Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସ୍କୁଲଛୁଟି ପରେ ଘରକୁ ଫେରୁଥିବା ବେଳେ ଗାଡି ଦୁର୍ଘଟଣାଗ୍ରସ୍ତ : ୫ଛାତ୍ରଛାତ୍ରୀଙ୍କ ସମେତ ୧୦ ଆହତ
ଛତ୍ରପୁର : ସ୍କୁଲ ଖରା ଛୁଟି ହୋଇଯିବା ପରେ ଏକ ବୁଲେରୋ ଗାଡି ଓଡି ୦୨ଟି ୩୯୯୦ ଯୋଗେ ନିଜ ଘର କୁ ଫେରୁଥିବା ବେଳେ ଛତ୍ରପୁର ଥାନା ଅଧିନ ଉଜଳେଶ୍ଵରୀ ମନ୍ଦିର ଜାତୀୟ ରାଜପଥ ନିକଟରେ ଗାଡି ଟି ଭାରଶ୍ୟାମ ହରାଇ ଦୁର୍ଘଟଣା | ଗାଡି ଟି ରାସ୍ତା ର ତଳକୁ ଖସି ଓଲଟି ପଡିଥିଲା | ଏଥିରେ ଚାଳକ ସମେତ!-->…
ପାଟଖଣ୍ଡା ଠାକୁରାଣୀ ଯାତ୍ରା ଲାଗି ଆଧ୍ୟାତ୍ମିକମୟ ପରିବେଶରେ ଶୁଭଖୁଣ୍ଟି ସ୍ଥାପନ
ବାଲିଗୁଡା,୨୩/୦୪ : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ଠାକୁରାଣୀଙ୍କ ଯାତ୍ରା ପାଇଁ ମଙ୍ଗଳବାର ରାତିରେ ଗାନ୍ଧୀ ଛକ ସ୍ଥିତ ମା 'ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ନିକଟରେ ଶୁଭଖୁଣ୍ଟି ସ୍ଥାପିତ ହୋଇଛି l ମା'ଙ୍କ ମୁଖ୍ୟମନ୍ଦିରରୁ ଶୁଭଖୁଣ୍ଟିକୁ!-->…
ଟିପିଏସ୍ଓଡିଏଲ୍ ପକ୍ଷରୁ ଗ୍ରୀଷ୍ମ ସୁରକ୍ଷା ମାର୍ଗଦର୍ଶିକା ଜାରି
-- ଖରା ଏବଂ ବୈଦ୍ୟୁତିକ ଉପକରଣଠାରୁ ସୁରକ୍ଷିତ ରହିବାକୁ ଜନସାଧାରଣଙ୍କୁ ପରାମର୍ଶ
ବ୍ରହ୍ମପୁର : ସମଗ୍ର ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ଖରା ଜନିତ ସ୍ୱାସ୍ଥ୍ୟ ସମସ୍ୟା ଏବଂ ସମ୍ଭାବ୍ୟ!-->!-->!-->…
କାଠ ଚୋରାଚାଲାଣରେ ମାତିଛନ୍ତି କାଠ ମାଫିଆ, ଚେଇଁ ଶୋଇଛି ବନ ବିଭାଗ
ଉମରକୋଟ : କଥାରେ ଅଛି ଚୋର ଗଲାପରେ ବୁଦ୍ଧି ଆସେ | ବନ ସବୁ ସରିଗଲା ପରେ ବର୍ତ୍ତମାନ ଚେଇଁଛି ବନ ବିଭାଗ। ବେଧଡ଼କ ବନ କାଟି ସଫା ହୋଇଗଲାଣି, ରାସ୍ତା କଡ଼ରେ କାଠ ମାଫିଆ ମାନେ କାଠ ଡିପୋ ଖୋଲି ବେନିୟମରେ ବେଧଡ଼କ କାଠ ବ୍ୟବସାୟ ଚଳାଉଛନ୍ତି। ଏହି କାଠ ବ୍ୟବସାୟ ଆଳରେ କାଠ ଡିପୋ!-->!-->!-->…
ଅଂଶୁଘାତରେ ବୃଦ୍ଧଙ୍କ ମୃତ୍ୟୁ ଆଶଙ୍କା
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଲକ୍ ଖରିଡା ଗ୍ରାମରେ ବୁଧବାର ସକାଳ ପ୍ରାୟ ୧୦ଘଣ୍ଟା ସମୟରେ ଜୈନେକ ବୃଦ୍ଧଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଆଶଙ୍କା ପ୍ରକାଶ ପାଇଛି।ମୃତକ ଜଣଙ୍କ ହେଲେ ଖରିଡା ଗ୍ରାମ କେନାଲ ସାହିର ଦୀନବନ୍ଧୁ ବେହେରା (୫୮) ବୋଲି ଜଣାପଡ଼ିଛି। ପ୍ରାପ୍ତ ସୂଚନା ଅନୁଯାୟୀ!-->…
ନର ରାକ୍ଷସମାନଙ୍କୁ ଯଥାଶୀଘ୍ର ଦଣ୍ଡ ଦିଆଯାଉ : ସମାଜସେବୀ ସୁଶାନ୍ତ ସାବତ
ଜାମୁକାଶ୍ମୀରରେ ପର୍ଯ୍ୟଟକ ମୃତକଙ୍କୁ ଶ୍ରଦ୍ଧାଞ୍ଜଳିବ୍ରହ୍ମପୁର : ବ୍ରହ୍ମପୁର ହିଲପାଟଣା ସ୍ଥିତ ମହାନ ସଙ୍ଘ ଅଫିସ ଠାରେ ଜାମୁକାଶ୍ମୀର ରେ ଘଟି ଥିବା ଆତଙ୍କବାଦୀ ଆକ୍ରମଣ ରେ ଜୀବନ ହାରିଥିବା ବ୍ୟକ୍ତି ଙ୍କ ଉଦେଶ୍ୟରେ ଶୋକ ସଭା ସଭାପତି ସୁଶାନ୍ତ ସାବତ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ!-->…
ଛତ୍ରପୁର ଶ୍ରମ କାର୍ଯ୍ୟାଳୟରେ ଖାଲିଥିବା ପଦବୀ ପୂରଣ କରିବା ସହ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଶ୍ରମମନ୍ତ୍ରୀଙ୍କ…
ଛତ୍ରପୁର : ଛତ୍ରପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଅଧ୍ଯକୃତ ପରିସରରେ କାର୍ଯ୍ୟ କରୁଥିବା ବିଭିନ୍ନ ଶ୍ରମିକ ସଂଗଠନ ଓ ନିର୍ମାଣ ଶ୍ରମିକ ୟୁନିୟନର ମିଳିତ କ୍ରିୟା ଅନୁଷ୍ଠାନ କମିଟି ଏବଂ କର୍ମକର୍ତା ମାନେ ଆଜି ବିଭିନ୍ନ ଦାବୀ ନେଇ ଶ୍ରମ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଲିଖିତ ଦାବୀ ପତ୍ର!-->…
ଡିଜେ ଗାଡି ଜବତ, ଜଣେ ଅଟକ
ହିଞ୍ଜିଳିକାଟୁ : ବିନା ଅନୁମତିରେ ବିଳମ୍ବିତ ରାତିରେ କର୍କଶ ଶବ୍ଦ ପ୍ରଦ୍ୟୁଷଣ କରି ଡିଜେ ବଜାଇବା ପଡିଛି ମହଙ୍ଗା। ସଂପୃକ୍ତ ଘଟଣାରେ ହିଞ୍ଜିଳି ପୁଲିସ ଡିଜେ ଗାଡିକୁ ଜବତ କରିବା ସହ ଡିଜେ ମାଲିକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି । ଏଭଳି ଏକ ଘଟଣା ସୋମବାର ବିଳମ୍ବିତ ରାତିରେ!-->…
ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ନାହିଁ : ବିଦ୍ୟୁତ କାଟରେ ସହରବାସୀ ଅତିଷ୍ଠ
ହିଞ୍ଜିଳିକାଟୁ : ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଆଣିବା ଏବଂ ଗ୍ରାହକଙ୍କୁ ଉତ୍ତମ ସେବା ପ୍ରଦାନ ଲକ୍ଷ୍ୟରେ ବିଦ୍ୟୁତ ବିତରଣ କମ୍ପାନୀ ସାଉଥକୋକୁ ଟାଟା ପାୱାରକୁ ହସ୍ତାନ୍ତର କରାଯାଇଛି । ଟାଟାପାୱାର ଦାୟିତ୍ୱ ଗ୍ରହଣ କରିବା ପରେ ବିଦ୍ୟୁତ ସେବାରେ ନିଶ୍ଚିତ ଉନ୍ନତି ଆସିବ ବୋଲି ଗ୍ରାହକଙ୍କ!-->…
ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ସହ ହତ୍ୟା ଧମକ
ହିଞ୍ଜିଳିକାଟୁ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ସହ ହତ୍ୟା ଧମକ ଦେବା ଅଭିଯୋଗ ହୋଇଛି। ଆକ୍ରମଣରେ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ହିଞ୍ଜିଳି ଥାନା ରାଳବ ଗ୍ରାମର ଶୁଭମ୍ ବରଡ (୧୯) । ଆହତ ଯୁବକଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ କେସ ନଂ- ୩୨୭/୨୫ ରେ!-->…