Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବିପଦର ବନ୍ଧୁ ସଂଗଠନ ତରଫରୁ ରକ୍ତଦାନ ଶିବିର
ହିଞ୍ଜିଳକାଟୁ (୧୪।୨) : ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ରାଳବ ଗ୍ରାମରେ ପୂଲୱାମା ଆକ୍ରମଣରେ ସହିଦ ସୈନିକ ମାନଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଉଦ୍ଦେଶ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରରେ ଆୟୋଜନ ହୋଇଥିଲା।ଶିବିରରେ ଅତିଥି ଭାବେ ହିଞ୍ଜିଳିକାଟୁ ଥାନା ଅଧିକାରୀ ଅଭିମନ୍ୟୁ!-->…
ପରିବହନ ବିଭାଗ ଓ ପୋଲିସର ମିଳିତ ଗାଡ଼ି ଯାଞ୍ଚ…
ଦାରିଙ୍ଗବାଡି,୧୪/୨ : ଫୁଲବାଣୀ ଆଞ୍ଚଳିକ ପରିବହନ ବିଭାଗ ଓ ଦାରିଙ୍ଗବାଡି ପୋଲିସ ପକ୍ଷରୁ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଗାଡ଼ି ଯାଞ୍ଚ କରାଯାଇଥିଲା । ଦାରିଙ୍ଗବାଡି ସ୍ଥିତ ଡବେରୀ, ହିଲ ଭିୟୁ ଛକ ଓ କଫି ବଗିଚା ନିକଟରେ ଗାଡ଼ି ଯାଞ୍ଚ କରାଯାଇଥିଲା । ହେଲମେଟ ଯାଞ୍ଚ ସହ ଗାଡ଼ି କାଗଜ ପତ୍ର!-->…
ସାର କାରଖାନାକୁ ସ୍ଥାନୀୟ ଲୋକଙ୍କ ବିରୋଧ…
ବ୍ରହ୍ମପୁର : ଗୋପାଳପୁର ଏସ୍ଇଜେଡ଼ ପରିସରରେ ଦୀପକ ଫର୍ଟିଲାଇଜର ପକ୍ଷରୁ ନିର୍ମାଣ କାର୍ଯ୍ୟ ଆଜିଠାରୁ ଆରମ୍ଭ ହେଉଥିବା ବେଳେ ଏହାକୁ ବିରୋଧ କରିଛନ୍ତି ସ୍ଥାନୀୟ କାଲିପଲ୍ଲି ବାସିନ୍ଦା । କାରଖାନା ହେବା ଫଳରେ ଅଞ୍ଚଳରେ ପରିବେଶ ଦୂଷିତ ହେବା ସହ ଲୋକେ ଅନେକ ଅସୁବିଧାର ସମ୍ମୁଖିନ ହେବେ ବୋଲି!-->…
ନଳକୂପ ଅଚଳ, ଚଳନ୍ତା ନଳକୂପରେ ଆସୁଛି ଗୋଳିପାଣି…
ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରେ ବିଭିନ୍ନ ସ୍ଥାନରେ ବର୍ତ୍ତମାନ ପିଇବା ପାଣି ସମସ୍ୟା ଦେଖା ଦେଇଛି | କେଉଁଠି ନଳକୂପ ଅଚଳ ତ କୋଉଠି ଜଳ ଯୋଗାଣ ପ୍ରକଳ୍ପ ଅଚଳ ହୋଇଥିବା ଦେଖିବାକୁ ମିଳିଛି l ସୂଚନା ଅନୁସାରେ ରତଙ୍ଗ ପଞ୍ଚାୟତ ର ଡେଲର ପଡ଼ା ,ଲଦା ଗାଁ ରେ ପିଇବା ପାଣି!-->…
ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଗଲା ଯାତ୍ରୀବାହୀ ବସ୍ : ୩୦ରୁ ଊର୍ଦ୍ଧ୍ୱ ଆହତ, ୬ ଗୁରୁତର
ଫୁଲବାଣୀ : ସାଲୁଙ୍କି ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ନିର୍ଦ୍ଧାରିତ ସମୟରେ ମୁନିଗୁଡ଼ାରୁ ଯାତ୍ରୀଙ୍କୁ ଧରି ଫୁଲବାଣୀ ଅଭିମୁଖେ ବାହାରି ଥିଲା। ବସ୍ରେ ୩୦ରୁ ଅଧିକ ଯାତ୍ରୀ ଥିଲେ। ତେବେ କନ୍ଧମାଳ ଜିଲ୍ଲା ଦେଇ ଯାଇଥିବା ରାଜ୍ୟ ରାଜପଥର କୋଟଗଡ଼ ଥାନା ପଣ୍ଡାଇର୍ପି ନିକଟସ୍ଥ ମୁଣ୍ଡାସାହି!-->…
ଅପହଞ୍ଚ ରାଇକିଆ ବାଦଗଡ଼ ଗ୍ରାମକୁ ପକ୍କା ରାସ୍ତା କେବେ… ?
ଫୁଲବାଣୀ : ସ୍ଵାଧୀନତା ୬୭ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ବି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅର୍ନ୍ତଗତ କନ୍ଧମାଳ ଗଞ୍ଜାମ ସୀମାନ୍ତ ରଣବା ପଞ୍ଚାୟତର ଗ୍ରାମ ବାଦଗଡ଼ ଗାଁକୁ ଭଲ ରାସ୍ତା ନ ଥିବାରୁ ଗ୍ରାମବାସୀ ନାନା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଉକ୍ତଗ୍ରାମର ୧୨୦ରୁ ଉର୍ଦ୍ଧ!-->!-->!-->…
ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍ଙ୍କ ବୟାନ ରେକର୍ଡ…
ବ୍ରହ୍ମପୁର : ବ୍ରହ୍ମପୁର ବିଷ୍ଣୁ ଗୌଡ଼ ହତ୍ୟା ମାମଲାର ଅନ୍ୟତମ ସାକ୍ଷୀ ଥିବା ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍ ପ୍ରଦୀପ କୁମାର ମହାରଣା ସୋମବାର ଅତିରିକ୍ତ ଜିଲା ଜଜ୍-୩ (ଏଡିଜେ) ଡ. ଇନ୍ଦୁ ଶର୍ମାଙ୍କ କୋର୍ଟରେ ହାଜର ହୋଇଥିଲେ। ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ମୁଖ୍ୟ ଅଭିଯୁକ୍ତ!-->…
କୃଷି ଯନ୍ତ୍ରପାତି ମେଳା କୃଷି ପ୍ରତି କୃଷକଙ୍କୁ ଆକୃଷ୍ଟ କରିବ…
ପାରଳାଖେମୁଣ୍ଡି : ଗଜପତି ଜିଲା ପାରଳାଖେମୁଣ୍ଡି ଷ୍ଟାଡିୟମରେ ୩ ଦିନ ଧରି ଚାଲିଥିବା ଜିଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ସୋମବାର ଉଦ୍ଯାପିତ ହୋଇଛି। ଉଦ୍ଯାପନୀରେ ବ୍ରହ୍ମପୁର ଏମ୍ପି ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମେଳାର ଆବଶ୍ୟକତା ଓ କୃଷକଙ୍କୁ ରିହାତି ଦରରେ!-->…
ବଳାତ୍କାର ମାମଲା : ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷ
ବ୍ରହ୍ମପୁର : ବ୍ରହ୍ମପୁରର ସ୍ବତନ୍ତ୍ର ପୋଷ୍କ ଜଜ୍ ସୋମବାର ଏକ ବଳାତ୍କାର ମାମଲାର ଶୁଣାଣି କରିଥିଲେ। ପ୍ରମାଣ ଅଭାବରୁ ସେ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ଜଣଙ୍କ ପାଟପୁର ଥାନା ଅନ୍ତର୍ଗତ ପାଣ୍ଡୁରୁଖଲି ଗ୍ରାମର ଭଗବାନ ସେଠୀ।ପ୍ରକାଶ ଯେ, ଭଗବାନ ବଡ଼ବଜାରରେ!-->…
ରୋଗୀ ସହ ଆମ୍ୱୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ…
ମୋହନା : ରୋଗୀ ସହ ଆମ୍ୱୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ! ଆଜି ଏପରି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରୁ। ପୁଲିସ୍ ଆମ୍ୱୁଲାନ୍ସ ଡ୍ରାଇଭର ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ପୁଲିସ୍ ଆଜି ଯୋଡ଼ାଆମ୍ବ ଛକ ନିକଟରେ!-->…