Browsing Category

ଆଞ୍ଚଳିକ

ବିଷାକ୍ତ ଏମୋନିଆ ପ୍ଲାଣ୍ଟକୁ ବନ୍ଦକର : ମାନବ ଅଧିକାର ସୁରକ୍ଷା ମଞ୍ଚ…

ବ୍ରହ୍ମପୁର : ଛତ୍ରପୁର ବ୍ଳକର କାଳୀପଲ୍ଲୀ ଗ୍ରାମକୁ ଲାଗିରହିଥିବା ଟାଟା କମ୍ପାନୀ କବଜାରେ ଥିବା ଜମିରେ ଏକ ବିଷାକ୍ତ ପ୍ରଦୂଷଣକାରୀ ଏମୋନିଆ ପ୍ଲାଣ୍ଟ ନିର୍ମାଣ କାଳୀପଲ୍ଲୀ ସମେତ ଆଖପାଖ ୨୦ଟି ଗ୍ରାମର ଗ୍ରାମବାସୀଙ୍କ ପାଇଁ ବିଷାକ୍ତ ବଳୟ ସୃଷ୍ଟି କରିବ l ଟାଟା କମ୍ପାନୀ ଭଡ଼ା ସୂତ୍ରରେ ଆଉ…

ପରୀକ୍ଷା ବାତିଲ ସହିତ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନକୁ ବିରୋଧ କରି ଛାତ୍ରଛାତ୍ରୀମାନଙ୍କ ଧାରଣା : ଚେତାଶୂନ୍ୟ ହେଲେ…

ବ୍ରହ୍ମପୁର : ପରୀକ୍ଷା ବାତିଲ ସହିତ ପରୀକ୍ଷା କେନ୍ଦ୍ର ପରିବର୍ତନ କୁ ବିରୋଧ କରି ବ୍ରହ୍ମପୁର ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଧାରଣା ବେଳେ ଚେତାଶୂନ୍ୟ ହେଲେ ଛାତ୍ରୀ । ଆଜି ଆନ୍ଦୋଳନ ର ସପ୍ତମ ଦିନରେ ମଧ୍ୟ ଅବ୍ୟାହତ ରହିଛି। ତୃତୀୟ ସେମିଷ୍ଟାର ପରୀକ୍ଷା ବାତିଲ ସହ…

ତ୍ରିଦିବସୀୟ ଯୁବନେତୃତ୍ୱ ତାଲିମ ଶିବିର ଉଦଯାପିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଏ. ଏମ. ସି. ଏସ. କଲେଜରେ ତ୍ରିଦିବସୀୟ ଯୁବନେତୃତ୍ୱ ତାଲିମ୍ ଶିବିର ଉଦଯାପିତ ହୋଇଛି l ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଏସ. ଡି. ସି. ର ଅଧ୍ୟକ୍ଷ ରଦନ ମଲିକ, ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର…

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ୨୦ ବର୍ଷ ଜେଲ ୪୦ ହଜାର ଜୋରିମାନା…

ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ଦୁଷ୍କର୍ମ ମାମଲାର ବିଚାର କରି ଘଟଣାର ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ୧୨ ଜଣଙ୍କ ସାକ୍ଷୀ ପ୍ରମାଣ ଆଧାରରେ ମାମଲାର ଅଭିଯୁକ୍ତ ସୁନୀଲ ଦିଗାଲଙ୍କୁ ଦୋଷୀ ସାବ୍ୟସ୍ତ କରି…

ଶାନ୍ତି କୁଞ୍ଜ ୨୪ କୁଣ୍ଡୀୟ ମହାଯଜ୍ଞ ଲାଗି କଳସ ଯାତ୍ରା…

ବ୍ରହ୍ମପୁର : ଆଜି ଅଖିଳ ଗାୟତ୍ରୀ ପରିବାରର ଗାୟତ୍ରୀ ଶକ୍ତି ପୀଠ ଆନୁକୂଲ୍ୟରେ ତିନିଦିନ ବ୍ୟାପୀ ହେବାକୁ ଥିବା ୨୪ କୁଣ୍ଡୀୟ ମହାଯଜ୍ଞ ନବଚେତନା ଶାନ୍ତି କୁଞ୍ଜ ମାଧ୍ୟମରେ କଳସ ଯାତ୍ରା ଶୁଭାରମ୍ଭ ହୋଇଥିଲା। ଶକ୍ତି ପୀଠରେ ୩୦୦ରୁ ଉର୍ଦ୍ଧ୍ବ ମହିଳାମାନେ ଯୋଗଦେଇ ରାମଲିଙ୍ଗେଶ୍ବର…

ବିଶ୍ଵ ରେଡ଼ିଓ ସପ୍ତାହ ୨୦୨୩ର ଉଦଯାପନୀ ଉତ୍ସବ ଅନୁଷ୍ଠିତ…

ବ୍ରହ୍ମପୁର : ହିଲ ପାଟଣା ସ୍ଥିତ ଏସ୍.ଏମ୍.ଆଇ.ଟି. ପରିସରରେ ଓଡିଶା ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅସ୍ତିତ୍ବ , ପ୍ରଶାନ୍ତି ଚାରିଟେବଲ ଟ୍ରଷ୍ଟ ଓ ଦୈନିକ ଆଶା ର ମିଳିତ ଆନୁକୂଲ୍ୟରେ ବିଶ୍ଵ ରେଡ଼ିଓ ସପ୍ତାହ ୨୦୨୩ର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ବ୍ରହ୍ମପୁର ଆକାଶ ବାଣୀ ର…

ସମସ୍ୟା ଘେରରେ ଫୁଲବାଣୀ ପୌର ପରିଷଦର ୬ ନଂ ୱାର୍ଡ଼

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ପୌର ପରିଷଦ ଅନ୍ତର୍ଗତ ୬ ନଂ ର ୱାର୍ଡ଼ ଅମଲାପଡା ବିଭିନ୍ନ ସମସ୍ଯା ଘେରରେ ବୋଲି ଅଭିଯୋଗ ଆଣିଛନ୍ତି ବାସିନ୍ଦା l ବାରମ୍ବାର ଲିଖିତ ଆକାରରେ ପୌରପରିଷଦ ଏବଂ ଉପ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ ମଧ୍ୟ ଫଳ ଶୂନ l ଉକ୍ତ ସାହିରେ ଅଧିକାଂଶ…

ଅଣ୍ଡା ଦିଆ କୁକୁଡ଼ା ପାଳନ କେନ୍ଦ୍ର ଉଦଘାଟନ କଲେ ବିଧାୟକ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଳକ ଅନ୍ତର୍ଗତ ଜାମଝରି ଠାରେ ୧୫୦୦୦ ଦକ୍ଷତା ବିସିଷ୍ଟ ଅଣ୍ଡା ଦିଆ କୁକୁଡ଼ା ପାଳନ କେନ୍ଦ୍ରକୁ ଫୁଲବାଣୀର ମାନ୍ୟବର ବିଧାୟକ ଅଙ୍ଗଦ କହଁର ଅନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଛନ୍ତି l ଆ. ଟି. ଡି.ଏ ଦ୍ୱାରା ମିଶନ ଜୀବିକା ଯୋଜନା ଦ୍ୱାରା ଏହି…

କୋହଲା ଲଗାଇ ଜାଗର ପାଳିଲେ ଦାସୁଡୁ ସତ୍ୟମ…

ଛତ୍ରପୁର : ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ କାମିନୀ ଦାସୁଡୁ ସତ୍ୟମ ସେବା କଳାକେନ୍ଦ୍ର ଛତ୍ରପୁରର ଘଡଘଡ଼ଘଡାପଲ୍ଲୀର ଏକ ଆଧ୍ୟାତ୍ମିକ ସଂସ୍ଥା ପକ୍ଷରୁ କୋହଲା ପ୍ରଦୀପ ଶିଖାଜାଳି ପ୍ରଭୁଙ୍କ ନାମ ଗାନକରି ଜାଗର ପାଳିଛନ୍ତି । ମଲ୍ଲିକେଶ୍ବର ମନ୍ଦିରରୁ ଶ୍ରୀ ନୃସିଂହ ଠାକୁରଙ୍କ କୋହଲା ଜାଳି ଏକ…

ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୫ ତମ ଜନ୍ମ ମହୋତ୍ସବ

ଉମରକୋଟ, : ପରମପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୫ ତମ ଜନ୍ମ ମହୋତ୍ସବ ସତସଙ୍ଗ ବିହାର ଡାବୁଗାଁ ରେ ପାଳିତ ହୋଇଯାଇଛି | ଏହି ଉତ୍ସବରେ ନବରଙ୍ଗପୁରର ସମସ୍ତ ଗୁରୁଭାଇ, ଏବଂ ମାଆମାନେ ଯୋଗ ଦେଇଥିଲେ | ଏଥିରେ ଉମରକୋଟ, ରାଇଘର, ଚନ୍ଦାହାଣ୍ଡି, ଝରିଗାଁ, ନବରଙ୍ଗପୁରର…