Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
‘ନାଟୁ ନାଟୁ’ର ଲୋକପ୍ରିୟତା ବିଶ୍ବବିଦିତ: ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ‘ଶ୍ରେଷ୍ଠ ମୌଳିକ ଗୀତ’ ବର୍ଗରେ ଏକାଡେମି ପୁରସ୍କାର (ଓସ୍କାର୍) ପାଇଥିବା ‘ଆର୍ଆର୍ଆର୍’ ଚଳଚ୍ଚିତ୍ରର ‘ନାଟୁ ନାଟୁ’ ଗୀତର ଜନପ୍ରିୟତା ବିଶ୍ବବିଦିତ ବୋଲି ଆଜି ଟୁଇଟ୍ ଆନନ୍ଦ ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।ଟୁଇଟ୍ କରି ପ୍ରଧାନମନ୍ତ୍ରୀ!-->…
ଅଜଣା ଗାଡି ଧକାରେ ଯୁବକଙ୍କ ମୃତ୍ୟୁ…
ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଅଜଣା ଗାଡି ଧକାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକ ଜଣକ ହେଲେ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ତୁରୁକପେଟା ଗ୍ରାମର ଭିମାରାପୁ ନରେନ୍ଦ୍ର।ଏନେଇ ଥାନାରେ ଏକ ମାମଲା ରୁଜୁ କରିଛି ବନ୍ଧୁଗାଁ!-->…
କୁଞ୍ଜବିହାରୀ ମନ୍ଦିର ପରିସରରେ ନୂତନ ନାମସଂକୀର୍ତ୍ତନ ମଣ୍ଡପ ପ୍ରତିଷ୍ଠା କାର୍ଯ୍ୟ ଶେଷ ପର୍ଯ୍ୟାୟରେ…
ହିଞ୍ଜିଳିକାଟୁ ୧୩ /୦୩ /୨୦୨୩ ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ରାଳବ ଗ୍ରାମପଞ୍ଚାୟତ ରାଳବ ଗ୍ରାମରେ ଥିବା ଶ୍ରୀ ଶ୍ରୀ ଶ୍ରୀ କୁଞ୍ଜବିହାରୀ ମନ୍ଦିର ପରିସରରେ ନାସସଂକୀର୍ତ୍ତନ ମଣ୍ଡପର ପ୍ରତିଷ୍ଠା ଉତ୍ସବ ନିମନ୍ତେ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏ ନେଇ ଚଳଚଞ୍ଚଳ ହୋଇଉଠିଛି ରାଳବ!-->…
ବରିଷ୍ଠ ଡାକ୍ତର ନିୟୋଜିତ ସହ 15ଦଫା ଦାବୀନେଇ ଅଧିକ୍ଷକଙ୍କୁ ଘେରାଉ କଲା ମାନବ ଅଧିକାର ସୁରକ୍ଷା ମଞ୍ଚ…
ବ୍ରହ୍ମପୁର, : ତା.13.3.2023ରିଖ ଦକ୍ଷିଣ ଓଡିଶାର ପ୍ରାଣକେନ୍ଦ୍ର ଏମକେସିଜି ମେଡିକାଲରେ ଅକାଳ ମୃତ୍ୟୁହାରକୁ ରୋକିବାପାଇଁ ପ୍ରତି ବିଭାଗରେ ବରିଷ୍ଠ ଡାକ୍ତର ନିଯୁକ୍ତି,ଖାଲି ପଡ଼ିଥିବା ସମସ୍ତ ଡାକ୍ତର ପଦବୀ ପୂରଣ,ବର୍ଣ୍ଣକେୟାର ୟୁନିଟ (ଜଳାପୋଡ଼ା ଚିକିତ୍ସା ବିଭାଗ )ସ୍ଥାପନ ଆଦି 15ଟି!-->…
ଭାରତ କୁ ହିନ୍ଦୁରାଷ୍ଟ୍ର ଘୋଷଣା ପାଇଁ ଅଣ୍ଟା ଭିଡ଼ିଲା ଓଡ଼ିଶା ସୁରକ୍ଷା ସେନା…
ମାଲକାନଗିରି : ଓଡ଼ିଶା ସୁରକ୍ଷା ସେନାର ମୁଖ୍ୟ ତଥା ହିନ୍ଦୁରାଷ୍ଟ୍ର ଅଭିଯାନର ଆବାହକ ଶ୍ରୀ ଅଭିଷେକ ଯୋଷୀ ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷିତ ଅବିଳମ୍ବେ କରିବାକୁ ନେଇ ନିଜ ଦାବି ଓହରାଇଲେ ।ଆଜି ମାଲକାନଗିରି ଜିଲ୍ଲା ସଦରମହକୁମା ହୋଟେଲ ସ୍ବାଗତ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ!-->!-->!-->…
ବ୍ରହ୍ମପୁର ସରକାରୀ ଆଇଟିଆଇ ପଡ଼ିଆରେ ଦୁଇ ଦିନିଆ କଳିଙ୍ଗ ମହୋତ୍ସବ…
ବ୍ରହ୍ମପୁର : ସହର ର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନ ଅଭିଷେକ କ୍ରିଏସନ୍ ଆନୁକୂଲ୍ୟରେ ଏବଂ କଳିଙ୍ଗ ଟିଭି ର ସହଯୋଗ ରେ ଆୟୋଜିତ ଏହି ମହୋତ୍ସବକୁ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଉଦଘାଟନ କରିଥିଲେ । ମହୋତ୍ସବ କମିଟିର ମୁଖ୍ୟ ସଂଯୋଜକ ପ୍ରକାଶ ପଟ୍ଟନାୟକଙ୍କ!-->…
ନବରଙ୍ଗପୁର ଜିଲ୍ଲାରେ ୯୭୩ଜଣ ପରୀକ୍ଷାର୍ଥୀ ପରୀକ୍ଷା ନଦେବାକୁ ନେଇ ପ୍ରଶ୍ନ କଲା କଂଗ୍ରେସ
ନବରଙ୍ଗପୁର : ଶିକ୍ଷା କ୍ଷେତ୍ର ରେ ୫ - ଟି ନାଁ ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଉନ୍ନତି କରଣ କରାଯାଇଛି , କିନ୍ତୁ ଦୁର୍ଭାଗ୍ୟର କଥା ସବୁ କ୍ଷେତ୍ରରେ ପଛୁଆ ଜିଲ୍ଲା ବା ଶୁନ ଜିଲ୍ଲା ର ମାନ୍ୟତା ପାଈଥିବା ନବରଙ୍ଗପୁର ଜିଲ୍ଲାରେ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ମଧ୍ୟ ରାଜ୍ୟ!-->…
ଯୁବକର ଝୁଲନ୍ତା ଶବ ଉଦ୍ଧାର…
ନବରଙ୍ଗପୁର : ପ୍ରେମ ଅନ୍ଧ, ପ୍ରେମ ଶାଶ୍ବତ ଓ ସୁନ୍ଦର । ପ୍ରେମ କାହାପାଇଁ ବଞ୍ଚିବାର ପ୍ରେରଣା ତ, କାହାପାଇଁ ମୃତ୍ୟୁ ବରଣ କରିବାର ପଥ ଉନ୍ମୁକ୍ତ କରିଦିଏ।ଏମିତି ଏକ ଅଭାବନୀୟ ଘଟଣା ଶୋକରେ ଛାୟା ଖେଳାଇ ଦେଇଛି ପାପଡାହାଣ୍ଡି ଥାନା ସୋରିଷ ପଦର ଆଖ ପାଖ ଅଞ୍ଚଳରେ । ସୋରିଷ ପଦର ଗ୍ରାମର!-->…
ସାଂସଦ ପୋଷ୍ୟ ପଞ୍ଚାୟତ ବିଲାବାଡିର ବିକଳ ଚିତ୍ର : ରାସ୍ତା ନଥିବାରୁ କାନ୍ଧରେ ଶବ ବୋହିଲେ ସମ୍ପର୍କୀୟ
ଫୁଲଵାଣୀ : ଦେଶରେ ସ୍ବାଧୀନତାର ଅମୃତ ମହୋତ୍ସବ ଚାଲିଥିବା ବେଳେ ଆଜି ବି କନ୍ଧମାଳ ଜିଲ୍ଲାର ଅନେକ ଅଞ୍ଚଳ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛି । ଶିକ୍ଷା, ସ୍ବୀ, ଗମନାଗମନ ଭଳି କୌଣସି ସୁବିଧା ଏ ସବୁ ଅଞ୍ଚଳରେ ପହଞ୍ଚି ପାରି ନାହିଁ। ଏପରିକି ସବୁଦିନିଆ ରାସ୍ତା ଖଣ୍ଡେ ମଧ୍ୟ ନିର୍ମାଣ ହୋଇ!-->…
ନାବାଳିକାକୁ ଅସଦାଚରଣ, ପୂର୍ବତନ ସରପଞ୍ଚଙ୍କ ନାମରେ ଅଭିଯୋଗ…
ହିଞ୍ଜିଳିକାଟୁ ୧୨।୩ : ହିଞ୍ଜିଳି ଥାନା ଶାସନ ଆମ୍ଵଗାଁରେ ଜଣେ ନାବାଳିକାକୁ ଅସଦ ଵ୍ୟଵହାର ସହ ଟଣାଓଟରା କରିବା ନେଇ ଜଣେ ପୂର୍ବତନ ସରପଞ୍ଚଙ୍କ ନାମରେ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ, ପୂର୍ବତନ ସରପଞ୍ଚ ସାହିର ଜଣେ ନାବାଳିକାକୁ ମଙ୍ଗଳବାର ସଂଧ୍ୟାରେ ଅସଦାଚରଣ କରି!-->…