Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଓଏସସିଆଇଟି ଶିକ୍ଷା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ରାଜ୍ୟରେ ପ୍ରଥମ : କିମସ ପ୍ରେକ୍ଷାଳୟରେ ପୁରସ୍କୃତ…
ଛତ୍ରପୁର: ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଅଧିନସ୍ଥ ଓକେସିଏଲର ପ୍ରଣୀତ ତଥା ଓଡିଶା ମୁକ୍ତ ବିଶ୍ବ ବିଦ୍ୟାଳୟ ଦ୍ବାରା ପ୍ରମାଣ ପତ୍ର ପ୍ରଦାନ କରାଯାଉଥିବା 'ଓଏସସିଆଇଟି' ଶିକ୍ଷା କ୍ଷେତ୍ରରେ ୨୦୨୨ ମସିହାରେ ଗଞ୍ଜାମ ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି।!-->…
ଋଷିମାଳ ବାରୁଣୀ ମେଳା ପାଳନ ନିମନ୍ତେ ବ୍ଲକ ଓ ଜିଲା ପ୍ରଶାସଙ୍କ ଦୃଷ୍ଟି ଆକର୍ଷଣ କଲେ କମିଟି ସଦସ୍ୟ….
ଦାରିଙ୍ଗବାଡି,୦୬/୦୨, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ହାତିମୁଣ୍ଡା ଗ୍ରାମ ପଞ୍ଚାୟତ ତାମାଙ୍ଗି ଗ୍ରାମ ନିକଟରେ ରହିଛି ଋଷିମାଳ ପର୍ବତ। ଏହି ଋଷିମାଳ ପର୍ବତରୁ ଉତ୍ତପତି ହୋଇଛି ଋଷିକୂଲ୍ୟା ନଦୀ। ଋଷିକୂଲ୍ୟା ପର୍ବତମାଳା ଓ ଋଷିକୂଲ୍ୟା ନଦୀକୁ ନେଇଁ ଏତିହାସିକ କିମ୍ବଦନ୍ତୀ!-->…
ବାଲ୍ମିକୀ ସମାଜର ଜିଲ୍ଲା ବୈଠକ ଆୟୋଜିତ
ମାଲକାନଗିରି : ଆଜି ବାଲ୍ମିକୀ ସମାଜର ଜିଲ୍ଲା ବୈଠକ ରେ ଆମ ଜିଲ୍ଲାରେ ବସବାସ କରୁଥିବା ତେଲୁଗୁ ଭାଷାର ବ୍ୟକ୍ତିବିଶେଷ ମାନେ ଏକତ୍ରିତ ହୋଇଥିଲେ l ତେଲୁଗୁ ଭାଷା ରେ "ଡମ୍ବ" ନାମରେ କୌଣସି ଜାତି କିମ୍ବା ଉପଜାତି ନଥିବାବେଳେ ଜିଲ୍ଲାରେ ଅନେକ ବ୍ୟକ୍ତିଙ୍କ ପଟ୍ଟା ରେ ଡ଼ମ୍ବ ଶବ୍ଦର ଉପଯୋଗ!-->…
ପୁଣି ହଟ୍ଟଗୋଳ, ଦିଲ୍ଲୀ ମେୟର ନିର୍ବାଚନ ତୃତୀୟ ଥର ପାଇଁ ଅଟକିଲା
ନୂଆଦିଲ୍ଲୀ : ପୁଣିଥରେ ଦିଲ୍ଲୀ ମହାନଗର ନିଗମର ମେୟର ନିର୍ବାଚନ ଅଟକିଛି। ନିର୍ବାଚନ ପୂର୍ବରୁ ବିଜେପି ଓ ଆପ୍ ସଦସ୍ୟମାନେ ହଟ୍ଟଗୋଳ କରିବାରୁ ମେୟର ଓ ଡେପୁଟି ମେୟର ପଦ ପାଇଁ ଭୋଟିଂ ହୋଇପାରିନି। ପୂର୍ବରୁ ମଧ୍ୟ ସମାନ କାରଣ ପାଇଁ ୨ ଥର ଦିଲ୍ଲୀ ମେୟର ନିର୍ବାଚନ ସ୍ଥଗିତ ରହିଥିଲା। ଏବେ!-->…
୨୭ତମ ବୈଜ୍ଞାନିକ ପରାମର୍ଶଦାତା ମଣ୍ଡଳୀ ବୈଠକ ଅନୁଷ୍ଠିତ…
ଫୁଲବାଣୀ : ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର, କନ୍ଧମାଳ, ଘୁ. ଉଦୟଗିରି କାର୍ଯ୍ୟାଳୟ ଠାରେ କୃଷି ଅଧିକାରୀଙ୍କ ଅଧ୍ୟକ୍ଷତାରେ କୃଷି ସମ୍ବନ୍ଧିତ ବିଭିନ୍ନ ବିଭାଗର ବୈଜ୍ଞାନିକ ଓ ଅଧିକାରୀ ମାନଙ୍କୁ ନେଇ ୨୭ ତମ ବୈଜ୍ଞାନିକ ପରାମର୍ଶ ଦାତା ବୈଠକ ଅନୁଷ୍ଠିତ ହୋଇଯାଇଛି। କୃଷି ବିଜ୍ଞାନ!-->…
ବନ୍ଧକ ଟଙ୍କାରେ ଅନ୍ଲାଇନ୍ ଗେମ୍ ଖେଳ…
ବ୍ରହ୍ମପୁର : ବ୍ରହ୍ମପୁର ସାନବଜାରସ୍ଥିତ ଏକ ଜୁଏଲେରୀରୁ ୩୩ ଲକ୍ଷ ୩୮ ହଜାର ଟଙ୍କାର ସୁନା ଗହଣା ଗାଏବ ହୋଇ ଥିବା ନେଇ ବଡବଜାର ଥାନାରେ ଶୋ’ରୁମର ମ୍ୟାନେଜର ମନମୋହନ ବାରିକ ଶନିବାର ଅଭିଯୋଗ କରିଛନ୍ତି। ପୋଲିସ ନଂ. ୩୨/୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଶୋ’ରୁମରେ!-->…
ଜଗତ କଲ୍ୟାଣ ପାଇଁ ଶ୍ରୀରାମ ଚରିତ ମାନସ ପାରାୟଣ ଓ ପ୍ରବଚନ ମହାଯଜ୍ଞ କାର୍ଯ୍ୟକ୍ରମ ଉଦଯାପିତ
ବ୍ରହ୍ମପୁର : ବ୍ରହ୍ମାନଗର ତୃତୀୟ ଗଳି ନିକଟରେ ଥିବା ଶ୍ରୀରାମ ସଙ୍କଟ ମୋଚନ ହନୁମାନ ମନ୍ଦିର ପ୍ରାଙ୍ଗଣ ଠାରେ ଗତ ତିଳ ସପ୍ତମୀ ଠାରୁ ଚାଲିଥିବା ରାମ ଚରିତ ମାନସ ପାରାୟଣ ଓ ପ୍ରବଚନ ମହାଯଜ୍ଞ ଦୀର୍ଘ 9 ଦିନ ଧରି ଚାଲିଥିବା କାଯ୍ୟକ୍ରମ ଆଜି ରବିବାର ମାଘ ପୂର୍ଣମୀ ଦିନ ଉଦଯାପିତ ହୋଇଯାଇଛି!-->…
ପତ୍ରକାର ବନ୍ଧୁମାନଙ୍କ ଚିନ୍ତନ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ…
ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଇକୋ ରିଟ୍ରେଟ ଠାରେ ପତ୍ରକାର ବନ୍ଧୁମାନଙ୍କ ଚିନ୍ତନ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ।ଚଳିତ ନୂତନ ବର୍ଷ ଉପଲକ୍ଷେ ଫୁଲବାଣୀ ଇକୋ ରିଟ୍ରେଟ ଠାରେ ପତ୍ରକାର ବନ୍ଧୁ ମାନଙ୍କର ଏକ ଚିନ୍ତନ ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ!-->…
କ୍ରାଣ୍ଡିବାଲି ରେ ଆରମ୍ଭ ହେଲା ତ୍ରିନାଥ ଠାକୁର ଯାତ୍ରା
ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ଗାଁରେ ଥିବା ଜିଲ୍ଲାର ଏକ ମାତ୍ର ତ୍ରିନାଥ ଠାକୁର ଙ୍କ ମନ୍ଦିର ପ୍ରାଙ୍ଗଣରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ତ୍ରିନାଥ ଠାକୁର ଙ୍କ ଯାତ୍ରା ଆରମ୍ଭ ହୋଇଛି | ଦୀର୍ଘ ୪୪ବର୍ଷ ଧରି ଏହି କ୍ରାଣ୍ଡିବାଲି ଗାଁ ରେ ଏହି!-->…
ହସ୍ତତନ୍ତ ଶିଳ୍ପ ନାମରେ ମହିଳାଙ୍କୁ ଏକ କୋଟିରୁ ଉର୍ଦ୍ଧ ଟଙ୍କା ଠକିନେଇଥିବା ଦୁଇଜଣ ଗିରଫ…
ଦାରିଙ୍ଗବାଡି,୫/୨ : ହସ୍ତତନ୍ତ ଶିଳ୍ପ ନାମରେ ବ୍ଲକ ଅଞ୍ଚଳର ବହୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଠାରୁ ଦୁଇ ଜଣ ହସ୍ତତନ୍ତ ଶିଳ୍ପ ଅଧିକାରୀ କହି ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇଥିବା ନେଇ ମହିଳା ମାନେ ଦାରିଙ୍ଗବାଡି ଥାନାରେ ଗତ ୨୦୨୧ ନଭେମ୍ବର ୧୮ ତାରିଖରେ ଅଭିଯୋଗ କରିଥିଲେ। ଏହି!-->…