Browsing Category

ଆଞ୍ଚଳିକ

ସାମ୍ବାଦିକଙ୍କ ମାତୃ ବିୟୋଗ

ଫୁଲବାଣୀ - ଫୁଲବାଣୀ ସହରର ଜଣାଶୁଣା ସାମ୍ବାଦିକ ତଥା ସଙ୍ଘ ସଂଗଠନ ସମ୍ପାଦକ ଜୟସେନ ପରିଡାଙ୍କ ମା ସଶିରେଖା ପରିଡାଙ୍କ ଆଜି ଅପରାହ୍ନରେ ପରଲୋକ ହୋଇଯାଇଛି ।ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା । ଶଶୀ ରେଖା ଗତ କିଛିଦିନ ହେଲା ମଧୁମେହ ଓ ଉଚ୍ଚରକ୍ତ ଚାପ ଜନିତ ରୋଗରେ ପୀଡିତ ହୋଇ…

ଲମ୍ବାଗୁଡ୍ରି ଆଶ୍ରମ ବିଦ୍ୟାଳୟର ପ୍ରଥମ ବାର୍ଷିକ କ୍ରୀଡ଼ା ଉତ୍ସବ ପାଳିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୁତିମେଣ୍ଡି ପଞ୍ଚାୟତର ଲମ୍ବାଗୁଡ୍ରି ଆଶ୍ରମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ କୁମାର ଚନ୍ଦ୍ର ପାଢ଼ିଙ୍କ ଅଧ୍ୟକ୍ଷତାରେ ପ୍ରଥମ ବାର୍ଷିକ କ୍ରୀଡ଼ା ଉତ୍ସବ ପାଳିତ ହେଇଯାଇଛି l ଏହି ପ୍ରଥମ ବାର୍ଷିକ କ୍ରୀଡ଼ା ଉତ୍ସବରେ ମୁଖ୍ୟ ଅତିଥି ଭାବେ…

କନ୍ଧମାଳରୁ ଫାଇଲେରିଆ ମୁକ୍ତ ପାଇଁ ଜିଲ୍ଲାସ୍ତରୀୟ ସମନ୍ଵୟ କମିଟି ବୈଠକ

ଫୁଲବାଣୀ : ସାମୁହିକ ଔଷଧ ସେବନ ଉପରେ ଅଲୋଚନା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ବର ପାଟିଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ଜିଲ୍ଲାସ୍ତରୀୟ ସମନ୍ଵୟ କମିଟି ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଆଲୋଚନାରୁ ଜଣାପଡ଼ିଛି ଯେ, ମ୍ୟାଲେରିଆ ପରି…

ଲହୁଣୀପଡ଼ା, କୋଇଡ଼ା ଓ ବଣାଇଁ ବ୍ଲକରେ ହକି ବିଶ୍ୱକପ ଟ୍ରଫିକୁ ଭବ୍ୟ ସ୍ଵାଗତ…

ସୁନ୍ଦରଗଡ଼/ରାଉରକେଲା/ ବଣାଇଁ : ହକିର ଗଡ଼ ସୁନ୍ଦରଗଡ଼ ଜିଲ୍ଲାର ଗାଁ ଗାଁରେ ହକି ବିଶ୍ୱକପ ଟ୍ରଫି ଟୁରକୁ ଭବ୍ୟ ସ୍ବାଗତ କରାଯାଉଛି। ରବିବାର ଦିନ ଏହି ଟ୍ରଫି ଟୁରକୁ ଲହୁଣୀପଡ଼ା, କୋଇଡ଼ା, ବଣାଇଁ ବ୍ଲକରେ ସ୍ୱାଗତ କରିବା ପାଇଁ ସାଧାରଣ ଜନତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।…

ଦାରିଙ୍ଗବାଡିର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସହ ପର୍ଯ୍ୟଟନ ସ୍ଥଳୀ ବୁଲିଲେ ୨୦ ଜଣ ପ୍ରୋବେସନାରୀ ଭାରତୀୟ ପ୍ରଶାସନିକ…

ଦାରିଙ୍ଗବାଡି,୨୨/୧ : ଦାରିଙ୍ଗବାଡି ଗସ୍ତରେ ୨୦ ଜଣ ପ୍ରୋବେସନାରୀ ଭାରତୀୟ ପ୍ରଶାସନିକ ଅଧିକାରୀ । ୨୦ ଜଣ ଅଧିକାରୀ ଦାରିଙ୍ଗବାଡି ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଦେଖିବା ସହ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲିଥିଲେ । ପ୍ରଥମେ ଷ୍ଟ୍ରବେରି ଚାଷ ହୋଇଥିବା ସ୍ଥାନକୁ ଯାଇ ଚାଷ ବିଷୟର…

ସୋଲାର ଅଫ ଗ୍ରୀଡ ଶୋ ରୁମ୍ ଉଦଘାଟନ…

ହିଞ୍ଜିଳିକାଟୁ, ୨୨।୧: ହିଞ୍ଜିଳିକାଟୁ ବ୍ଳକ ପୋଚିଲିମା ଛକ ଜାତୀୟ ରାଜପଥ ନଂ ୫୯ରେ ରବିବାର ସୋଲାର ଅଫ ଗ୍ରୀଡ ଶୋ ରୁମ୍ ଉଦଘାଟିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଉପଦେଷ୍ଟା ଏନ୍ ରଘୁନାଥ,ବ୍ଲକ ଅଧ୍ୟକ୍ଷା ସରସ୍ଵତୀ ସେଠୀ, ପୌର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ, ଗ୍ରୀଟ ଅଧ୍ୟକ୍ଷ…

କଳିଙ୍ଗା ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର…

ଫୁଲବାଣୀ : କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟିରେ ବାଇକରେ ଦୁଇଜଣ ଭାରସାମ୍ୟ ହରାଇ ଗାର୍ଡୱାଲରେ ଧକ୍କା ହୋଇ ଜଣେ ଯୁବକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଯୁବକ ଗୁରୁତର ହୋଇ ଜି ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି। ସୂଚନାଯୋଗ୍ୟ ଗଞ୍ଜାମ ଜିଲ୍ଲା ବୁଗୁଡା…

ଝିଞ୍ଜିରିଗୁଡ଼ା-କାଟିଙ୍ଗିଆ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରାସ୍ତା ମରଣଯନ୍ତା ସାଜିଛି…

ଦାରିଙ୍ଗବାଡ଼ି, ୨୨/୦୧ : ଗ୍ରାମାଞ୍ଚଳର ଗମନା ଗମନର ସୁବିଧା କରିବାକୁ ଯାଇ କେନ୍ଦ୍ର ସରକାରଙ୍କର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଓ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରହିଛି । ଏହି ଯୋଜନା ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ କରି ଆସୁଛନ୍ତି…

ମହାନ ଲୋକନାଟ୍ୟ ଦଣ୍ଡ ସମାଜର ଜିଲ୍ଲା ଜାଗରଣ ମଞ୍ଚ ପକ୍ଷରୁ ଚିନ୍ତନ ବୈଠକ ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଜାଗରଣ ମଞ୍ଚ ପକ୍ଷରୁ ଫୁଲବାଣୀ ସଦର ମହକୁମା ହାଟପଦା ସ୍ଥାନୀୟ ମାଁ ନାରାୟଣୀ ଯାତ୍ରା ପଡ଼ିଆ ସ୍ଥିତ ସମ୍ମିଳନୀ କକ୍ଷରେ ଜାଗରଣ ମଞ୍ଚ ଆବାହକ ପରେଶ ମହାପାତ୍ର ଙ୍କର ନେତ୍ତୃତ୍ୱ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନବୀନ କିଶୋର ପଣ୍ଡା ଅଧ୍ୟକ୍ଷତା…

ନୂଆପଦର ମଣ୍ଡଳର କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ…

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବିଜେପି ନୂଆପଦର ମଣ୍ଡଳ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ନୂଆପଦର ବିଜେପି ମଣ୍ଡଳ ସଭାପତି ଶ୍ରୀଯୁକ୍ତ ଗୋପିନାଥ କହଁର ତତୂବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି…