Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଲକ୍ଷ୍ମୀନୃସିଂହ କଳାମନ୍ଦିର ତରଫରୁ ଶିଶୁ ମହୋତ୍ସବ ଅନୁଷ୍ଠିତ
ହିଞ୍ଜିଳିକାଟୁ (୧୪।୧୧) : ହିଞ୍ଜିଳିକାଟୁ ଲକ୍ଷ୍ମୀନୃସିଂହ କଳାମନ୍ଦିର ପରିଷରରେ ଶିଶୁ ଦିବସ ଅବସରରେ ଲକ୍ଷ୍ମୀନୃସିଂହ କଳାମନ୍ଦିର ସଭାପତି ନୃସିଂହ ପ୍ରସାଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶିଶୁ ମହୋତ୍ସବ ପାଳନ ହୋଇଯାଇଛି। ମହୋତ୍ସବରେ ମୁଖ୍ୟଅତିଥି ଭାବେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ!-->…
ପବିତ୍ର ଶିଶୁଦିବସ ଉପଲକ୍ଷେ କ୍ରାନ୍ତି ଯୁବଛାତ୍ର ସଂଘ ତରଫରୁ ୫୦ ୟୁନିଟ୍ ରକ୍ତ ସଂଗ୍ରହ
ଛତ୍ରପୁର : ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସ୍ମୃତିଚାରଣ ତଥା ଶିଶୁ ଦିବସ ଅବସରରେ କ୍ରାନ୍ତି ଯୁବଛାତ୍ର ସଂଘ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କ୍ରାନ୍ତି ଯୁବଛାତ୍ର ସଂଘର ସଭାପତି ଇଜୁ ଆମିନ୍ ଖାନ୍ ଓ ‘ସମାଜସେବୀ ଭାଗିରଥୀ ବେହେରାଙ୍କ ମିଳିତ!-->…
ନେହରୁ ଯୁବକେନ୍ଦ୍ରର ପ୍ରତିଷ୍ଠା ଓ ଶିଶୁ ଦିବସ କାର୍ଯ୍ୟକ୍ରମ
ଫୁଲବାଣୀ : କୋଟଗଡ ବ୍ଲକର ସ୍ଥାନୀୟ ସନ୍ତୋଷୀ ଆଶ୍ରମ ଜି ମହାବିଦ୍ୟାଳୟ କୋଟଗଡ ଠାରେ ନେହରୁ ଯୁବକେନ୍ଦ୍ର ଫୁଲବାଣୀ ତରଫରୁ ନେହରୁ ଯୁବ କେନ୍ଦ୍ରର ପ୍ରତିଷ୍ଠା ଦିବସ ଓ ଶିଶୁ ଦିବସ ପାଳିତ ହୋଇ ଯାଇଅଛି l ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ସନ୍ତୋଷୀ ଆଶ୍ରମ ଜି ମହା ବିଦ୍ୟାଳୟର!-->…
ଅରବିନ୍ଦ ନଗର ଅଙ୍ଗନୱାଡି କେନ୍ଦ୍ର ଫୁଲବାଣୀ ଠାରେ ଶିଶୁ ଦିବସ ପାଳିତ
ଫୁଲବାଣୀ : ଅରବିନ୍ଦ ନଗର ଅଙ୍ଗନୱାଡି କେନ୍ଦ୍ର ଫୁଲବାଣୀ ଠାରେ ଶିଶୁ ଦିବସ ଅନୁଷ୍ଟିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଆଇନଜିବୀ ତଥା ଜାଗ୍ରତ କନ୍ଧମାଳର ପ୍ରତିଷ୍ଠାତା ସତ୍ୟ ନାରାୟଣ ବେହେରା ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଙ୍ଗନୱାଡି ସୁପରଭାଇଜର ମୌସୁମୀ!-->…
ପାଓ କନ୍ଧମାଳର ସମସ୍ତ ସଦସ୍ୟଙ୍କୁ କ୍ୟାମେରା ତାଲିମ ଦିଆଯିବାକୁ ନିଷ୍ପତି
ଫୁଲବାଣୀ : ଫୋଟ ଏକ୍ସପୋ ୨୦୨୨ ଫଟୋଗ୍ରାଫି ଓଡିଶା ଆସୋସିଏସନ (ପାଓ) ଦ୍ୱାରା ଭୁବନେଶ୍ୱର ସୋଆ ୟୁନିଭେରସିଟି ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପାଓ ଦ୍ୱାରା ବରିଷ୍ଠ ଫୋଟ ଗ୍ରାଫର ଶ୍ରୀଯୁକ୍ତ ଶଶିଭୂଷଣ ଜେନା ଙ୍କୁ ଉଦଯାପନୀରେ ଲାଇଫ ଟାଇମ ଆଚିଭମେଣ୍ଟରେ ସମ୍ମାନିତ କରା ଯାଇଥିଲା!-->…
ସ୍ୱାଭିମାନ ଅଞ୍ଚଳରେ ଶିଶୁ ମୃତୁହାର ନିରାକରଣ ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ
ଚିତ୍ରକୋଣ୍ଡା : ସାମ୍ପ୍ରତିକ ସମାଜରେ ବର୍ତ୍ତମାନ ପରିପ୍ରେକ୍ଷୀରେ ଓଡ଼ିଶାରେ ଶିଶୁ ମୃତୁହାରର ଏକ ପ୍ରମୁଖ କାରଣ ହେଉଛି ନିମୋନିଆ ଯାହାକି ମାଲକାନଗିରି ଜିଲାରେ ଅଧିକାଂଶ ଦେଖିବାକୁ ମିଳୁଛି l ଦିନଥିଲା ମାଲକାନଗିରି ଜିଲାରୁ ମେଲେରିଆ ରୋକିବାକୁ ସ୍ୱାସ୍ଥ୍ୟ ବିଭାଗ ଲହୁ ଲୁହାଣ ହୋଇପଡିଥିଲା!-->…
ଜନସେବା କେନ୍ଦ୍ରରେ ଠକେଇ ଅଭିଯୋଗ
ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ଅନ୍ତର୍ଗତ ବଡ଼ପଡା ପଞ୍ଚାୟତ ଜାନବାଇ ଠାରେ ତରୁଣ ସାହା ନାମକ ଵ୍ୟକ୍ତି ଏକ ଘରୋଇ ଭାବରେ ଜନ ସେବା କେନ୍ଦ୍ର ମାଧ୍ୟମରେ କିଛି ଦିନ ହେଲା ସେଠାକାର ଜନସାଧାରଣଙ୍କ ଠାରୁ ଟଙ୍କା ଜମା ଉଠାଣ କରିଆସୁଥିବା ଅଭିଯୋଗ ହୋଇଛି!-->…
ଯୌତୁକ ପାଇଁ ଶାଶୁ କାଟିଦେଲା ବୋହୁର ହାତ ଆଙ୍ଗୁଠି
ଫୁଲବାଣୀ : ଯୌତୁକ ପାଇଁ ଶାଶୁ ବୋହୁର ଆଙ୍ଗୁଠିକୁ ଧାରୁଆ ଅସ୍ତ୍ରରେ କାଟି ଶରୀରରୁ କରିଦେଲା ଅଲଗା । ଏହି ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବିଲାବାଡ଼ି ଗ୍ରାମ ପଞ୍ଚାୟତର ଡଙ୍ଗା ଗ୍ରାମରେ । ପିଡୀତା ଝୁଲଣା ବେହେରା ଆଜିକୁ ଦଶ ବର୍ଷ ପୂର୍ବେ!-->…
ସମ୍ଭାବନା ତରଫରୁ ସାହିତ୍ୟିକ ସମ୍ବର୍ଦ୍ଧିତ
ଫୁଲବାଣୀ : ସମ୍ଭାବନା ସାହିତ୍ୟ ପରିଷଦ ତରଫରୁ କନ୍ଧମାଳର ସାହିତ୍ୟିକ ମାନଙ୍କୁ ଆଜି ଆସ୍କାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ ଏକ ରାଜ୍ୟ ସ୍ତରୀୟ ସମାବେଶରେ ସମର୍ଦ୍ଧିତ କରାଯାଇଛି l ଆୟୋଜିତ ଏହି କାର୍ଯ୍ୟକ୍ରମରେ କନ୍ଧମାଳର ବରିଷ୍ଠ ସାହିତ୍ୟିକ ଆଇନଜୀବୀ ତଥା ଜିଲ୍ଲା!-->…
ଲୋ ଭଲେଟେଜ୍ ଯୋଗୁଁ କ୍ଷତି ସହୁଛି ଉପଭୋକ୍ତା ଅଭିଯୋଗ ଆଣିଲା ଭାରତୀୟ ଜାଗରଣ ମଞ୍ଚ
ବ୍ରହ୍ମପୁର : ଲୋ ଭଲେଟେଜ୍ ମାଧ୍ୟମରେ ବିଦ୍ୟୁତ୍ ବିତରଣ କଂପାନୀ ମାନେ ଉପଭୋକ୍ତା ମାନେ ଲୁଟୁଥିବା ଅଭିଯୋଗ କରିଛି ଭାରତୀୟ ଜାଗରଣ ମଂଚ ।ଏନେଇ ଉତ୍କଳ ଆଶ୍ରମ ସଭାଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ବିଦ୍ୟୁତ୍ ସେବା ନିତ୍ୟଆବଶ୍ୟକ ଭାବେ ସମାଜରେ ଆବଶ୍ୟକତା ରହିଛି ।!-->…