Browsing Category

ଆଞ୍ଚଳିକ

ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନରେ ମୁଖ୍ୟ ଆକର୍ଷଣ ପାଟାବାନ୍ଧା ଜଳ ପ୍ରପାତ

ଦାରିଙ୍ଗବାଡି,୧୫/୧୨ : ଦାରିଙ୍ଗବାଡି ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ କଲେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ। ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଥିବା ବେଳେ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ବିଡ଼ିଓ ଗଦାଧର…

ଅମଳ ଧାନକୁ ନଷ୍ଟ କରୁଛନ୍ତି ହାତୀପଲ, ଚିନ୍ତାରେ ଚାଷୀ, ପ୍ରତିକାର ଦାବି

ବୁଗୁଡ଼ା : ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିନସ୍ଥ ବୁଗୁଡ଼ା ବନାଞ୍ଚଳର ପଞ୍ଚୁଭୁତି ସେକ୍ସନ ଉଦୟପୁର ବିଟ୍ ନିକଟସ୍ଥ କରସିଙ୍ଗି ଗାଁର ବଞ୍ଜର ଗହିରମାଳରେ ବୁଧବାର ମଧ୍ଯରାତ୍ରରେ ବଣୁଆ ହାତୀ ପଲର ଉପଦ୍ରବ ଦେଖିବାକୁ ମିଳିଛି । ଚାଷୀମାନେ ଆଠ ଟିକିଆ ହାତୀ ପାଲକୁ ଦେଖି ସେମାନଙ୍କୁ ଘୋଉଡାଇବା ପାଇଁ…

ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷାଙ୍କ ମହନୀୟତା,ଦୁଇ ଜଣ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କଲେ

ଚିତ୍ରକୋଣ୍ଡା: ଆଜି ଆଦିବାସୀ ଅଧୁଷିତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଜାନବାଇ ମେଡିକାଲ ପିଏଚସିନିଉ ଠାରେ ସ୍ୱାଭିମାନ ଅଞ୍ଚଳ ର ଦୁଇ ଜଣ ଯକ୍ଷ୍ମା ଆକ୍ରାନ୍ତ ରୋଗୀ ଯଥା ବଡପଡା ପଞ୍ଚାୟତ ଖଜୁରୀଗୁମା ଗ୍ରାମର ଘେନୁ ଚରଣ ବଣ୍ଡା ଏବଂ ଜାନବାଇ କଲୋନୀ ଗ୍ରାମର ଦମାଇ ଖିଲ…

ହିଞ୍ଜିଳିକାଟୁ ସରକାରୀ ଵୃନ୍ଦାବନ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପିତ

ହିଞ୍ଜିଳିକାଟୁ ୧୫।୧୨ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସରକାରୀ ଵୃନ୍ଦାବନ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉଦଯାପିତ ହୋଇଯାଇଛି । ଦୁଇଦିନ ଧରି ଏହି କାର୍ଯ୍ୟକ୍ରମ ଚାଲି ରହିଥିଲା । ମଙ୍ଗଳବାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପଲେଇ…

ନିଶାସକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ

ବ୍ରହ୍ମପୁର : ଆଜି ପୂର୍ବାହ୍ନ ସମୟରେ ବିଜୁ ପଟ୍ଟନାୟକ ପାର୍କ ସମ୍ମୁଖରେ ଜନୈକ ଯୁବକ ନିଶାଶକ୍ତ ଅବସ୍ଥାରେ ନିଜ ବେକକୁ ଏକ ଧାରୁଆ ପଦାର୍ଥ ରେ କାଟି ଦେଇଥିବା ଦେଖିବାକୁ ମିଳିଥିଲା ।ଯୁବକ ଜଣକ ବେକ କାଟୁଥିବା ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଜଣାପଡିଛି। ଘଟଣା ସ୍ଥଳରେ ସ୍ଥାନୀୟ…

ବିଶାଳ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହେବ

ଫୁଲବାଣୀ : କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ (ରବିବାର)ଦିନ ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ(କିମ୍‌)ଆନୁକୂଲ୍ୟରେ ଏକ ବିଶାଳ ସ୍ବାସ୍ଥ୍ୟ ପରୀକ୍ଷା ଶିବିର…

ବ୍ଲକ୍ ସ୍ତରୀୟ କ୍ରୀଡା ମହୋତ୍ସବ ଉଦଘାଟିତ

ବୁଗୁଡା : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମରେ ବ୍ଲକ୍ ପ୍ରଶାସନ ପକ୍ଷରୁ ଆୟୋଜିତ ବ୍ଲକ୍ ସ୍ତରୀୟ କ୍ରୀଡା ମହୋତ୍ସବ ଉଦଘାଟିତ ହୋଇଯାଇଛି । ଉକ୍ତ କ୍ରୀଡା ମହୋତ୍ସବର ଉଦଘାଟନୀ କାର୍ଯ୍ୟକ୍ରମରେ ବିଡିଓ ବାସୁଦେବ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡା ପତାକା ଉତ୍ତୋଳନ…

ଆଶାକର୍ମୀ ମାନେ ଘେରାଉ କଲେ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ…

ଫୁଲବାଣୀ :-ସାରା ରାଜ୍ୟ ରେ ଆଶା କର୍ମୀ ମାନଙ୍କ ନ୍ୟାର୍ଯ୍ୟ ଦାବୀ ନେଇ ବିକ୍ଷୋଭ ଚାଲିଥିବା ବେଳେ କନ୍ଧମାଳ ଜ଼ିଲ୍ଲାରେ ମଧ୍ୟ୍ୟ ତାହା ଦେଖିବା କୁ ମିଳିଛି ଜ଼ିଲ୍ଲା ସଭାପତି ଅମ୍ବିକା ବେହେରାଙ୍କ ନେତୃତ୍ୱ ରେ ଜ଼ିଲ୍ଲା ର ଶତାଧିକ ଆଶା କର୍ମୀ ଏକ ବିଶାଳ ଶୋଭାଯାତ୍ରାରେ ମାଦିକୁନ୍ଦା ଛକ ରୁ…

ଧାରଣା ରେ ବସିଥିବା ଅଙ୍ଗନବାଡି କର୍ମୀଙ୍କୁ ଭେଟିଲେ ସ୍ୱତନ୍ତ୍ର ବିକାଶ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝି…

ଚିତ୍ରକୋଣ୍ଡା: ସ୍ୱତନ୍ତ୍ର ବିକାଶ ପରିଷଦ ରାଜ୍ୟ ଉପଦେଷ୍ଟା ଦାଇତ୍ଵ ଗ୍ରହଣ କରିବା ପରେ ପ୍ରଥମ କରି ପ୍ରଦୀପ ମାଝୀ ଚିତ୍ରକୋଣ୍ଡା ସ୍ୱାଭିମାନଞ୍ଚଳ ଗ୍ରସ୍ତ କରିଛନ୍ତି ଆଜି ଏହି ଗ୍ରସ୍ତ ସମୟରେ ଚିତ୍ରକୋଣ୍ଡା ମୁଖ୍ୟ ରାସ୍ତାର ହେଚ୍ ଡି ଏଫ ସି ବ୍ୟାଙ୍କ ନିକଟସ୍ଥ ଅଙ୍ଗନବାଡି କାର୍ଯ୍ୟାଳୟ…

ଚିତ୍ରକୋଣ୍ଡାରେ ଓଡିଶା ଡ୍ରାଇଭର ମହା ସଂଘର ବନ୍ଧୁ ମିଳନ କାର୍ଯ୍ୟକ୍ରମ ସହ ପଦଯାତ୍ରା…

ଚିତ୍ରକୋଣ୍ଡା: ଓଡିଶା ଡ୍ରାଇଭର ମହାସଂଘ ଆନୁକୂଲ୍ୟରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଠାରେ ଜିଲ୍ଲା ସ୍ତରୀୟ ଓଡିଶା ଡ୍ରାଇଭର ମହା ସଂଘ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଓଡିଶା ଡ୍ରାଇଭର ସଂଘ ର ମାଲକାନଗିରି ଜିଲ୍ଲା ସଭାପତି ଚିତ୍ରସେନ ବେହେରା…