Browsing Category

ଆଞ୍ଚଳିକ

ଜାତୀୟ ଉପଭୋକ୍ତା ଦିବସ ପାଳିତ…

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ ବୈଠକ କକ୍ଷରେ ରାଜ୍ୟ ଉପଭୋକ୍ତା କଲ୍ୟାଣ ବିଭାଗ, ଜିଲ୍ଲା ପ୍ରଶାସନ, ଜିଲ୍ଲା ବୈଧମାପ ବିଭାଗ ଓ ଜିଲ୍ଲା ଉପଭୋକ୍ତା ଆୟୋଗ ଙ୍କ ସହଯୋଗ ରେ ଜିଲ୍ଲା ଉପଭୋକ୍ତା ପରାମର୍ଶ କେନ୍ଦ୍ର, ଓ ବେଦିକ୍ ଦ୍ବାରା ଆୟୋଜିତ ଜାତୀୟ ଉପଭୋକ୍ତା ଦିବସ ବ୍ରହ୍ମପୁର ସହରର…

ଗୁଣି ସନ୍ଦେହରେ ମହିଳାଙ୍କୁ ମାଡ ଅଭିଯୋଗ…

ମାଲକାନଗିରି, ୨୪।୧୨ : ମାଲକାନଗିରି ଜିଲ୍ଲା ବିଏଲପୁର ପଞ୍ଚାୟତର ମେଟ୍ଟାଗୁଡା ଗ୍ରାମରେ ଜଣେ ମହିଳାଙ୍କୁ ଗୁଣି ଗାରେଡି ସନ୍ଧେହରେ ମାଡ ମାରିବା ସହ ବିଷ୍ଟା ଖୁଆଇ ଗରମପାଣି ପକାଇ ଦେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ମେଟ୍ଟାଗୁଡା ଗ୍ରାମର ସାମ ସୁକୁରୀଙ୍କ ପତ୍ନୀ ନନ୍ଦାଇ ସୁକୁରି…

ହିଞ୍ଜିଳି ପୋଲିସର ଚଢ଼ାଉ : ବନ୍ଧାହେଲା ପେସାଦାର ମଦବେପାରୀ

ହିଞ୍ଜିଳିକାଟୁ ୨୪।୧୨ : ହିଞ୍ଜିଳି ଥାନା ଆଡପଡା ଫାଣ୍ଡି ଅନ୍ତର୍ଗତ କରାଖଣ୍ଡି ଗ୍ରାମରେ ରେ ଅବାଧ ମଦ ବିକ୍ରି ଚାଲୁଥିବାର ଅଭିଯୋଗ ବାରମ୍ବାର ହୋଇଆସୁଥିଲା। ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ କରାଖଣ୍ଡି ଗ୍ରାମରେ ଚଢ଼ାଉ କରି ଜଣେ ପେସାଦାର ମଦବେପାରିଙ୍କୁ ବିଦେଶୀ ମଦ ସହ ଗିରଫ…

ରାତି ଅଧରେ ହାତୀପଲର ଉନ୍ମତ୍ତକାଣ୍ଡ…

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲାର ଛତିଶଗଡ଼ ସୀମାନ୍ତବର୍ତ୍ତୀ ଗ୍ରାମ ସିଉନାପାଳିରେ ରାତି ପ୍ରାୟ ଦୁଇଟା ବେଳେ ଏକ ଲୋମହର୍ଷଣକାରୀ ଘଟଣା ଘଟି ଯାଇଛି | ସୂଚନା ଅନୁଯାୟୀ ଗତ ୨୩ ତାରିଖ ରାତି ରାଇଘର ବ୍ଲକ ହାଟଭାରଣ ପଞ୍ଚାୟତର ସିଉନାପାଲି ଗ୍ରାମର ତେଜୁରାମ ଗଣ୍ଡ ଓ ତାଙ୍କ ପୁଅ ରାମ ଗଣ୍ଡ…

ଅଟୋ ଓ ମଟର ସାଇକେଲ ଧକ୍କା, ଜଣେ ଗୁରୁତର…

ଦାରିଙ୍ଗବାଡ଼ି,୨୪/୧୨ : ଦାରିଙ୍ଗବାଡ଼ି ବ୍ଳକ ଭ୍ରମରବାଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁମ୍ଭରବାଡ଼ି ଗ୍ରାମ ନିକଟରେ ଅଟୋ ଓ ମଟର ସାଇକେଲ ଧକ୍କାରେ ମଟର ସାଇକେଲ ଚାଳକ ଗୁରୁତର ହୋଇଥିଲା ବେଳେ ଅଟୋରେ ବସିଥିବା ୬ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ମୁତାବକ ଉକ୍ତ ଭ୍ରମରବାଡ଼ି…

ଖଳାରେ ଥିବା ଧାନଗଦାରେ ନିଆଁ ଲାଗି ଦୁଇ ପରିବାର ସର୍ବସ୍ବାନ୍ତ…

ଦାରିଙ୍ଗବାଡ଼ି, ୨୪/୧୨ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ, ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ କିନାରୀଗାଁରେ ଆଜି ଦିନ ଦ୍ବୀପହରରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାରି ଫଳରେ କିନାରୀଗାଁ ର ୨ ପରିବାର ସର୍ବସାନ୍ତ ହୋଇଥିବା ଜଣାପଡିଛି। ଆଜି ଦିନ ଦ୍ବୀପହରରେ ବାଞ୍ଛାନିଧି ବଡାଇକଙ୍କ ୨ଗଦା ଓ…

ଦାରିଙ୍ଗବାଡ଼ି ଓ ବ୍ରାହ୍ମଣୀଗାଁ ବଜାରରେ ପୋଲିସ ପ୍ରଶାସନ ପକ୍ଷରୁ ବଡ଼ଦିନ ପାଇଁ ଫ୍ଲାଗମାର୍ଚ୍ଚ…

ଦାରିଙ୍ଗବାଡ଼ି,୨୪/୧୨ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକରେ ଥିବା ଦାରିଙ୍ଗବାଡ଼ି ଓ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ବଡ଼ଦିନ ପାଳନକୁ ନେଇ ଉଭୟ ପୋଲିସ ପ୍ରଶାସନ ପକ୍ଷରୁ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୈସିକ ମାଝୀ ଓ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ନେତୃତ୍ୱରେ…

ହିଞ୍ଜିଳି ସେବା ସମବାୟ ସମିତିରେ ଧାନମଣ୍ଡି ଖୋଲିଲା…

ହିଞ୍ଜିଳିକାଟୁ ୨୪।୧୨ ହିଞ୍ଜିଳିକାଟୁ ମିନିଷ୍ଟାବିୟମ ନିକଟରେ ଥିବା ହିଞ୍ଜିଳି ସେବାସମବାୟ ସମିତିରେ ଶନିବାର ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲାପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ,ଗ୍ରୀଟ୍ ଅଧ୍ୟକ୍ଷ ପଵିତ୍ର ମୋହନ ପାଣିଗ୍ରାହୀ ,ହିଞ୍ଜିଳିକାଟୁ…

ନୂଆଵର୍ଷ ଆଗରୁ ଜୁଆ ଆଡ୍ଡା ଉପରେ ଚଢାଉ…

ହିଞ୍ଜିଳିକାଟୁ ୨୪।୧୨ : ଆଗକୁ ନୁଆ ଵର୍ଷ ଆସୁଥିବାବେଳେ ଜୁଆଡ଼ି ମାନେ ବିଭିନ୍ନ ଅଞ୍ଚଳରେ ସକ୍ରିୟ ହୋଇଉଠିଥିବାର ଦେଖାଯାଇଛି। ପୋଲିସ ମଧ୍ୟ ଏମାନଙ୍କ ଉପରେ କଡ଼ା ନଜର ରଖୁଛି। ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମାଣିକ ନଗର ରେ ଚାଲିଥିବା ଜୂଆ ଆଡ୍ଡା ଉପରେ ଗତକାଲୀ ପୋଲିସ ଚଢ଼ାଉ କରି…

ବ୍ରାହ୍ମଣୀଗାଁରେ ପ୍ରି ଖ୍ରୀଷ୍ଟ ମାସ ପାଳିତ…

ଦାରିଙ୍ଗବାଡ଼ି, ତା ୨୪/୧୨ : ଆଉ ଗୋଟିଏ ଦିନ ପରେ ବଡ଼ ଦିନ ପର୍ବ , ଏହି ସମୟରେ ସମଗ୍ର ବ୍ରାହ୍ମଣୀଗାଁ ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଛି। ଚର୍ଚ୍ଚ ସାଜସଜ୍ଜା ସହ ନିଜ ଘରର ସମସ୍ତ ପ୍ରସ୍ତୁତି ପ୍ରାୟ ସରି ଆସିଲାଣି, ଦୂର ଦୁରାନ୍ତ୍ ରେ ଥିବା ଲୋକେ ନିଜ ନିଜ ଗାଁରେ ଆସି ପହଞ୍ଚିଲେଣି ,…