Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
କଳାକାରମାନେ ଜଣେ ଜଣେ ସମାଜ ସଂସ୍କାରକ ହେତୁ ସେମାନଙ୍କ ପ୍ରତି ଅଙ୍ଗୁଳି ପ୍ରଦର୍ଶନ ଅସମୀଚିନ : ମହାସଚିବ
(ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ପକ୍ଷରୁ ଉଦବେଗ ପ୍ରକାଶ)
ବ୍ରହ୍ମପୁର : ସମ୍ପ୍ରତି ଆମ ରାଜ୍ୟରେ ଦେଖା ଦେଇଥିବା ଯଲିଉଡ୍ ହଇଚଇ ନେଇ କଳା ଓ କଳାକାର ହିତୈଷୀ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ପକ୍ଷରୁ ଉଦବେଗ ପ୍ରକାଶ ପାଇଛି। ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା.!-->!-->!-->…
ସାମାଜିକ ବାସନ୍ଦ ଭୟରେ ଥାନାର ଦ୍ଵାରସ୍ଥ ହେଲେ ପୀଡିତ ପରିବାର, ଗ୍ରାମ କମିଟି ସଭାପତି ଓ ସମ୍ପାଦକଙ୍କ ନାମରେ ମାମଲା…
ମାଲକାନଗିରି : ଦୀର୍ଘ ଦିନ ଧରି ଗାଁ ରୁ ବାସନ୍ଦ ହେବା ପରେ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହେଲେ ପରିବାର ଲୋକେ। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ପଦ୍ମଗିରେ ପଞ୍ଚାୟତ ଅନ୍ତର୍ଗତ ଏମଭି ୧୦୧ ଗ୍ରାମର ଚନ୍ଦନା ମଲ୍ଲିକଙ୍କ ପରିବାରକୁ ଗାଁ କମିଟି ଗତ ଦୁଇ ବର୍ଷ ତଳେ ଗାଁରୁ ବାସନ୍ଦ!-->…
ଜିଲ୍ଲାରେ ଗଞ୍ଜାମ ପୋଲିସର ସ୍ୱତନ୍ତ୍ର ଅପରେସନ, ୩୪ ନିଖୋଜ ଶିଶୁ ଉଦ୍ଧାର…
ଛତ୍ରପୁର : ଜିଲ୍ଲାରେ ଗଞ୍ଜାମ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ । ଏହି ଅଭିଯାନ ଆଧାରରେ ୩୪ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିଛି ପୋଲିସ । ସେଥିମଧ୍ୟରୁ ୩୦ ଜଣ ନାବାଳିକା ଏବଂ ୪ ଜଣ ନାବାଳକ ରହିଥିବା ସୂଚନା ମିଳିଛି ।
ଗଞ୍ଜାମ ଜିଲ୍ଲାରେ ଚଳିତ ମାସ ୧୫ରୁ ଅଧିକ ପିଲାମାନେ ନିଖୋଜ!-->!-->!-->…
ରଘୁନାଥ ମନ୍ଦିରରେ କର୍ମଚାରୀ ନିଯୁକ୍ତି ଦାବୀ
ନୟାଗଡ଼: ନୟାଗଡ଼ ଜିଲ୍ଲାର ଅନ୍ୟତମ ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର ଭାବେ ପରିଚିତ ଓଡ଼ଗାଁ ରେ ବିରାଜିତ ଶ୍ରୀ ରଘୁନାଥ ଜୀଉ ମନ୍ଦିରରେ ଅନେକ ସମସ୍ୟା ରହିଥିବା ବେଳେ କର୍ମଚାରୀ ଅଭାବରୁ ମନ୍ଦିରର ସୁରକ୍ଷା ଓ ସୁପରିଚାଳନା ପାଇଁ ଅନେକ ପ୍ରତିବନ୍ଧକ ସୃଷ୍ଟି ହୋଇଛି ।ରଘୁନାଥ ଜୀଉ ମନ୍ଦିର ପାଇଁ!-->…
ନିମ୍ନମାନର ଛତୁଆ କୁ ମହିଳା ସଂଗଠନର ବିରୋଧ : କୋମଳମତି ଶିଶୁଙ୍କ ଜୀବନ ସହ ଖେଳ
ଉଚିତ ପଦକ୍ଷେପ ଗ୍ରହଣ ନ କଲେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀଉମରକୋଟ/ରାଇଘର : ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ରାଇଘର ବ୍ଲକରେ ଗର୍ଭବତୀ ମହିଳା ଓ କୋମଳ ମତି ଶିଶୁ ମାନଙ୍କୁ ଦିଆଯାଉଥିବା ପୁଷ୍ଟିକର ଛତୁଆ ବଣ୍ଟନରେ ଘୋର ଅବ୍ୟବସ୍ଥା ଦେଖିବାକୁ!-->!-->!-->…
ଜଳୁଛି ଇଟାଭାଟି ବଢୁଛି ତାତି: ପ୍ରଶାସନର କଟକଣା ନାହିଁ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ସମେତ ଆଖପାଖ ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ମାର୍ଚ ପ୍ରଥମ ସପ୍ତାହରୁ ହିଁ ସବୁଦିନର ତାପମାତ୍ରା ୪୦ ଡିଗ୍ରୀରେ ପହଞ୍ଚିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଫେବୃଆରୀ ମାସ ଶେଷ ସପ୍ତାହରୁ!-->…
ଜିଲ୍ଲାସ୍ତରୀୟ ପୋଷଣ ପକ୍ଷ ପାଳନ ଉତ୍ସବ ଉଦଯାପିତ
ନବରଙ୍ଗପୁର : ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ କ୍ରମେ ଚଳିତ ମାସ ଏପ୍ରିଲ ୮ ତାରିଖ ରୁ ଜିଲ୍ଲାରେ ପାଳନ କରାଯାଉ ଥିବା ପୋଷଣ ପକ୍ଷ-୨୦୨୫ ଆଜି ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ଜିଲ୍ଲା ସମାଜ କଲ୍ଯାଣ ବିଭାଗ ତରଫରୁ ସ୍ଥାନୀୟ ମିଶନ ଶକ୍ତି ସଭାଗୃହ ଠାରେ!-->…
ଆକ୍ରମଣ ସହ ହତ୍ୟା ଧମକ, ଥାନାରେ ଏତଲା
ହିଞ୍ଜିଳିକାଟୁ : କୈାଣସି କାରଣରୁ ଗ୍ରାମର ୨ ଯୁବକ ମାରପିଟ୍ ହେଉଥିବା ବେଳେବେଳେ ଉଭୟଙ୍କୁ ବୁଝାସୁଝା କରିବା ବେଳେ ଉତ୍ତ୍ୟକ୍ତ ଯୁବକ ଓ ତାଙ୍କ ବାପା ମିଶି ବୁଝାସୁଝା କରୁଥିବା ଯୁବକଙ୍କୁ ଆକ୍ରମଣ କରିବା ସହ ହତ୍ୟା ଧମକ ଦେବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା!-->…
ମହିଳା ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ମାନସିକ ନିର୍ଯ୍ୟାତନା ଘଟଣା ଅଭିଯୋଗ କୁ ନେଇ ଜିଲ୍ଲାପାଳଙ୍କ ନିର୍ଦେଶ ଅନୁଯାୟୀ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ସ୍ଥିତ ମାଲକାନଗିରି ମହିଳା ମହା ବିଦ୍ୟାଳୟରେ ଅଧ୍ୟୟନରତ ଜଣେ ଗରୀବ ଓ ମେଧାବୀ ଛାତ୍ରୀଙ୍କୁ କିଛି ଅଧ୍ୟାପିକା ଓ କର୍ମଚାରୀ ମାନସିକ ଭାବେ ନିର୍ଯ୍ୟାତନା ଦେଉଥିବା ନେଇ ଅଭିଯୋଗ ଆସିବା ପରେ ଘଟଣାର ତଦନ୍ତ ପାଇଁ ଜିଲ୍ଲାପାଳ ଅଶିଶି ଇଶ୍ଵର ପାଟିଲଙ୍କ!-->…
ଆମ୍ବେଦକର ଜୀବନୀକୁ ନେଇ କଂଗ୍ରେସର ରାଜନୀତି ବୁଦ୍ଧିଜୀବୀ ସମ୍ମିଳନୀରେ ମତରଖିଲା ବିଜେପି
ମାଲକାନଗିରି : ଦେଶ ୧୯୪୭ ମସିହାର ଅଗଷ୍ଟ ୧୫ରେ ସ୍ୱାଧୀନ ହୋଇଥିଲା ବେଳେ ୧୯୫୦ ମସିହା ଜାନୁଆରୀ ୨୬ରେ ଗଣତନ୍ତ୍ର ଦେଶ ଭାବେ ଘୋଷଣା କରା ଯାଇଥିଲ।। ସେ ସମୟରେ ପ୍ରବାଦ ପୁରୁଷ ବାବା ସାହେବ ଡଃ ଭିମରାଓ ଆମ୍ବେଦକର ଭାରତର ସୁଦୃଢ ଗଣତନ୍ତ୍ର ପାଇଁ ସମ୍ବିଧାନ ଲେଖିଥିଲୋ କିନ୍ତୁ ୧୯୫୦ ରୁ ୧୯୫୨!-->…