Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସୁନ୍ଦରଗଡ଼ ସହର ପରିକ୍ରମା କଲା ହକି ବିଶ୍ୱକପ୍ ଟ୍ରଫି…
ଓଡ଼ିଶୀ, ଆଦିବାସୀ ଲୋକନୃତ୍ୟ, ବେଲୁନ୍ ସୋ’ ଏବଂ ୱାଟର କ୍ୟାନନ ସାଲ୍ୟୁଟ ପାଲଟିଲା ଆକର୍ଷଣ
ଟାଙ୍ଗରପାଲି ବ୍ଲକରେ ବିଶ୍ୱକପ୍ ଟ୍ରଫିକୁ ନେଇ ଜନସାଧାରଣଙ୍କ ଭିତରେ ଉତ୍ସାହ
ସୁନ୍ଦରଗଡ଼ : ହକିର ଗଡ଼ ସୁନ୍ଦରଗଡ଼ ଜିଲ୍ଲାରେ ବିଶ୍ୱକପ୍ ଟ୍ରଫି ଟୁରକୁ ନେଇ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି।!-->!-->!-->!-->!-->…
ଚୋରୀ ବ୍ୟାଟେରୀ ଉଦ୍ଧାର, ୩ ଚୋର ଗିରଫ…
ହିଞ୍ଜିଳିକାଟୁ ୧୭।୧ : ହିଞ୍ଜିଳି ଥାନା ପୌରପାଳିକା ଅନ୍ତର୍ଗତ ନୁଆଗଡ ଗ୍ରାମ ଏକ ଟ୍ରାକ୍ଟଟର ମାଲିକଙ୍କ ଗୋଟିଏ ବ୍ୟାଟେରୀ ଚୋରୀ ହୋଇଥିବା ଅଭିଯୋଗ କ୍ରମେ ହିଞ୍ଜିଳି ପୁଲିସ ୩ ଜଣଙ୍କୁ ଗିରଫ କରିଛି। ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୈଳାସ ଚନ୍ଦ୍ର ସାହୁ ଙ୍କ କବାଡି ଖାନାରୁ ଚୋରୀ!-->…
ବନପାଳ ରଶ୍ମିତା ବକ୍ସିଙ୍କ ଅଧ୍ୟକ୍ଷତାରେ ସଚେତନତା ବୈଠକ ଅନୁଷ୍ଠିତ…
ଫୁଲବାଣୀ : ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବା, ନଚେତ ଶୁଦ୍ଧ ଅମ୍ଳଜାନ ଅଭାବ ସହ ଅଙ୍ଗାରକାମ୍ଳ ବୃଦ୍ଧି ପାଇବ ତା ସହିତ ଅନିୟମିତ ଜଳବାୟୁ ପରିବର୍ତ୍ତନ ଯାହାକି ଆମକୁ ଆଗକୁ ପ୍ରଳୟର ସାମନା କରିବାକୁ ପଡିବ l ଆଗାମୀ ଗ୍ରୀଷ୍ମ ଋତୁରେ ଜଙ୍ଗଲକୁ କିପରି ନିଆଁ ଦାଉରୁ ରକ୍ଷା କରାଯାଇ ପାରିବ ସେ ଦିଗରେ!-->…
ଦୀର୍ଘ ୫ଦିନ ଧରି ବିଏସଏନଏଲ ସେବା ପାଇବାରୁ ବଞ୍ଚିତ ବ୍ରାହ୍ମଣୀଗାଁ ଅଞ୍ଚଳର ୧୬ ହଜାର ଲୋକ
ଦାରିଙ୍ଗବାଡ଼ି, ତା ୧୭/୦୧ : କନ୍ଧମାଳ ଜିଲ୍ଲା ଦାରିଙ୍ଗ ବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଅଞ୍ଚଳ ବାସୀଙ୍କ ଦୁଃଖ ସାଜିଛି ରହିଥିବା ଏକ ମାତ୍ର ବିଏସଏନଏଲ ନେଟ ୱର୍କ ସେବା। ଏଠାରେ ବିକଳ୍ପ ଭାବେ ଅନ୍ୟ କୌଣସି ନେଟୱାର୍କ ସେବା ନାହିଁ। ଆଜ ଯାଏ ବିଭାଗ ପକ୍ଷରୁ ବିଏସଏନଏଲ ଫୋର ଜି ସେବା!-->…
ରାଜ୍ୟସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ କନ୍ଧମାଳର ଅପୂର୍ବା ଆର୍ଯ୍ୟାଙ୍କ ସ୍ଵର୍ଣ୍ଣ ପଦକ ହାସଲ…
ଫୁଲବାଣୀ : ଚଳିତ ମାସ ଜାନୁଆରୀ ୧୪ ଓ ୧୫ ତାରିଖରେ ରାଣୀସତୀ ଭବନ ହଲଠାରେ ଓଡିଶା ଟାଇକୋଣ୍ଡ ଆସୋସିଏଶନ ଓ ପୁରୀ ଟାଇକୋଣ୍ଡ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୩୪ ତମ ସିନିଅର କିରୋଗୀ ଏବଂ ପୁମସି ପ୍ରତିଯୋଗିତା ଓ ୩୫ ତମ କିରୋଗୀ ଏବଂ ପୁମସି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରତି!-->…
ଅସହାୟ ଅବସ୍ଥାରେ ରଶ୍ମିତାଙ୍କ ପରିବାର…
ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନ ପଲାବୃଡ଼ି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଶ୍ରାଡ଼ିମୁଣ୍ଡା ଗ୍ରାମ ଡମପିଡ଼ିଆ ସାହିର ରଶ୍ମିତା ଦିଗାଲ। ୪ବର୍ଷ ପୂର୍ବରୁ ସ୍ବାମୀ ରାଜୁ ଦିଗାଲଙ୍କ ହୃଦଘାତରେ ହଠାତ ଦେହାନ୍ତ ହୋଇଥିଲା। ରାଜୁର ରୋଜଗାରରେ ପରିବାରର ଚାଲୁଥିଲା।କିନ୍ତୁ ରାଜୁର!-->…
ଆସନ୍ତା କାଲି ବ୍ରହ୍ମପୁର ଠାରେ ପହଞ୍ଚିବ ‘ଉଠଜାଗ ଆମୃତ ମହୋତ୍ସବ ଯାତ୍ରା’
ବ୍ରହ୍ମପୁର : ବିବେକାନନ୍ଦ କେନ୍ଦ୍ର କନ୍ୟା କୁମାରୀ ଓଡ଼ିଶା ପ୍ରାନ୍ତ ତରଫରୁ ଆୟୋଜିତ ଉଠ ଜାଗ ଆମୃତ ମହୋତ୍ସବ ଯାତ୍ରା ଆସନ୍ତା କାଲି ବ୍ରହ୍ମପୁର ଠାରେ ପହଞ୍ଚିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।ଏହି ଯାତ୍ରାକୁ ବ୍ରହ୍ମପୁର ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରି ପକ୍ଷରୁ!-->…
ଜି ଟ୍ୱେଣ୍ଟିସମ୍ମିଳନୀରେ ଭାରତକୁ ସଭାପତି ଭାବେ ଘୋଷଣା କରାଯିବାକୁ ସ୍ୱାଗତ…
ବ୍ରହ୍ମପୁର : ଜି ଟ୍ୱେଣ୍ଟିସମ୍ମିଳନୀରେ ଭାରତକୁ ସଭାପତି ଭାବେ ଘୋଷଣା କରାଯାଇଥିବା ନେଇ ଆଜି ଗଞ୍ଜାମ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଗାନ୍ଧୀ ନଗର ଛକଠାରେ ଏହାକୁ ସ୍ୱାଗତ ଉତ୍ସବ ପାଳନ କରାଯାଇଛି। ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନ ଗର୍ଭା ସରସ୍ୱତୀ ଦେବୀ ଙ୍କ ତତ୍ୱବାଧାନରେ!-->…
ରାଜ୍ୟସ୍ତରୀୟ ଟାଏକୁଣ୍ଡ ପ୍ରତିଯୋଗିତାରେ କୃତି ପ୍ରୀତିଯୋଗୀଙ୍କୁ ସମ୍ବର୍ଦ୍ଧନା…
ବ୍ରହ୍ମପୁର : କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ ଟାଏକୁଣ୍ଡ ପ୍ରତିଯୋଗିତାରେ ବ୍ରହ୍ମପୁର ଟାଏକୁଣ୍ଡ ଏକାଡେମୀ ର ୪୮ଜଣ କୃତି ପ୍ରୀତିଯୋଗୀ ଙ୍କୁ ରେଳ ଷ୍ଟେସନ ଠାରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଚଳିତ ମାସ ଜାନୁଆରୀ ୧୩ତାରିଖରୁ ୧୫!-->…
ଉତ୍କଳ ମହିଳା ସମିତିର ଜିଲ୍ଲା ପରିଷଦ ବୈଠକ ପାର୍କ ସାହି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ…
ବ୍ରହ୍ମପୁର : ଉତ୍କଳ ମହିଳା ସମିତିର ଜିଲ୍ଲା ପରିଷଦ ବୈଠକ ପାର୍କ ସାହି କାର୍ଯ୍ୟଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।-ଜୋତ୍ସା ରାଣୀ ମହାରଣା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ରାଜ୍ୟ ଉପ ସଭାନେତ୍ରୀ ଏନ. ଭାନୁମତି ରେଡି, ସାଧାରଣ ସମ୍ପାଦକ ଚିନ୍ମୟି ସାହାଣୀ ଯୋଗ ଦେଇ ରାଜ୍ୟରେ ବଢୁଥିବା!-->…