Browsing Category

ଆଞ୍ଚଳିକ

ସୁରିୟା ସିକୁରୀଟି କମ୍ପାନୀରେ କାମ କରି ଦରମା ନପାଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ କର୍ମଚାରି

ମାଲକାନଗିରି, ୧।୧୧: ମାଲକାନଗିରି ଜିଲ୍ଲାରେ ହାଇଦ୍ରାବାଦର ଜିଭିପିଆର ନାମକ କମ୍ପାନୀ ଗାଁ ଗାଁକୁ ଜଳ ଯୋଗାଣ କାର୍ଯ୍ୟ କରୁଥିବା ବେଳେ ଏହି କମ୍ପାନୀ ବିଭିନ୍ନ ସ୍ଥାନରେ କ୍ୟାମ୍ପ କରି ଜଳ ଯୋଗାଣ ନିମନ୍ତେ ବ୍ୟବହାର ହେଉଥିବା ସାମଗ୍ରୀ ରଖୁଥିଲା । ତେବେ ଏହି କ୍ୟାମ୍ପର ତଦାରଖ କରିବା ପାଇଁ…

ଉତ୍କଳ ବିଶ୍ୱବିଦ୍ୟାଳୟର ଦୁଇଟି ନବୀକରଣ ଛାତ୍ରାବାସ ଉଦ୍ଘାଟିତ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ନବୀକରଣ ହୋଇଥିବା ଦୁଇଟି ଛାତ୍ରାବାସର ଶୁଭ ଉଦଘାଟନ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ଦ୍ୱାରା ଆଜି ଅନୁଷ୍ଠିତ ହୋଇଯାଇଛି | ଓଡିଶା ସରକାରଙ୍କ ଆର୍ଥିକ ଅନୁଦାନରେ ଗୋପବନ୍ଧୁ ଏବଂ ମଧୁସୂଦନ ଛାତ୍ରାବାସର ନବୀକରଣ କାର୍ଯ୍ୟ ଓଡ଼ିଶା ରାଜ୍ୟ ପୋଲିସ୍…

ଡିଭାଇଡରକୁ ପିଟିଲା ବାଇକ ; ଚାଳକ ମୃତ

ହିଞ୍ଜିଳିକାଟୁ ୧।୧୧ : ହିଞ୍ଜିଳି ଥାନା ଅନ୍ତର୍ଗତ ବ୍ରହ୍ମପୁର-ହିଞ୍ଜିଳିକାଟୂ ମୁଖ୍ୟ ରାସ୍ତାର ମକରଝୋଳ ଗ୍ରାମ ଛକ ନିକଟ ଡିଭାଇଡର ଆରମ୍ଭ ରେ ଏକ ବାଇକ ଡିଭାଇଡର କୁ ପିଟି ହେବା ଫଳରେ ଚାଳକ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ଗ୍ରାମର ରମେଶ…

ହାଇଓ୍ବା ମାଲିକ ସଂଘର ବୈଠକ

ବୁଗୁଡ଼ା : ସ୍ଥାନୀୟ ବାଙ୍କେଶ୍ଵରୀ ପୀଠରେ ପୋଲସରା ଓ ବୁଗୁଡ଼ା ଅଞ୍ଚଳର ହାଇଓ୍ବା ମାଲିକ ମାନଙ୍କୁ ନେଇ ଗଠିତ ସଂଘର ଏକ ବୈଠକ ସଭାପତି ରାହୁଲ ବିଷୋୟୀଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସମ୍ପାଦକ ଦୁର୍ଗା ପ୍ରସାଦ ଗୌଡ଼ଙ୍କ ଦ୍ବାରା ସଂଘର ବିଭିନ୍ନ ସମସ୍ୟା ଉପସ୍ଥାପନ…

କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ , ଫୁଲବାଣୀ ପକ୍ଷରୁର ସ୍ୱଚ୍ଛତା ହି ସେବା ଓ ଏକକ ପ୍ଲାଷ୍ଟିକ ବ୍ୟବହାର ବର୍ଜ୍ଜନ ସମ୍ପର୍କିତ…

ଫୁଲବାଣୀ : ଭାରତ ସରକାରଙ୍କର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ , କ୍ଷେତ୍ରୀୟ କାର୍ଯ୍ୟାଳୟ, ଫୁଲବାଣୀ ଆନୁକୂଲ୍ୟରେ କନ୍ଧମାଳ ଜିଲ୍ଲା ର ଚକାପାଦ ବ୍ଲକ ଅନ୍ତର୍ଗତ ଶଙ୍କରାଖୋଲ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ  "ସ୍ୱଚ୍ଛତା ହିଁ ସେବା ଏବଂ ଏକକ ପ୍ଲାଷ୍ଟିକ…

ପୁଣି ଛଅ ଫୁଟର ଅଜଗର ସାପ ଉଦ୍ଧାର କଲା ଟିମ ହ୍ୟୁମାନିଟ କନ୍ଧମାଳ

ଫୁଲବାଣୀ : ସମୟ ରାତ୍ର ନଅ ଘଣ୍ଟିକା ଫୁଲବାଣୀ ଠାରୁ କିଛି ଦୂର ମlଜାଗାଣ୍ଡା ଫୁଲବାଣୀ ବ୍ଲକ୍ ୧୪ ନଂ ଜୋନ ର ଜିଲ୍ଲା ପରିଷଦ ସଭ୍ଯ ପିତାମ୍ବର ମଲ୍ଲିକ ମାଜାଗାଣ୍ଡା ରାସ୍ତା ପାର୍ଶ୍ବରେ ଏକ ୬ଫୁଟର ଅଜଗର ସାପଟିକୁ ଦେଖି ଟିମ୍ ହ୍ୟୁମାନିଟି କନ୍ଧମାଳର ସ୍ନେକ ହେଲ୍ପଲାଇନକୁ ଯୋଗାଯୋଗ କରିଥିଲେ।…

ଆମ ଆଦମୀ ପାର୍ଟି ପକ୍ଷରୁ ହିଞ୍ଜିଳି ବିଧାନସଭା କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

ହିଞ୍ଜିଳିକାଟୁ : ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ର ଆମ ଆଦମୀ ପାର୍ଟି ର ମାଁ ଶ୍ୟାମଳାଈ ପରିଷର କଲ୍ୟାଣୀ ମଣ୍ଡପ ରେ ଗୁରୁବାର ଆମ ଆଦମୀ ପାର୍ଟି ପକ୍ଷରୁ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାରେ ଦିଲ୍ଲୀ ମଡେଲ ଆଣିବା ସହ ଶିକ୍ଷା, ସ୍ୱାସ୍ଥ୍ୟ,୨୦୦ ୟୁନିଟ୍ ବିଜୁଳି…

ଚଳନ୍ତା ବସରୁ ଖସି ଯୁବକ ଆହତ

ବୁଗୁଡ଼ା : ଚଳନ୍ତା ବସରେ ଚଢିବାକୁ ଯାଇ ଖସି ପଡିବାରୁ ଜନୈକ ଯୁବକ ଆହତ ଅବସ୍ଥାରେ ବୁଗୁଡା ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି । ଆହତ ଯୁବକ ଜଣକ ବୁଗୁଡ଼ା ଥାନା ଅନ୍ତର୍ଗତ ବି.ବ୍ରହ୍ମପୁର ଗ୍ରାମର ପ୍ରଫୁଲ୍ଲ ଗୋଡ (୪୨) । ପ୍ରକାଶ ଯେ , ଆଜି ରାତି ୮ଟା ବେଳେ ଶ୍ରୀକ୍ରିଷ୍ଣା ବସ୍…

ବିପୁଳ ପରିମାଣର ଗଞ୍ଜେଇ ଜବତ ଜଣେ ଚୋରା ଚାଲାଣକାରୀ ଗିରଫ

ଚିତ୍ରକୋଣ୍ଡା (୨୬/୧୦) : ମାଲକାନଗିରି ଜିଲ୍ଲା ଚିତ୍ରକୁଣ୍ଡା ଥାନା ଅନ୍ତର୍ଗତ ଚିତ୍ରକୋଣ୍ଡା ଏସାର ଛକ, ବଡପଦର, ପବ୍ଲିଗୁଡା ମୁଖ୍ୟ ରାସ୍ତାରେ ଏସାର ଛକ ନିକଟରୁ ପୋଲିସ 151 କେଜି 700 ଗ୍ରାମ ଗଂଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି। ସୂଚନା ଅନୁଯାୟୀ ଗତ 26 ତାରିଖ ରାତ୍ରି 12 ଟା 45…

ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନରେ ଓଡିଶା ପୁଲିସ ଏବଂ ଗୁଇନ୍ଦା ବିଭାଗ ତରଫରୁ ଜାରି ହୋଇଛି ପୋଷ୍ଟର

ଚିତ୍ରକୋଣ୍ଡା (୨୬/୧୦) : ଆନ୍ଧ୍ର ଓଡିଶା ସୀମାନ୍ତ ଆଦିବାସୀ ବହୁଳଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସୀମାନ୍ତ ଅଞ୍ଚଳରୁ ସମ୍ପୂର୍ଣ ମାଓବାଦୀ ନିର୍ମୂଳନ କରିବାକୁ ପ୍ରୟାସ l ଦିନ ଥିଲା ଉକ୍ତ ଅଞ୍ଚଳ ରେ ମାଓବାଦୀ ରାଜ କରୁଥିଲେ ତାଙ୍କ ବିନା ଇସାରାରେ ପତ୍ରଟିଏ ବି ହଲୁନଥିଲା | ମାଓଗଡ଼…