Browsing Category

ଆଞ୍ଚଳିକ

ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ବୁଗୁଡ଼ା : ବୁଗୁଡ଼ା ସହର ଅରବିନ୍ଦ ନଗର ୪ର୍ଥ ଗଳିରେ ଶୁକ୍ରବାର ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ଯୁବକ ଜଣକ ହେଲେ ଜିତେନ୍ କୁମାର ସାହୁ (୩୫) । ପ୍ରକାଶ ଯେ , ପାରିବାରିକ ଅଶାନ୍ତି କାରଣରୁ ଜିତେନ୍ ଘର ଛାତରେ ଥିବା ଫ୍ଯାନରେ ରଶି ଲଗାଇ ଝୁଲି ପଡିଥିଲେ ।…

ପୂର୍ବତନ କାଉନସିଲରଙ୍କ ପରଲୋକ

ବୁଗୁଡ଼ା : ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ କାଉନସିଲର ଉମା ପାତ୍ର(୭୫)ଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି । ସେ ଦୀର୍ଘ ଦିନ ହେଲା ଶାରୀରିକ ଅସୁସ୍ଥତା ଅନୁଭବ କରିଆସୁଥିଲା ବେଳେ ଆଜି ଭୋର ସମୟରେ ବୁଗୁଡ଼ା ବଡଦାଣ୍ଡସ୍ଥିତ ନିଜ ବାସ ଭବନରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।…

ଗୁଣ୍ଡୁରୀଗୁଡା ଠାରେ ସରକାରୀ ଜମିରେ ଜବରଦଖଲ ମାମଲା : ଉଛେଦ କଲା ଜିଲ୍ଲା ପ୍ରଶାସନ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଗୁଣ୍ଡୁରୀଗୁଡା ଠାରେ ଥିବା ପ୍ରାୟ୨ଏକର ସରକାରୀ ଜମିରେ କିଛି ମାସ ହେବ ୭ ଜଣ ପରିବାର ବାସ କରୁଥିଲେ । ଯେହେତୁ ଏହି ଜମି ସରକାରୀ ଅଟେ ତେଣୁ ଏହି ଜମି ଖାଲି କରିବା ପାଇଁ ମୁନ୍ସୀପାଲଟି ତରଫରୁ ଏହି ବ୍ୟକ୍ତି ମାନଙ୍କୁ ନୋଟିସ ମଧ୍ୟ ଜାରି ହୋଇଥିଲା।…

୩୦ ଏକର ଜମିର ଗଞ୍ଜେଇ ଗଛ ନଷ୍ଟ କଲା ପ୍ରଶାସନ…

ଚିତ୍ରକୋଣ୍ଡା : ପୋଲିସ,ଅବକାରୀ ବିଭାଗ, ଡି ଭି ଏଫ ମିଳିତ ଚଢଉ ରେ ୩୦ ଏକର ଜମିରେ ପ୍ରାୟ ୩୮,୦୦୦ ଗଞ୍ଜେଇ ଗଛ ନଷ୍ଟ କରିଛନ୍ତି।ଆଉ କିଛି ଦିନ ଗଲେ ଗଞ୍ଜେଇ ଅମଳ ହେବ।ଏହା ପୂର୍ବରୁ ଏହି ଗଞ୍ଜେଇ ଗଛକୁ ମୂଳ ପଛ କରିବାକୁ ଅଣ୍ଟା ଭିଡ଼ିଲେନି ଜିଲ୍ଲା ପ୍ରଶାସନ,ପୋଲିସ ବିଭାଗ,ଅବକାରୀ…

ବିଶିଷ୍ଟ ସମାଜସେବୀ ତାରିଣୀ ବେହେରାଙ୍କ ପତ୍ନୀ ବିୟୋଗ

ଫୁଲବାଣୀ : ବିଶିଷ୍ଟ ସମାଜସେବୀ ତଥା ଆଦର୍ଶ ପ୍ରଧାନ ଶିକ୍ଷକ ଜନସେବକ ତାରିଣୀ ଚରଣ ବେହେରାଙ୍କ ଧର୍ମପତ୍ନୀ ସରସ୍ଵତୀ ବେହେରାଙ୍କ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଥିଲା l ସୁସ୍ଥାବସ୍ତାରୁ ହଠାତ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା l ସେଠାରେ…

ଶିଶୁ ମନ୍ଦିରରେ ବିଂଶତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା

ଚିତ୍ରକୋଣ୍ଡା (୧୮/୧୧) : କରୋନା କଟକଣା ନିମନ୍ତେ ଦୀର୍ଘ ଦୁଇ ତିନି ବର୍ଷ ହେଲା ବିଦ୍ୟାଳୟ ରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ବାଧାପ୍ରାପ୍ତ ହୋଇ ପଡିଥିଲା । ଚଳିତ ବର୍ଷ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବିଂଶତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା…

ଚିତ୍ରକୋଣ୍ଡାରେ ସ୍ୱାଭିମାନ ଅଞ୍ଚଳ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଚିତ୍ରକୋଣ୍ଡା (୧୮/୧୧) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଆନୁକୂଲ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ସହାୟତାରେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଉପାନ୍ତ ପଣଷପୁଟ ପଞ୍ଚାୟତ ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ଭୀମଭୋଇ…

କୁଇ ସାମାଜ ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଫୁଲବାଣୀ : ୧୭ ଦଫା ଦାବିପୂରଣ ନେଇ କୁଇ ସମାଜ ସେବା ସମିତି ପକ୍ଷରୁ ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ କୁଇ ସମାଜ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଦାବୀ ମଧ୍ୟରେ ରହିଛି ଜଙ୍ଗଲ ଜମି ପଟ୍ଟା, ମେଡିକାଲ କଲେଜକୁ ସ୍ଥାନୀୟ ଆଦିବାସୀ ନେତାଙ୍କ ନାମରେ ନାମିତ କରିବା,…

ଯଶୋଦା ଫାଉଣ୍ଡେସନ ପକ୍ଷରୁ ଅସହାୟ ମହିଳାଙ୍କୁ ଶୀତବସ୍ତ୍ର ବଣ୍ଟନ

ଛତ୍ରପୁର : ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ବଉଳଗାଁ ପଂଚାୟତର ରୁକୁଣୀ ଗାଁ ରେ ଏକ ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନ୍ ର ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ପୌରହିତରେ ଅନୁଷ୍ଠିତ ଏହି…