୍ରମଣ କରାଯାଇଥିଲା | ଓଡ଼ିଶାର ବରପୁତ୍ର ମାନଙ୍କ ତୈଳଚିତ୍ରରେ ପୁଷ୍ପମାଳ ପୂର୍ବକ!-->…