Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବଣାଇଁରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଶୁଣାଣି
ରାଉରକେଲା/ବଣାଇଁ, : ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ ଆଦି ଶୁଣାଣି କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଶୁଣାଣି କରାଯାଉଛି। ସୋମବାରଦିନ ବଣାଇଁ ବ୍ଲକରେ ଅନୁଷ୍ଠିତ ଯୁଗ୍ମ ଜନଶୁଣାଣିରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ରାଉରକେଲା ଏସପି ଶ୍ରୀଯୁକ୍ତ!-->!-->!-->…
ପାଗଳା ବିରାଡ଼ି କାମୁଡ଼ା ଭୟରେ ତାଟି କବାଟ ପଡିଲା
ଦାରିଙ୍ଗବାଡ଼ି, ୧୨/୧୨ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ବ୍ରାହ୍ମଣୀଗାଁ ଓଡ଼ିଆ ସାହିରେ ଆଜି ସକାଳୁ ସକାଳୁ ଏକ ଅଭାବନୀୟ ଘଟଣା ଘଟି ଥିବା ଖବର ହସ୍ତଗତ ହୋଇଛି। ଯାହାରି ଫଳରେ ଭୟରେ ଲୋକ ତାଟି କବାଟ ପକାଇ ରହୁଥିବା ଜଣା ପଡ଼ିଛି। ଆଜି ସକାଳୁ ସକାଳୁ ଓଡ଼ିଆ!-->…
ବାଲିଗୁଡାରେ ସଙ୍କୁଳସ୍ତରୀୟ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୁଲ୍ୟରେ ବାଲିଗୁଡ଼ା ସଙ୍କୁଳ ସ୍ତରୀୟ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟ ପରିଚାଳନା ସମିତି ର ସଭାପତି ରବିନ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତା ରେ ତଥା ପ୍ରଧାନଆଚାର୍ଯ୍ୟ!-->…
ତୁମୁଡିବନ୍ଧ ଶିଶୁ ବିଦ୍ୟାମନ୍ଦିରରେ ସ୍ବଦେଶୀ ସପ୍ତାହ ପାଳନ
ଫୁଲବାଣୀ : ଡ଼ଃ ଆମ୍ବେଦକାର ଛକରେ ଅବସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ କୁନି କୁନି ଛାତ୍ରଛାତ୍ରୀମନେ ସ୍ବଦେଶୀ ଜିନିଷଗୁଡିକର ପ୍ରଦର୍ଶନ କରିଥିଲେ l ଡିସେମ୍ବର ଛଅରୁ ଡିସେମ୍ବର ବାର ପର୍ଯ୍ୟନ୍ତ ସାରା ଦେଶରେ ସ୍ବଦେଶୀ ସପ୍ତାହ ପାଳନ କରାଯାଉଛି l ବିଭିନ୍ନ ସ୍ଥାନରେ ଏହି!-->…
କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଫୁଲବାଣୀ :-କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ପାରିଜାତ କଲ୍ୟାଣ ମଣ୍ଡପ ଠାରେ ଏକ ଆଲୋଚନା ଚକ୍ର ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସଭାପତି କମଳାକାନ୍ତ ପାଣ୍ଡେ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ସରକାର ପ୍ରଣୟନ କରିଥିବା ନିୟମ କାନୁନ!-->…
୧୯୭୨ ମାଟ୍ରିକ ବ୍ୟାଚ୍ ଛାତ୍ରଙ୍କ ୫୦ ବର୍ଷରେ ହେବ ବନ୍ଧୁ ମିଳନ !
ବୁଗୁଡ଼ା : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲର ୧୯୭୨ ମାଟ୍ରିକ ବ୍ୟାଚ ପକ୍ଷରୁ ଦୀର୍ଘ ୫୦ ବର୍ଷ ପରେ ଏକ ବନ୍ଧୁ ମିଳନ ଉତ୍ସବ ନିକଟସ୍ଥ ଐତିହାସିକ ପୀଠ ବୁଦ୍ଧଖୋଲ ଠାରେ ଆସନ୍ତା ଡିସେମ୍ବର ୨୦ ତାରିଖ ଦିନ ହେଉଥିବା ନେଇ ଜଣାଯାଇଛି ।ମିଳନର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ପୁରାତନ ଛାତ୍ରମାନେ ଉତ୍ସବ!-->…
୨୩ ରୁ ଆରମ୍ଭ ହେବ ଜିଲ୍ଲାସ୍ତରୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ
ହିଞ୍ଜିଳିକାଟୁ ୧୦।୧୨ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମିନି ଷ୍ଟାଡିୟମ ପରିସରରେ ଚଳିତ ମାସ ୨୩ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି ଜିଲ୍ଲା ସ୍ତରୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ।
ହିଞ୍ଜିଳିକାଟୁ ଈଗଲ କ୍ରିକେଟ କ୍ଳବ ଆନୁକୁଲ୍ୟରେ ଆୟୋଜିତ ଦୀପକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଆଜି!-->!-->!-->…
ଆମ ଆଦମୀ ପାର୍ଟିର ବୈଠକ : ଦୁର୍ନୀତିମୁକ୍ତ ସରକାର ଗଠନ ପାଇଁ ପ୍ରୟାସ
ଫୁଲବାଣୀ -୧୧/୧୨ : ରାଜ୍ୟରେ ଏକ ସ୍ଵଛ ଓ ଦୁର୍ନୀତିମୁକ୍ତ ସରକାର ଗଠନ କରିବାପାଇଁ ଆମ ଆଦମୀ ପାର୍ଟି ରେ ସାମିଲ ହୋଇ ସଂଗଠନ କୁ ସୁଦୃଢ଼ କରିବା ପାଇଁ ରବିବାର ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ମୃତି ଭବନ ଠାରେ ଆୟୋଜିତ କର୍ମୀ ସମ୍ମିଳନୀରେ ଯୋଗଦେଇ ରାଜ୍ୟ ଆବାହକ ନିଶିକାନ୍ତ ରଥ ଆହ୍ୱାନ!-->…
ମଟର ସାଇକେଲରେ ପଡ଼ି ଚାଳକ ଗୁରୁତର
ଦାରିଙ୍ଗବାଡ଼ି,୧୧/୧୨ : ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ପାଟା ଗ୍ରାମର କୈଳାଶ ପ୍ରଧାନଙ୍କ ପୁଅ ମିଖାଏଲ ପ୍ରଧାନ(୩୫) ଓ କୈଳାଶ ପ୍ରଧାନଙ୍କ ସାନ ଭାଇ ସୁନାରା ପ୍ରଧାନ (୫୬) ଘରୋଇ କାମରେ ବାଲିଗୁଡ଼ା ଯାଇ ଦାରିଙ୍ଗବାଡ଼ିକୁ ଫେରିବା ରାସ୍ତାରେ ସିର୍ତିଗୁଡ଼ା ନିକଟ ଗଂଜୁଗୁଡ଼ା ଗ୍ରାମ!-->!-->!-->…
ଆବାହନ କାଳରୁ କୁଇ ଭାଷା ପ୍ରଚଳିତ ହୋଇ ଆସୁଛି
ଫୁଲବାଣୀ:- ୧୧/୧୨: କନ୍ଧମାଳ ଜିଲ୍ଲା ସ୍ଥାନୀୟ ସେନାପତି ରେସିଡେନିସ ଠାରେ ତିନି ଦିନିଆ କୁଇ ଲିପି ପ୍ରଦର୍ଶନୀ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l କୁଇ ଲିପିର ସ୍ୱୀକୃତି ପାଇଁ ବିଧାୟକ ଭାବେ ଯଥା ସମ୍ଭବ ଉଦ୍ୟମ କରିବେ ବୋଲି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଓ ଜି. ଉଦୟଗିରି ବିଧାୟକ!-->…